Lumina
Genesis

Genesis 24

Genesis 24·Oriya Bible

1ଅବ୍ରହାମଙ୍କ ବାର୍ଦ୍ଧକ୍ଯ ଅବସ୍ଥା ରେ ବଞ୍ଚିଥିଲେ। ସଦାପ୍ରଭୁ ଅବ୍ରହାମଙ୍କୁ ସମସ୍ତ ଗତି ରେ ଆଶାର୍ବାଦ କରିଥିଲେ।

2ଅବ୍ରହାମଙ୍କର ପୁରୁଣା ଚାକର ଅବ୍ରହାମଙ୍କର ପ୍ରେତ୍ୟକକ ଦ୍ରବ୍ଯର ଦାଯିତ୍ବ ରେ ଥିଲା। ଅବ୍ରହାମ ତାଙ୍କୁ ଡାକିଲେ ଏବଂ କହିଲେ, ମାରେ ଜଙ୍ଘତଳେ ତୁମ୍ଭର ହସ୍ତ ଦିଅ ଏବଂ ପ୍ରତିଜ୍ଞା କର।

3ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବରଙ୍କର ନାମ ରେ ପ୍ରତିଜ୍ଞା, ୟିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭମାନେେ ମାରେ ପୁତ୍ରର ବିବାହ କିଣାନୀଯମାନଙ୍କର କନ୍ଯାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି।

4ମାରେ ଜନ୍ମସ୍ଥାନକୁ ୟାଅ ଇସ୍ହାକ ପାଇଁ ଏକ ପତ୍ନୀ ଧରି ଆସ।

5ଦାସ ତାଙ୍କୁ କହିଲେ, ଏହା ସମ୍ଭବ ହାଇପୋ ରେ ଯେ, ଯବେେ କୌଣସି କନ୍ଯା ମାେ ସହିତ ଏହି ଭୁମିକୁ ଆସି ନପାରନ୍ତି, ତବେେ ମୁଁ ତୁମ୍ଭର ପୁତ୍ରକୁ ମାେ ସହିତ ତୁମ୍ଭର ଜନ୍ମ ସ୍ଥାନକୁ ନବୋ ଉଚିତ୍ କି?

Genesis 24 illustration - Genesis Chapter 24

6ଅବ୍ରହାମ ତାଙ୍କୁ କହିଲେ, ନା ମାରେ ପୁତ୍ରକୁ ସଠାେକୁ ନବେ ନାହିଁ।

7ସଦାପ୍ରଭୁ ସ୍ବର୍ଗର ପରମେଶ୍ବର ମାେତେ ମାରେ ଜନ୍ମ ସ୍ଥାନରୁ ମାେ ପିତାଙ୍କ ପରିବାର ଏଠାକୁ ଆଣିଛନ୍ତି। ସହେି ସ୍ଥାନ ମାରେପରିବାରମାନଙ୍କ ପାଇଁ ମାରେ ପିତା। କିନ୍ତୁ ସଦାପ୍ରଭୁ ପ୍ରତିଜ୍ଞା କରିଛନ୍ତି, ଏହିଭୂମି ମାରେ ପରିବାର ପାଇଁ ହବେ। ସଦାପ୍ରଭୁ ଜଣେ ତାଙ୍କ ଦୂତଙ୍କୁ ତୁମ୍ଭ ସହିତ ପଠାଇପାରନ୍ତି। ମାରେ ପୁଅ ପାଇଁ ଏକ ସ୍ତ୍ରୀ ଖାଜେି ଆଣିବା ନିମନ୍ତେ।

8କିନ୍ତୁ ଯଦି ସରେି ଝିଅ ତୁମ୍ଭ ସହିତ ଆସିବା ପାଇଁ ମନା କରେ, ତବେେ ତୁମ୍ଭେ ତୁମ୍ଭର ପ୍ରତିଜ୍ଞାରୁ ମୁକ୍ତ ହବେ। କିନ୍ତୁ ତୁମ୍ଭେ ମାରେ ପୁତ୍ରକୁ ସହେି ସ୍ଥାନକୁ ନିଅ ନାହିଁ।

