Lumina
Genesis

Genesis 26

Genesis 26·Oriya Bible

1ଥରେ ଅବ୍ରହାମଙ୍କର ସମୟରେ ଦୁର୍ଭିକ୍ଷ ହାଇେଥିଲା। ସହେି ଦେଶ ରେ ଆଉ ସହେିଭଳି ଏକ ଦୁର୍ଭିକ୍ଷ ଦଖାଦେବୋରୁ ଇସ୍ହାକ ଗରାର ରେ ପଲେଷ୍ଟୀୟମାନଙ୍କ ରାଜା ଅବିମଲକେ ନିକଟକୁ ଗଲେ।

2ସେତବେେଳେ ସଦାପ୍ରଭୁ ଇସ୍ହାକକୁ କହିଲେ, ତୁମ୍ଭେ ମିଶର ଦେଶକୁ ୟାଅ ନାହିଁ। ଆମ୍ଭେ ତୁମ୍ଭକୁ ଯେଉଁ ଦେଶ କହିବା, ସଠାେରେ ବାସ କର।

3ତୁମ୍ଭେ ଏହି ଦେଶ ରେ ପ୍ରବାସ କର। ତହିଁରେ ମୁଁ ତୁମ୍ଭକୁ ସାହାୟ୍ଯ ଓ ଆଶୀର୍ବାଦ କରିବି। ପୁଣି ମୁଁ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଭୂମି ଦବେି। ତୁମ୍ଭ ପିତା ଅବ୍ରାହାମଙ୍କ ନିକଟରେ କରିଥବା ଶପଥ ମୁଁ ସଫଳ କରିବି।

4ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧିକରି ସମାନଙ୍କେୁ ଏହିସବୁ ଦେଶ ଦବୋ ଓ ତୁମ୍ଭ ବଂଶଧର, ପୃଥିବୀସ୍ଥ ସମସ୍ତ ଜାତି ଆଶୀର୍ବାଦ ପ୍ରପ୍ତ ହବେେ।

5ମୁଁ ଏହା କରିବି, କାରଣ ତୁମ୍ଭର ପିତା ଅବ୍ରହାମ ମାରେ କଥା ମାନିଥିଲେ ଓ ମୁଁ ଯାହା କହିଥିଲି ତାହା କରିଥିଲେ। ଅବ୍ରହାମ ମାରେ ଆଦେଶ, ନିଯମ ଓ ବିଧିସବୁ ମାନିଲେ।

Genesis 26 illustration - Genesis Chapter 26

6ତହିଁରେ ଇସ୍ହାକ ଗରାରଠା ରେ ବାସକଲେ।

7ତହିଁରେ ସହେି ସ୍ଥାନର ଲୋକମାନେ ତାଙ୍କର ସ୍ତ୍ରୀ ବିଷଯ ରେ ପଚାରନ୍ତେ ସେ କହିଲେ, ସେ ମାରେ ଭଉଣୀ ସେ ଏହା କହିଲେ, କାରଣ ସେ ରିବିକା ଲାଗି ଭୟ କରୁଥିଲେ। ସଠାେକାର ଲୋକମାନେ ତାଙ୍କୁ ବଧ କରିଥାଆନ୍ତେ, କାରଣ ସେ ବହୁତ ସୁନ୍ଦରୀ ଥିଲେ।

8ଇସ୍ହାକ ସଠାେରେ ବହୁଦିନ ବାସ କଲାପରେ ଦିନେ ପଲେଷ୍ଟୀୟ ରାଜା ଅବିମଲକେ ଝରକା ଦଇେ ଇସ୍ହାକ ଓ ତା'ର ସ୍ତ୍ରୀକୁ କୌତୁକ କରିବାର ଦେଖିଲେ।

9ଅବିମଲକେ ଇସ୍ହାକକୁ ଡ଼ାକି କହିଲେ, ସହେି ସ୍ତ୍ରୀଲୋକ ଜଣଙ୍କ ତୁମ୍ଭର ସ୍ତ୍ରୀ। ସେ ତୁମ୍ଭର ଭଉଣୀ ବୋଲି ତୁମ୍ଭେ କାହିଁକି କହିଲ?

