Lumina
Genesis

Genesis 41

Genesis 41·Oriya Bible

1ଦୁଇବର୍ଷ ପରେ ଫାରୋ ଏକ ସ୍ବପ୍ନ ଦେଖିଲେ। ସେ ସ୍ବପ୍ନ ରେ ଦେଖିଲେ ଯେ, ସେ ନୀଳ ନଦୀ କୂଳ ରେ ଛିଡ଼ା ହାଇେଛନ୍ତି।

2ସହେି ସ୍ବପ୍ନ ରେ ସାତଟି ଗାଈ ନଦୀ ମଧ୍ଯରୁ ବାହାରିଲେ ଏବଂ ସଠାେରେ ଘାସ ଚରିଲେ। ସମାନେେ ଦେଖିବାକୁ ହୃଷ୍ଟ ପୃଷ୍ଟ ଓ ସୁନ୍ଦର ଥିଲେ।

3ପୁଣି ସାତଟି ଦୁର୍ବଳ, ରୁଗ୍ଣ ଦଖାଯାେଉଥିବା ଗାଈ ନଦୀ ମଧ୍ଯରୁ ବାହରିଲେ। ଏବଂ ନଦୀ କୂଳ ରେ ସହେି ସ୍ବାସ୍ଥ୍ଯବାନ ଗାଈମାନଙ୍କ ପାଖ ରେ ଛିଡ଼ା ହେଲେ। କିନ୍ତୁ ସହେି ଗାଈଗୁଡ଼ିକ ଦୁର୍ବଳ ଓ ରୋଗୀଣା ଥିଲେ।

4ସହେି ସାତଟି ଦୁର୍ବଳ ଓ ରୁଗ୍ଣ ଦଖାଯାେଉଥିବା ଗାଈଗୁଡ଼ିକ ସହେି ସାତଟି ସ୍ବାସ୍ଥ୍ଯବାନ ଗାଈକୁ ଖାଇଗଲେ। ସେତବେେଳେ ଫାରୋ ନିଦରୁ ଉଠି ପଡ଼ିଲେ।

5ଫାରୋ ପୁନ୍ନରାଯ ଶଯନ କଲେ ଓ ପୁନ୍ନରାଯ ସ୍ବପ୍ନ ଦେଖିଲେ। ଗୋଟିଏ ଶଣ୍ଢା ରେ ସାତଟି ପରିପୃଷ୍ଟ ଓ ଉତ୍ତମ ଶୀଷା ବାହାରିଲା।

Genesis 41 illustration - Genesis Chapter 41

6ସମାନଙ୍କେ ପରେ, ସାତ ଧାନର ମୁଣ୍ଡ ବାହାରି ଆସିଲା। କିନ୍ତୁ ଏହା କ୍ଷୀଣ ଥିଲା ଏବଂ ପୂର୍ବ ବାଯୁ ରେ ଶୁଖିଗଲା ପରି ଦଖାଯାେଉଥିଲା।

7ପୁଣି ସହେି ସାତଟି ପରିପୁଷ୍ଠ ଶୀଷାକୁ ଏହି ସାତଟି କ୍ଷୀଣ ଶୀଷାକୁ ଗିଳି ପକାଇଲେ। ଏହି ସମୟରେ ଫାରୋଙ୍କର ନିଦ୍ରା ଭଙ୍ଗ ହୁଅନ୍ତେ ସ୍ବପ୍ନ ମାତ୍ର ଜ୍ଞାନ ହେଲା।

8ଏହାପରେ ପ୍ରଭାତ ରେ ତାଙ୍କର ମନ ଉତ୍ବିଗ୍ନ ହେଲା। ତେଣୁ ସେ ଲୋକ ପଠାଇ ମିଶର ଦେଶୀଯ ପ୍ରେତ୍ୟକକ ମନ୍ତ୍ରଜ୍ଞ ଓ ଜ୍ଞାନୀ ଲୋକମାନଙ୍କୁ ଡ଼କାଇଲେ। ମାତ୍ର ଫାରୋ ସମାନଙ୍କେ ନିକଟରେ ଆପଣା ସ୍ବପ୍ନର କଥା କୁହନ୍ତେ ସମାନଙ୍କେ ମଧ୍ଯରୁ କହେି ତା'ର ଅର୍ଥ କହି ପାରିଲେ ନାହିଁ।