9ତେଣୁ ସହେି ଦାସ ତାଙ୍କର ମୁନିବଙ୍କ ଜଙ୍ଘ ଛୁଇଁ ଶପଥ କଲା।

10ସହେି ଦାସ ଅବ୍ରହାମଙ୍କର ଦଶଟା ଓଟ ନଇେ ସହେି ସ୍ଥାନ ପିରତ୍ଯାଗ କଲା। ସମସ୍ତ ପ୍ରକାରର ସୁନ୍ଦର ଉପହାରଗୁଡ଼ିକ ବହନ କରି ନେଲେ। ସହେି ଦାସ ନାହାରେ ଅରାମନହରଯିମର ନଗରକୁ ୟାତ୍ରା କଲା।

Genesis 24 illustration - Genesis Chapter 24

11ଏହାପରେ ସେ ନଗର ବାହା ରେ ଥିବା ସହେି ସ୍ଥାନ ଗଲେ, ଯେଉଁଠାକୁ କନ୍ଯାମାନେ ଜଳ ପାଇଁ କୂପ ନିକଟକୁ ଆସନ୍ତି। ନଗର ବାହା ରେ ସହେି କୂପ ନିକଟରେ ଓଟମାନଙ୍କୁ ଆଣ୍ଠୁଆଇ ବସାଇଲେ।

12ଦାସ ପ୍ରାର୍ଥନା କଲେ ଏବଂ କହିଲେ, ହେ ସଦାପ୍ରଭୁ! ତୁମ୍ଭେ ମାରେ ପ୍ରଭୁଙ୍କର ପରମେଶ୍ବର । ମାରେ ଜୀବନର ଲକ୍ଷ୍ଯ ସଫଳ କରାଇ, ମାହେର କର୍ତ୍ତା ଅବ୍ରହାମଙ୍କୁ ଦୟାକରି ଅନୁଗ୍ରହ କର।

13ଏହିଠା ରେ ମୁଁ କୂପ ନିକଟରେ ଛିଡ଼ା ହାଇେ ଅଛି। ଏବଂ ନଗରରୁ କନ୍ଯାମାନେ ପାଣି ନବୋକୁ ଏଠାକୁ ଆସୁଛନ୍ତି।

14ମୁଁ ଅପେକ୍ଷା କଲି ତୁମ୍ଭର ଚିହ୍ନ ପାଇଁ କିଏ ଇସ୍ହାକର ସ୍ତ୍ରୀ ହବେ। ମୁଁ ସହେି ଝିଅକୁ କହିବି 'ଦୟାକରି ତୁମ୍ଭର ପାତ୍ର ମାେ ଆଡ଼କୁ ତଳମୁହାଁ କର। ତେଣୁ ମୁଁ ପାଣି ପିଇ ପାରିବି।' ମୁଁ ଜାଣିପାରିବି ସହେି ହେଉଛି ଉପୟୁକ୍ତ ପାତ୍ରୀ ୟିଏ କହିବ, 'ପାଣି ପିଅ ଏବଂ ମୁଁ ତୁମ୍ଭର ଓଟମାନଙ୍କୁ ମଧ୍ଯ ପାଣି ଦବେି।' ଯଦି ଏହିପରି ହୁଏ, ତବେେ ମୁଁ ଜାଣିବି ସେ ହେଉଛି ଇସ୍ହାକ ପାଇଁ ଉପୟୁକ୍ତ କନ୍ଯା। ଏବଂ ମୁଁ ଜାଣିବି ତୁମ୍ଭେ ମାରେ ମୁନିବଙ୍କ ଉପରେ ଦୟା କଲ।

15ଏହାପରେ ଦାସଟିର ପ୍ରାର୍ଥନା ସରିବା ପୂର୍ବରୁ ଜଣେ ୟୁବତୀ ରିବିକା କୂଅ ନିକଟକୁ ଆସିଲେ। ରିବିକା ଥିଲେ, ବଥୂଯଲରେଝିଅ। ବଥୂଯଲେ ମିଲ୍କାର ପୁତର ଥିଲେ, ୟିଏକି ଅବ୍ରହାମଙ୍କର ଭାଇ ନୋ ହରେ ସହିତ ବିବାହ କରିଥିଲେ। ରିବିକା ପାଣିପାତ୍ର କାନ୍ଧ ରେ ଥୋଇ କୂଅ ନିକଟକୁ ଆସିଲେ।

