Lumina
Genesis

Genesis 21

Genesis 21·Oriya Bible

1ସଦାପ୍ରଭୁ ସାରାଙ୍କଠା ରେ କରିଥିବା ତାଙ୍କର ପ୍ରତିଜ୍ଞା ରକ୍ଷା କଲେ। ସେ ସାରାକୁ ଯାହା ପ୍ରତିଜ୍ଞା କରିଥିଲେ ତାଙ୍କ ପାଇଁ ସପରେି କଲେ।

2ସାରା ଗର୍ଭବତୀ ହାଇେ ଅବ୍ରହାମଙ୍କ ବାର୍ଦ୍ଧକ୍ଯ ଅବସ୍ଥା ରେ ଏକ ଶିଶୁକୁ ଜନ୍ମ ଦେଲେ। ଏସବୁ ପରମେଶ୍ବରଙ୍କ ନିରୁପିତ ସମୟରେ ଘଟିଲା।

3ସାରା ଏକ ପୁତ୍ର ସନ୍ତାନ ଜନ୍ମ ଦଲୋ, ଏବଂ ଅବ୍ରହାମ ତାଙ୍କର ନାମକରଣ କରି ତା'ର ନାମ ଦେଲେ ଇସ୍ହାକ,

4ଅବ୍ରହାମ ପରମେଶ୍ବରଙ୍କ ନିର୍ଦ୍ଦେଶ ଅନୁସାରେ ଇସ୍ହାକକୁ ଠିକ୍ ଆଠଦିନପରେ ସୁନ୍ନତ କଲେ।

5ଇସ୍ହାକ ଜନ୍ମ ବଳକେୁ ଅବ୍ରହାମ ଏକଶହ ବର୍ଷ ବଯସ ହାଇେଥିଲା।

Genesis 21 illustration - Genesis Chapter 21

6ଏବଂ ସାରା କହିଲା, ପରମେେଶ୍ବର ମାେ ନିମନ୍ତେ ହସ କଲେ ଏବଂ ଯେ ଏହା ଶୁଣିବ ସେ ମଧ୍ଯ ହସିବ।

7କୌଣସି ଲୋକ ଚିନ୍ତା କଲନୋହିଁ ଯେ, ମୁଁ ଅବ୍ରହାମଠାରୁ ପିଲାକୁ ଦନ୍ମ ଦବେି। କିନ୍ତୁ ମୁଁ ତାଙ୍କୁ ବୃଦ୍ଧବସ୍ଥା ରେ ଏକ ପୁତ୍ର ଦଲେି।

8ଯେ ତବେଳେ ଇସ୍ହାକ ୟଥେଷ୍ଟ ବଡ଼ ହେଲ ଖାଦ୍ୟ ଖାଇବା ଆରମ୍ଭ କଲେ। ତେଣୁ ଅବ୍ରହାମ ଏକ ବିରାଟ ଭୋଜିର ଆଯୋଜନ କଲେ।

9ହାଗାର ପୁଅ ଖଳେୁଥିବାର ସାରା ଦେଖିଲା। ଯାହା ହାଗାର ମିଶରୀଯ ଏହି ପୁତ୍ର ଅବ୍ରହାମଙ୍କ ଦ୍ବାରା ହାଇେଥିଲା।

10ସାରା ଅବ୍ରହାମକୁ କହିଲା, ସହେି ଦାସୀ ଓ ତା'ର ପୁତ୍ରକୁ ଦୂରସ୍ଥାନକୁ ତଡ଼ିଦିଅ। ଯେତବେେଳେ ଆମ୍ଭେ ମରିୟିବା ମାରେ ପୁତ୍ର ଇସ୍ହାକ ଆମ୍ଭର ଉତ୍ତରାଧିକାରୀ ହବେ। ମୁଁ ସହେି ଦାସୀର ପୁତ୍ର, ଇସ୍ହାକ ସହିତ ଅଂଶ ଅଧିକାର ପାଉ ବୋଲି ଚା ହେଁ ନାହିଁ।

Genesis 21 illustration - Genesis Chapter 21

11ଏହି ଦୁଃଖ ଅବ୍ରହାମଙ୍କୁ ଘାରିଲା, ସେ ତାଙ୍କର ପୁତ୍ର ଇଶ୍ମାଯଲେ ବିଷଯ ରେ ବହୁତ ଭାବିଲେ।

12କିନ୍ତୁ ପରମେଶ୍ବର ଅବ୍ରହାମକୁ କହିଲେ, ତୁମ୍ଭର ସହେି ଦାସୀ ଏବଂ ତାଙ୍କର ପୁତ୍ର ପାଇଁ ବ୍ଯସ୍ତ ହବୋର ନାହିଁ। ସାରା ଯେପରି ଚାହୁଁଛି ସପରେି କର। ଇସ୍ହାକ ତୁମ୍ଭର ପରିବାରର ନାମ ରଖିବ।

