Lumina
Genesis

Genesis 27

Genesis 27·Oriya Bible

1ଇସ୍ହାକ ବୃଦ୍ଧ ହେଲାପରେ ତାଙ୍କ ଆଖିକୁ ଭଲ ଦଖାେ ଗଲା ନାହିଁ। ଦିନେ ସେ ତାଙ୍କର ବଡ଼ପୁତ୍ର ଏଷୌକୁ ପାଖକୁ ଡ଼ାକି ଇସ୍ହାକ କହିଲେ, ହେ ପୁତ୍ର ଏଷୌ! ସେ ଉତ୍ତର ଦେଲେ, ମୁଁ ଏହିଠା ରେ,

2ଇସ୍ହାକ କହିଲେ, ମୁଁ ବୃଦ୍ଧ। ମୁଁ ଜାଣିନି, କବେେ ମୁଁ ମରିବିା

3ତେଣୁ ତମ୍ଭେ ତୁମ୍ଭର ଧନୁ ଏବଂ ଶର ନଇେ ଶିକାର କରିବାକୁ ୟାଅ। ମାେ ଖାଦ୍ୟ ପାଇଁ ଏକ ମୃଗ ଶିକାର କର।

4ମୁଁ ଯେଉଁ ପିର ଖାଦ୍ୟକୁ ଭଲପାଏ ସହେିପରି ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମାେ ପାଇଁ ଆଣ। ତହିଁରେ ମାରେ ମୃତ୍ଯୁ ପୂର୍ବରୁ ତୁମ୍ଭକୁ ଆଶିର୍ବାଦ କରିବି।

5ତେଣୁ ଏଷୌ ଶିକାରକୁ ଗଲା।

Genesis 27 illustration - Genesis Chapter 27

6ରିବିକା ତା'ର ପୁତ୍ର ଯାକୁବକୁ କହିଲେ, ଶୁଣ, ତୁମ୍ଭର ପିତା ଏଷୌକୁ କହିବାର କଥା ମୁଁ ଶୁଣିଛି।

7ତୁମ୍ଭର ପିତା କହିଲେ, 'ମାେ ପାଇଁ ମୃଗଯା ମାଂସ ରାନ୍ଧି କରି ମାଦେେ ଖୁଆଅ। ମାେ ପାଇଁ ଖାଦ୍ୟ ପ୍ରସ୍ତୁତ କରିଆଣ ମୁଁ ତାହା ଖାଇ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।'

8ତେଣୁ ପୁତ୍ର, ମାରେ କଥା ଶୁଣ। ମୁଁ ଯେପରି କହୁଛି ସହେିପରି କର।

9ଆମ୍ଭର ଗୋଠରୁ ଦୁଇଟି ୟୁବା ଛଳେି ଆଣ। ତୁମ୍ଭର ପିତାଙ୍କର ରୁଚି ମୁତାବକ ଖାଦ୍ୟ ମୁଁ ପ୍ରସ୍ତୁତ କରି ଦବେି।

10ଏହାପରେ ତୁମ୍ଭେ ତୁମ୍ଭ ପିତାଙ୍କ ନିକଟକୁ ଖାଦ୍ୟ ନଇେ ୟିବ। ଏବଂ ସେ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ ଦବେେ।

Genesis 27 illustration - Genesis Chapter 27

11କିନ୍ତୁ ଯାକୁବ ତା'ର ମାତା ରିବିକାକୁ କହିଲେ, ମାରେ ଭାଇ ଏଷୌ ଲୋମଶ ଶରୀର। ମୁଁ ତାଙ୍କ ପରି ଲୋମଶ ନୁହେଁ।

12ଯଦି ମାରେ ପିତା ମାେତେ ସ୍ପର୍ଶ କରନ୍ତି। ସେ ଜାଣିପାରିବେ ଯେ ମୁଁ ଏଷୌ ନୁହେଁ। ତା'ପରେ ସେ ମାେତେ ଆଶୀର୍ବାଦ କରିବା ପରିବର୍ତେ ଅଭିଶାପ ଦବେେ। କାରଣ ମୁଁ ତାଙ୍କୁ ପ୍ରବଞ୍ଚନା କରିବାକୁ ଚେଷ୍ଟା କରୁଛି।

