Lumina
Genesis

Genesis 18

Genesis 18·Oriya Bible

1ଏହାପରେ, ପୁନଃର୍ବାର ସଦାପ୍ରଭୁ ଅବ୍ରହାମଙ୍କୁ ମମ୍ରିର ଆଲୋନ ବୃକ୍ଷ ନିକଟରେ ଦଖାଦେେଲେ। ମଧ୍ଯାନ୍ନ ସମୟରେ ଅବ୍ରହାମ ତାଙ୍କର ଦମ୍ବୁର ଦ୍ବାର ଦେଶ ରେ ବସିଥିଲେ।

2ଅବ୍ରହାମ ଦେଖିଲେ ତିନିଜଣ ଲୋକ ତାଙ୍କ ସମ୍ମୁଖ ରେ ଛିଡା ହାଇେଥିଲେ। ଅବ୍ରହାମ ଏହା ଦେଖିବାପରେ ସମାନଙ୍କେ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ।

3ଅବ୍ରହାମ କହିଲେ, ମହାଶୟଗଣ, ଯଦି ତୁମ୍ଭମାନେେ ମାେ ଉପରେ ସନ୍ତୁଷ୍ଟ ଦୟାକରି ତୁମ୍ଭର ଦାସ ନିକଟରେ କିଛି କ୍ଷଣ ରୁହ।

4ମୁଁ କିଛି ଜଳ ରେ ଆପଣମାନଙ୍କୁ ପଦଧେ ୗତ କରିବି ଓ ଆପଣମାନେ ଏହି ବୃକ୍ଷ ମୂଳ ରେ ଟିକେ ବିଶ୍ରାମ କରନ୍ତୁ।

5ମୁଁ ତୁମ୍ଭକୁ ତୃପ୍ତ କରିବା ପାଇଁ କିଛି ଖାଦ୍ୟ ଦବେି। ତା'ପରେ ତୁମ୍ଭେ ତୁମ୍ଭର ୟାତ୍ରା କରିବ।

Genesis 18 illustration - Genesis Chapter 18

6ଅବ୍ରହାମ ଶିଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, ତିନି ସରେ ଉତ୍ତମ ମଇଦା ନଇେ ଛାଣି ଶିଘ୍ର ରୋଟି ପ୍ରସ୍ତୁତ କର।

7ଏହାପରେ ଅବ୍ରହାମ ଗୁହାଳକୁ ଦୌଡ଼ିଗଲା। ଅବ୍ରହାମ ତାଙ୍କର ଏକ ସୁନ୍ଦର ବାଛୁରି ଆଣିଲେ ାଓ ତାଙ୍କର ଦାସକୁ ନିର୍ଦେଶ ଦେଲେ, ଶିଘ୍ର ଏହାକୁ ଖାଦ୍ୟ ପ୍ରସ୍ତୁତ କର।

8ଅବ୍ରହାମ କିଛି ରନ୍ଧା ମାଂସ, କିଛି ରୋଟି, ଦୁଗ୍ଧ କିଛି ଛନୋ ଆଣି ସହେି ତିନି ଲୋକଙ୍କ ସମ୍ମୁଖ ରେ ରଖିଲେ। ଅବ୍ରହାମ ତାଙ୍କ ନିକଟରେ ଛିଡ଼ା ହାଇେ ଖାଇବାକୁ ନିବଦନେ କଲେ। ସମାନେେ ସହେି ବୃକ୍ଷ ମୂଳେ ତାହା ଭୋଜନ କଲେ।

9ଏହାପରେ ସହେି ଲୋକମାନେ ପଚାରିଲେ, ତୁମ୍ଭର ସ୍ତ୍ରୀ ସାରା କେଉଁଠା ରେ?

10ତହୁଁ ସେ କହିଲେ, ବସନ୍ତ ସମୟରେ ଆମ୍ଭେ ପୁନ୍ନରାଯ ତୁମ୍ଭ ତମ୍ବୁକୁ ଆସିବୁ। ଏହି ସମୟରେ ତୁମ୍ଭ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦବେ।

Genesis 18 illustration - Genesis Chapter 18

11ବର୍ତ୍ତମାନ ଅବ୍ରହାମ ଓ ସାରା ବହୁତ ବୃଦ୍ଧ ହେଲେ। ସାରାର ପିଲା ଜନ୍ମ କରିବା ବଯସ ଅତିକ୍ରମ ହାଇେଥିଲା।

12ତେଣୁ ସାରା ଶୁଣିଥିବା କଥାକୁ ବିଶ୍ବାସ କରିପାରିଲା ନାହିଁ। ସେ ନିଜକୁ ନିଜେ ହସିଲା ଏବଂ କହିଲା, ମୁଁ ଏବଂ ମାରେ ସ୍ବାମୀ ବର୍ଦ୍ଧକ୍ଯ ରେ ଉପନୀତ। ପିଲା ଜନ୍ମ କରିବା ପାଇଁ, ଆମ୍ଭେ ବହୁତ ବୁଢ଼ା ବୁଢ଼ି ହାଇୟୋଇଛୁ।