Genesis 24 illustration - Genesis Chapter 24

16ସେ ବହୁତ ସୁନ୍ଦରୀ ଥିଲେ। ସେ ମଧ୍ଯ ଅବିବାହିତା ଥିଲେ। ସେ ଜଣେ କୁମାରୀ। ସେ କୂଅ ନିକଟକୁ ଗଲା ଓ ତା'ର ପାତ୍ର ରେ ପାଣି ଭର୍ତ୍ତି କଲା।

17ଏହାପରେ ସହେି ଦାସଜଣକ ତାଙ୍କ ପାଖକୁ ଗଲା ଏବଂ କହିଲା, ଦୟାକରି ତୁମ୍ଭ ପାତ୍ରରୁ ମାେତେ କିଛି ଜଳ ପାନ କରିବାକୁ ଦିଅ।

18ରିବିକା ତତ୍କ୍ଷଣାତ୍ ତାଙ୍କ କନ୍ଧରୁ ପାତ୍ରଟିକୁ ଓହ୍ଲାଇ ତାଙ୍କୁ ପିଇବାକୁ ଦେଲେ। ରିବିକା କହିଲେ, ହେ ମହାଶୟ ପାନ କର।

19ସେ କିଛି ଜଳପାନ କରିବାକୁ ଦଇେ ରିବିକା କହିଲା, ମୁଁ ମଧ୍ଯ ତୁମ୍ଭ ଓଟମାନଙ୍କୁ ଜଳପାନ କରାଇବି।

20ଏହାପରେ ରିବିକା କୂଅରୁ ପାଣିକାଢ଼ି କୁଣ୍ଡ ରେ ଢ଼ାଳିଲେ ଓ ପୁନ୍ନରାଯ ପାଣି କାଢ଼ିବା ପାଇଁ କୂଅ ନିକଟକୁ ଗଲେ। ଏବଂ ସେ ଏହିପରି ସମସ୍ତ ଓଟମାନଙ୍କୁ ପାଣି ପିଆଇଲେ।

Genesis 24 illustration - Genesis Chapter 24

21ତା'ପରେ ସେ କନ୍ଯାକୁ ଅତି ପାଖ ରେ ଏବଂ ଶାନ୍ତଭାବରେ ଦେଖିଲେ, ସେ ନିଶ୍ଚିତ ହବୋପରେ ଏବଂ ୟାଣିଲେ ସଦାପ୍ରଭୁ ତାଙ୍କର ୟାତ୍ର ସଫଳ କରିଥିଲେ।

22ଓଟମାନେ ପାଣି ପିଇସାରିବା ପରେ। ସହେି ଦାସ ଜଣଙ୍କ ରିବିକାକୁ ଏକ ସୁନା ନଥ ପ୍ରଦାନ କଲେ ଯାହାର ଓଜନ ଅଧଭରି ଥିଲା। ଏବଂ ତା'ର ହାତ ପାଇଁ ଦୁଇଟି ବଳା ଯାହାର ଓଜନ ଦଶ ଭରି ଥିଲା।

23ସହେି ଦାସଜଣଙ୍କ ପଚାରିଲେ, ତୁମ୍ଭ ବାପାଙ୍କର ନାମ କ'ଣ? ତୁମ୍ଭ ପିତାଙ୍କ ଗୃହ ରେ ଆମ୍ଭମାନଙ୍କର ରହିବା ପାଇଁ ସ୍ଥାନ ଅଛି କି?