9ସେତବେେଳେ ମୂଖ୍ଯ ପାନପାତ୍ର ବାହକ ଫାରୋଙ୍କୁ ନିବଦନେ କଲା। ସେ କହିଲା, ମୁଁ ଆଜି ସ୍ମରଣ କରୁଛି ଏକ ଅପରାଧ ମୁଁ କରିଥିଲି।

10ଆପଣ ମାେ ପ୍ରତି କୋର୍ଧିତ ହାଇେ ଏବଂ ପ୍ରଧାନ ରୋଟୀବାଲା ଓ ଆମ୍ଭମାନଙ୍କୁ କାରାବାସ କରିଥିଲେ।

Genesis 41 illustration - Genesis Chapter 41

11ଏହାପରେ ସହେି ରାତ୍ରି ରେ ଆମ୍ଭମାନେେ ପ୍ରେତ୍ୟକକ ଏକ ଏକ ସ୍ବପ୍ନ ଦେଖିଲୁ ଏବଂ ଦୁହିଁଙ୍କ ସ୍ବପ୍ନର ଅର୍ଥ ଥିଲା।

12ସଠାେରେ ଜଣେ ଏବ୍ରୀଯ ଲୋକ ଯେ କି ଆମ୍ଭମାନଙ୍କ ସହିତ ବନ୍ଦୀଶାଳା ରେ ଥିଲେ। ସେ ହେଉଛନ୍ତି ରକ୍ଷକ ସୈନ୍ଯାଧିପତିର ଦାସ। ଆମ୍ଭେ ଆମ୍ଭମାନଙ୍କର ସ୍ବପ୍ନ ବିଷଯ ରେ ତାଙ୍କୁ କହିଲୁ। ଏବଂ ସେ ଆମ୍ଭକୁ ତାହା ସବୁ ବୁଝାଇ ଦେଲେ। ସେ ଆମ୍ଭ ଦୁଇଜଣଙ୍କର ସ୍ବପ୍ନର ଅର୍ଥ ବୁଝାଇ ଦେଲେ।

13ସେ ଆମ୍ଭମାନଙ୍କୁ ଯାହା ସବୁ କହିଥିଲଲେ ତାହା ସତ୍ଯ ହେଲା। ସେ କହିଥିଲେ ମୁଁ ମୁକ୍ତ ହବେି ଏବଂ ମାରେ କର୍ମ ରେ ନିୟୁକ୍ତ ହବେି। ଏବଂ ସହେିପରି ହେଲା। ସେ କହିଥିଲେ ସୂପକାର ମରିବ। ସେ ମଧ୍ଯ ମଲା।

14ତେଣୁ ଫାରୋ ଯୋଷଫଙ୍କେୁ ବନ୍ଦୀଶାଳାରୁ ଡ଼କାଇଲେ। କାରାରକ୍ଷୀ ଯୋଷଫଙ୍କେୁ ଶୀଘ୍ର ବନ୍ଦୀଶାଳାରୁ ବାହାର କଲେ। ଯୋଷଫେ କ୍ଷୌର ହାଇେ ଉତ୍ତମ ବସ୍ତ୍ର ପରିଧାନ କଲେ। ଏହାପରେ ସେ ଫାରୋକୁ ଦଖାେ କରିବାକୁ ଗଲେ।

15ଫାରୋ ଯୋଷଫଙ୍କେୁ ପଚାରିଲେ, ମୁଁ ଏକ ସ୍ବପ୍ନ ଦେଖିଲି। କିନ୍ତୁ କୌଣସି ଲୋକ ଏହି ସ୍ବପ୍ନର ଅର୍ଥ କରିପାରୁ ନାହାଁନ୍ତି। ମୁଁ ଶୁଣିଲି ଯେ ତୁମ୍ଭେ ସ୍ବପ୍ନର ଅର୍ଥ କରି ପାରୁଛ। ଯଦି କହେି ତୁମ୍ଭକୁ ସ୍ବପ୍ନ ବିଷଯ ରେ କୁ ହେ।

Genesis 41 illustration - Genesis Chapter 41

16ଯୋଷଫେ ଉତ୍ତର ଦଲୋ, ମୁଁ ପାରିବି ନାହିଁ। କିନ୍ତୁ ହାଇପୋ ରେ ପରମେଶ୍ବର ଏହାର ଅର୍ଥ କରିପାରନ୍ତି।

17ଏହାପରେ ଫାରୋ ଯୋଷଫଙ୍କେୁ କହିଲେ, ମୁଁ ସ୍ବପ୍ନ ରେ ଦେଖିଲି ମୁଁ ନୀଳ ନଦୀ କୂଳ ରେ ଛିଡ଼ା ହାଇେଥିଲି।

