Lumina
Isaiah

Hezekiah's Prayer

Isaiah 37·Oriya Bible

1ରାଜା ହିଜକିଯ ସେ ସମସ୍ତ ଶୁଣିଲା ପ ରେ ନିଜର ବସ୍ତ୍ର ଚିରି ଓ ଅଖା ଘୋଡ଼ି ହାଇେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।

2ପୁଣି ହିଜକିଯ ରାଜା ଗୃହାଧ୍ଯକ୍ଷ ଇଲିଯାକିମ୍, ଲେଖକ ଗିବ୍ ନ ଓ ଯାଜକମାନଙ୍କର ପ୍ରାଚୀନବର୍ଗଙ୍କୁ ଅଖ ପିନ୍ଧାଇ ଆମାେସଙ୍କ ପୁତ୍ର ଭବିଷ୍ଯତବକ୍ତା ଯିଶାଇୟଙ୍କ ନିକଟକୁ ପଠାଇଲେ।

3ସମାନେେ ଯିଶାଇୟଙ୍କୁ କହିଲେ, ହିଜକିଯ ଏହା କହିଛନ୍ତି। ଆଜି ଦିନ ଆପଦ ଅନୁୟୋଗ ଓ ଅପମାନର ଦିନ, କାରଣ ଜନ୍ମ ହବୋକୁ ବସିଛି, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।

4ହାଇପୋ ରେ ଜୀବନ୍ତ ପରମେଶ୍ବରଙ୍କୁ ଧିକ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀଯ ରାଜା ଦ୍ବାରା ପ୍ ରରେିତ ରବଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ବର ଯେଉଁ କଥା ଶୁଣି ଅଛନ୍ତି, ତାହାପାଇଁ ଅନୁୟୋଗ କରିବେ। ଏଣୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସମାନଙ୍କେ ପାଇଁ ତୁମ୍ଭେ ପ୍ରାର୍ଥନା କର।'

5ରାଜା ହିଜକିଯଙ୍କର ଦାସମାନେ ଯିଶାଇୟଙ୍କ ନିକଟରେ ପହନ୍ଚିଲେ।

Isaiah 37 illustration - Isaiah Chapter 37

6ଯିଶାଇୟ ସମାନଙ୍କେୁ କହିଲେ, ଏହି କଥା ତୁମ୍ଭର ପ୍ରଭୁ ହିଜକିଯଙ୍କୁ ଦିଅ। ସଦାପ୍ରଭୁ କୁହନ୍ତି, ଅଶୂର ରାଜାର ଦାସମାନେ ବାଳକମାନଙ୍କୁ' ନିନ୍ଦା କରିବାର ଯେଉଁ କଥା ଶୁଣିଅଛ ! ତହିଁରେ ଭୟଭୀତ ହୁଅ ନାହିଁ।

7ଦେଖ, ଆମ୍ଭେ ଅଶୂରୀଯ ରାଜ ମଧିଅରେ ଏକ ଆତ୍ମା ପ୍ରବେଶ କରାଇବା ଓ କୌଣସି ଜନରବ ଶୁଣି ନିଜ ଦେଶକୁ ଫରେିୟିବ। ସେତବେେଳେ ତାହାରି ନିଜ ଦେଶ ରେ ଆମ୍ଭେ ତାକୁ ଖଡ୍ଗ ରେ ନିପାତ କରିବା।'

8ପ୍ରଧାନ ସନୋପତି ଫରେିଗଲେ ଏବଂ ସେତବେେଳେ ସେ ଶୁଣିବାକୁ ପାଇଲେ ଯେ, ଅଶୂରର ରାଜା ଲାଖୀଶର ସନୋ ଛାଉଣୀ ଛାଡ଼ିଛନ୍ତି। ସନୋପତି ଲିବ୍ ନା ରେ ରାଜା ୟୁଦ୍ଧ କରୁଥିବାର ଦେଖିଲା।

9ଅଶୂରର ରାଜା ଶୁଣିବାକୁ ପାଇଲେ, ରାଜା ତିହୀକ କୂଶ ଦେଶ ରେ ତାଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସୁଛନ୍ତି, ଯେତବେେଳେ ଅଶୂରର ରାଜା ଏକଥା ଶୁଣିଲେ,

10ହିଜକିଯକୁ ଏହିକଥା କହିବାପାଇଁ ସେ ଦୂତଗଣ ପଠାଇଛନ୍ତି,

Isaiah 37 illustration - Isaiah Chapter 37

11ଦେଖ, ଅଶୂରୀଯ ରାଜାମାନେ ଯେପରି ଭାବରେ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ଭାବରେ ଧ୍ବସ୍ତ ବିଧ୍ବସ୍ତ କରିଛନ୍ତି, ତାହା ତୁମ୍ଭମାନେେ ଶୁଣିଅଛ। ଆଉ ତୁମ୍ଭମାନେେ କ'ଣ ଉଦ୍ଧାର ପାଇବ ?

