Lumina
Genesis

Genesis 22

Genesis 22·Oriya Bible

1ଏହିସବୁ ଘଟଣା ଘଟିବାପରେ, ପରମେଶର ଅବ୍ରହାମଙ୍କ ବିଶ୍ବାସକୁ ପରୀକ୍ଷା କରିବାକୁ ନିସ୍ପତ୍ତି ନେଲେ। ପରମେଶ୍ବର ତାଙ୍କୁ କହିଲେ, ଅବ୍ରହାମ!

2ଏହାପରେ ପରମେଶ୍ବର କହିଲେ, ତୁମ୍ଭର ପୁତ୍ରକୁ ମାରେିଯାକୁ ନିଅ। ମାରେିଯା ରେ ତୁମ୍ଭର ଏକ ମାତ୍ର ସ୍ନହରେ ପୁତ୍ର ଇସ୍ହାକକୁ ମାେ ନିମନ୍ତେ ହାମେର୍ଥେ ବଳିଦାନ କର। ମୁଁ ଯେଉଁ ପର୍ବତକୁ କହିବି ସହେି ପର୍ବତକୁ ନଇେ ସଠାେରେ ହାମବେଳି କର।

3ପ୍ରଭାତ ରେ ଅବ୍ରହାମ ଉଠିଲା ଏବଂ ତାଙ୍କର ଗଧକୁ ସଜାଇଲେ। ଅବ୍ରହାମ ତାଙ୍କର ପୁତ୍ର ଇସ୍ହାକ ଏବଂ ଦୁଇଜଣ ଦାସଙ୍କୁ ତାଙ୍କ ସହିତ ରେ ନେଲେ। ଅବ୍ରହାମ ହାମବେଳି ନିମନ୍ତେ କାଠ କାଟି ପରମେଶ୍ବର କହିଥିବା ସ୍ଥାନକୁ ନଇଗେଲେ।

4ତୃତୀୟ ଦିନ ରେ ୟାତ୍ରା ପରେ ଅବ୍ରହାମ ନିରୀକ୍ଷଣ କଲା ଓ ଦୂରସ୍ଥାନକୁ ଦେଖିଲା, ଯେଉଁଠାକୁ ସେ ଯାଉଥିଲ।

5ଏହାପରେ ଅବ୍ରହାମ ତାଙ୍କର ଦାସମାନଙ୍କୁ କହିଲେ, ତୁମ୍ଭମାନେେ ଗଧ ସହ ଏହିଠା ରେ ଅପେକ୍ଷା କର। ମୁଁ ମାରେପୁତ୍ରକୁ ନଇେ ସହେି ସ୍ଥାନକୁ ଉପାସନା ପାଇଁ ଯାଉଛି। କିଛି ସମୟପରେ ଆମ୍ଭେ ତୁମ୍ଭ ନିକଟକୁ ଫରେି ଆସିବୁ।

Genesis 22 illustration - Genesis Chapter 22

6ଅବ୍ରହାମ ତାଙ୍କ ପୁତ୍ରର କାନ୍ଧ ରେ ହାମବେଳି ନିମନ୍ତେ କାଠ ରଖିଲେ ଏବଂ ନିଜେ ଏକ ସ୍ବତନ୍ତ୍ର ଛୁରୀ ଏବଂ ନିଆଁ ନଇେ ଗଲେ। ଏହାପରେ ଦୁଇଜଣ ଏକତ୍ର ହାଇଗେଲେ।

7ଇସ୍ହାକ ତାଙ୍କର ପିତା ଅବ୍ରହାମଙ୍କୁ କହିଲ, ପିତା!

8ଅବ୍ରହାମ ଉତ୍ତର ଦେଲେ, ହେ ମାରେ ପୁତ୍ର, ପରମେଶ୍ବର ନିଜେ ଉତ୍ସର୍ଗ ପାଇଁ ସହେି ମଷେ ଯୋଗଇବେ।

9ପରମେଶ୍ବର କହିଥିବା ସ୍ଥାନକୁ ସମାନେେ ଆସିଲେ। ସଠାେରେ ଅବ୍ରହାମ ଏକ ୟଜ୍ଞବଦେୀ ସ୍ଥାପଲ କଲେ ଏବଂ ଏହା ଉପରେ କାଠ ସଜାଡ଼ିଲେ। ଏହାପରେ ଅବ୍ରହାମ ଇସ୍ହାକକୁ ବାନ୍ଧି ୟଜ୍ଞବଦେୀର କାଠ ଉପରେ ଶୁଆଇ ଦେଲେ।

10ଏହାପରେ ଅବ୍ରହାମ ତାଙ୍କର ଛୁରି ଆଣିଲେ ଏବଂ ଇସ୍ହାକକୁ ହତ୍ଯା କରିବା ପାଇଁ ପ୍ରସ୍ତୁତ ହେଲେ।

Genesis 22 illustration - Genesis Chapter 22

11କିନ୍ତୁ ଏହାପରେ ସଦାପ୍ରଭୁଙ୍କର ଦୂତ ସ୍ବର୍ଗରୁ ଅବ୍ରହାମକୁ ଡ଼ାକି କହିଲେ, ହେ ଅବ୍ରହାମ, ହେ ଅବ୍ରହାମ!