18ଏହାପରେ ସାତାଟେି ଗାଈ ନଦୀରୁ ବାହରି ଘାସ ଖାଇଲେ। ସମାନେେ ଦେଖିବାକୁ ସୁସ୍ଥ ସବଳ ଓ ସୁନ୍ଦର ଥିଲେ।

19ଏହାପରେ ମୁଁ ଦେଖିଲି ଆଉ ସାତଟି ଦୁର୍ବଳ, ରୁଗ୍ଣ ଓ କୁତ୍ସିତ ଦଖାଯାେଉଥିବା ଗାଈଗୁଡ଼ିକ ନଦୀ ମଧ୍ଯରୁ ଉଠିଲେ, ଯେଉଁମାନେ କି ଦୁର୍ବଳ ଓ ରୁଗ୍ଣ ଦଖାଯାେଉଥିଲେ। ସମାନଙ୍କେ ପରି କୁତ୍ସିତ ଗାଈ ମୁଁ ସମୁଦାଯ ମିଶର ରେ ଆଦୌ ଦେଖି ନଥିଲି!

20ଏହାପରେ ସହେି ଦୁର୍ବଳ କୁତ୍ସିତ ଗାଈଗୁଡ଼ିକ ସହେି ସୁସ୍ଥବାନ ଗାଈଗୁଡ଼ିକୁ ଖାଇଗଲେ।

Genesis 41 illustration - Genesis Chapter 41

21କିନ୍ତୁ ସମାନେେ ସହେିପରି ଦୁର୍ବଳ ଓ କୁତ୍ସିତ ଦଖାେ ଯାଉଥାନ୍ତି। ସମାନେେ ଖାଇ ସାରିବାପରେ ନଖାଇଲା ପରି ଦଖାେ ଯାଉଥିଲେ। ଏହି ସମୟରେ ମାରେ ନିଦ୍ରା ଭାଙ୍ଗିଗଲା।

22ପୁଣିଥରେ ସ୍ବପ୍ନ ରେ ମୁଁ ଦେଖିଲି, ଗୋଟିଏ ଶଣ୍ଢା ରେ ସାତଟି ପୁର୍ଣ୍ଣ ଓ ଉତ୍ତମ ଶୀଷା ବାହାରିଲା।

23ଏହାପରେ ସାତଟା ମୁଣ୍ଡ ବାହରି ଆସିଲା ଶୀଷା ଉତ୍ପନ୍ନ ହେଲା। କିନ୍ତୁ ସହେି ଗୁଡ଼ିକ କ୍ଷୀଣ ପୂର୍ବ ବାଯୁ ରେ ଶୁଖି ୟାଇଥିବା ପରି ଦଖାେ ଯାଉଥିଲା।

24ପୁଣି ସହେି କ୍ଷୀଣ ଶୀଷାଗୁଡ଼ିକ ସହେି ଉତ୍ତମ ସାତଟି ଶୀଷାକୁ ଗିଳି ପକାଇଲା।

25ଏହାପରେ ଯୋଷଫେ ଫାରୋଙ୍କୁ କହିଲେ, ସହେି ଦୁଇଟି ସ୍ବପ୍ନ ଏକା ପ୍ରକାର। ଯାହା ଶିଘ୍ର ଘଟିବାକୁ ଯାଉଛି ତାହା ପରମେଶ୍ବର ତୁମ୍ଭକୁ କହୁଛନ୍ତି।

Genesis 41 illustration - Genesis Chapter 41

26ଉଭୟ ସ୍ବପ୍ନର ଅର୍ଥ ପ୍ରାଯ ସମାନ। ସାତଟି ସ୍ବାସ୍ଥ୍ଯଗାଈ, ସାତଟି ଉତ୍ତମ ଶୀଷା ସାତବର୍ଷ ଉତ୍ତମସ୍ବରୂପ ଅଟନ୍ତି।

27ଆଉ ସହେି ସାତଟି ଦୁର୍ବଳ, ରୁଗ୍ଣ ଦଖାଯାେଉଥିବା ଗାଈଗୁଡ଼ିକ ଏ ସହେି ସାତଟି କୃଶ, କୁତ୍ସିତ ଗୋରୁ ସାତବର୍ଷ ସ୍ବରୂପ। ଆଉ ପୂର୍ବୀଯ ବାଯୁ ରେ ଶୁଷ୍କ ସାତଟା ଶୀଷା ମଧ୍ଯ ଦୁର୍ଭିକ୍ଷର ସାତ ବର୍ଷ ସ୍ବରୂପ।