12ମାରେ ପୂର୍ବପୁରୁଷଗଣ ଯେଉଁ ଗୋଶନ, ହାରୋଣ ଓ ରେତ୍ଶଫ୍ ଦେଶୀଯମାନଙ୍କୁ ଏବଂ ତଳଃସର ନିବାସୀ ଏଦନ-ସନ୍ତାନମାନଙ୍କୁ ବିନାଶ କଲେ, ସମାନଙ୍କେର ଦବେତାମାନେ କ'ଣ ସମାନଙ୍କେୁ ଉଦ୍ଧାର କଲେ ?

13ହମାତ, ଅର୍ପଦ, ସଫର୍ବଯିମ ନଗର, ହନୋ ଓ ଅବ୍ବା ରାଜା କାହାଁନ୍ତି ? ସମାନେେ ସମସ୍ତେ ବିନାଶ ହାଇେଛନ୍ତି।

14ହିଜକିଯ ଦୂତଙ୍କଠାରୁ ଏକ ଲଖାେ ନେଲେ ଓ ପାଠ କଲେ। ତା'ପ ରେ ସେ ସଦାପ୍ରଭୁଙ୍କ ମନ୍ଦିରକୁ ୟାଇ ପ୍ରାର୍ଥନା କରି କହିଲା।

15ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲା,

Isaiah 37 illustration - Isaiah Chapter 37

16 ହେ ସର୍ବଶକ୍ତିମାନ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର ଯେ କି କିରୂବଗଣ ଉପ ରେ ଉପବିଷ୍ଟା ତୁମ୍ଭେ କବଳେ ପୃଥିବୀସ୍ଥ ସମୁଦାଯ ରାଜ୍ଯର ପରମେଶ୍ବର ଅଟ। ତୁମ୍ଭେ ଏହି ସ୍ବର୍ଗ ଓ ପୃଥିବୀ ନିର୍ମାଣ କରିଅଛ।

17ହେ ସଦାପ୍ରଭୁ ଦୟାକରି କର୍ଣ୍ଣ ଦଇେ ଶୁଣ, ହେ ସଦାପ୍ରଭୁ, ଚକ୍ଷୁ ଖାଲିେ ଦେଖ। ପୁଣି ଜୀବନ୍ତ ପରମେଶ୍ବରଙ୍କୁ ଧିକ୍କାର କରିବା ପାଇଁ ସନ୍ ହରେୀବ ଯାହା କିଛି ପଠାଇଛି, ତାହାର ସହେି ସବୁକଥା ଶୁଣ।

18ହେ ସଦାପ୍ରଭୁ, ଏହା ସତ୍ଯ ଯେ ଅଶୂରୀଯ ରାଜାମାନେ ସମସ୍ତ ଦେଶକୁ ଏବଂ ସମାନଙ୍କେ ଭୂମିକୁ ଧ୍ବଂସ କରିଛନ୍ତି।

19ଆଉ ମଧ୍ଯ ସମାନେେ ସହେି ଦେଶର ଦବେତାମାନଙ୍କୁ ଅଗ୍ନି ରେ ନିକ୍ଷପେ କରିଛନ୍ତି। କାରଣ ସମାନେେ ପ୍ରକୃତ ଦବେତା ନୁହଁନ୍ତି। ମନୁଷ୍ଯ ହସ୍ତ ନିର୍ମିତ କାଷ୍ଠ ଓ ପାଷାଣ ପ୍ରତିମା। ତେଣୁ ସମାନେେ ସଗେୁଡ଼ିକୁ ବିନାଶ କରିଛନ୍ତି।

20ମାତ୍ର ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର। ତେଣୁ ଦୟାକରି ଆମ୍ଭମାନଙ୍କୁ ଅଶୂରୀଯ ରାଜାଙ୍କଠାରୁ ଉଦ୍ଧାର କର, ତାହା ହେଲେ ତୁମ୍ଭେ ଯେ ସଦାପ୍ରଭୁ ଓ ଏକମାତ୍ର ପରମେଶ୍ବର, ଏକଥା ସମଗ୍ର ପୃଥିବୀବାସୀ ଜାଣିବେ।

Isaiah 37 illustration - Isaiah Chapter 37

21ତା'ପ ରେ ଆମାେସଙ୍କ ପୁତ୍ର ଯିଶାଇୟ ହିଜକିଯ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ। ସେ କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କୁହନ୍ତି, 'ତୁମ୍ଭେ ଅଶୂରର ରାଜା ସନ୍ ହରେୀବ ବିରୁଦ୍ଧ ରେ ଆମ୍ଭ ନିକଟରେ ପ୍ରାର୍ଥନା କର।'

