Lumina
Genesis

Genesis 7

Genesis 7·Oriya Bible

1ଏହାପରେ ସଦାପ୍ରଭୁ ନୋହଙ୍କୁ କହିଲେ, ମୁଁ ଦେଖିଛି ତୁମ୍ଭେ ଜଣେ ଧାର୍ମିକ ଲୋକ, ଏହି କାଳର ଦୁଷ୍ଟ ଲୋକମାନଙ୍କ ମଧିଅରେ। ତେଣୁ ତୁମ୍ଭର ପରିବାର ଏକତ୍ରିତ ହାଇେ ଜାହା ରେ ପ୍ରବେଶ କଲ।

2ତୁମ୍ଭେ ତୁମ୍ଭ ସହିତ ସାତ ୟୋଡ଼ ଶୁଚ଼ି ପଶୁ ଓ ଏକ ୟୋଡ଼ି ଅଶୁଚ଼ି ପଶୁ ନଇେ ଆସିବ। ପ୍ରେତ୍ୟକକ ପକ୍ଷୀ ଜାତିର ପୁରୁଷ ଓ ଗୋଟିଏ ସ୍ତ୍ରୀ ନିଶ୍ଚଯ ରହିବ।

3ପ୍ରେତ୍ୟକକ ପକ୍ଷୀ ଜାତିର ପୁରୁଷ ଓ ସ୍ତ୍ରୀ ସାତ ସାତ ୟୋଡ଼ି ସଂଗ ରେ ନିଅ, ବଂଶ ରକ୍ଷା କରିବା ପାଇଁ।

4ସାତଦିନ ପରେ ମୁଁ ଚ଼ାଳିଶ ଦିବାରାତ୍ର ପୃଥୀବୀ ରେ ବୃଷ୍ଟି କରାଇବି। ପୃଥିବୀର ସମସ୍ତ ଜୀବିତ ପ୍ରାଣୀ ଓ ସଠାେକାର ସମସ୍ତ ଜିନିଷ ଧ୍ବଂସ କରି ଦବେି, ଯାହା ମୁଁ ସୃଷ୍ଟି କରିଥିଲି।

5ନୋହ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ସମସ୍ତ କାର୍ୟ୍ଯ କଲେ।

Genesis 7 illustration - Genesis Chapter 7

6ବନ୍ଯା ଆସିବା ସମୟରେ ନୋହଙ୍କୁ 600 ବର୍ଷ ବଯସ ହାଇେଥିଲା।

7ନୋହ ଏବଂ ତା'ର ପରିବାର ବନ୍ଯାରୁ ରକ୍ଷାପାଇବା ନିମିତ୍ତ ଜାହାଜ ମଧ୍ଯକୁ ଗଲେ। ଜାହାଜ ରେ ନୋହ, ତା'ର ସ୍ତ୍ରୀ, ପୁତ୍ର ଓ ପୁତ୍ରବଧୂମାନେ ଥିଲେ।

8ସମସ୍ତ ପଶୁଗୁଡ଼ିକ ଶୁଚ଼ି ଓ ଅଶୁଚ଼ି ଓ ପଶୁପକ୍ଷୀ ବର୍ଗ ଓ ଭୂଚ଼ର ଉ ରୋଗାମୀ ଜନ୍ତୁବର୍ଗ ନୋହଙ୍କ ନିକଟକୁ ୟାଇ ଭିତରକୁ ଗଲେ।

9ସମାନେେ ଯୋଡ଼ି ୟୋଡ଼ି କରି ପୁରୁଷ ଓ ସ୍ତ୍ରୀ ଠିକ୍ ପରମେଶ୍ବରଙ୍କ ଆଜ୍ଞାନୁସା ରେ ନୋହଙ୍କ ନିକଟକୁ ୟାଇ ଜାହାଜ ରେ ପ୍ରବେଶ କଲେ।

10ସାତଦିନ ପରେ ବନ୍ଯାର ପାଣି ପୃଥିବୀ ଉପର ରେ ଆରମ୍ଭ ହେଲା।

Genesis 7 illustration - Genesis Chapter 7

11ଦ୍ବିତୀୟ ମାସର ସତର ଦିବସ ଯେ ତବେଳେ ନୋହଙ୍କୁ 600 ବର୍ଷ ବଯସ ହାଇେଥିଲା। ମହା ସମୁଦ୍ରର ସମଗ୍ର ଜଳଧାର ଭାଙ୍ଗିଗଲା।

12ପୁଣି ଆକାଶସ୍ଥ ଦ୍ବାର ସବୁ ମୁକ୍ତ ହେଲା। ତହିଁରେ ଚ଼ାଳିଷ ଦିବାରାତ୍ର ବୃଷ୍ଟି ହେଲା। ସହେି ଦିନ ରେ ନୋହ, ଶମେ,

13ହାମ ଓ ଯଫେତ୍ ନୋହଙ୍କର ପୁତ୍ରମାନେ ଆଉ ସମାନଙ୍କେର ସ୍ତ୍ରୀ ଓ ନୋହର ସ୍ତ୍ରୀ ଜାହାଜ ରେ ପ୍ରବେଶ କଲେ।