28ପରମେଶ୍ବର ଯାହା କରିବାକୁ ଉଦ୍ଯତ ତାହା ଫାରୋଙ୍କୁ ଦଖାଇେ ଅଛନ୍ତି।

29ଦେଖନ୍ତୁ ସମସ୍ତ ଦେଶ ରେ ସାତବର୍ଷ ମହା ସୁଭିକ୍ଷା ଆସୁଅଛି।

30କିନ୍ତୁ ତା'ପେଛ ସାତବର୍ଷ ଦୁର୍ଭିକ୍ଷ ପଡ଼ିବ। ସମସ୍ତ ସୁଭିକ୍ଷ ମିଶରଦେଶରୁ ବିସ୍ତୃତ ହବେ। ଦୁର୍ଭିକ୍ଷ ଦେଶକୁ ଧ୍ବଂସ କରିବ।

Genesis 41 illustration - Genesis Chapter 41

31ଲୋକମାନେ ଭୂଲିଯିବେ, କ'ଣ ତା' ପୂର୍ବରୁ ମିଶର ରେ ସୁର୍ଭିକ୍ଷ ଥିଲା। ପ୍ରଚୁର ପରିମାଣ ରେ ଖାଦ୍ୟ ମିଳୁଥିଲା ବୋଲି।

32ଫାରୋ, ତୁମ୍ଭେ ଏକା ପ୍ରକାର ଦୁଇଟି ସ୍ବପ୍ନ ଦେଖିବାର କାରଣ କ'ଣ ଜାଣ? ପରମେଶ୍ବର ଦଖାଇବୋକୁ ଚାହାଁନ୍ତି ଯେ, ତାହା ଖୁବ୍ ଶିଘ୍ର ଘଟିବାକୁ ଯାଉଛି।

33ସେଥିପାଇଁ ଫାରୋ ଏକ ବୁଦ୍ଧିମାନ, ଜ୍ଞାନୀ ଲୋକଙ୍କୁ ମିଶରର ଦାଯିତ୍ବ ଦବୋ ପାଇଁ ମନୋନୀତ କରିବେ।

34ଏହାପରେ ତୁମ୍ଭେ ଆଉ କିଛି ଲୋକଙ୍କୁ ବାଛ ଯେ କି ଲୋକମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରନ୍ତୁ। ଏହିସବୁ ସୁର୍ଭିକ୍ଷ ସମୟରେ, ଲୋକମାନେ ତାଙ୍କ ଶଷ୍ଯର ଏକ ପଞ୍ଚମାଂଶ ଖାଦ୍ୟ ଦବେେ।

35ଏହି ପ୍ରକାର ରେ ଲୋକମାନେ ସେ ଉତ୍ତମ ସାତବର୍ଷ ମଧିଅରେ ଏହି ଖାଦ୍ୟ ସଂଗ୍ରହ କରି ରଖିବ। ଏହି ପ୍ରକାର ଖାଦ୍ୟ ସଂଗ୍ରହ କରି ତୁମ୍ଭ ନିଯନ୍ତ୍ରଣ ରେ ରଖ।

Genesis 41 illustration - Genesis Chapter 41

36ଦୁର୍ଭିକ୍ଷ ସାତବର୍ଷ ସମୟରେ ସମସ୍ତ ମିଶରକୁ ତୁମ୍ଭେ ଖାଦ୍ୟ ଯୋଗ ପାରିବ। ତେଣୁ ମିଶର ଦୁର୍ଭିକ୍ଷ ୟୋଗୁ ଧ୍ବଂସ ହବେ ନାହିଁ।

37ସେତବେେଳେ ରାଜା ଫାରୋ ଏବଂ ତାଙ୍କର ଦାମମାନଙ୍କ ଦୃଷ୍ଟି ରେ ଏହା ଉତ୍ତମ ଜ୍ଞାନ ବୋଧ ହେଲା।

38ସେତବେେଳେ ଫାରୋ ସମାନଙ୍କେୁ କହିଲେ, ମୁଁ ଭାବୁଛି ଆମ୍ଭେ ଏହି କାର୍ୟ୍ଯ ପାଇଁ ଯୋଷଫଙ୍କେଠାରୁ ଆଉ ଉତ୍ତମ ଲୋକ ପାଇପାରିବା ନାହିଁ। ପରମେଶ୍ବରଙ୍କ ଆତ୍ମା ତା' ମଧିଅରେ ଅଛନ୍ତି।

