Lumina
Isaiah

God the Only God

Isaiah 44·Oriya Bible

1ସହ ଆମ୍ଭର ଦାସ ଯାକୁବ ଓ ଆମ୍ଭର ମଲନାନୀତ ଇଶ୍ରାଲୟଲ ଆମ୍ଭର ଯାହା କଥିତ ଶୁଣ।

2ଆମ୍ଲଭ ସଦାପ୍ରଭୁସଯ କି ତୁମ୍ଭକୁ ଗଢ଼ିଲଲ ମାତୃ ଗର୍ଭରୁ ତୁମ୍ଭକୁସଯ ନିର୍ମାଣ କଲଲ। ୟିଏ ତୁମ୍ଭକୁ ସାହାୟ୍ଯ କଲଲ,ସସହି ସଦାପ୍ରଭୁ କୁହନ୍ତି,ସହ ଆମ୍ଭର ଦାସ ଯାକୁବ,ସହ ଆମ୍ଭର ମଲନାନୀତ ଶିଶୁଗଣ, ଭୟ କର ନାହିଁ।

3'ଆମ୍ଲଭ ତୃଷିତ ଭୂମି ଉପସର ଜଳ ଓ ଶୁଷ୍କ ଭୂମି ଉପସର ଜଳଲଷାର୍ତ ଢ଼ାଳିବା। ଆମ୍ଲଭ ତୁମ୍ଭ ବଂଶ ଉପସର ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପସର ଆପଣା ଆଶୀର୍ବାଦ ବର୍ଷାଇବା।

4ସତଣୁସସମାଲନ ଜଳଲଷାର୍ତ ନିକଟସ୍ଥ ବାଇଶବୃକ୍ଷ ତୁଲ୍ଯ ବଢ଼ିବାକୁ ଲାଗିବଲ।

5ଜଲଣ କହିବ, ଆମ୍ଲଭ ସଦାପ୍ରଭୁଙ୍କର,' ଅନ୍ୟ ଜଲଣ ଯାକୁବ'ସବାଲି ନିଜକୁ କହିବ ; ଆଉସକହି 'ସଦାପ୍ରଭୁଙ୍କର' ସ୍ବାକ୍ଷର ନିଜ ହାତସର କରିବ ଓ ଅନ୍ୟସକହି 'ଇଶ୍ରାଲୟଲର ନାମସର ନିଜକୁ ପରିଚଯ ଦଲବ।'

Isaiah 44 illustration - Isaiah Chapter 44

6ସଦାପ୍ରଭୁ ଇଶ୍ରାଲୟଲର ରାଜା।ସସହି ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାଲୟଲର ତ୍ରାଣକର୍ତ୍ତା କୁହନ୍ତି, ଆମ୍ଲଭ ଆଦି ଓ ଅନ୍ତ, ଆମ୍ଭ ବ୍ଯତୀତ ଅନ୍ୟ ପରଲମଶ୍ବର ନାହାଁନ୍ତି।

7ଆମ୍ଭ ତୁଲ୍ଯ ଅନ୍ୟ ପରଲମଶ୍ବର ନାହାଁନ୍ତି। ଯଦି ଥାଆନ୍ତିସତଲବସସ ବର୍ତ୍ତମାନ ଆସି କୁହନ୍ତୁ।ସସ ଯଦି ଆମ୍ଭପରି,ସତଲବ ଆସି ପ୍ରମାଣ କରନ୍ତୁ।ସସ ମଧ୍ଯ କୁହନ୍ତୁ ଆମ୍ଲଭ ପୁରାତନସଲାକମାନଙ୍କୁ ସୃଷ୍ଟି କଲାସବଲଳ କ'ଣସବୁ ଘଟିଥିଲା।ସସ ମଧ୍ଯ ଭବିଷ୍ଯତସର କ'ଣ ଘଟିବ ତାହାର ସଙ୍କଲତ ଦିଅନ୍ତୁ।

8ତୁମ୍ଲଭମାଲନ ଭୀତ ଓ ବିବ୍ରତ ହୁଅ ନାହିଁ। ଆମ୍ଲଭ ସର୍ବଦା କହିଛୁ ଭବିଷ୍ଯତସର କ'ଣ ଘଟିବ। ତୁମ୍ଲଭମାଲନ ଆମ୍ଭର ସାକ୍ଷୀ। ଆମ୍ଭ ଭିନ୍ନ ଆଉ ପରଲମଶ୍ବର ନାହାଁନ୍ତି। ଅନ୍ୟ ଶୈଳ ନାହିଁ। ଆମ୍ଲଭ ଜାଣୁ ଆମ୍ଲଭ ହିଁ ଏକମାତ୍ର।'