24ରିବିକା ଉତ୍ତର ଦଲୋ, ମାରେ ପିତା ବଥୂଯଲେ, ନାହାରରେ ଓ ମିଲ୍କାର ଜନ୍ମ ପୁତ୍ର।

25ଏହାପରେ ସେ ମଧ୍ଯ କହିଲେ, ଆଜ୍ଞା ହଁ ତୁମ୍ଭ ଓଟମାନଙ୍କ ଖାଇବା ପାଇଁ ଆମ୍ଭର ନଡ଼ା ଅଛି ଓ ତୁମ୍ଭର ବିଶ୍ରାମ ପାଇଁ ଆମ୍ଭର ସ୍ଥାନ ଅଛି।

Genesis 24 illustration - Genesis Chapter 24

26ସହେି ଦାସଜଣଙ୍କ ସଦାପ୍ରଭୁଙ୍କୁ ପ୍ରଣାମ କରି ତାଙ୍କର ଉପାସନା କଲେ।

27ସହେି ଦାସଜଣଙ୍କ କହିଲା, ମାରେ କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ବର ଧନ୍ଯ ହୁଅନ୍ତୁ। ୟ ହତେୁ ସଦାପ୍ରଭୁ ମାରେ କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ଓ ସତ୍ଯାଚରଣ କରିବାରୁ ନିବୃତ୍ତ ହାଇେ ନାହାଁନ୍ତି। ସଦାପ୍ରଭୁ ମାେ କର୍ତ୍ତାଙ୍କର ସମ୍ବନ୍ଧୀଯଙ୍କ ଗୃହକୁ କଢ଼ାଇ ନେଲେ।

28ଏହାପରେ ରିବିକା ଦୌଡ଼ିୟାଇ ତାଙ୍କ ପରିବାର ରେ ଏହି କଥା ଜଣାଇଲା।

29ରିବିକାର ଏକ ଭାଇ ଥିଲେ। ତାଙ୍କର ନାମ ଲାବନ। ରିବିକା ତାଙ୍କୁ ସବୁକଥା ଜଣାଇଲେ। ଲାବନ ଏହିକଥା ଶୁଣିବା ସମୟରେ ତାହାର ହସ୍ତ ରେ ଯେତବେେଳେ ବଳା ଦେଖିଲେ।

30ସେ କୂଅ ପାଖକୁ ଦୌଡ଼ିଗଲା। ଏବଂ ସହେିଠା ରେ ସହେିଲୋକ ଜଣକ ସହେି ଓଟମାନଙ୍କୁ ଧରି ସହେି କୂପ ପାଖ ରେ ଠିଆ ହାଇେଥିଲା।

Genesis 24 illustration - Genesis Chapter 24

31ଲାବନ କହିଲେ, ଭିତରକୁ ଆସ, ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରିଛନ୍ତି। ତୁମ୍ଭର ବାହା ରେ ଠିଆ ହବୋ ଦରକାର ନାହିଁ। ମୁଁ ତୁମ୍ଭ ପାଇଁ ଏବଂ ତୁମ୍ଭର ଓଟ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିଅଛି।

32ତେଣୁ ଅବ୍ରହାମର ଦାସ ଗୃହକୁ ଗଲା। ଲାବନ ଓଟମାନଙ୍କର ସାଜ ଓହ୍ଲାଇବା ପାଇଁ ସାହାୟ୍ଯ କଲେ ଏବଂ ସମାନଙ୍କେ ପାଇଁ ଖାଇବାକୁ ନଡ଼ା ଦେଲେ। ସେ ଭୃତ୍ଯମାନଙ୍କୁ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କୁ ପାଣି ଦେଲେ। ୟଦ୍ବାରା କି ସମାନେେ ପାଦ ଧୋଇବେ।

33ଏହାପରେ ଲାବନ ତାଙ୍କୁ ଖାଦ୍ୟ ଖାଇବାକୁ ଦେଲେ, କିନ୍ତୁ ସହେି ଦାସ ଖାଇବାକୁ ମନା କଲେ। ସେ କହିଲେ, ମୁଁ ଆସିବାର ଉଦ୍ଦେଶ୍ଯ ନକରିବା ପର୍ୟ୍ଯନ୍ତ ତୁମ୍ଭ ଘ ରେ ଖାଇବି ନାହଁି।