13ଏହାପରେ ସଦାପ୍ରଭୁ ଅବ୍ରହାମଙ୍କୁ କହିଲେ, ସାରା ହସି କହୁଛି ସେ ପିଲା ଜନ୍ମ କରିବା ପାଇଁ ବେଶି ବୁଢ଼ି ହାଇୟୋଇଛି।

14ସଦାପ୍ରଭୁଙ୍କ ପାଇଁ କ'ଣ କିଛି କଷ୍ଟସାଧ୍ଯ? ନାଁ! ମୁଁ ନୁଶ୍ଚିତ ଏହି ବସନ୍ତ ରେ ପୁନ୍ନରାଯ ଏଠାକୁ ଆସିବି, ମୁଁ କହୁଛି ପୁନ୍ନରାଯ ଆସିବି। ଏବଂ ତୁମ୍ଭର ସ୍ତ୍ରୀ ସାରା ଏକ ପୁତ୍ରସନ୍ତାନ ଜନ୍ମ ଦବେ।

15କିନ୍ତୁ ସାରା ଅସ୍ବୀକାର କରି କହିଲା, ମୁଁ ହସି ନଥିଲି! ସହେିପରି ଭୟ ରେ କହିଥିଲି।

Genesis 18 illustration - Genesis Chapter 18

16ଏହାପରେ ସହେି ତିନିଜଣ ୟିବା ପାଇଁ ଉଠିଲେ, ସମାନେେ ସଦୋମ ଆଡ଼େ ମୁହାଁଇଲେ। ଏବଂ ସମାନେେ ସହେି ବାଟେ ୟିବାକୁ ଆରମ୍ଭ କଲେ। ଅବ୍ରହାମ ତାଙ୍କୁ ବାଟଇେ ଦେଲେ।

17ସଦାପ୍ରଭୁ ନିଜକୁ ନିଜେ କହିଲେ, ମୁଁ ଯାହା କରିବାକୁ ଉଦ୍ଯତ ଅଟେ, ତାହା କଣ ଅବ୍ରହାମକୁ କହିବି?

18ଅବ୍ରହାମଠାରୁ ଏକ ମହାନ ଓ ବଳଶାଳି ଗୋଷ୍ଠୀ ଉତ୍ପନ୍ନ ହବେ ଓ ପୃଥିବୀର ୟାବତୀଯ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହବେେ।

19ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦବେେ, ଯେଉଁପରି ଭାବରେ ମୁଁ ସମାନଙ୍କେୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ଯାଯ ଓ ଯଥାର୍ଥ ତାହା କରିବାକୁ ଚା ହେଁ। ତା'ପରେ ମୁଁ ସଦାପ୍ରଭୁ, ଯାହା ମୁଁ ପ୍ରତିଜ୍ଞା କଲି ତାହା ମୁଁ କରିବି।

20ଏହାପରେ ସଦାପ୍ରଭୁ କହିଲେ, ମୁଁ ଅନକେ ଅଭିଯୋଗ ଶୁଣିଅଛି, ସଦୋମ ଓ ଗୋମରର ଲୋକମାନଙ୍କ ବିରୁଦ୍ଧ ରେ, ସମାନେେ ବହୁତ ପାପ କରିଛନ୍ତି।

Genesis 18 illustration - Genesis Chapter 18

21ତେଣୁ ମୁଁ ସଠାେକୁ ୟିବି ଏବଂ ଦେଖିବି, ଯଦି ସମାନେେ ସପରେି କରିଅଛନ୍ତି, ଯାହା ମୁଁ ଶୁଣିଛି। ଯଦି ନାହିଁ, ମୁଁ ଜାଣିବାକୁ ଚା ହେଁ।

22ଦୁଇ ଜଣ ଲୋକ ସଦୋମ ଆଡ଼କୁ ଗଲେ, ଯେତବେେଳେ ସଦାପ୍ରଭୁ ଅବ୍ରହାମଙ୍କ ସହିତ ରହିଲେ।

23ଏହାପରେ ଅବ୍ରହାମ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହେଲେ ଏବଂ କହିଲେ, ହେ ସଦାପ୍ରଭୁ, ଆପଣ କ'ଣ ନୀରିହ ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ବଂସ କରିବାପାଇଁ ଯୋଜନା କରିଅଛନ୍ତି?

