Lumina
Isaiah

Salvation for the Gentiles

Isaiah 56·Oriya Bible

1ସଦାପ୍ରଭୁ ଏହିସବୁ କହିଛନ୍ତି, ତୁମ୍ଭମାନେେ ନ୍ଯାଯ ପଥ ଏବଂ ତୁମ୍ଭର କର୍ତ୍ତବ୍ଯକୁ ଧର୍ମାନୁସା ରେ ଅନୁସରଣ କର। କାରଣ ଆମ୍ଭର ପରିତ୍ରାଣର ଆଗମନ ଓ ଆମ୍ଭ ଧର୍ମର ପ୍ରକାଶ ସଙ୍କଟ ଜନକ।

2ଯେଉଁ ବ୍ଯକ୍ତି ଏହା କରେ ଓ ଯେଉଁ ମାନବସନ୍ତାନ ଏହା ନିଷ୍ଠାର ସହିତ ଅବଲମ୍ବନ କରେ ; ପୁଣି ବିଶ୍ରାମବାର ପାଳନ କରି ତାହା ଅଶୁଚି ନ କରେ ଓ ସବୁପ୍ରକାର କୁକର୍ମରୁ ନିଜକୁ ନିବୃତ ରେଖ, ସେ ଧନ୍ଯ।

3ସଦାପ୍ରଭୁଙ୍କଠା ରେ ଆସକ୍ତ ବିଦେଶୀ ନ କହୁ ଯେ ସଦାପ୍ରଭୁ ମାେତେ ଆପଣା ଲୋକଠାରୁ ନିଶ୍ଚଯ ପୃଥକ୍ ରଖିବେ। ପୁଣି ଜଣେ ନପୁଂସକ ନ କହୁ ଯେ, ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ମୁଁ ଫଳବତୀ ହାଇପୋରିବି ନାହିଁ।'

4କାରଣ ନପୁଂସକମାନଙ୍କ ବିଷଯ ରେ ସଦାପ୍ରଭୁ ଏହିକଥା କୁହନ୍ତି, ଯେଉଁମାନେ ଆମ୍ଭର ବିଶ୍ରାମଦିନ ପାଳନ କରନ୍ତି ଓ ଆମ୍ଭର ତୁଷ୍ଟିକର ବିଷଯ ମନୋନୀତ କରନ୍ତି, ପୁଣି ଆମ୍ଭର ଚୁକ୍ତି ଅବଲମ୍ବନ କରନ୍ତି,

5ସମାନଙ୍କେୁ ଆମ୍ଭେ ଆମ୍ଭ ମନ୍ଦିର ମଧିଅରେ ଓ ଆମ୍ଭ ପ୍ରାଚୀର ଭିତ ରେ ପୁତ୍ର କନ୍ଯା ଅପେକ୍ଷା ଉତ୍ତମ ସ୍ମରଣାର୍ଥକ ସ୍ତମ୍ଭ ଓ ନାମ ଦବୋ।'

Isaiah 56 illustration - Isaiah Chapter 56

6କେତକେ ବିଦେଶୀଯ ସଦାପ୍ରଭୁଙ୍କର ପରିଚର୍ୟ୍ଯା କରିବା ପାଇଁ ଓ ସଦାପ୍ରଭୁଙ୍କ ନାମକୁ ପ୍ ରମେ କରିବା ପାଇଁ ଏବଂ ତାଙ୍କର ଦାସ ହବୋ ନିମନ୍ତେ ସଦାପ୍ରଭୁଙ୍କଠା ରେ ଆସକ୍ତ ହୁଅନ୍ତି। ସମାନେେ ବିଶ୍ରାମଦିନ ପାଳନ କରି ତାହା ଅଶୁଚି କରନ୍ତି ନାହିଁ ଓ ସଦାପ୍ରଭୁଙ୍କର ଚୁକ୍ତି ଅବଲମ୍ବନ କରନ୍ତି।

7 ସେ ସମସ୍ତଙ୍କୁ ଆମ୍ଭେ ଆମ୍ଭର ପବିତ୍ର ପର୍ବତକୁ ଆଣିବା ଓ ଆମ୍ଭର ପବିତ୍ର ପ୍ରାର୍ଥନା ଗୃହ ରେ ସମାନଙ୍କେୁ ଆନନ୍ଦିତ କରିବା। ସମାନଙ୍କେର ନବୈେଦ୍ଯ ଓ ଉତ୍ସର୍ଗ ବଳିଦାନକୁ ଆମ୍ଭେ ଗ୍ରହଣ କରିବା ; କାରଣ ଆମ୍ଭର ମନ୍ଦିର ସର୍ବ ଗୋଷ୍ଠୀର ଲୋକମାନଙ୍କର ପ୍ରାର୍ଥନା ମନ୍ଦିର ଭାବରେ ଖ୍ଯାତ ହବେ।'

8ସଦାପ୍ରଭୁ ମାରେ ପ୍ରଭୁ ଏହିସବୁ କହିଛନ୍ତି,

9ହେ କ୍ଷେତ୍ରସ୍ଥ ସମସ୍ତ ପଶୁ ଓ ବନସ୍ତ ପଶୁଗଣ ତୁମ୍ଭମାନେେ ଆସ ଓ ଭକ୍ଷଣ କର।

10ତାହାର ପ୍ରହରିଗଣ ଅନ୍ଧ, ସେ ସମସ୍ତ ଜ୍ଞାନହୀନ, ସମାନେେ ନିର୍ବାକ ଶ୍ବାନ, ସମାନେେ ଭୁକିପାରନ୍ତି ନାହିଁ। ସମାନେେ ସ୍ବପ୍ନଦର୍ଶୀ, ନିଦ୍ରାଡ଼ ଓ ଶାଇେ ରହିବାକୁ ଭଲ ପାଆନ୍ତି।

Isaiah 56 illustration - Isaiah Chapter 56

11ସମାନେେ ପଟେୁ କୁକୁର ସଦୃଶ ତବେେ ତୃପ୍ତ ହୁଅନ୍ତି ନାହିଁ। ଆଉ ମଧ୍ଯ ସମାନେେ ବିଚାରଶୂନ୍ଯ ମଷେପାଳକ। ସମାନେେ ଚାରିଆଡ଼ୁ ଆପଣା ଆପଣା ଲାଭ ଚେଷ୍ଟା ରେ ଆପଣା ଆପଣା ବାଟ ଆଡ଼େ ଫରେିଅଛନ୍ତି।

12ପ୍ରେତ୍ୟକକ କୁହନ୍ତି, ଆସ, ଆମ୍ଭେ ଦ୍ରାକ୍ଷାରସ ଆଣିବା ଓ ସୁରାପାନ ରେ ମତ୍ତ ହବୋ ; ପୁନଶ୍ଚ ଆଜି ଯେପରି ହବେ କାଲି ମଧ୍ଯ ସହେିପରି ହବେ ଏବଂ ତାହା ଅପରିମିତ ମହାଦିନ ହବେ।'

Chapter Complete

You have read Isaiah 56

12 verses