Lumina
Genesis

Genesis 11

Genesis 11·Oriya Bible

1ବନ୍ଯାପରେ ପୃଥିବୀ ରେ ଏକ ପ୍ରକାର ଭାଷା କହୁଥିଲେ। ସମସ୍ତ ଲୋକ ଏକ ପ୍ରକାର ଶବ୍ଦ ବ୍ଯବହାର କରୁଥିଲେ।

2ଲୋକମାନେ ପୂର୍ବ ଦିଗ ରେ ଭ୍ରମଣ କରୁ କରୁ ସମାନେେ ଶିନିଯର ଦେଶ ରେ ଏକ ସମତଳ ଭୂମି ପାଇଲେ। ଲୋକମାନେ ସଠାେରେ ବସତି ଆରମ୍ଭ କଲେ।

3ଲୋକମାନେ କହିଲେ, ଆସ ଆମେ ଇଟା ପୋଡ଼ି ଟାଣ କରିବା। ତେଣୁ ଲୋକମାନେ ପଥର ବ୍ଯବହାର ନ କରି ଇଟାକୁ ଘର କରିବା ପାଇଁ ବ୍ଯବହାର କଲେ। ଏବଂ ସମାନେେ ମାଟିଆ ତଲକେୁ ଚୂନ ସ୍ବରୂପ ବ୍ଯବହାର କଲେ।

4ଏହାପରେ ଲୋକମାନେ କହିଲେ, ଆସ ଆମ୍ଭ ପାଇଁ ଏକ ନଗର ଓ ଏକ ନଭଶ୍ଚୁମ୍ବୀ ଅଟ୍ଟାଳିକା ନିର୍ମାଣ କରିବା ଆମ୍ଭମାନେେ ଅତି ଜଣାଶୁଣା ହବୋ। ତା ହେଲେ ଆମ୍ଭମାନେେ ପୃଥିବୀର ଚ଼ାରିଆଡ଼େ ବିକ୍ଷିପ୍ତ ହବୋ ନାହିଁ।

5ସଦାପ୍ରଭୁ ଲୋକମାନଙ୍କ ଦ୍ବାରା ଦିଆରି ହେଉଥିବା ନଗର ଏବଂ ଦୂର୍ଗ ଦେଖିବାପାଇଁ ଓହ୍ଲାଇ ଆସିଲେ।

Genesis 11 illustration - Genesis Chapter 11

6ସଦାପ୍ରଭୁ କହିଲେ, ଏହି ସମସ୍ତ ଲୋକ ଏକ ଓ ସମାନଙ୍କେର ଭାଷା ଏକ, ସମାନେେ ଏହି କାମ କରିବାକୁ ଏକତ୍ରିତ ହାଇେଛନ୍ତି। ଏହା ତାଙ୍କର ଆରମ୍ଭ ମାତ୍ର। ସମାନେେ ଯେତବେେଳେ ଯାହା ଚ଼ାହିଁବେ ତାହା କରିବେ।

7ତେଣୁ ଆସ ତଳକୁ ୟିବା ଏବଂ ସମାନଙ୍କେ ମଧିଅରେ ବିଭିନ୍ନ ଭାଷା ତିଆରି କରିବା। ତେଣୁ ସମାନେେ ପରସ୍ପର ଭାଷା ବୁଝିପାରିବେ ନାହିଁ।

8ଏହିପରି ଭାବରେ ସଦାପ୍ରଭୁ ପୃଥିବୀର ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରି ପକାଇଲେ। ତେଣୁ ସହେି ଲୋକମାନେ ନଗର ନିର୍ମାଣ ଶଷେ କରିପାରିଲେ ନାହିଁ।

9ସହେି ସ୍ଥାନର ନାମ ବାବିଲ୍ ହେଲା। ଯେ ହତେୁ ସତାପ୍ରଭୁ ସେସ୍ଥାନ ରେ ସମସ୍ତ ପୃଥିବୀର ଭାଷା ରେ ଭଦେ ଜନ୍ମାଇଲେ ଏବଂ ସେସ୍ଥାନରୁ ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରାଇଲେ।

10ଏହା ହେଉଛି ଶମେ ପରିବାରର ବିବରଣୀ, ଯେ ତବେଳେ ଶମେକୁ ଏକଶହ ବର୍ଷ ହାଇେଥିଲା ଏବଂ ବନ୍ଯାର ଦୁଇବର୍ଷ ପରେ ସେ ଅର୍ଫକଷଦର ପିତା ହେଲ।

Genesis 11 illustration - Genesis Chapter 11

11ଏହାପରେ ଅର୍ଫକଷଦର ଜନ୍ମ ପରେ ଶମେ 500 ବର୍ଷ ବଞ୍ଚିଲେ ଓ ପୁତ୍ର ଏବଂ କନ୍ଯାଗଣର ପିତା ହେଲ।

12ଆର୍ଫକଷଦ ପଞ୍ଚତିରିଶ ବର୍ଷ ବଯସ ରେ ଶଲହରେ ପିତା ହେଲ।

13ଶଲହରେ ପିତା ହେଲାପରେ, ଆର୍ଫକ୍ଷଦ 403 ବର୍ଷ ବଞ୍ଚିଲେ ଏବଂ ପୁତ୍ର ଓ କନ୍ଯାଗଣ ଲାଭ କଲେ।

14ଶଲହକେୁ ତିରିଶ ବର୍ଷ ବଯସ ରେ ସେ ଏବରର ପିତା ହେଲ।

15ଏବର ଜନ୍ମ ହବୋପରେ ଶଲହେ 403 ବର୍ଷ ବଞ୍ଚିଲା। ସହେି ସମୟ ମଧିଅରେ ସେ ପୁତ୍ର କନ୍ଯାଙ୍କୁ ଜନ୍ମ ଦେଲେ।