10ଅବିମଲକେ କହିଲା, ତୁମ୍ଭେ ଆମ୍ଭକୁ ଖରାପ ବ୍ଯବହାର କଲ। ଯଦି କୌଣସି ଲୋକ ତୁମ୍ଭ ସ୍ତ୍ରୀ ସଂଗ ରେ ଅନ୍ଯାଯାସ ରେ ଶଯନ କରି ଥାଆନ୍ତା। ତାହାହେଲେ ସେ ପାପରେ ଭାଗିଦାର ହାଇେଥାନ୍ତା।

Genesis 26 illustration - Genesis Chapter 26

11ତେଣୁ ଅବିମଲକେ ସମସ୍ତ ଲୋକଙ୍କୁ ଚତାବେନି ଦଇେ କହିଲେ, ସେ କହିଲେ, କୌଣସି ଲୋକ ସହେି ଲୋକ ଓ ତାଙ୍କର ସ୍ତ୍ରୀଙ୍କୁ ଛୁଇଁବ ନାହିଁ। ଯଦି କୌଣସି ଲୋକ ଏପରି କରେ ତବେେ ତାକୁ ମୃତ୍ଯୁ ଦଣ୍ଡ ଦିଆୟବ।

12ଏହାପରେ ଇସ୍ହାକ ସହେି ଦେଶ ରେ କୃଷି କର୍ମ କରି ସହେି ବର୍ଷ ଯାହା ଲଗାଇଥିଲେ, ସବୁ ଅମଳ କଲେ। କାରଣ ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ।

13ଇସ୍ହାକ ପାଇବାକୁ ଲାଗିଲେ। ଅଧିକରୁ ଅଧିକ ଧନୀ ହେଲେ ୟୋ ପର୍ୟ୍ଯନ୍ତ ସେ ଅଧିକ ଧନଶାଳୀ ହେଲେ।

14ତାଙ୍କର ପଲପଲ ମଷେ, ପଶୁପଲ ଏବଂ ଦାସ ଥିଲେ। ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଇର୍ଷା କରିବାକୁ ଲାଗିଲେ।

15ଏଣୁ ଇସ୍ହାକଙ୍କର ପିତା ଅବ୍ରହାମ ଇସ୍ହାକଙ୍କର ପିତାଙ୍କର ଦାସମାନେ ସେସମୟରେ ଯେଉଁ ସବୁ କୂପ ଖାେଳିଥିଲେ ପଲେଷ୍ଟୀୟ ଲୋକମାନେ ମାଟି ଦ୍ବାରା ସେସବୁ ପୋତି ପକାଇଲେ।

Genesis 26 illustration - Genesis Chapter 26

16ଏହାପରେ ଅବିମଲକେ ଇସ୍ହାକଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ନିକଟରୁ ପ୍ରସ୍ଥାନ କର। ଯେ ହତେୁ ତୁମ୍ଭେ ଆମ୍ଭମାନଙ୍କଠାରୁ ବଳବାନ ହାଇେଅଛ।

17ତେଣୁ ସହେି ସ୍ଥାନ ପିରତ୍ଯାଗ କରି ଗରାର େଛାଟ ନଦୀ ନିକଟରେ ଛାଉଣୀ ପକାଇଲେ। ଇସ୍ହାକ ସହେିଠା ରେ ରହି ବାସ କଲେ।

18ଇସ୍ହାକ ପୂନର୍ବାର ସହେି କୂପମାନ ଖୋଳାଇଲେ, ଯାହା ପଲେଷ୍ଟୀୟଙ୍କ ଦ୍ବାରା ପୋତା ୟାଇଥିଲା। ଯେଉଁ କୂପଗୁଡ଼ିକ ତାଙ୍କ ପିତା ବଞ୍ଚିଥିଲା ବେଳେ ଖୋଳା ୟାଇଥିଲା। ସେ ସହେି ନାମ ବ୍ଯବହାର କଲେ, ଯାହା ତାଙ୍କ ପିତା ବ୍ଯବହାର କରିଥିଲେ।