13କିନ୍ତୁ ମୁଁ ତୁମ୍ଭର ଦାସୀର ପୁତ୍ରଠାରୁ ମଧ୍ଯ ଏକ ମହାନ ଜାତି ନିର୍ମାଣ କରିବି। କାରଣ ସେ ତୁମ୍ଭର ପୁତ୍ର।

14ତା'ପର ଦିନ ପ୍ରତ୍ଯୁଷରୁ ଅବ୍ରହାମ କିଛି ଖାଦ୍ୟ ଓ ପାଣିଥଳି ଆଣିଲା। ଅବ୍ରହାମ ତାହା ହାଗାରକୁ ଦେଲେ। ଅବ୍ରହାମ ହାଗାର ଓ ତା'ର ପୁତ୍ରକୁ ପଠାଇ ଦେଲେ ସହେି ଜିନିଷ ସହିତ। ହାଗାର ସେ ସ୍ଥାନ ଛାଡ଼ି ବରେଶବୋ ମରୁଭୂମିରେ ଭ୍ରମଣ କଲେ।

15ଯେତବେେଳେ ସମସ୍ତ ପାଣି ଶଷେ ହାଇଗେଲା ହାଗାର ତା'ର ପୁତ୍ରକୁ ଏକ ବୁଦା ତଳେ ରଖିଲା।

Genesis 21 illustration - Genesis Chapter 21

16ହାଗାର ସଠାରୁେ କିଛି ଦୂରକୁ ଗଲା, େସତେ ଦୂର ଯେତେ ଦୂର ଗୋଟିଏ ଧନୁରୁ ଶର ମାରିଲେ ୟାଏ। ସଠାେରେ ସେ ୟାଇ ବସି ପଡ଼ିଲା। ହାଗାର ତା'ର ପିଲାଟି ମୃତ୍ଯୁବରଣ କରୁଥିବାର ଦେଖିବାକୁ ଚାହିଁଲା ନାହିଁ। ତେଣୁ ସେ ସଠାେରେ କ୍ରନ୍ଦନ କଲା।

17ପରମେଶ୍ବର ସହେି ବାଳକର କ୍ରନ୍ଦନ ଶୁଣିପାରିଲେ ଏବଂ ପରମେଶ୍ବରଙ୍କର ଦୂତ ସ୍ବର୍ଗରୁ ହାଗାରକୁ କହିଲେ, କ'ଣ ହେଲା ହାଗାର? ଭୟ କର ନାହିଁ! ସଦାପ୍ରଭୁ ସହେି ସ୍ଥାନରୁ ସେ ପିଲାର କ୍ରନ୍ଦନ ଶୁଣି ପାରୁଛନ୍ତି।

18ୟାଅ ଏବଂ ବାଳକକୁ ସାହାୟ୍ଯ କର। ତା'ର ହାତଧରି ତାକୁ ଆଗଇେ ନିଅ। ମୁଁ ତାଙ୍କୁ ବହୁ ସନ୍ତାନର ପିତା କରିବି।

19ଏହାପରେ ପରମେଶ୍ବର ହାଗାରକୁ ଏକ କୂପ ଦଖାଇେଲେ। ତେଣୁ ହାଗାର ସହେି କୂପ ପାଖକୁ ୟାଇ ତାଙ୍କର ଥଳି ରେ ପାଣି ଭର୍ତ୍ତିକଲେ। ଏହାପରେ ତାଙ୍କ ପୁତ୍ରକୁ ସେଥିରୁ ପାଣି ପିଇବାକୁ ଦେଲେ।

20ପରମେଶ୍ବରଙ୍କର ଦୟାରୁ ସହେି ବାଳକ ବଡ଼ ହେଲା। ଇଶ୍ମାଯଲେ ମରୁଭୂମିରେ ବାସକଲା ଏବଂ ଏକ ଶିକାରୀ ହେଲା। ସେ ଧନୁ ମାରିବା ନିପୂଣଭାବରେ ଶିକ୍ଷା କଲା।

Genesis 21 illustration - Genesis Chapter 21

21ତାଙ୍କର ମା ତାଙ୍କ ପାଇଁ ଏକ ସ୍ତ୍ରୀ ମିଶର ରେ ଠିକ୍ କଲେ। ସମାନେେ ପାରଣ ନାମକ ମରୁଭୂମିରେ ବାସ କଲେ।

22ଏହାପରେ ଅବିମଲକେ ଏବଂ ଫୀଖୋଲ୍ ନାମକ ଅବା୍ରହାମଙ୍କର ସନୋପତି ଅବ୍ରହାମଙ୍କୁ କହିଲେ, ପରମେଶ୍ବର ତୁମ୍ଭର ପ୍ରେତ୍ୟକକ କାର୍ୟ୍ଯ ରେ ସହାୟ ଅଟନ୍ତି।