34ସହେି ଦାସ ଜଣଙ୍କ କହିଲେ, ମୁଁ ହେଉଛି ଅବ୍ରହାମଙ୍କର ଦାସ।

35ସଦାପ୍ରଭୁ ମାରେ ପ୍ରଭୁଙ୍କୁ ସବୁ କ୍ଷେତ୍ର ରେ ଅତିଶଯ ଆଶୀର୍ବାଦ କରିଛନ୍ତି। ତେଣୁ ସେ ବଡ଼ ଲୋକ ହାଇେଛନ୍ତି। ଆଉ ସଦାପ୍ରଭୁ ତାହାଙ୍କୁ ପଲ ପଲ ଗୋରୁ, ମଷେ, ମୁନା, ରୂପା, ଦାସଦାସୀ, ଓଟ ଓ ଗଧ ଦଇେଛନ୍ତି।

Genesis 24 illustration - Genesis Chapter 24

36ସାରା ମାରେ କର୍ତ୍ତାଙ୍କର ସ୍ତ୍ରୀ, ସେ ବୁଢ଼ି ବଯସ ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ସମସ୍ତ ସମ୍ପତ୍ତି ମାେ କର୍ତ୍ତାଙ୍କର ପ୍ରାପ୍ତ ହବେ।

37ମାରେ କର୍ତ୍ତା ମାେତେ ପ୍ରତିଜ୍ଞା କରାଇ କହିଲେ, ମାରେ ପୁତ୍ରଙ୍କୁ କୀଣାନୀଯ ସଙ୍ଗେ ବିବାହ ଦବେ ନାହିଁ। ଯେ ହତେୁ ଆମ୍ଭେ ସମାନଙ୍କେ ଦେଶ ରେ ବାସ କରୁଅଛୁ।

38ତେଣୁ ସେ ମାେତେ ପ୍ରତିଜ୍ଞା କରି ତାଙ୍କ ସମ୍ବନ୍ଧୀଯଙ୍କ ନିକଟକୁ ପଠାଇଲେ ଏବଂ କହିଲେ, 'ୟାଅ ଓ ମାେ ପୁତ୍ର ପାଇଁ ଏକ ପୁତ୍ରବଧୂ ଧରିଆସ।'

39ମୁଁ ମାରେକର୍ତ୍ତାଙ୍କୁ କହିଲି, 'ଏପରିକି ସେ ସ୍ତ୍ରୀ ମାେ ସହିତ ଏଠାକୁ ଆସିନପା ରେ।'

40କିନ୍ତୁ ମାରେପ୍ରଭୁ ମାେତେ କହିଲେ, 'ମୁଁ ସଦାପ୍ରଭୁଙ୍କର ସବୋ କରେ ଏବଂ ସଦାପ୍ରଭୁ ତାଙ୍କ ଦୂତଙ୍କୁ ପଠାଇବେ ତୁମ୍ଭକୁ ସାହାୟ୍ଯ କରିବା ପାଇଁ ଏବଂ ତୁମ୍ଭର ୟାତ୍ରା ସଫଳ କରିବେ ତୁମ୍ଭେ ୟାଅ। ମାରେ ପିତାଙ୍କ ବଂଶରୁ ମାରେ ପୁଅ ନିମନ୍ତେ କନ୍ଯା ଆଣିବ।

Genesis 24 illustration - Genesis Chapter 24

41କିନ୍ତୁ ତୁମ୍ଭେ ଯଦି ୟାଅ ମାରେ ବନ୍ଧୁବାନ୍ଧବମାନଙ୍କ ପାଖକୁ ୟାଅ, ଆଉ ସମାନେେ ଯଦି ମନା କରିବେ ମାେ ପୁତ୍ର ପାଇଁ କନ୍ଯା ଦବୋପାଇଁ, ତବେେ ତୁମ୍ଭେ ତୁମ୍ଭ ପ୍ରତିଜ୍ଞାରୁ ମୁକ୍ତ ହବେ।