9ସଯଉଁଦିନସଖାଦିତ ପ୍ରତିମା ନିର୍ମାଣ କରନ୍ତି,ସସ ସବୁ ଅସାର, ଯଦିଓସଲାଲକସସଗୁଡ଼ିକୁ ଆଦର କରନ୍ତି।ସସଗୁଡ଼ିକ ଉପକାରୀ ନୁହଁନ୍ତି।ସସହିସଲାକମାଲନ ସାକ୍ଷୀସହଲଲ ବିସସମାଲନ ଲଜ୍ଜିତସହଲବ।ସସମାଲନ କିଛିସଦଖନ୍ତି ନାହିଁ କି କିଛି ଜାଣନ୍ତି ନାହିଁ।

10କିଏ ଏପରିସଦବତା ନିର୍ମାଣ କରିଛି ୟିଏ ଅଦରକାରୀ ଏବଂ ହାନିକାରକ ? କିଏ ଏପରି ପ୍ରତିମା ଗଠନ କରିଛି ?

Isaiah 44 illustration - Isaiah Chapter 44

11ସଯଉଁ ଶ୍ରମିକଗଣସସହି ପ୍ରତିମା ନିର୍ମାଣ କରିଛନ୍ତି,ସସମାଲନ ମନୁଷ୍ଯ ମାତ୍ର,ସସମାଲନ ପରଲମଶ୍ବର ନୁହଁନ୍ତି।ସସମାଲନ ସମସ୍ଲତ ଯଦି ଏକତ୍ରୀତସହାଇ ଆଲୋଚନା କରିଲବ,ସତଲବସସମାଲନ ସଂପୂର୍ଣ୍ଣ ଲଜ୍ଜିତସହଲବ ଏବଂ କମ୍ପିତସହଲବ।

12କର୍ମକାର ପ୍ରତିମା ଗଢ଼ିଲାସବଲଳ ଲାଲ୍ ଉତ୍ତପ୍ତ ଅଙ୍ଗାରସର କର୍ମ କଲର ଓ ନିଜର ବଳିଷ୍ଠ ବାହୁ ସାହାୟ୍ଯସର ହାତୁଡ଼ିସର ତାହାର ଆକାର ତିଆରି କଲର,ସଯଲତଲବଲଳସସ କ୍ଷୁଧାର୍ତ୍ତ ହୁଏ, ତା'ର ଶକ୍ତି ହରାଏ ଓ ଜଳପାନ ନ କଲଲ ଦୁର୍ବଳସହାଇୟାଏ।

13ଅନ୍ୟ ଜଲଣ ଶ୍ରମିକ ସୁତାଧରି ସିନ୍ଦୂରସର ଚିହ୍ନସହାଇ କାଠ ଉପସର ରନ୍ଦା ବୁଲାଇ ପ୍ରତିମାର ଆକୃତି କଲର।ସସ ତା'ର ହତିଆର ଓ ମାପ ୟନ୍ତ୍ର ବ୍ଯବହାର କରି ଠିକ୍ ମନୁଷ୍ଯ ଆକୃତିର ପ୍ରତିମା ଗଢ଼ଲ।ସସ ପ୍ରତିମାଗୁଡ଼ିକ ଘସର କିମ୍ବା ମନ୍ଦିରସର ରହିବା ପାଇଁ ମନୁଷ୍ଯର ସୁନ୍ଦରତାସର ମନୁଷ୍ଯର ପ୍ରତିମାସର ତିଆରିସହାଇଛି।

14ସସ ନିଜ ପାଇଁ ଏରସ, ତର୍ସୀ ଓ ଆଲଲାନ୍ ବୃକ୍ଷ କାଟଲ।ସସସସଗୁଡ଼ିକ ଜଙ୍ଗଲ ବୃକ୍ଷମାନଙ୍କ ମଧିଅଲର ବଢ଼ାଇଥାଏ। ମାତ୍ରସସ ଦଲବଦାରୁସରାପଣ କଲର,ସତଲବ ବର୍ଷା ତାକୁ ବଢ଼ାଇବାସର ସାହାୟ୍ଯ କଲର।

15ସସହି ବ୍ଯକ୍ତି ଏରସକୁ ଜାଳଲଣି ରୂଲପ ବ୍ଯବହାର କଲର।ସସ ତାକୁସଛାଟସଛାଟ ଖଣ୍ଡ କରିସସଥିସର ଅଗ୍ନି ସଂୟୋଗ କରି ତାପ ପାଏ।ସସସସହି ନିଆଁସରସରାଟୀ ତିଆରି କଲର, ଆଉ ମଧ୍ଯସସହି କାଠର କିଛି ଅଂଶସରସଦବତା କରି ତାକୁ ପୂଜା କଲର ଓ ଏକସଖାଦିତ ପ୍ରତିମା କରି ତାହା ସମ୍ମୁଖସର ଦଣ୍ଡବତ କଲର।

