Lumina
Genesis

Genesis 40

Genesis 40·Oriya Bible

1କିଛି ଦିନପରେ ମିସ୍ରୀଯ ରାଜାଙ୍କର ପାନପତ୍ର ବାହକ ଓ ସୂପକାର ଆପଣାମାନଙ୍କର ମୂନିବ ମିଶ୍ରୀଯ ରାଜାଙ୍କୁ ଅସନ୍ତୁଷ୍ଟ କଲେ।

2ତହିଁରେ ଫା ରେ ଏଇ ଦୁଇଟି ସବେକଙ୍କ ପ୍ରତି କୋର୍ଧିତ ଥିଲେ, ରାଜାଙ୍କର ମୂଖ୍ଯ ପାନପାତ୍ର ବାହାକ ଓ ମୁଖ୍ଯ ସୂପକାର।

3ରକ୍ଷକ ସୈନ୍ଯାଧିପତିର ଯେଉଁ ବନ୍ଦୀ ଗୃହ ରେ ଯୋଷଫେ ବନ୍ଦୀ ଥିଲେ। ସହେିଠା ରେ ସମାନଙ୍କେୁ ବନ୍ଦୀ କରି ରଖିଲେ।

4ଯେତବେେଳେ ପ୍ରହରୀମାନଙ୍କର ଅଧିନାଯକ ଯୋଷଫଙ୍କେୁ ତତ୍ତ୍ବାବଧାନ ରେ ରଖିଲେ, ଯୋଷଫେ ସମାନଙ୍କେର ତତ୍ତ୍ବାବଧାନ କଲେ ଓ ଯୋଗ ଦେଲେ। ଏହି ପ୍ରକା ରେ ସମାନେେ ବହୁଦିନ କାରାଗାର ରେ ରହିଲେ।

5ଏକ ରାତି ରେ ଉଭୟ ବନ୍ଦୀ ଦୁଇଜଣ ସ୍ବପ୍ନ ଦେଖିଲେ। ସହେି ଦୁଇଜଣ ବନ୍ଦୀ ମିଶର ରେ ରାଜାଙ୍କର ପାନପାତ୍ର ବାହକ ଓ ସ୍ବପକାର। ପ୍ରେତ୍ୟକକ ଏକ ସ୍ବପ୍ନ ଦେଖିଲେ ଓ ପ୍ରେତ୍ୟକକ ସ୍ବପ୍ନର ଅର୍ଥ ଭିନ୍ନଥିଲା।

Genesis 40 illustration - Genesis Chapter 40

6ଯୋଷଫେ ପ୍ରଭାତ ରେ ଦାଙ୍କ ନିକଟକୁ ଯାନ୍ତେ, ଯୋଷଫେ ଦେଖିଲେ ସହେି ଦୁଇ ବନ୍ଦୀ ଭାରି ବ୍ଯସ୍ତ ଅଛନ୍ତି।

7ଯେଉଁମାନେ କାରାଗାର ରେ ଥିଲେ, ଯୋଷଫେ ଫାରୋଙ୍କର ସବେକମାନଙ୍କୁ ପଚାରିଲେ, ତୁମ୍ଭମାନେେ କାହିଁକି ଆଜି ଭାରି ଚିନ୍ତିତ ଦଖାଯାେଉଛ?

8ସହେି ଦୁଇ ବନ୍ଦୀ ଉତ୍ତର ଦେଲେ, ଆମ୍ଭେ କାଲି ରାତି ରେ ସ୍ବପ୍ନ ଦେଖିଲୁ। କିନ୍ତୁ ତାହା ବୁଝି ପାରୁନାହୁଁ। ସହେି ସ୍ବପ୍ନର ବ୍ଯାଖ୍ଯା କରିବାକୁ କହେି ନାହିଁ।

9ତେଣୁ ରାଜାଙ୍କର ମୁଖ୍ଯ ପାନପାତ୍ର ବାହକ ଯୋଷଫଙ୍କେୁ ତାଙ୍କର ସ୍ବପ୍ନ ବିଷଯ ରେ କହିଲା, ଦେଖ ଗୋଟିଏ ଦ୍ରାକ୍ଷାଲତା ମାେ ସମ୍ମୁଖ ରେ ଥିଲା।

10ସହେି ଦ୍ରୀକ୍ଷାଲତା ରେ ଦିନି ଶାଖା ଥିଲା। ତାହା ପଲ୍ଲବିତ ହେଲା ଓ ତହିଁରେ ଫୁଲ ଫୁଟିଲା। ଆଉ ତା'ର ପେଣ୍ଡା ରେ ପନ୍େଥା ପନ୍େଥା ଅଙ୍ଗୁର ପାଚିଲା।

Genesis 40 illustration - Genesis Chapter 40

11ସେତବେେଳେ ମାେ ହସ୍ତ ରେ ଫାରୋଙ୍କର ପାନପାତ୍ର ଥିବାରୁ ସହେି ପାତ୍ର ରେ ମୁଁ ସହେି ଦ୍ରାକ୍ଷାଫଳ ଘନେି ଚିପୁଡ଼ି ଫାରୋଙ୍କର ହସ୍ତ ରେ ସହେି ପାତ୍ର ହଲିେ।