42ଆଜି ଏହି କୂପ ନିକଟକୁ ଆସିଲି ଏବଂ କହିଲି, 'ସଦାପ୍ରଭୁ ପରମେଶ୍ବର ମାରେ ପ୍ରଭୁ ଅବ୍ରହାମଙ୍କର ପରମେଶ୍ବର, ଦୟାକରି ମାରୟୋତ୍ରା ସଫଳ କରାଅ।

43ମୁଁ ସହେି କୂପ ନିକଟରେ ଠିଆ ହଲିେ ଏବଂ ଜଣେ ନିରୁପିତ କନ୍ଯାକୁ ଅପେକ୍ଷା କଲି, ୟିଏ ଏଠାକୁ ପାଣି ପାଇଁ ଆସିବ। ଏହାପରେ ମୁଁ କହିଲି, ଦୟାକରି ମାେତେ ତୁମ୍ଭ ପାତ୍ରରୁ ଜଳପ୍ନ କରିବାକୁ ଦିଅ।

44ସହେି କନ୍ଯାଟି ସତେ ସ୍ବତନ୍ତ୍ର ଦରଣର ଉତ୍ତର ଦଇେ କହିବ, ପାଣି ପିଅନ୍ତୁ। ଏବଂ ମୁଁ ମଧ୍ଯ ତୁମ୍ଭ ଓଟମାନଙ୍କୁ ଜଣପାନ କରାଇବି। ଏହି ଉପାଯ ରେ ମୁଁ ଜାଣିବି ଯେ ସହେି ଝିଅଟି ସଦାପ୍ରଭୁ ମାରେ ପ୍ରଭୁଙ୍କର ପୁତ୍ର ପାଇଁ ବାଛି ଅଛନ୍ତି।'

45ମାେକ ନିରବ ରେ ପ୍ରାର୍ଥନା ସରିବା ପୂର୍ବରୁ ରିବିକା କାନ୍ଧ ରେ ଜଳପାତ୍ର ଧରି କୂଅମୂଳକୁ ଆସିଲେ। ସେ ଜଳପାତ୍ର କୂଅ ଭିତରକୁ ପକାଇଲେ ଏବଂ କିଛି ଜଳ କାଢ଼ିଲେ।

Genesis 24 illustration - Genesis Chapter 24

46ଏବଂ ସେ ସଙ୍ଗେ ସଙ୍ଗେ ତା'ର ପାତ୍ର କାନ୍ଧରୁ କାଢ଼ି ମାେ ହାତ ରେ ପାଣି ଢ଼ାଳିଲା। ଏହାପରେ ସେ କହିଲା, 'ତୁମ୍ଭେ ଏହି ଜଳପାନ କର। ମୁଁ ଓଟମାନଙ୍କୁ ଜଳପାନ କରାଉଛି।' ତେଣୁ ମୁଣ ଜଳପାନ କଲି ଏବଂ ସେ ମଧ୍ଯ ମାରେ ଓଟମାନଙ୍କୁ ଜଳପାନ କରାଇଲା।

47ତା'ପରେ ମୁଁ ପଚାରିଲି, 'ତୁମ୍ଭର ପିତା କିଏ?' ସେ ଉତ୍ତର ଦଲୋ, 'ବଥୂଯଲେ ମାରେ ପିତା।' ଏହାପରେ ମୁଁ ତାଙ୍କୁ ବଳା ଓ ନଥ ଦଲେି।

48ମୁଁ ମୁଣ୍ଡ ନୁଆଁଇ ସଦାପ୍ରଭୁଙ୍କର ଧନ୍ଯବାଦ କଲି। ସେ ମାରେ କର୍ତ୍ତାଙ୍କର ପୁତ୍ର ନିମନ୍ତେ ତାଙ୍କ ଭାତୃ ପୁତ୍ରଙ୍କ କନ୍ଯା ଗ୍ରହଣ କରିବାକୁ ମାେତେ ପ୍ରକୃତ ପଥରେ କଢ଼ାଇ ଆଣିଲେ। ମାରେ କର୍ତ୍ତା ଆବ୍ରହାମର ସହେି ସଦାପ୍ରଭୁ ପରମେଶ୍ବଙ୍କର ଧନ୍ଯବାଦ କଲି।