22ସନ୍ ହରେୀବ ବିଷଯ ରେ ସଦାପ୍ରଭୁ ଏହିକଥା କୁହନ୍ତି, ସିୟୋନର କୁଆଁରୀକନ୍ଯା ତୁମ୍ଭକୁ ତୁଚ୍ଛ କରିଛି ଓ ତୁମ୍ଭକୁ ପରିହାସ କରିଛି। ୟିରୁଶାଲମର କନ୍ଯା ତୁମ୍ଭକୁ ହୀନ ଦୃଷ୍ଟି ରେ ଦେଖିଛି।

23ମାତ୍ର ତୁମ୍ଭେ କାହାକୁ ଅପମାନିତ ଓ ନିନ୍ଦା କରିଛ ? କାହା ବିରୁଦ୍ଧ ରେ ତୁମ୍ଭେ ନିଜର ଅଭିଯୋଗ ବାଢ଼ିଛ ? ପୁଣି ଗର୍ବ ରେ ଦୃଷ୍ଟି ଉର୍ଦ୍ଧ୍ବକୁ କରିଅଛ। ଏସବୁ ଇଶ୍ରାୟେଲ ପବିତ୍ର ସ୍ବରୂପ ବିରୁଦ୍ଧ ରେ ନୁହେଁ କି ?

24ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ବାରା ମାରେ ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ। ତୁମ୍ଭେ କହିଛ, ମୁଁ ଅତି ଶକ୍ତିଶାଳୀ ଓ ମାରେ ଅପାର ରଥ ସାହାୟ୍ଯ ରେ ମୁଁ ଲିବାନୋନକୁ ପରାସ୍ତ କରିଛି, ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି, ତା'ର ଏରସ ଓ ଦବଦୋରୁ ବୃକ୍ଷସବୁ କାଟି ପକାଇଛି। ପୁଣି ତା'ର ଦୂରବର୍ତ୍ତୀ ଉଚ୍ଚସ୍ଥାନ ରେ ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ଯ ରେ ପ୍ରବେଶ କରିଛୁ।

25ଆମ୍ଭେ କୂପ ଖାେଳି ଜଳପାନ କରିଅଛୁ। ପୁଣି ମିଶରର ନଦୀସବୁକୁ ଶୁଷ୍କ କରାଇ ତା ଉପ ରେ ପଦଚାରଣା କରିଅଛୁ।'

Isaiah 37 illustration - Isaiah Chapter 37

26ଏସବୁ ତୁମ୍ଭେ ସିନା କହିଲ, ମାତ୍ର ତୁମ୍ଭେ କ'ଣ ଶୁଣି ନାହଁ, ବହୁକାଳ ପୂର୍ବରୁ ଏହା ନିରୂପଣ ଓ ସ୍ଥିର କରିଅଛୁ ? ତୁମ୍ଭେ ପ୍ରାଚୀର ବେଷ୍ଟିତ ନଗରଗୁଡ଼ିକୁ ଧ୍ବଂସ କରି ଢ଼ିପି କରିବ, ଏହା ଆମ୍ଭେ ଏବେ ସଫଳ କରିଅଛୁଁ।

27ଏଣୁ ସହେି ନଗର ବାସିନ୍ଦା ଅଳ୍ପଶକ୍ତି ବିଶିଷ୍ଟ ହେଲେ। ସମାନେେ ହତାଶ ଓ ବିଭ୍ରାନ୍ତ ହେଲେ। ସମାନେେ କ୍ଷେତ୍ରର ଘାସ ଓ ନବୀନ ତୃଣ କର୍ତ୍ତନ ସଦୃଶ, ଗୃହ ଛାତର ଉପରିସ୍ଥ ଘାସ ଓ ଅପକ୍ବ ଶସ୍ଯକ୍ଷେତ୍ର ତୁଲ୍ଯ ହେଲେ।

28ମାତ୍ର ତୁମ୍ଭେ କବେେ ଉଠିବ, ବସିବ, ବାହାରକୁ ୟିବ, ଭିତରକୁ ଆସିବ, ପୁଣି ଆମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବ, ଏସବୁ ଆମ୍ଭେ ଜାଣୁ।

29ହଁ, ତୁମ୍ଭେ ଆମ୍ଭ ବିରୁଦ୍ଧ ରେ କୋର୍ଧ କରିଅଛ ଓ ତୁମ୍ଭର ଦମ୍ଭ ଓ ଗର୍ବିତ କଥା ଆମ୍ଭର କର୍ଣ୍ଣଗୋଚର ହାଇେଅଛି। ଏଣୁ ଆମ୍ଭେ ତୁମ୍ଭ ନାକରେ ଅଙ୍କୁଶ ଓ ଓଠ ରେ ଲଗାମ ହବେ। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ, ସହେି ବାଟରେ ତୁମ୍ଭମାନେେ ଫରେିୟିବ।

