Lumina
Ezra

Work Resumed

Ezra 5·Oriya Bible

1ଏହି ସମୟରେ ଭବିଷ୍ଯଦ୍ବକ୍ତା ହାଗଯ ଓ ଇଦ୍ଦୋର ପୁତ୍ର ଜିଖରିଯ, ଏହି ଭବିଷ୍ଯଦ୍ବକ୍ତାମାନେ ଯିହୁଦା ଓ ୟିରୁଶାଲମସ୍ଥିତ ୟିହୁଦୀଯମାନଙ୍କ ନିକଟରେ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ। ସମାନେେ ପରମେଶ୍ବରଙ୍କ ନାମ ରେ ସମାନଙ୍କେ ନିକଟରେ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ।

2ତେଣୁ ଶଲ୍ଟୀଯଲରେ ପୁତ୍ର ସରୁଦ୍ଦାବିଲ ଓ ୟୋଷାଦକର ପୁତ୍ର ଯେଶଯ ଉଠି ୟିରୁଶାଲମ ରେ ପରମେଶ୍ବରଙ୍କ ମନ୍ଦିର ନିର୍ମାଣ କରିବାକୁ ଲାଗିଲେ। ଆଉ ପରମେଶ୍ବରଙ୍କ ଭବିଷ୍ଯଦ୍ବକ୍ତାମାନେ ସମାନଙ୍କେ ସଙ୍ଗେ ରହି ସାହାର୍ୟ୍ଯ କଲେ।

3ସହେି ସମୟରେ ତତ୍ତନଯ, ନଦୀ ସପୋରିସ୍ଥ ଦଶାେଧ୍ଯକ୍ଷ ଓ ଶଥର ବୋଷଣଯ ଓ ସମାନଙ୍କେ ସଙ୍ଗୀମାନେ ଆସି ସମାନଙ୍କେୁ ପଚାରିଲେ, ଏହି ମନ୍ଦିର ନିର୍ମାଣ କରିବାକୁ, ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦଲୋ।

4ତବେେ ଆମ୍ଭମାନେେ ସମାନଙ୍କେୁ ତଦନୁସା ରେ ଉତ୍ତର ଦଲେୁ, ସମାନେେ ପଚାରିଲେ, ଏହି ଗାନ୍ଥକମାନଙ୍କ ନାମ କ'ଣ?

5ମାତ୍ର ୟିହୁଦୀଯ ପ୍ରାଚୀନବର୍ଗ ପ୍ରତି ସମାନଙ୍କେ ପରମେଶ୍ବରଙ୍କ ଦୃଷ୍ଟି ଥିବାରୁ ଦାରିଯାବସ ନିକଟରେ ଏହି କଥା ଉପସ୍ଥିତ ନ ହବୋ ପର୍ୟ୍ଯନ୍ତ ଓ ପତ୍ରଦ୍ବାରା ସହେି ବିଷଯ ରେ ଉତ୍ତର ନଆସିବା ପର୍ୟ୍ଯନ୍ତ ଶତୃମାନେ ସମାନଙ୍କେୁ କାର୍ୟ୍ଯରୁ ନିବୃତ୍ତ କଲେ ନାହିଁ।

Ezra 5 illustration - Ezra Chapter 5

6ତତ୍ତନଯ ନଦୀ ସପୋରିସ୍ଥ ଦଶାେଧ୍ଯକ୍ଷ ଓ ଶଥରବୋଷଣଯ ଓ ନଦୀ ସପୋରିସ୍ଥ ତାହାର ସଙ୍ଗୀ ଅଫର୍ସଖୀଯମାନଙ୍କର ଦାରିଯାବସ ରାଜା ନିକଟକୁ ପ୍ ରରେିତ ପତ୍ରର ଅନୁଲିପି