49ବର୍ତ୍ତମାନ ମାେତେ କୁହ, ତୁମ୍ଭେ କଣ ମାରେ କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ହାଇେ ତୁମ୍ଭର କନ୍ଯାକୁ ଦବେ? କିମ୍ବା ତୁମ୍ଭେ କଣ ଫରୋଇଦବେ? ମାେତେ କୁହ ତବେେ ମୁଁ ଜାଣିବି କ'ଣ କରିବା ଉଚିତ।

50ଏହାପରେ ଲାବନ୍ ଏବଂ ବଥୂଯଲେ ଉତ୍ତର କଲେ, ଆମ୍ଭେ ଦେଖୁଛୁ ଏହା ସଦାପ୍ରଭୁଙ୍କ ଆଡୁ, ଆମ୍ଭେ ଏହାକୁ ପରିବର୍ତ୍ତନ କରିପାରବୁ ନାହିଁ।

Genesis 24 illustration - Genesis Chapter 24

51ଦେଖ, ରିବିକା ତୁମ୍ଭ ସମ୍ମୁଖ ରେ ଅଛି, ତାକୁ ନଇେ ପ୍ରସ୍ଥାନ କର। ସଦାପ୍ରଭୁଙ୍କ ଇଚ୍ଛାନୁସା ରେ ତାକୁ ତୁମ୍ଭ କର୍ତ୍ତାଙ୍କର ପୁତ୍ରଙ୍କୁ ବିବାହ ଦିଅ।

52ଯେତବେେଳେ ଅବ୍ରହାମଙ୍କର ଦାସ ଏହା ଶୁଣିଲେ। ସଦାପ୍ରଭୁଙ୍କଠା ରେ ମୁଣ୍ଡ ନୁଆଁଇ ପ୍ରଣାମ କଲେ।

53ଏହାପରେ ରିବିକା ପାଇଁ ଆଣିଥିବା ସବୁ ଉପହାର ତାଙ୍କୁ ଦେଲେ। ସେ ମଧ୍ଯ ତାଙ୍କୁ ସୁନ୍ଦର ବସ୍ତ୍ର ଓ ସୁନାରୂପା ଅଳଙ୍କାର ତାଙ୍କୁ ଦେଲେ। ସେ ମଧ୍ଯ ବହୁ ଦାମିକା ଉପହାର ତାଙ୍କ ମା ଓ ଭାଇକୁ ଦେଲେ।

54ଏହାପରେ ସେ ଏବଂ ତାଙ୍କର ଲୋକମାନେ ଖାଇପିଇ ବିଶ୍ରାମ ନେଲେ। ତା'ପର ଦିନ ପ୍ରଭାତରୁ ସମାନେେ ଉଠି କହିଲେ, ବର୍ତ୍ତମାନ ଆମ୍ଭେ ଆମ୍ଭ କର୍ତ୍ତାଙ୍କ ପାଖକୁ ଫରେିୟିବୁ।

55ରିବିକାର ମା ଓ ଭାଇ କହିଲେ, ରିବିକାକୁ ଆମ ସହିତ କିଛି ଦିନ ରହିବାକୁ ଦିଅ। ତାଙ୍କୁ ଆମ ସହିତ ଆଉ ଦଶଦିନ ରହିବାକୁ ଦିଅ। ଏହାପରେ ସେ ୟାଇପାରିବ।

Genesis 24 illustration - Genesis Chapter 24

56କିନ୍ତୁ ତାଙ୍କର ଦାସ କହିଲେ, ମାେତେ ଅପେକ୍ଷା କରିବାକୁ କୁହ ନାହିଁ। ସଦାପ୍ରଭୁ ମାରେ ୟାତ୍ରା ସଫଳ କରିଅଛନ୍ତି। ବର୍ତ୍ତମାନ ମାେତେ ମାରେ କର୍ତ୍ତାଙ୍କ ଗୃହକୁ ଫରେିବାକୁ ଦିଅ।

57ରିବିକାର ଭାଇ ଓ ମା କହିଲେ, ଆମ୍ଭେ ରିବିକାକୁ ପଚାରିବା।

58ସମାନେେ ରିବିକାକୁ ଡ଼ାକି ପଚାରିଲେ, ତୁମ୍ଭେ ଏହି ଲୋକ ସହିତ ବର୍ତ୍ତମାନ ୟିବାକୁ ଚାହଁ କି?

