Lumina
Genesis

Genesis 15

Genesis 15·Oriya Bible

1ଏହି ସବୁ ଘଟିୟିବା ପରେ ସଦାପ୍ରଭୁଙ୍କର ବାକ୍ଯ ଦର୍ଶନ ରେ ଅବ୍ରାମ ନିକଟକୁ ଆସିଲେ। ଏହା କହି, ହେ ଅବ୍ରାମ ଭୟ କର ନାହିଁ। ମୁଁ ତୁମ୍ଭର ଢାଲ। ମୁଁ ତୁମ୍ଭକୁ ମହାପୁରସ୍କାର ଦବେି।

2କିନ୍ତୁ ଅବ୍ରାମ କହିଲେ, ସଦାପ୍ରଭୁ ପରମେଶ୍ବର, ମାେତେ ପୁରସ୍କାର ଦଇେ କଣ ଭଲ ହବେ? ମୁଁ ସନ୍ତାନ ବିନା ମରିବାକୁ ଯାଉଛି। ସେଥିପାଇଁ ଦମ୍ମସକରେ ମାରେ ମୁଖ୍ଯ ସବେକ ଇଲିଯଜେର ମାରେ ସମ୍ପତ୍ତି ଅଧିକାର କରିବ।

3ପୁଣି ଅବ୍ରାମ କହିଲେ, ତୁମ୍ଭେ ମାେତେ ସନ୍ତାନ ଦଲେ ନାହିଁ। ସେଥିପାଇଁ ମାେ ଗୃହର ଜଣେ ସଦସ୍ଯ ମାରେ ଉତ୍ତରାଧିକାରୀ ହବେ।

4ତା'ପରେ ସଦାପ୍ରଭୁ ଅବ୍ରାମକୁ କହିଲେ, ଦେଖ ସହେି ଦାସଟି ତୁମ୍ଭର ଉତ୍ତରାଧିକାରୀ ହବେ ନାହିଁ। ମାତ୍ର ଯେ ତୁମ୍ଭ ଔରସ ରେ ଜାତ ହବେ, ସହେି ତୁମ୍ଭର ଉତ୍ତରାଧିକାରୀ ହବେ।

5ଏହାପରେ ପରମେଶ୍ବର ତାଙ୍କୁ ବାହାରକୁ ନେଲେ ଓ କହିଲେ, ଉର୍ଦ୍ଧ ରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରିପାରିବ। ଏବଂ ସେ ମଧ୍ଯ କହିଲେ, ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ଯକ ହବେେ।

Genesis 15 illustration - Genesis Chapter 15

6ଅବ୍ରାମ ସଦାପ୍ରଭୁଙ୍କୁ ବିଶ୍ବାସ କଲେ ଏବଂ ପରମେଶ୍ବର ତା'ର ବିଶ୍ବାସକୁ ଧାର୍ମିକତା କାର୍ୟ୍ଯ ବୋଲି ବିବଚେନା କଲେ।

7ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ମୁଁ ସହେି ସଦାପ୍ରଭୁ, ୟିଏ ତୁମ୍ଭମାନଙ୍କୁ କଲଦୀଯମାନଙ୍କର ଊରଠାରୁ ଏହି ଦେଶ ତୁମ୍ଭକୁ ଦବୋପାଇଁ ବାହାର କରି ଆଣିଲି।

8କିନ୍ତୁ ଅବ୍ରାମ କହିଲେ, ହେ ସଦାପ୍ରଭୁ, ମାରେ ପ୍ରଭୁ ମୁଁ ଯେ ଏ ଦେଶର ଅଧିକାରୀ ହବେି, ତାହା ମୁଁ କିପରି ଜାଣିବି?

9ସଦାପ୍ରଭୁ ଉତ୍ତର ଦେଲେ, ତୁମ୍ଭେ ଏକ ତିନି ବର୍ଷର ବାଛୁରୀ, ଗୋଟିଏ ତିନି ବର୍ଷର ମାଇ ଛଳେି, ଗୋଟିଏ ତିନି ବର୍ଷର ମେଣ୍ଢା, ଗୋଟିଏ କପୋତ ଏବଂ ଗୋଟିଏ ୟୁବା କପୋତ ମାେ ନିକଟକୁ ଆଣ।

10ସେ ସେସବୁକୁ ସେ ପରମେଶ୍ବରଙ୍କ ନିକଟକୁ ଆଣିଲେ ଏବଂ ଦୁଇ ଖଣ୍ଡ କରି କାଟିଲେ, ଏବଂ ସଗେୁଡ଼ିକ ଦୁଇ ଧାଡ଼ି ରେ ରଖି ପ୍ରେତ୍ୟକକ ଅଧାର ଉପରେ ଆଉ ଅଧା ୟୁକ୍ତି ଚ଼ିହ୍ନ ଭାବରେ ରଖିଲେ। କିନ୍ତୁ ସେ ପକ୍ଷୀମାନଙ୍କୁ ଦୁଇ ଖଣ୍ଡ କଲେ ନାହିଁ।