13ତେଣୁ ରିବିକା ତାଙ୍କୁ କହିଲେ, ଯଦି କିଛି ସମସ୍ଯା ଆ ସେ ତବେେ ମୁଁ ସହିନବେି। ମୁଁ ଯାହା କହୁଛି ତୁମ୍ଭେ ସହେିପରି କର। ୟାଅ ମାେ ପାଇଁ ଛଳେି ଧରି ଆସ।

14ତେଣୁ ଯାକୁବ ୟାଇ ଦୁଇଟି ଛଳେି ଆଣି ତା'ର ମା'କୁ ଦଲୋ। ଏହାପରେ ତାଙ୍କର ମା' ତାଙ୍କ ପିତାଙ୍କର ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କଲେ।

15ରିବିକା ତା'ର ବଡ଼ପୁଅର ପୋଷାକ, ଯାହା ଘ ରେ ତାଙ୍କ ନିକଟରେ ଥିଲା, ନଇେ ଆଣି ତା'ର ସାନ ପୁଅ ଯାକୁବକୁ ସହେି ବସ୍ତ୍ର ପିନ୍ଧାଇ ଦଲୋ।

Genesis 27 illustration - Genesis Chapter 27

16ରିବିକା ଛଳେି ଚମଡ଼ା ଆଣି ଯାକୁବର ହାତ ରେ ଏବଂ ତାଙ୍କ ଗଳାଦେଶ ରେ ଗୁଡ଼ାଇ ଦଲୋ।

17ଏହାପରେ ରିବିକା ପ୍ରସ୍ତୁତ ଖାଦ୍ୟକୁ ଆଣି ଯାକୁବକୁ ଦଲୋ।

18ଯାକୁବ ତାଙ୍କର ପିତାଙ୍କ ନିକଟକୁ ୟାଇ କହିଲା, ପିତା।

19ଯାକୁବ ତାଙ୍କର ପିତାଙ୍କୁ କହିଲା, ମୁଁ ଏଷୌ ତୁମ୍ଭର ପ୍ରଥମ ସନ୍ତାନ ଅଟେ। ତୁମ୍ଭର ବାକ୍ଯ ଅନୁସାରେ ମୁଁ କରିଛି। ଏବଂ ବର୍ତ୍ତମାନ ବସି ଶିକାର ମାଂସ ଭୋଜନ କରି ମାେତେ ଆଶୀର୍ବାଦ କର।

20କିନ୍ତୁ ଇସ୍ହାକ ତାଙ୍କ ପୁତ୍ରଙ୍କୁ କହିଲେ, ତୁମ୍ଭେ ଏତେ ଶିଘ୍ର ଶିକାରରୁ କିପରି ଫରେିଲ?

Genesis 27 illustration - Genesis Chapter 27

21ଏହାପରେ ଇସ୍ହାକ ଯାକୁବକୁ କହିଲେ, ପୁତ୍ର ମାରେ ପାଖକୁ ଆସ ଦବେେ ମୁଁ ଜାଣି ପାରିବି। ଯଦି ମୁଁ ତୁମ୍ଭକୁ ସ୍ପର୍ଶ କରେ ତବେେ ମୁଁ ଜାଣି ପାରିବି ଯେ ତୁମ୍ଭେ ମାରେ ପୁତ୍ର ଏଷୌ କି ନୁହେଁ।

22ତେଣୁ ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲା। ଇସ୍ହାକ ସ୍ପର୍ଶ କରି କହିଲା, ତୁମ୍ଭର ସ୍ବର ଯାକୁବର ସ୍ବର ପରି କିନ୍ତୁ ତୁମ୍ଭର ହାତ ଲୋମଶ ଠିକ୍ ଏଷୌର ହାତପରି।

23ଇସ୍ହାକ ତାଙ୍କୁ ଚିହ୍ନିପାରିଲେ ନାହିଁ, କାରଣ ତା'ର ହାତଗୁଡ଼ିକ ଏଷୌର ଲୋମଶ ହାତ ପରି। ତେଣୁ ସେ ତାଙ୍କୁ ଆଶୀର୍ବାଦ କଲେ।

24ଇସ୍ହାକ କହିଲେ, ତୁମ୍ଭେ କ'ଣ ମାରେ ପୁତ୍ର ଏଷୌ?