14ସହେି ଲୋକମାନେ ଏବଂ ପ୍ରେତ୍ୟକକ ପ୍ରକାରର ପଶୁ, ସହେିଜାହଜକୁ ପ୍ରବେଶ କଲେ। ସବୁପ୍ରକାରର ଗ୍ରୁହପାଳିତ ପଶୁ, ସବୁପ୍ରକାର ଉ ରୋଗମୀ ସବୁଜାତିଯ ଭୂଚ଼ର ଓ ଖେଚ଼ର ପକ୍ଷୀ ସମସ୍ତ ଜାହାଜ ମଧ୍ଯକୁ ପ୍ରବେଶ କଲେ।

15ନୋହଙ୍କ ସହିତ ଏହି ସମସ୍ତେ ଜୀବ ଜାହାଜ ମଧିଅରେ ରହିଲେ। ସମସ୍ତ ଜୀବିତ ପ୍ରାଣୀ ୟୋଡ଼ା ୟୋଡ଼ା ହାଇେ ଆସିଲେ।

Genesis 7 illustration - Genesis Chapter 7

16ପରମେଶ୍ବରଙ୍କର ଆଜ୍ଞାନୁସା ରେ ଏକ ପୁରୁଷ ଏବଂ ଏକ ସ୍ତ୍ରୀ ପ୍ରେତ୍ୟକକ ପ୍ରକାରର ଜାହାଜ ମଧ୍ଯକୁ ପ୍ରବେଶ କଲେ, ଏହାପରେ ସଦାପ୍ରଭୁ ଜାହାଜର ଦ୍ବାରା ବନ୍ଦ କରି ଦେଲେ।

17ଚ଼ାଳିଶ ଦିନ ପୃଥିବୀ ରେ ଜଳପ୍ଲାବନ ହେଲା, ପୁଣି ଜଳ ବଢ଼ିବାରୁ ଜାହାଜ ଭୂମିକୁ ଛାଡ଼ି ଭାସିବାକୁ ଲାଗିଲା।

18ପୃଥିବୀ ରେ କ୍ରମାନ୍ବଯ ରେ ଜଳରାଶି ବଢ଼ିବାକୁ ଲାଗିଲା ଓ ସେଥି ରେ ଜାହାଜ ଭାସିବାକୁ ଆରମ୍ଭ କଲା।

19ପୃଥିବୀ ଉପରେ ଜଳ ଅତିଶଯ ବଢ଼ି ଆକାଶ ତଳସ୍ଥ ସମସ୍ତ ଉଚ୍ଚ ପର୍ବତ ମଗ୍ନ କଲା।

20ଜଳରାଶିର ପତ୍ତନ ବଢ଼ିବାକୁ ଲାଗିଲା, ଏପରିକି ଉଚ୍ଚ ପର୍ବତ ଉପରେ ପନ୍ଦର ହାତ ପାଣି ଚ଼ଢ଼ି ରହିଲା।

Genesis 7 illustration - Genesis Chapter 7

21ପୃଥିବୀପୃଷ୍ଠରୁ ପ୍ରେତ୍ୟକକ ସଜୀବ ପ୍ରାଣୀ ମୃତ୍ଯୁବରଣ କଲେ। ପ୍ରେତ୍ୟକକ ପୁରୁଷ ଓ ସ୍ତ୍ରୀ,

22ପ୍ରେତ୍ୟକକ ପ୍ରକାର ପକ୍ଷୀ ଓ ପଶୁ ପୃଥିବୀପୃଷ୍ଠରୁ ମଲେ। ସମସ୍ତ ଭୂଚ଼ର ଓ ସମସ୍ତ ଉ ରୋଗାମୀ ଜୀବ ପୃଥିବୀପୃଷ୍ଠରୁ ଲୋପ ପାଇଗଲେ।

23ଏହି ପ୍ରକା ରେ ପରମେଶ୍ବର ପୃଥିବୀ ରେ ବାସ କରୁଥିବା ସମସ୍ତ ଜୀବିତ ପ୍ରାଣୀଙ୍କୁ ନିଶ୍ଚିନ୍ନ କଲେ। ସମସ୍ତ ସନୁଷ୍ଯ, ପଶୁ, ସରୀସୃପ ପ୍ରାଣୀ, ଖେଚ଼ର ପକ୍ଷୀ, ପୃଥିବୀ ରେ ମୃତ୍ଯୁବରଣ କଲେ। କବଳେ ନୋହ ଓ ଜାହାଜ ରେ ଥିବା ଲୋକମାନେ ଏବଂ ପଶୁଗଣ ରକ୍ଷା ପାଇ ଗଲେ।

24ଏହିପରି ଭାବରେ ପୃଥିବୀ 150 ଦିନ ଜଳ ମଗ୍ନ ହାଇେ ରହିଲା।

Chapter Complete

You have read Genesis 7

24 verses