23ତେଣୁ ତୁମ୍ଭେ ମାଠାେ ରେ ପରମେଶ୍ବରଙ୍କ ଆଗ ରେ ପ୍ରତିଜ୍ଞା କର। ତୁମ୍ଭେ ଏହି ପ୍ରତିଜ୍ଞା କର ଯେ ତୁମ୍ଭେ ମାେପ୍ରତି ଓ ମାରେସନ୍ତାନମାନଙ୍କ ପ୍ରତି ବିଶ୍ବାସଘାତ କରିବ ନାହିଁ। ପ୍ରତିଜ୍ଞା କର ତୁମ୍ଭେ ମାେ ପ୍ରତି ଦୟା ଦଖାଇବେ ଏବଂ ମାରେ ଦେଶ ଯେଉଁଠା ରେ ତୁମ୍ଭେ ଏକ ବିଦେଶୀ ପରି ବାସ କରୁଛ। ପ୍ରତିଜ୍ଞା କର ତୁମ୍ଭେ ମାେ ପ୍ରତି ଦୟା କରିବ। ମୁଁ ଯେପରି ତୁମ୍ଭକୁ ଦୟା ଦଖାଇେଛି।

24ଏବଂ ଅବ୍ରହାମ କ ହେଲେ, ମୁଁ ପ୍ରତିଜ୍ଞା କରୁଛି।

25ଏହାପରେ ଅବ୍ରହାମ ଅବିମଲକଠାେ ରେ ଅଭିଯୋଗ କଲେ। କାରଣ ଅବିମଲକରେ ଦାସମାନେ ଏକ କୂଅକୁ କବ୍ଜା ରେ କରି ନଇେଛନ୍ତି।

Genesis 21 illustration - Genesis Chapter 21

26କିନ୍ତୁ ଅବିମଲକେ କହିଲେ, ମୁଁ ଜାଣେ ନାହିଁ କିଏ ଏହା କରିଛି। ତୁମ୍ଭେ ଆଗରୁ ମାେତେ ଏବିଷଯ ରେ କିଛି କହିଲ ନାହିଁ। ମୁଁ ଆଜି ଏ ବିଷଯ ରେ ଶୁଣିବାକୁ ପାଇଲି।

27ତେଣୁ ଅବ୍ରହାମ ଓ ଅବିମଲକେ ମଧିଅରେ ଏକ ଚୁକ୍ତି ହେଲା। ଅବ୍ରହାମ ଅବିମଲକେକୁ ଚୁକ୍ତି ରେ ପ୍ରମାଣ ସ୍ବରୂପ କିଛି ମଷେ ଓ ଗୋରୁ ଦେଲେ।

28ଅବ୍ରହାମ ମଧ୍ଯ ମଷେପଲରୁ ସାତଟା ମଷେବତ୍ସା ଅଲଗା କରି ରଖିଲେ।

29ଅବିମଲକେ ଅବ୍ରହାମକୁ ପଚ଼ାରିଲେ, କାହିଁକି ତୁମ୍ଭେ ଏହି ସାତଟା ମଷେକୁ ଅଲଗା କଲ?

30ଅବ୍ରହାମ ଉତ୍ତର ଦଲୋ, ମୁଁ ଯେ ଏହି କୂପ ଖାେଳିଅଛି ତହିଁର ପ୍ରମାଣ ନିମନ୍ତେ ମାଠାରୁେ ଏହି ସାତଟା ମଷେ ବତ୍ସା ନବୋକୁ ହବେ।

Genesis 21 illustration - Genesis Chapter 21

31ଏଣୁ ସହେି ସ୍ଥାନର ନାମ ବରେଶବୋ ହେଲା, ସେ ସହେି କୂପର ନାମ ଏପରି ଦେଲେ, କାରଣ ସହେି ସ୍ଥାନ ରେ ଉଭୟ ପ୍ରତିଜ୍ଞା କରିଥିଲେ।

32ତେଣୁ ଅବ୍ରହାମ ଏବଂ ଅବିମଲକେ ବରେଶବୋଠା ରେ ଏକ ଚୁକ୍ତି କଲେ। ଏହାପରେ ଅବିମଲକେ ଏବଂ ତାଙ୍କର ସନୋପତି ପଲେଷ୍ଟୀୟ ଦେଶକୁ ଫରେିଗଲେ।

33ଅବ୍ରହାମ ଏକ ବିଶଷେ ଗଛ ସଠାେରେ ରୋପଣ କଲେ। ସହେି ସ୍ଥାନ ରେ ଅବ୍ରହାମ ଅନାଦି ଅନନ୍ତ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ।

34ଏବଂ ଅବ୍ରହାମ ପଲେଷ୍ଟୀୟମାନଙ୍କ ଦେଶ ରେ ବହୁଦିନ ବାସ କଲେ।

Chapter Complete

You have read Genesis 21

34 verses