Genesis 11 illustration - Genesis Chapter 11

16ଏବରକୁ 34 ବର୍ଷପରେ ତାଙ୍କର ଏକ ପୁତ୍ର ଜନ୍ମିଲା ଯାହାର ନାମ ପଲଗେ।

17ପଲଗରେ ଜନ୍ମପରେ, ଏବର 430 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ତାଙ୍କର ଅନ୍ୟ ସନ୍ତାନ ସନ୍ତତିମାନେ ଜନ୍ମ ନେଲେ।

18ପଲଗକେୁ ତିରିଶ ବର୍ଷ ବଯସ ରେ ରିଯୁ ନାମକ ଏକ ପୁତ୍ରକୁ ଜନ୍ମ ଦେଲେ।

19ରିଯର ଜନ୍ମପରେ ପଲଗେ 209 ବର୍ଷ ପଞ୍ଚିଲେ। ସହେି ସମୟରେ ତାଙ୍କର ଅନ୍ୟ ପୁତ୍ର ଓ କନ୍ଯାମାନ ଜନ୍ମ ନେଲେ।

20ରିଯକୁ ବତିଶ ବର୍ଷ ବଯସ ରେ ତାଙ୍କ ଠାରୁ ସରୁଗ ଜନ୍ମ କଲେ।

Genesis 11 illustration - Genesis Chapter 11

21ସରୁଗର ଜନ୍ମ ପରେ ରିଯୁ 207 ବର୍ଷ ବଞ୍ଚିଲା। ସହେି ସମୟ ମଧିଅରେ ତାଙ୍କଠାରୁ ଆହୁରି ପୁତ୍ର ଓ କନ୍ଯାଗଣ ଜନ୍ମ ନଇେଥିଲେ।

22ସରୁଗ ତିରିଶ ବର୍ଷ ବଯସ ରେ ନାହାରରେ ପିତା ହେଲ।

23ନାହାରରେ ଜନ୍ମ ପରେ ସରୁଗ 200 ବର୍ଷ ଅଧିକ ବଞ୍ଚିଲେ। ସହେି ସମୟରେ ମଧିଅରେ ତାଙ୍କଠାରୁ ଅନ୍ୟ ପୁତ ୍ରକନ୍ଯାମାନ ଜନ୍ମ ନେଲେ।

24ନାହାରକେୁ ଅଣତିରିଶ ବର୍ଷ ବଯସ ରେ ତରହକେୁ ଜନ୍ମ ଦେଲେ।

25ତରହରେ ଜନ୍ମ ପରେ ନାହାରେ 119 ବର୍ଷ ବଞ୍ଚିଲେ। ସହେି ସମୟରେ ତାଙ୍କଠାରୁ ଅନ୍ୟ ପୁତ୍ରମାନେ ଜନ୍ମ କଲେ।

Genesis 11 illustration - Genesis Chapter 11

26ତରହକେୁ ସତୁରି ବର୍ଷ ବଯସ ରେ ତାଙ୍କର ପୁତ୍ର ଅବ୍ରାମ, ନାହାରେ ଓ ହାରଣ ଜନ୍ମ କଲେ।

27ଏହା ଅଟେ ତରହରେ ବଂଶାବଳୀ। ତରହେ ଥିଲେ ଅବ୍ରାମ, ନାହାରେ ଓ ହାରୋଣର ପିତା। ହାରୋଣ ଲୋଟକୁ ଜନ୍ମ କଲା।

28ହାରୋଣ ଆପଣା ପିତା ତରହରେ ସାକ୍ଷା ସାକ୍ଷାତ ରେ କଲଦୀଯମାନଙ୍କ ଊର୍ ନାମକ ଆପଣା ଜନ୍ମ ଦେଶ ରେ ମଲା।

29ଏହାପରେ ଅବ୍ରାମ ଓ ନାହାରେ ଉଭୟ ବିବାହ କଲେ। ଅବ୍ରାମ ସ୍ତ୍ରୀର ନାମ ସାରୀ ଏବଂ ନାହାରରେ ସ୍ତ୍ରୀ ମିଲ୍କା, ହାରୋଣର କନ୍ଯା। ହାରୋଣର ଅନ୍ୟ ଝିଅର ନାମ ୟିସ୍କା।

30ସାରୀ ବନ୍ଧ୍ଯା ଥିଲେ। ତାଙ୍କର କୌଣସି ସନ୍ତାନ ନଥିଲେ।

Genesis 11 illustration - Genesis Chapter 11

31ତରହେ ଆପଣା ପୁତ୍ର ଅବ୍ରାମକୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ ଏବଂ ଅବ୍ରାମଙ୍କ ସ୍ତ୍ରୀ ସାରୀ ପୁତ୍ରବଧୁଙ୍କୁ ସଂଗ ରେ ନଲୋ। ଏବଂ ସେ ସମସ୍ତ କଲଦୀଯମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ଯ ରେ ୟାତ୍ରା କରି ହାରଣ ନଗର ରେ ବସତି ସ୍ଥାପନ କଲେ।

32ତରହେ ହାରଣ ନଗର ରେ ଥାଇ 205 ବର୍ଷ ରେ ମଲେ।

Chapter Complete

You have read Genesis 11

32 verses