Isaiah 44 illustration - Isaiah Chapter 44

16ଅଧା କାଠସସ ଅଗ୍ନିସର ପୋଡ଼ଲ ଓ ଅନ୍ୟ ଅର୍ଦ୍ଧକଲସରସସ ମାଂସ ରାନ୍ଧି ଭୋଜନ କଲର।ସସଥିସରସସ ତୃପ୍ତ ହୁଏ। ଆଉ ମଧ୍ଯସସ ଅଗ୍ନି ଜାଳି ତାପ ପାଏ ଓ କସହ, ଆମ୍ଲଭ ଉଷ୍ମସହଲୁ ଓ ଆମ୍ଲଭମାଲନ ଆଲଲାକସଦଖି ପାରିଲୁ।

17ସଯଉଁ ଅଳ୍ପ କିଛି ଅବଶିଷ୍ଟାଂଶ ରଲହସସସସଥିସର ଏକସଦବତା, ଆପଣାରସଖାଦିତ ପ୍ରତିମା ନିର୍ମାଣ କଲର ଓ ତାକୁସଦବତାସବାଲି କସହ।ସସ ତାହା ଆଗସର ଦଣ୍ଡବତସହାଇ ପୂଜା କଲର। ଏବଂ ତାକୁ ପ୍ରାର୍ଥନା କରି କସହ, ତୁମ୍ଲଭ ଆମ୍ଭରସଦବତା, ଆମ୍ଭକୁ ରକ୍ଷା କର।

18ସସହିସଲାକମାଲନ କ'ଣ କରୁଛନ୍ତି ଜାଣନ୍ତି ନାହିଁ କି ବିଚାର କରନ୍ତି ନାହିଁ।ସସମାଲନସଯପରିସଦଖି ନ ପାରିଲବ ଏଥିପାଇଁସସମାନଙ୍କର ଚକ୍ଷୁ ଓସସମାଲନସଯପରି ବୁଝି ନ ପାରିଲବ, ଏଥିପାଇଁସସମାନଙ୍କର ଚିତ୍ତସସ ମୁଦ୍ରିତ କରିଛନ୍ତି।

19ସସହିସଲାକମାଲନ ଭାବି ନଥାନ୍ତି।ସସମାଲନ ଏହା କରିବା ପାଇଁ ବୁଦ୍ଧି ଜ୍ଞାନ ହରାଇ ଥାନ୍ତି।ସସମାଲନ ବୁଝନ୍ତି ନାହିଁସଯ, ଅଧା କାଠସପାଡ଼ି ଆମ୍ଲଭ ଉଷୁମ ପାଇଲୁ, ଉତ୍ତପ୍ତ ଅଙ୍ଗାରସରସରାଟୀସସକି ଓ ମାଂସ ରାନ୍ଧି ଖାଇଲୁ ଓ ଅବଶିଷ୍ଟାଂଶସର ପ୍ରତିମା ଗଢ଼ିଲୁ ଯାହାକି ଅସାର ଓ ଘୃଣାୟୋଗ୍ଯ। ପୁଣିସସ କାଠ ଆଗସର ଦଣ୍ଡବତସହଲୁ।'

20ସଯ ଭସ୍ମସଭାଜନ କଲର,ସସ ନିଜର ଜୀବନକୁ ରକ୍ଷା କରିପାସର ନାହିଁ।ସମା ଦକ୍ଷିଣ ହସ୍ତସର ଏହି ସମସ୍ତ ବିଷଯସର କ'ଣସକୗଣସି ମିଥ୍ଯା ନାହିଁ ? କହିପାସର ନାହିଁ। ଏଣୁ ତା'ର ଭ୍ରାନ୍ତଚିତ୍ତ ତାକୁ ବିପଥଗାମୀ କରିଛି।

Isaiah 44 illustration - Isaiah Chapter 44

21ସହ ଯାକୁବ,ସହ ଇଶ୍ରାଲୟଲ, ତୁମ୍ଲଭମାଲନ ଏହିସବୁ କଥା ସ୍ମରଣ କର। ତୁମ୍ଭମାନଙ୍କୁ ଆମ୍ଲଭ ସୃଷ୍ଟି କରିଅଛୁ।ସତଣୁ ତୁମ୍ଲଭମାଲନ ଆମ୍ଭର ଦାସ।ସହ ଇଶ୍ରାଲୟଲ, ଆମ୍ଭକୁ ଭୁଲିବ ନାହିଁ।