Genesis 15 illustration - Genesis Chapter 15

11ଏହାପରେ, ଅନ୍ୟ ବନ୍ଯ ପକ୍ଷୀ ସହେି ମୃତ ପ୍ରାଣୀଙ୍କ ଉପରେ ଝାମ୍ପ ମାରିଲେ ଏବଂ ଅବ୍ରାମ ସମାନଙ୍କେୁ ଘଉଡ଼ାଇ ଦେଲେ।

12ଯେତବେେଳେ ସୂର୍ୟ୍ଯାସ୍ତ ହେଉଥିଲା ଅବ୍ରାମ ଘାରେ ନିଦ୍ରା ରେ ଶାଇେ ପଡ଼ିଲେ ଏବଂ ହଠାତ୍ ତାଙ୍କ ଉପରକୁ ଏକ ଭୟଙ୍କର ଅନ୍ଧକାର ଆସିଲା ଓ ସେ ଆତଙ୍କିତ ହାଇଗେଲେ।

13ତା'ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭେ ଏ ବିଷଯ ରେ ନିଶ୍ଚିତ ହାଇପୋରିବ, ତୁମ୍ଭର ବଂଶଧର ବିଦେଶ ରେ ପ୍ରବାସୀ ହବେେ ଏବଂ କ୍ରୀତଦାସ ହବେେ ଏବଂ କ୍ଲେଶ ଭୋଗ କରିବେ 400 ବର୍ଷ ପର୍ୟ୍ଯନ୍ତ।

14କିନ୍ତୁ ଯେଉଁ ଜାତିମାନେ ସମାନଙ୍କେୁ କ୍ରୀତଦାସ କଲେ ସମାନଙ୍କେର ମୁଁ ବିଚାର କରିବି ଏବଂ ତାହାପରେ ପ୍ରଚୁର ଧନ ସହିତ ସମାନେେ ସ୍ବାଧୀନ ହବେେ।

15ତଥାପି ତୁମ୍ଭ ନିମନ୍ତେ, ତୁମ୍ଭେ ଶାନ୍ତି ରେ ମରିବ ଏବଂ ତୁମ୍ଭର ପୂର୍ବପୁରୁଷଙ୍କ ସହିତ ମିଳିତ ହବେ ଏବଂ ତୁମ୍ଭେ ବହୁତ ବୃଦ୍ଧ ବଯସ ରେ କବର ପା୍ରପ୍ତ ହବେ।

Genesis 15 illustration - Genesis Chapter 15

16ପୁଣି ଏହି ଦେଶକୁ ତୁମ୍ଭ ବଂଶର ଚ଼ତୁର୍ଥ ପୁରୁଷ ଫରେିବେ। କାରଣ ଯେଉଁ ଇ ମାରେୀଯମାନେ ଏଠା ରେ ବାସ କରନ୍ତି, ସମାନଙ୍କେର ପାପ ଏପର୍ୟ୍ଯନ୍ତ ଶଷେ ହାଇନୋହିଁ।

17ସୂର୍ୟ୍ଯାସ୍ତ ପରେ, ଯେତବେେଳେ ଏହା ଘାରେ ଅନ୍ଧକାର ହେଲା, ଏକ ଧୂଆଁ ବାହାରୁଥିବା ପାତ୍ର ଏବଂ ଜ୍ଯଳନ୍ତ ମଶାଲ ହଠାତ୍ ଦଖାଗେଲା ଏବଂ ତାହା ଦୁଇ ଧାଡ଼ି ରେ ଥିବା ମୃତ ପଶୁଗୁଡ଼ିକର ଖଣ୍ଡସବୁ ମଧ୍ଯ ଦଇେ ଗଲା।

18ସହେିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦଲେି। ମିଶରୀଯ ନଦୀଠାରୁ ମହାନ ନଦୀ ଫରାତ୍ ପର୍ୟ୍ଯନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦଲେି।

19କନେୀଯମାନଙ୍କର, କନଜୀଯମାନଙ୍କର ଓ କଦ୍ମୋନୀଯମାନଙ୍କର ଭୂମି ଏହିସବୁ ।

20ହୀତ୍ତୀଯମାନଙ୍କର, ପରିଜୀଯମାନଙ୍କର ଓ ରଫାଯୀଯମାନଙ୍କର

Genesis 15 illustration - Genesis Chapter 15

21ଇ ମାରେୀଯମାନଙ୍କର, କିଣାନୀଯମାନଙ୍କର ,ଓ ଗିର୍ଗାଶୀଯମାନଙ୍କର ଓ ୟିବୁଶୀଯମାନଙ୍କର ଦେଶ ତୁମ୍ଭକୁ ଦଲେି।

Chapter Complete

You have read Genesis 15

21 verses