30ତା'ପ ରେ ସଦାପ୍ରଭୁ ହିଜକିଯଙ୍କୁ କହିଲେ, ଏହା ତୁମ୍ଭ ପାଇଁ ଏକ ଚିହ୍ନ ହବେ। ଏହି ବର୍ଷ ସ୍ବଯଂ ଉତ୍ପନ୍ନ ଶସ୍ଯରୁ ଓ ଦ୍ବିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ଯରୁ ଭୋଜନ କରିବ। ପୁଣି ତୃତୀୟ ବର୍ଷ ବୀଜ ବୁଣି ପ୍ରଚୁର ଶସ୍ଯ ଅମଳ କରିବ ଓ ଦ୍ରାକ୍ଷାକ୍ଷେତ୍ର କରି ତାହାର ଫଳ ଭୋଗ କରିବ।

Isaiah 37 illustration - Isaiah Chapter 37

31ଯିହୁଦା ବଂଶର ରକ୍ଷାପାଇଥିବା ଅବଶିଷ୍ଟାଂଶ ଲୋକେ ପୁନର୍ବାର ବଢ଼ିବେ। ସମାନେେ ବୃକ୍ଷପରି ତଳକୁ ଚରେ ମାଡ଼ିବେ ଓ ଉପ ରେ ଫଳ ଫଳିବେ।

32କାରଣ ୟିରୁଶାଲମରୁ ରକ୍ଷାପ୍ରାପ୍ତ ଏହି ଅଳ୍ପ କେତକେ ଅବଶିଷ୍ଟ ଲୋକ ସିୟୋନ ପର୍ବତରୁ ବାହାରିବେ। ସର୍ବଶକ୍ତିମାନ ସଦାପ୍ରଭୁଙ୍କ ଗଭୀର ପ୍ ରମରେ ସିଦ୍ଧତା ଦ୍ବାରା ଏହା ପ୍ରମାଣିତ ହବେ।'

33ଏଣୁ ସଦାପ୍ରଭୁ ଅଶୂରୀଯ ରାଜା ବିଷଯ ରେ ଏହିକଥା କହନ୍ତି,

34ସଦାପ୍ରଭୁଙ୍କ ବାକ୍ଯ ଅନୁସାରେ ସେ ଯେଉଁ ବାଟଦଇେ ଆସିଥିଲା ସହେି ବାଟରେ ଫରେିୟିବ। ସେ ଏ ନଗରକୁ ଆସିବ ନାହିଁ।

35ମୁଁ ମାେ ନିମନ୍ତେ ଓ ମାରେ ଦାସ ଦାଉଦ ନିମନ୍ତେ ଏହି ନଗରକୁ ରକ୍ଷା କରିବି ଓ ଏହାର ସପକ୍ଷ ରେ ରହିବି ।'

Isaiah 37 illustration - Isaiah Chapter 37

36ଏହାପ ରେ ସହେି ରାତ୍ରି ରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀଯମାନଙ୍କ ଛାଉଣି ରେ 1,85,000 ଲୋକଙ୍କୁ ସଂହାର କଲେ। ଯେତବେେଳେ ପ୍ରଭାତ ରେ ଲୋକମାନେ ଉଠିଲେ, ସମାନଙ୍କେ ଚତୁର୍ଦ୍ଦିଗ ରେ କବଳେ ଶବମାନ ଦେଖିଲେ।

37ତେଣୁ ଅଶୂର ରାଜା ସନ୍ ହରେୀବ ନୀନିବୀକୁ ପ୍ରସ୍ଥାନ କଲା ଓ ସଠାେ ରେ ବାସ କଲା।

38ଦିନେ ସନ୍ ହରେୀବ ନିଷ୍ରୋଳ ନାମକ ଦବେତାର ଗୃହ ରେ ପୂଜା କଲା ବେଳେ ତା'ର ଦୁଇ ପୁତ୍ର ଅଦ୍ରମ୍ମଲକେ ଓ ଶ ରେତ୍ସର ତାକୁ ଖଡ୍ଗ ରେ ବଧ କଲେ। ତା'ପ ରେ ସମାନେେ ଅରାରଟ ଦେଶକୁ ପଳାଯନ କଲେ। ତେଣୁ ତାହାର ପୁତ୍ର ଏସରହଦ୍ଦୋନ ଅଶୂରର ରାଜତ୍ବ କଲା।

Chapter Complete

You have read Isaiah 37

38 verses