22ମଲଘ ସଦୃଶ ତୁମ୍ଭର ପାପକୁ ଓ କୁହୁଡ଼ି ସଦୃଶ ତୁମ୍ଭର ପାପକୁ ଆମ୍ଲଭ ମାର୍ଜନା କରିଅଛୁ। ପବନସର ମଲଘ ଚାଲିଗଲା ପରି ତୁମ୍ଭର ପାପସବୁ ଦୂରୀଭୂତସହାଇଅଛି।ସତଣୁ ତୁମ୍ଲଭ ଆମ୍ଭ ନିକଟକୁସଫରିଆସ, କାରଣ ଆମ୍ଲଭ ତୁମ୍ଭକୁ ମୁକ୍ତ କରିଅଛୁ।'

23ସହ ଆକାଶମଣ୍ଡଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଛନ୍ତି।ସହ ପୃଥିବୀର ଭୂତଳସ୍ଥାନ ସକଳ ଆନନ୍ଦଧ୍ବନି କର।ସହ ପର୍ବତ ଗଣ,ସହ ଅରଣ୍ଯ ଓ ତନ୍ମଧ୍ଯସ୍ଥ ବୃକ୍ଷ ସମୂହ, ତୁମ୍ଲଭମାଲନ ସମସ୍ଲତ ଉଚ୍ଚ ସ୍ବରସର ପ୍ରଭୁଙ୍କର ପ୍ରଶଂସା ଗାନ କର ; କାରଣ ସଦାପ୍ରଭୁ ଯାକୁବକୁ ମୁକ୍ତ କରିଛନ୍ତି ଓ ଇଶ୍ରାଲୟଲକୁସଗୗରବନ୍ବିତ କରିଲବ।

24ତୁମ୍ଭର ତ୍ରାଣକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ମାତୃ ଗର୍ଭରୁ ହିଁ ଗଢିଛନ୍ତି।ସସ ଏହା କୁହନ୍ତି, ଆମ୍ଲଭ ସଦାପ୍ରଭୁ, ସମସ୍ତ ସାଧନ କରିଅଛୁ। ଆମ୍ଲଭ ଆକାଶମଣ୍ତଳକୁ ବିସ୍ତାର କରୁ ଓ ଏକାକୀ ପୃଥିବୀକୁ ପ୍ରସାରିତ କରୁ। ଆମ୍ଭର ସହିତସକହି ନାହିଁ।

25ଆମ୍ଲଭ ମିଥ୍ଯାବାଦୀମାନଙ୍କର ମିଥ୍ଯାକୁ ପ୍ରମାଣ କରୁ। ଆମ୍ଲଭ ନିର୍ଲବାଧମାନଙ୍କର ୟାଦୁକାରୀ କାର୍ୟ୍ଯ ବିଫଳ କରୁ। ଜ୍ଞାନୀମାନଙ୍କର ଜ୍ଞାନକୁ ପ୍ରତିହତ କରୁ ଓସସମାନଙ୍କର ଜ୍ଞାନକୁ ଅଜ୍ଞାନତାସର ପରିଣତ କରୁ।

Isaiah 44 illustration - Isaiah Chapter 44

26ଆମ୍ଲଭ ଆମ୍ଭ ଦାସର ବାକ୍ଯ ତୁଚ୍ଛ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ଯ ଉତ୍ତମସବାଲି ଆମ୍ଲଭସଦଖାଇ ଦଲଉ।

27ଆମ୍ଲଭ ଗଭୀର ଜଳକୁ ଶୁଷ୍କସହବାକୁ କହୁ ଓ ତୁମ୍ଭର ନଦନଦୀଗୁଡ଼ିକ ଶୁଷ୍କ କରିଦଲଉ।

28ଆମ୍ଲଭସକାରସ ବିଷଯସର କହୁ, ତୁମ୍ଲଭ ଆମ୍ଭସମଷପାଳକ, ତୁମ୍ଲଭ ଆମ୍ଭର ମଙ୍ଗଳ କରିବ। ତୁମ୍ଲଭ ୟିରୁଶାଲମ ପୁନଃନିର୍ମିତସହବସବାଲି କହିବ।' ପୁଣି ମନ୍ଦିରର ମୂଳଦୁଆ ସ୍ଥାପିତସହବସବାଲି ତୁମ୍ଲଭ କହିବ।'

Chapter Complete

You have read Isaiah 44

28 verses