25ଏହାପରେ ଇସ୍ହାକ କହିଲେ, ସହେି ଖାଦ୍ୟ ମାେ ପାଇଁ ଆଣ। ମୁଁ ତାହାକୁ ଖାଇ ତୁମ୍ଭକୁ ଆଶୀର୍ବାଦ ଦବେି। ତେଣୁ ଯାକୁବ ତାଙ୍କୁ ଖାଦ୍ୟ ଦେଲେ ଏବଂ ସେ ତାକୁ ଖାଇଲେ। ଏବଂ ଯାକୁବ ତାଙ୍କୁ ଦ୍ରାକ୍ଷାରସ ଦେଲେ। ସେ ତାକୁ ପିଇଲେ।

Genesis 27 illustration - Genesis Chapter 27

26ଏହାପରେ ଇସ୍ହାକ ତାଙ୍କୁ କହିଲେ, ମାରେ ପୁତ୍ର ମାେ ପାଖକୁ ଆସ ମାେତେ ଚୁମ୍ବନ ଦିଅ।

27ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲା ଓ ତାଙ୍କୁ ନୁମ୍ବନ ଦଲୋ। ଇସ୍ହାକ ତାଙ୍କର ଗନ୍ଧ ବାରି ପାରିଲେ। ତାହା ଏଷୌର ପୋଷାକର ଗନ୍ଧ ଥିଲା। ଏବଂ ଇସ୍ହାକ ତାଙ୍କୁ ଆଶୀର୍ବାଦ ଦେଲେ।

28ସଦାପ୍ରଭୁ ତୁମ୍ଭକୁ ୟଥେଷ୍ଟ ବର୍ଷା ଦିଅନ୍ତୁ। ତେଣୁ ତୁମ୍ଭେ ବହୁତ ଫସଲ ଓ ଦ୍ରାକ୍ଷାରସ ପାଇବ।

29ସବୁ ଲୋକ ତୁମ୍ଭର ସବୋ କରନ୍ତୁ। ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ। ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର। ତୁମ୍ଭର ମା'ର ସନ୍ତାନ ତୁମ୍ଭକୁ ମାନୁ।

30ଇସ୍ହାକ ଯାକୁବକୁ ଆଶୀର୍ବାଦ ଦଇେ ସାରିଲେ। ଏହାପରେ ସେ ସହେି ସ୍ଥାନ ପରିତ୍ଯାଗ କଲେ। ଏହି ସମୟରେ ଏଷେ ଶିକାରରୁ ଫରେିଲେ।

Genesis 27 illustration - Genesis Chapter 27

31ତାଙ୍କର ପିତାଙ୍କ ରୁଚି ଅନୁସାରେ ସେ ଖାଦ୍ୟ ପ୍ରସ୍ତୁତ କଲେ। ଏବଂ ତାହା ତାଙ୍କ ପିତାଙ୍କ ନିକଟକୁ ଆଣିଲେ। ସେ ତାଙ୍କ ପିତାଙ୍କୁ କହିଲେ, ପିତା, ମୁଁ ତୁମ୍ଭର ପୁତ୍ର, ଉଠ ଏବଂ ମାଂସ ଖାଅ, ମୁଁ ତାହା ତୁମ୍ଭ ପାଇଁ ରାନ୍ଧି ଆଣିଛି। ତା'ପରେ ତୁମ୍ଭେ ମାେତେ ଆଶୀର୍ବାଦ କରିବ।

32କିନ୍ତୁ ଇସ୍ହାକ ତାଙ୍କୁ କହିଲେ, ତୁମ୍ଭେ କିଏ?