12ସଦାପ୍ରଭୁଙ୍କର ଦୂତ ଅବ୍ରହାମକୁ କହିଲେ, ତୁମ୍ଭର ପୁତ୍ରକୁ ହତ୍ଯା କର ନାହିଁ କି କିଛି ଆଘାତ କର ନାହିଁ। ବର୍ତ୍ତମାନ ମୁଁ ଦେଖି ପାରୁଛି ଯେ, ତୁମ୍ଭେ ପରମେଶ୍ବରଙ୍କୁ ସମ୍ମାନ କରୁଛ ଏବଂ ତାଙ୍କର ଆଜ୍ଞା ମାନି ଚଳୁଛ। କାରଣ ତୁମ୍ଭେ ତୁମ୍ଭର ଏକମାତ୍ର ପୁତ୍ରକୁ ମାେ ସକାେଶ ଉତ୍ସର୍ଗ କରିବାକୁ କୁଣ୍ଠା ବୋଧ କରିନାହଁ।

13ଏହାପରେ ଅବ୍ରହାମ ଏକ ନିରୀକ୍ଷଣ କଲେ ଓ ଏକ ଅଣ୍ଡିରା ମଷେ ଦେଖିଲେ, ତା'ର ଶିଙ୍ଗ ବୁଦା ରେ ବନ୍ଧା ହାଇେଥିଲା। ତେଣୁ ଅବ୍ରହାମ ସହେି ଅଣ୍ଡିରା ମଷେକୁ ଆଣି ହତ୍ଯାକଲେ ଓ ତାହାକୁ ନିଜପୁତ୍ର ବଦଳ ରେ ହାମବେଳିରେ ଉତ୍ସର୍ଗ କଲେ।

14ତେଣୁ ଅବ୍ରହାମ ସହେି ସ୍ଥାନର ନାମ ଦେଲେ, ୟି ହାବୋ-ୟିରି ଏପରିକି ଆଜି ମଧ୍ଯ ଲୋକମାନେ କୁହନ୍ତି, ପର୍ବତ ରେ ସଦାପ୍ରଭୁ ପ୍ରଦାନ କରନ୍ତି।

15ସଦାପ୍ରଭୁଙ୍କର ଦୂତ ଦ୍ବିତୀୟଥର ଅବ୍ରହାମଙ୍କୁ ସ୍ବର୍ଗରୁ ଡାକିଲେ।

Genesis 22 illustration - Genesis Chapter 22

16ସଦାପ୍ରଭୁଙ୍କର ଦୂତ କହିଲେ, ତୁମ୍ଭର ଏକମାତ୍ର ପୁତ୍ର ଆମ୍ଭକୁ ଦବୋକୁ ସମ୍ମତ ହେଲ, ତୁମ୍ଭେ ଏପରି କଲ କାରଣ ମାେ ପାଇଁ। ମୁଁ ତୁମ୍ଭକୁ ଏହି ପ୍ରତିଜ୍ଞା କରାଇଥିଲି। ମୁଁ ସହେି ସଦାପ୍ରଭୁ ପ୍ରତିଜ୍ଞା କରିଥିଲି ଯେ,

17ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ଯ ଓ ସମୁଦ୍ର କୂଳର ଅସଂଖ୍ଯ ବାଲି ତୁଲ୍ଯ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସହେି ସହର ରେ ବାସକରିବ।

18ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶଧରମାନଙ୍କ ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହବେେ। ଆମ୍ଭେ ଏପରି କରିବୁ କାରଣ ତୁମ୍ଭେ ମାରେ ବାକ୍ଯ ମାନିଅଛ।

19ଏହାପରେ ଅବ୍ରହାମ ତାଙ୍କର ଦାସଗଣ ନିକଟକୁ ଫରେିଗଲେ। ଏହାପରେ ସମାନେେ ସମସ୍ତେ ବରେଶବୋକୁ ଫରେିଗଲେ। ଏବଂ ଅବ୍ରହାମ ସଠାେରେ ବାସକଲେ।

20ଏହିସବୁ ଘଟଣା ଘଟିୟିବା ପରେ , ଅବ୍ରହାମକୁ ଏକ ବାର୍ତ୍ତା ପଠାଗଲା। ବର୍ତ୍ତାଟି ଏହିପରି ଥିଲା, ତୁମ୍ଭର ଭାଇ ନା ହରେ ଏବଂ ତାଙ୍କର ସ୍ତ୍ରୀ ମିଲ୍କା ସନ୍ତାନ ପ୍ରସବ କରିଅଛି।

Genesis 22 illustration - Genesis Chapter 22

21ତାହାର ଜେଷ୍ଠପୁତ୍ର ଊଷ, ତାହାର ଭାଇ ବୂଷ ଓ ଅରାମର ପିତା କମୂଯଲେ।

22ଏହାପରେ, କଷେଦ୍, ହସୋ, ପିଲଦଶ୍, ୟିଦ୍ଲଫ୍ ଓ ବଥୂଯଲେ।

23ସହେି ବଥୂଯଲରେ କନ୍ଯା ରିବିକା। ମିଲ୍କା ଏହି ଆଠ ଜଣଙ୍କୁ ଅବ୍ରହାମଙ୍କର ଭ୍ରାତା ନାହାରେ ନିମନ୍ତେ ଜନ୍ମ କଲା।

24ଏବଂ ନାହାରରେ ରୂମା ନାମ୍ନୀ ଦାସୀଠାରୁ ଟବହେ, ଗହନ୍, ତହଶ୍ ଓ ମାଖା ଏମାନେ ଜନ୍ମ ନେଲେ।

Chapter Complete

You have read Genesis 22

24 verses