24ଯଦି ପଚାଶ ଜଣ ଧାର୍ମିକ ଲୋକ ସହେି ନଗର ରେ ଥାନ୍ତି, ତୁମ୍ଭେ କ'ଣ କରିବ?ତୁମ୍ଭେ କ'ଣ ସମ୍ପୁର୍ଣରୂପେ ସହେି ଦେଶକୁ ଧ୍ବଂସ କରିବ?ପଚ଼ାଶ ଜଣ ଧାର୍ମିକଙ୍କ ସକା ସେ କଣ ସହେି ସ୍ଥାନ ରକ୍ଷା ନକରି ସଂହାର କରିବେ?

25ନିଶ୍ଚଯ ତୁମ୍ଭେ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ବଂସ କରିବ ନାହିଁ। ଯଦି ଏହା ହୁଏ, ତବେେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କଣ ସାରା ପୃଥିବୀର ବିଚାରକର୍ତ୍ତା ଯାହା ନ୍ଯାଯ, ତାହା କରିବେ ନାହିଁ।

Genesis 18 illustration - Genesis Chapter 18

26ଏହାପରେ ସଦାପ୍ରଭୁ କହିଲେ, ମୁଁ ଯଦି ପଚାଶ ଜଣ ଭଲ ବ୍ଯକ୍ତି ସଦୋମ ରେ ଦେଖିବି, ମୁଁ ସହେି ସହରକୁ ଧ୍ବଂସ କରିବି ନାହିଁ।

27ଏହାପରେ ଅବ୍ରହାମ କହିଲେ, ସଦାପ୍ରଭୁ ତୁମ୍ଭ ତୁଳନା ରେ ମୁଁ କବଳେ ଧୂଳି ଓ ପାଉଁଶ। କିନ୍ତୁ ମାେତେ କ୍ଷମା କର ମୁଁ ଏତେ ସାହାସୀ ହାଇେ ଆଉ ଏକ ପ୍ରଶ୍ନ ପଚାରୁଅଛି।

28ହାଇପୋ ରେ ସହେି ପଚାଶ ଜଣଙ୍କ ମଧ୍ଯରୁ ପାଞ୍ଚଜଣ ଉଣା ହାଇପୋରନ୍ତି, ତୁମ୍ଭେ କ'ଣ ଏହି ପାଞ୍ଚଜଣଙ୍କ କାରଣରୁ ସହେି ସହରକୁ ଧ୍ବଂସ କରିବେ କି?

29ଅବ୍ରହାମ ପୁଣି କହିଲେ, ତୁମ୍ଭେ ଯଦି ସଠାେରେ ଚାଳିଶ ଜଣ ଉତ୍ତମ ଲୋକ ଦେଖ ତବେେ କ'ଣ ତୁମ୍ଭେ ନଗରଟିକୁ ଧ୍ବଂସ କରିବ?

30ଏହାପରେ ଅବ୍ରହାମ କହିଲେ, ହେ ସଦାପ୍ରଭୁ ମାେ ପ୍ରତି କୋର୍ଧ କରନ୍ତୁ ନାହିଁ। ତୁମ୍ଭକୁ ଏହି କଥା ପଚାରିବାକୁ ଦିଅ। ଯଦି ତିରିଶ ଜଣ ଧାର୍ମିକଲୋକ ଥାନ୍ତି, ତବେେ କ'ଣ ସହେି ନଗର ଧ୍ବଂସ କରିବେ?

Genesis 18 illustration - Genesis Chapter 18

31ଏହାପରେ ଅବ୍ରହାମ କହିଲେ, ମୁଁ ତୁମ୍ଭଙ୍କୁ କଷ୍ଟ ଦଇେ ପୁନର୍ବାର ପଚାରିବି କି। ଯଦି କୋଡ଼ିଏ ଜଣ ଧାର୍ମିକ ଲୋକ ଥାନ୍ତି, ତବେେ କଣ ତୁମ୍ଭେ ନଗରକୁ ଧ୍ବଂସ କରିବ?

32ଏହାପରେ ଅବ୍ରହାମ କହିଲେ, ସଦାପ୍ରଭୁ ମାେ ଉପରେ କୋରଧ କରନ୍ତୁ ନାହିଁ। ମାେତେ ଶଷେ ଥର ପାଇଁ ଅନୁମତି ମିଳୁ। ଯଦି ତୁମ୍ଭେ ସଠାେରେ ଦଶଜଣ ଉତ୍ତମ ଲୋକ ଦେଖ ତବେେ କ'ଣ ତୁମ୍ଭେ ଏପରି କରିବ?

33ସଦାପ୍ରଭୁ ଅବ୍ରହାମଙ୍କ ସହିତ କଥା ଶଷେ କଲାପରେ, ସଦାପ୍ରଭୁ ସଠାରୁେ ବିଦାଯ ନେଲେ ଓ ଏହାପରେ ଅବ୍ରହାମ ତାଙ୍କ ତମ୍ବୁକୁ ଫରେିଲେ।

Chapter Complete

You have read Genesis 18

33 verses