12ତହିଁରେ ଯୋଷଫେ ତାଙ୍କୁ କହିଲେ, ଏହାର ଅର୍ଥ ଏହି, ସହେି ତିନି ଶାଖା ରେ ତିନିଦିନ ବୁଝାଏ।

13ଦିନିଦିନ ମଧିଅରେ ଫାରୋ ତୁମ୍ଭର ସମ୍ତକ ଉଠାଇ ତୁମ୍ଭକୁ ନିଜ ପଦ ରେ ପୁନ୍ନର୍ବାର ନିୟୁକ୍ତ ଦବେେ। ତହି ରେ ତୁମ୍ଭେ ପୂର୍ବପରି ପାନପାତ୍ର ବାହକ ହାଇେ ପୁନ୍ନର୍ବର ଫାରୋଙ୍କ ହସ୍ତ ରେ ପାନପାତ୍ର ଦବେ।

14କିନ୍ତୁ ତୁମ୍ଭର ମଙ୍ଗଳ ହେଲେ ମାେତେ ସ୍ମରଣ କରିବ। ପୁଣି ମାେ ପ୍ରତି ଦୟାକରି ଫାରୋଙ୍କ ଛାମୁ ରେ ମାେ ବିଷଯ କହି ମାେତେ ଏହି କାରାଗାରରୁ ମୁକ୍ତ କରିବ।

15କାରଣ ଏବ୍ରୀଯମାନଙ୍କ ଦେଶରୁ ଲୋକମାନେ ମାେତେ ବଳପୂର୍ବକ ଅପହରଣ କରିଛନ୍ତି। ପୁଣି ଏ ସ୍ଥାନ ରେ ମଧ୍ଯ ମୁଁ କିଛି କରିନାହିଁ। ତଥାପି ସମାନେେ ମାେତେ ଏହି ଗହ୍ବର ରେ ପକାଇଲେ।

Genesis 40 illustration - Genesis Chapter 40

16ପ୍ରଧାନ ରୋଟୀ ବନଇବୋ ବ୍ଯକ୍ତି ଦେଖିଲା ଅନ୍ୟ ଭୃତ୍ଯର ସ୍ବପ୍ନର ଉତ୍ତର ଅର୍ଥ ଥିଲା। ତେଣୁ ସୂପକାର ଯୋଷଫେକୁ କହିଲା, ମୁଁ ମଧ୍ଯ ଏକ ସ୍ବପ୍ନ ଦେଖିଲି। ମାରେ ସ୍ବପ୍ନ ରେ ମାେ ମସ୍ତକ ଉପରେ ତିନୋଟି ଶୀଷା ଡ଼ାଲା ଥିଲା।

17ସ୍ବର୍ଗ ଉପରେ ଡ଼ାଲା ରେ ଫାରୋଙ୍କର ଭୋଜନ ନିମନ୍ତେ ନାନା ପ୍ରକାର ସକୋ ହବୋ ଜିନିଷ ଥିଲା। ଆଉ ପକ୍ଷୀଗଣ ଆସି ମାେ ମସ୍ତକର ଡ଼ାଲାରୁ ତାହା ଖାଇଲେ।

18ଯୋଷଫେ ଉତ୍ତର କଲେ, ଏହି ତିନି ଡ଼ାଲାର ଅର୍ଥ ତିନିଦିନ।

19ତିନିଦିନ ମଧିଅରେ ଫାରୋ ତୁମ୍ଭ ଗାତ୍ରରୁ ତୁମ୍ଭ ମସ୍ତକ ଉଠାଇ ତୁମ୍ଭକୁ ବୃକ୍ଷ ଉପରେ ଟଙ୍ଗାଇବେ। ପୁଣି ପକ୍ଷୀଗଣ ଆସି ତୁମ୍ଭ ଗାତ୍ରରୁ ତୁମ୍ଭ ମାଂସ ଖାଇବେ।

20ଏହାପରେ ତୃତୀୟ ଦିନ ରେ ଫାରୋଙ୍କର ଜନ୍ମ ଦିନ ଉପସ୍ଥିତ ହବୋରୁ ସେ ଆପଣା ସମସ୍ତ ଦାସଙ୍କ ନିମନ୍ତେ ଭୋଜନ ପ୍ରସ୍ତୁତ କଲେ। ତହିଁରେ ସେ ଆପଣା ସମସ୍ତ ଦାସଙ୍କ ସାକ୍ଷାତ ରେ ପ୍ରଧାନ ପାନପାତ୍ର ବାହକର ଓ ପ୍ରଧାନ ସୂପକାରର ମସ୍ତକ ଉଠାଇଲେ।

Genesis 40 illustration - Genesis Chapter 40

21ଠିକ୍ ସହେିପରି ଯୋଷଫେ ତା'ର ସ୍ବପ୍ନର ଅର୍ଥ ବିଷଯ ରେ ଫାରୋ ମୂଖ୍ଯ ପାନପାତ୍ର ବାହକକୁ ତାହାର ନିଜ ପଦ ରେ ପୁନ୍ନର୍ବାର ନିୟୁକ୍ତ କଲେ। ତହିଁରେ ସେ ଫାରୋଙ୍କର ହସ୍ତ ରେ ପାନପାତ୍ର ଦବୋକୁ ଲାଗିଲେ।

22ମାତ୍ର ସେ ପ୍ରଧାନ ସୂପକାରକୁ ବୃକ୍ଷ ରେ ଟଙ୍ଗାଇଲେ।

23ତଥାପି ପ୍ରଧାନ ପାନପାତ୍ର ବାହକ ଯୋଷଫଙ୍କେୁ ସ୍ମରଣ କଲା ନାହିଁ। ସେ ଯୋଷଫଙ୍କେ କଥା ଭୁଲି ୟାଇଥିଲା।

Chapter Complete

You have read Genesis 40

23 verses