19ଆଉ ଇସ୍ହାକଙ୍କର ଦାସମାନେ ସହେି ଉପତ୍ୟକା ଖାେଳି ସୋର୍ତାବାହି କୂପ ପାଇଲେ।

20ତହିଁରେ ଗରାର ଦେଶୀଯ ପଶୁପାଳକମାନେ ଇସ୍ହାକଙ୍କ ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, ଏହି ଜଳ ଆମ୍ଭମାନଙ୍କର ଏଣୁ ସମାନେେ ସହେି କୂପର ନାମ ଏଷକ ରଖିଲେ। ଯେ ହତେୁ ତାଙ୍କ ସହିତ ସମାନେେ ବିବାଦ କଲେ।

Genesis 26 illustration - Genesis Chapter 26

21ଏହାପରେ ଇସ୍ହାକର ଦାସମାନେ ଆଉ ଏକ କୂପ ଖୋଳନ୍ତେ ସଠାେକାର ଲୋକମାନେ ତା' ପାଇଁ ମଧ୍ଯ ବିବାଦ କଲେ। ତହିଁରେ ଇସ୍ହାକ ତହିଁର ନାମ ସିଟନା ରଖିଲେ।

22ପୁଣି ସେ ସଠାରୁେ ପ୍ରସ୍ଥାନ କରି ଅନ୍ୟ ଏକ କୂପ ଖାେଳିଲେ। ତହିଁ ନିମିତ୍ତ ସମାନେେ ବିବାଦ ନକରିବାରୁ ତହିଁର ନାମ ରିହୋବୋତ୍ ରଖିଲେ। ସଦାପ୍ରଭୁ ଆମ୍ଭଙ୍କୁ ରହିବା ପାଇଁ ୟଥେଷ୍ଟ ସ୍ଥାନ ଦଇେଛନ୍ତି। ଆମ୍ଭେ ଏହି ଦେଶ ରେ ବୃଦ୍ଧି ପାଇବା।

23ସହେି ସ୍ଥାନରୁ ଇସ୍ହାକ ବରେଶବୋକୁ ଗଲେ।

24ସହେି ରାତ୍ରି ରେ ସଦାପ୍ରଭୁ ଇସ୍ହାକକୁ କହିଲେ, ମୁଁ ତୁମ୍ଭର ପିତା ଅବ୍ରହାମର ପରମେଶ୍ବର। ଭୟ କର ନାହିଁ, ମୁଁ ତୁମ୍ଭ ସହିତ ଅଛି। ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବା।

25ତେଣୁ ଇସ୍ହାକ ଏକ ୟଜ୍ଞବଦେୀ ସ୍ଥାପନ କରି ସଦାପ୍ରଭୁଙ୍କର ଉପାସନା କଲେ। ଇସ୍ହାକ ସଠାେରେ ତାଙ୍କର ତମ୍ବୁ ପକାଇଲେ। ଏବଂ ତାଙ୍କର ଦାସମାନେ ସଠାେରେ ଏକ କୂପ ଖନନ କଲେ।

Genesis 26 illustration - Genesis Chapter 26

26ଅବିମଲକେ ଇସ୍ହାକକୁ ସାକ୍ଷାତ କରିବା ପାଇଁ ଗରାରକୁ ଆସିଲେ। ଅବିମଲକେ ତାଙ୍କ ସହିତ ଅହୁଷତ୍ ଯେ ତାଙ୍କର ଉପଦେଷ୍ଟା ଏବଂ ଫୀଖୋଲ ତାଙ୍କ ସୈନ୍ଯଗଣର ଅଧ୍ଯକ୍ଷ।