33ଏହାପରେ ଇସ୍ହାକ ବହୁତ ବ୍ଯସ୍ତ ହେଲେ ଏବଂ କହିଲେ, ତବେେ ସିଏ କିଏ ଥିଲା। ଯେ ପ୍ରଥମେ ତୁମ୍ଭ ପୂର୍ବରୁ ରନ୍ଧାମାଂସ ଧରି ଆସିଥିଲା? ମୁଁ ତାହା ଖାଇ ତାଙ୍କୁ ଆଶିର୍ବାଦ କଲି। ବର୍ତ୍ତମାନ ମାରେଆଶୀର୍ବାଦ ଫରୋଇବା ପାଇଁ ଡ଼ରେି ହାଇେଛି।

34ଏଷୌ ପିତାଙ୍କର କଥା ଶୁଣିଲା! ସେ ବହୁତ ରାଗିଗଲା ଏବଂ ଚିତ୍କାର କଲା। ସେ ତାଙ୍କ ପିତାଙ୍କୁ କହିଲା, ତବେେ ମାେତେ ଆଶୀର୍ବାଦ କରନ୍ତୁ ପିତା

35ଇସ୍ହାକ କହିଲେ, ତୁମ୍ଭର ଭାଇ ମାେତେ ପ୍ରବଞ୍ଚନା କଲା। ସେ ଆସି ତୁମ୍ଭର ଆଶୀର୍ବାଦ ନଇଗେଲା।

Genesis 27 illustration - Genesis Chapter 27

36ଏଷୌ କହିଲା, ତା'ର ନାମ ହେଲା ଯାକୁବ ତାହା କ'ଣ ଯଥାର୍ଥ ନୁହେଁ। ସେ ମାେତେ ଦୁଇଥର ପ୍ରବଞ୍ଚନା କଲା। ସେ ମାରେ ଜେଷ୍ଠ ଅଧିକାର ଛଡ଼ାଇ ନଲୋ। ଏବଂ ମାରେଆଶୀର୍ବାଦ ନଇଗେଲା। ଏହାପରେ ଏଷୌ କହିଲା, ମାେ ପାଇଁ କିଛି ଆଶୀର୍ବାଦ ରଖିଛନ୍ତି କି?

37ଇସ୍ହାକ ଉତ୍ତର ଦେଲେ, ହାଇଗେଲା, ତୁମ୍ଭକୁ ଶାସନ କରିବା ପାଇଁ, ମୁଁ ଯାକୁବକୁ କ୍ଷମତା ଦଲେି। ଏବଂ ମୁଁ ତାଙ୍କୁ କହିଲି ତୁମ୍ଭର ସମସ୍ତ ଭାଇ ତୁମ୍ଭର ସବୋ କରିବେ। ଏବଂ ମୁଁ ତାଙ୍କୁ ପ୍ରବଳ ଫସଲ ଓ ପ୍ରଚୁର ଦ୍ରାକ୍ଷାରସ ଜାତ ହବୋ ପାଇଁ ଆଶୀର୍ବାଦ କରିସାରିଛି। କଣ ମୁଁ କରିପାରିବି, ମାେ ପୁତ୍ର।

38କିନ୍ତୁ ଏଷୌ କହିଲା, ମାେ ପିତା, ତୁମ୍ଭର କଣ ଗୋଟିଏ ଆଶୀର୍ବାଦ ଅଛି? ଆଶୀର୍ବାଦ କର ମାେତେ ମଧ୍ଯ, ପିତା। ଏବଂ ଏହା କରି ଏଷୌ ଜାରେ ରେ କାନ୍ଦିଲା।

39ତା'ପରେ ଇସ୍ହାକ ତାଙ୍କୁ କହିଲେ, ତୁମ୍ଭେ ବାହା ରେ ବର୍ଷା ରେ ରହିବ ଏବଂ ଯାହା ଭୂମି ଉତ୍ପାଦନ କରିବ ଛାଡ଼ି ଦବେ।