39ତେଣୁ ଫାରୋ ଯୋଷଫଙ୍କେୁ କହିଲେ, ପରମେଶ୍ବର ତୁମ୍ଭକୁ ଏହି ସବୁ ଦଖାଇେ ଥିବାରୁ ତୁମ୍ଭେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ଜ୍ଞାନୀ।

40ମୁଁ ମାରଦେେଶର ଦାଯିତ୍ବ ତୁମ୍ଭକୁ ଦଲେି, ଏବଂ ସମସ୍ତ ଲୋକ ତୁମ୍ଭର ଆଦେଶ ମାନିବେ। କବଳେ ମୁଁ ତୁମ୍ଭଠାରୁ ବଡ଼ ହବେି।

Genesis 41 illustration - Genesis Chapter 41

41ଫାରୋ ଯୋଷଫଙ୍କେୁ କହିଲେ, ମୁଁ ତୁମ୍ଭକୁ ସମଗ୍ର ମିଶର ଦେଶ ଉପରେ ମୂଖ୍ଯଭାବେ ନିୟୁକ୍ତ କଲି।

42ଏହାପରେ ଫାରୋ ତାଙ୍କୁ ଏକ ବିଶଷେ ମୁଦ୍ରିକା ଦେଲେ। ତାଙ୍କୁ ସୁକ୍ଷ୍ମ ବସ୍ତ୍ର ପିନ୍ଧାଇ ତାହାଙ୍କ ଗଳା ରେ ସୁବର୍ଣ୍ଣହାର ଦେଲେ।

43ଫାରୋ ଯୋଷଫଙ୍କେୁ ଆପଣା ଦ୍ବିତୀୟ ରଥରେ ଆରୋହଣ କରାଇଲେ। ଆଉ ଲୋକମାନେ ତାଙ୍କର ଆଗେ ଆଗେ, ଯୋଷଫଙ୍କେୁ ପ୍ରଣାମ କର ବୋଲି ଫାରୋ ଲୋକମାନଙ୍କୁ କହିଲେ।

44ଫାରୋ ଯୋଷଫଙ୍କେୁ କହିଲେ, ମୁଁ ଫାରୋ, କୁନ୍ତୁ ତୁମ୍ଭର ଆଜ୍ଞା ବିନା ମିଶର ରେ କହେି କିଛି କରିପାରିବେ ନାହିଁ।

45ଫାରୋ ଯୋଷଫଙ୍କେୁ ଏକ ଅନ୍ୟ ନାମ ରେ ନାମିତ କଲେ, ସାଫନତ୍-ପାନହେ ଫାରୋ ଯୋଷଫଙ୍କେୁ ଓନ ନଗର ନିବାସୀ ପୋଟୀଫର ନାମକ ଯାଜକର ଆସନ୍ନତ୍ ନାମ୍ନୀ କନ୍ଯା ସହିତ ବିବାହ ଦେଲେ। ଯୋଷଫେ ସମସ୍ତ ମିଶ ରେ ଦେଶ ମଧ୍ଯଦଇେ ଗଲେ।

Genesis 41 illustration - Genesis Chapter 41

46ଯୋଷଫେ ତିରିଷ ବର୍ଷ ବସଯ ରେ ମିଶ୍ରୀଯ ରାଜା ଫାରୋଙ୍କ ଛାମୁ ରେ ଛିଡ଼ା ହାଇେଥିଲେ। ଏହାପରେ ଯୋଷଫେ ଫାରୋଙ୍କ ନିକଟରୁ ପ୍ରସ୍ଥାନ କରି ମିଶର ଦେଶର ସର୍ବତ୍ର ଭ୍ରମଣ କଲେ।

47ସହେି ସୁର୍ଭିକ୍ଷ ସାଦବର୍ଷ ମଧ୍ଯ ପ୍ରଚୁର ପରିମାଣ ରେ ଫସଲ ଉତ୍ପନ୍ନ ହେଲା।

48ଯୋଷଫେ ସହେି ସାତ ବର୍ଷ ରେ ମିଶର ଦେଶ ରେ ଉତ୍ପନ୍ନ ଶସ୍ଯ ସଂଗ୍ରହ କରି ପ୍ରତି ନଗର ରେ ସଂଗ୍ରହ କଲେ। ଯେଉଁ ନଗରର ଚାରିଆଡ଼େ ଭୂମିରେ ଯେତେ ଶସ୍ଯ ଉତ୍ପନ୍ନ ହେଲା, ତାହା ସବୁ ସହେି ନଗର ରେ ସଂଗ୍ରହ ହେଲା।