59ତେଣୁ ସମାନେେ ଅବ୍ରହାମଙ୍କର ଭୃତ୍ଯ ଏବଂ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କ ସହିତ ରିବିକାକୁ ପଠାଇ ଦେଲେ। ରିବିକାର ସବେୀକା ମଧ୍ଯ ତାଙ୍କ ସହିତ ଗଲା।

60ଯେତବେେଳେ ରିବିକା ସହେି ସ୍ଥାନ ଛାଡ଼ିଲା ସମାନେେ ତାଙ୍କୁ ଆଶୀର୍ବାଦ କରି କହିଲେ,

Genesis 24 illustration - Genesis Chapter 24

61ଏହାପରେ ରିବିକା ଓ ତାଙ୍କର ସବେୀକା ଓଟଗୁଡ଼ିକ ଉପରେ ଚଢ଼ି ସହେି ମନୁଷ୍ଯର ପେଛ ୟାତ୍ରା କଲେ। ସହେି ଦାସ ରିବିକାକୁ ଘନେି ପ୍ରସ୍ଥାନ କଲା।

62ଇସ୍ହାକ ଦକ୍ଷିଣ ଦେଶ ରେ ବାସ କରିବାରୁ ବରେ-ଲହଯ-ରୋଯୀ ନାମକ ସ୍ଥାନକୁ ୟାଇ ଫରେି ଆସିଲେ।

63ପୁଣି ସଂନ୍ଧ୍ଯା ସମୟରେ ଧ୍ଯାନ କରିବାକୁ କ୍ଷେତ୍ରକୁ ୟାଇଥିଲେ। ଇସ୍ହାକ ଉପରକୁ ଚାହିଁଲା ଦେଖିଲା ଦୂରରୁ ଓଟମାନେ ଆସୁଛନ୍ତି।

64ରିବିକା ଅନାଇ ଇସ୍ହାକକୁ ଦେଖିଲା, ତା'ପରେ ସେ ଓଟରୁ ଓହ୍ଲାଇ ପଡ଼ିଲା।

65ରିବିକା ଦାସକୁ କହିଲା, ଆମ୍ଭମାନଙ୍କୁ ଦେଖି ସାକ୍ଷାତ କରିବାକୁ ଆସୁଥିବା ୟୁବକ କିଏ? ଦାସଟି ଉତ୍ତର ଦେଲେ, “ସେ ହେଉଛନ୍ତି ମୋର କର୍ତ୍ତା।” ତେଣୁ ରିବିକା ମୁହଁକୁ ନିଜର ଓଢ଼ଣାରେ ଆଚ୍ଛାଦନ କଲେ।

Genesis 24 illustration - Genesis Chapter 24

66ଦାସଟି ଯାହାସବୁ ଘଟିଥିଲା ତାହା ଇ‌ସ୍‌ହାକଙ୍କୁ କହିଲେ।

67ଏହା ପରେ ଇ‌ସ୍‌ହାକ ସେହି କନ୍ୟାକୁ ତାଙ୍କର ମାଙ୍କ ତମ୍ବୁକୁ ଆଣିଲେ। ସେହି ଦିନ ରିବିକା ଇ‌ସ୍‌ହାକର ସ୍ତ୍ରୀ ହେଲେ। ଇ‌ସ୍‌ହାକ ତାଙ୍କୁ ବହୁତ ପ୍ରେମ କଲେ। ତେଣୁ ଇ‌ସ୍‌ହାକ ତାଙ୍କର ମାଙ୍କର ମୃତ୍ୟୁପରେ ସାନ୍ତ୍ୱନା ପାଇଲେ।

Chapter Complete

You have read Genesis 24

67 verses