40ତୁମ୍ଭେ ଖଡ୍ଗଜୀବି ଓ ଆପଣା ଭ୍ରାତାର ଦାସ ହବେ। କିନ୍ତୁ ତୁମ୍ଭେ ଯେତବେେଳେ ପ୍ରସ୍ତୁତ, ତୁମ୍ଭ କାନ୍ଧରୁ ଜୁଆଳି କାଢ଼ି ଦବେ, ତବେେ ତୁମ୍ଭେ ମୁକ୍ତି ପାଇବ।

Genesis 27 illustration - Genesis Chapter 27

41ଏହିପ୍ରକା ରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ହତେୁରୁ ଏଷୌ ତାହା ପ୍ରତି ଇର୍ଷାଭାବ ବହି ଏବଂ ସେ ସ୍ଥିର କଲା, ମୁଁ ଅପେକ୍ଷା କରିବି ମାରେ ପିତାଙ୍କର ଶାେକର ସମୟ ବିତିବା ୟାଏ। ଏହାପରେ ମୁଁ ଆପଣା ଭ୍ରାତା ଯାକୁବକୁ ବଦ୍ଧ କରିବି।

42କିନ୍ତୁ ସହେି ବାକ୍ଯଗୁଡ଼ିକ ରିବିକାକୁ ଶୁଣା ୟାଇଥିଲା। ଏଷୌ ଯାକୁବକୁ ହତ୍ଯା କରିବାର ଯୋଜନା କରିଅଛି। ସେ ଯାକୁବକୁ ଡ଼ାକି କହିଲା, ଶୁଣ ତୁମ୍ଭର ଭାଇ ଏଷୌ ତୁମ୍ଭକୁ ମାରିବା ପାଇଁ ଯୋଜନା କରିଛି।

43ତେଣୁ ହେ ମାରେ ପୁତ୍ର ମୁଁ ଯମେନ୍ତ କହୁଛି, ସହେିପରି କର। ମାରେଭ୍ରାତା ଲାବନ ହାରଣ ରେ ବାସ କରୁଛି। ତୁମ୍ଭେ ତା' ପାଖ ରେ ୟାଇ ଲୁଚ।

44ତାଙ୍କ ପାଖ ରେ ଅଳ୍ପ ସମୟ ପାଇଁ ରୁହ। ତୁମ୍ଭ ଭାଇର ରାଗ ଶାନ୍ତ ହବୋ ପର୍ୟ୍ଯନ୍ତ ତୁମ୍ଭେ ସଠାେରେ ରୁହ।

45କିଛି ସମୟପରେ ତୁମ୍ଭ ଭାଇ ଭୁଲିଯିବେ ତୁମ୍ଭେ ତାଙ୍କ ପ୍ରତି କ'ଣ କରିଥିଲ। ତା'ପରେ ମୁଁ ଚାକର ପଠାଇ ତୁମ୍ଭକୁ ନଇେ ଆସିବି। ମୁଁ ଏକାଦିନେ ଦୁଇ ଜଣକୁ ହରାଇବାକୁ ଚାହୁଁ ନାହିଁ।

Genesis 27 illustration - Genesis Chapter 27

46ଏହାପରେ ରିବିକା ଇସ୍ହାକକୁ କହିଲେ, ତୁମ୍ଭର ପୁତ୍ର ଏଷୌ ହିତ୍ତୀଯ କନ୍ଯାକୁ ବିବାହ କଲା, ଏହା ମାରେ ପ୍ରାଣକୁ କଷ୍ଟ ଦେଉଅଛି। କାହିଁକି? କାରଣ ସମାନେେ ଆମ୍ଭର ଲୋକ ନୁହଁନ୍ତି। ଯଦି ଯାକୁବ ଏହି ଦେଶର କନ୍ଯାକୁ ବିବାହ କରେ ତବେେ ମୁଁ ମରିୟିବି।

Chapter Complete

You have read Genesis 27

46 verses