49ଏହି ପ୍ରକା ରେ ଯୋଷଫେ ସମୁଦ୍ରର ବାଲିପରି ଏତେ ବହୁଳ ଶସ୍ଯ ସଂଗ୍ରହ କଲେ ଯେ ତାହା ଆଉ ମାପିଲେ ନାହିଁ। କାରଣ ତାହା ମାପି ହେଲା ନାହିଁ।

50ଯୋଷଫଙ୍କେର ସ୍ତ୍ରୀ ଆସନତ୍। ସେ ଓନ୍ ନଗର ନିବାସୀ ପୋଟୀଫର ଯାଜକର ଝିଅ ଥିଲେ। ଦୁର୍ଭିକ୍ଷ ଆସିବାର ପୂର୍ବରୁ ଯୋଷଫେ ଏବଂ ଆସନତ୍ ଦୁଇଟି ପୁତ୍ର ଥିଲେ।

Genesis 41 illustration - Genesis Chapter 41

51ପ୍ରଥମ ପୁତ୍ରର ନାମ ଦେଲେ ମନଃଶି। ଯୋଷଫେ ତାଙ୍କର ନାମ ଏହିପରି ଦେଲେ କାରଣ ଯୋଷଫେ କହିଲେ, ପରମେଶ୍ବର ମାହେର ସମସ୍ତ କ୍ଲେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇଛନ୍ତି।

52ଯୋଷଫେ ତାଙ୍କର ଦ୍ବିତୀୟ ପୁତ୍ରରନାମ ଦେଲେ ଇଫ୍ରଯିମ କାରଣ ସେ କହିଲେ, ମାହେର ଦୁଃଖ ଭୋଗର ଦେଶ ରେ ପରମେଶ୍ବର ମାେତେ ଫଳବାନ କରି ଅଛନ୍ତି।

53ମିଶର ରେ ସାତବର୍ଷ ସୁର୍ଭିକ୍ଷର ଶଷେ ହେଲା।

54ଏବଂ ଏହାପରେ ସାତବର୍ଷର ଦୁର୍ଭିକ୍ଷ ଆରମ୍ଭ ହେଲା। ଯେଉଁପରି ଭାବେ ଯୋଷଫେ ଆଗରୁ କହିଥିଲେ। ଫସଲ ଉତ୍ପନ୍ନ ହେଲା ନାହିଁ। କୌଣସି ସ୍ଥାନ ମିଶର ରେ ଅବା ଅନ୍ୟ କୌଣସି ଦେଶ ରେ। କିନ୍ତୁ ମିଶର ରେ ଖାଦ୍ୟ ଥିଲା।

55ଦୁର୍ଭିକ୍ଷ ଆରମ୍ଭ ରେ ଲୋକମାନେ ଖାଦ୍ୟ ପାଇଁ ଫାରୋଙ୍କୁ ଭିକ୍ଷା ମାଗିଲେ। ଫାରୋ ଉତ୍ତର ଦେଲେ, ଯୋଷଫଙ୍କେ ପାଖକୁ ୟାଅ ଆଉ ଯାହା ସେ କରିବାକୁ କହନ୍ତି କର।

Genesis 41 illustration - Genesis Chapter 41

56ସବୁଆଡ଼େ ଦୁର୍ଭିକ୍ଷ ପଡ଼ିଥିଲା। ତେଣୁ ଯୋଷଫେ ସବୁ ସ୍ଥାନ ରେ ଗୋଲା ଫିଟାଇ ମିସ୍ରୀଯମାନଙ୍କୁ ଶସ୍ଯ ବିକିବାକୁ ଲାଗିଲେ। ତଥାପି ମିଶର ରେ ଦୁର୍ଭିକ୍ଷ ପ୍ରବଳ ହେଲା।

57ସର୍ବଦେଶୀଯ ଲୋକମାନେ ମିଶର ଦେଶ ରେ ଶସ୍ଯ କିଣିବା ପାଇଁ ଯୋଷଫଙ୍କେ ନିକଟକୁ ଆସିଲେ। ଯେ ହତେୁ ସବୁ ଦେଶ ରେ ଦୁର୍ଭିକ୍ଷ ପ୍ରବଳ ଥିଲା।

Chapter Complete

You have read Genesis 41

57 verses