27ଇସ୍ହାକ ପଚାରିଲେ, ମାେତେ ଦେଖିବାକୁ କାହିଁକି ଆସିଛ? ପୂର୍ବରୁ ମାେ ସହିତ ବନ୍ଧୁତା ରଖି ନଥିଲେ। ଏପରିକି ତୁମ୍ଭେ ମାେତେ ତୁମ୍ଭ ଦେଶରୁ ଜାରେ କରି ବିଦା କରିଥିଲ।

28ସମାନେେ ଉତ୍ତର ଦେଲେ, ବର୍ତ୍ତମାନ ଆମ୍ଭେ ଜାଣିଲୁ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। ଆମ୍ଭେ ଭାବିଲୁ ତୁମ୍ଭ ସହିତ ଏକ ଚୁକ୍ତି କରିବା। ଆମ୍ଭେ ଚାହୁଁଛୁ ତୁମ୍ଭେ ଆମ୍ଭ ନିକଟରେ ପ୍ରତିଜ୍ଞା କର।

29ଆମ୍ଭେ ତୁମ୍ଭକୁ ଆଘାତ କରି ନ ଥିଲୁ,ତୁମ୍ଭେ ବର୍ତ୍ତମାନ ପ୍ରତିଜ୍ଞା କର ଆମ୍ଭମାନଙ୍କେୁ ତୁମ୍ଭେ ଆଘାତ କରିବ ନାହିଁ। ତୁମ୍ଭକୁ ଶାନ୍ତି ରେ ଆମ୍ଭେ ବିଦା କରିଅଛୁ। ସହେିପରି ତୁମ୍ଭେ ହିଂସା କରିବ ନାହିଁ। ତୁମ୍ଭେ ତ ସଦାପ୍ରଭୁଙ୍କର ଆଶୀର୍ବାତର ପାତ୍ର।

30ତେଣୁ ଇସ୍ହାକ ତାଙ୍କୁ ଏକ ଭୋଜି ଦେଲେ। ସମାନେେ ସମସ୍ତେ ଖାଇଲେ ଓ ପିଇଲେ।

Genesis 26 illustration - Genesis Chapter 26

31ପରଦିନ ପ୍ରତ୍ଯୁଷରୁ ପ୍ରେତ୍ୟକକ ଲୋକ ଶପଥ ଓ ପ୍ରତିଜ୍ଞା କଲେ। ଏହାପରେ ସମାନେେ ଶାନ୍ତି ରେ ଫରେିଲେ।

32ସହେିଦିନ ଇସ୍ହାକର ଦାସମାନେ ଆସି କହିଲେ ଯେ ସମାନେେ ଏକ କୂପ ଖନନ କରିଛନ୍ତି। ଦାସମାନେ କହିଲେ, ଆମ୍ଭେ ସେ କୂଅରୁ ପାଣି ବାହାର କରିଅଛୁ।

33ତେଣୁ ଇସ୍ହାକ ସହେି କୂପର ନାମ ଦେଲେ, ଶବୋ। ପୁଣି ଆଜିୟାଏ ସହେି ସ୍ଥାନର ନାମ ବରେଶବୋ ନାମ ରେ ଖ୍ଯାତ ଅଟେ।

34ଏହାପରେ ଏଷୌ ଚାଳିଷ ବର୍ଷ ବଯସ ରେ ହିତ୍ତୀଯ ବରେିର ୟିହୁଦୀତ୍ ନାମ୍ନୀ କନ୍ଯାକୁ ଓ ହିତ୍ତୀଯ ଏଲୋନର ବାସମତ୍ ନାମ୍ନୀ କନ୍ଯାକୁ ବିବାହ କଲେ।

35ଏହି ବିବାହ ଇସ୍ହାକ ରିବିକାଙ୍କୁ ବହୁତ ବିବ୍ରତ କଲା।

Chapter Complete

You have read Genesis 26

35 verses