7ସମାନେେ ତାହା ନିକଟକୁ ଯେଉଁ ପତ୍ର ପଠାଇଲେ; ତହିଁରେ ଏହିପରି ଲଖାେଥିଲା।

8ଆମ୍ଭମାନେେ ରାଜାଙ୍କୁ ଏହା ଜଣାଇବାକୁ ଗ୍ଭହୁଁ ଯେ, ଆମ୍ଭମାନେେ ଯିହୁଦା ପ୍ରଦେଶ ରେ ମହାନ୍ ପରମେଶ୍ବରଙ୍କ ମନ୍ଦିରକୁ ୟାଇଥିଲୁ, ତାହା ବଡ ବଡ ପ୍ରସ୍ତର ରେ ନିର୍ମିତ ହେଉଅଛି ଓ କାନ୍ଥ ରେ କଡି ବସା ଯାଉଅଛି। ଆଉ ଏହି କାର୍ୟ୍ଯ ଯତ୍ନ ସହକା ରେ ଗ୍ଭଳୁଅଛି ଓ ସମାନଙ୍କେ ହସ୍ତ ରେ ଏହା ସଫଳ ହେଉ ଅଛି। ଏହା ମଧ୍ଯ ଶୀଘ୍ର ସରିବ।

9ଆମ୍ଭମାନେେ ସହେି ପ୍ରାଚୀନବର୍ଗମାନଙ୍କୁ ଏହି କାର୍ୟ୍ଯ ବିଷଯ ରେ କିଛି ପଗ୍ଭରିଲୁ, ତାହା ହେଲା, ଏହି ମନ୍ଦିର ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦଲୋ?

10ଆମ୍ଭମାନେେ ମଧ୍ଯ ସମାନଙ୍କେର ନାମ ପଗ୍ଭରିଲୁ। ଆମ୍ଭମାନେେ ମଧ୍ଯ ସମାନଙ୍କେର ନାମ ଲେଖିବାକୁ ଗ୍ଭହିଁଲୁ।

Ezra 5 illustration - Ezra Chapter 5

11ସମାନେେ ଏହି ଉତ୍ତର ଆମ୍ଭମାନଙ୍କୁ ଦେଲେ,

12ମାତ୍ର ଆମ୍ଭର ପୂର୍ବପୁରୁଷଗଣ ସ୍ବର୍ଗର ପରମେଶ୍ବରଙ୍କୁ କୋର୍ଧିତ କରିଥିଲେ। ତେଣୁ ସେ ସମାନଙ୍କେୁ ବାବିଲର ରାଜା କଲଦୀଯ ନବୂଖଦ୍ନିତ୍ସର ହସ୍ତ ରେ ସମର୍ପଣ କଲେ। ତେଣୁ ସେ ଏହି ମନ୍ଦିର ବିନାଶକାରୀ ଲୋକମାନଙ୍କୁ ବାବିଲକୁ ନଇଗେଲେ।

13ବାବିଲର ରାଜା କୋରସଙ୍କର ଅଧିକାରର ପ୍ରଥମ ବର୍ଷ ରେ ପରମେଶ୍ବରଙ୍କ ଏହି ମନ୍ଦିର ନିର୍ମାଣ କରିବା ପାଇଁ କୋରସର ରାଜା ଆଜ୍ଞା କଲେ।

14ଆହୁରି ନବୂଖଦ୍ନିତ୍ସର ପରମେଶ୍ବରଙ୍କ ମନ୍ଦିରର ଯେଉଁସବୁ ସ୍ବର୍ଣ୍ଣ ଓ ରେ ୗପ୍ୟ ପାତ୍ର ୟିରୁଶାଲମସ୍ଥ ମନ୍ଦିରରୁ ନଇେ ବାବିଲସ୍ଥ ମନ୍ଦିରକୁ ଆଣିଲା, ତାହାସବୁ କରୋସ୍ ରାଜା ବାବିଲସ୍ଥ ମନ୍ଦିରରୁ ବାହାରକରି ଦେଲେ। ପୁଣି ସେସବୁ ଶେଶବସର ନାମକ ତାଙ୍କ ଦ୍ବାରା ନିୟୁକ୍ତ ଶାସନକର୍ତ୍ତା ହସ୍ତ ରେ ସମର୍ପିତ କଲେ।

15ସେ ତାହାକୁ କହିଲେ, ଏହିସବୁ ପାତ୍ର ନଇେ ୟିରୁଶାଲମସ୍ଥ ମନ୍ଦିର ରେ ରଖ ଓ ପରମେଶ୍ବରଙ୍କ ମନ୍ଦିର ସ୍ବସ୍ଥାନ ରେ ନିର୍ମିତ ହେଉ।

Ezra 5 illustration - Ezra Chapter 5

16ତେଣୁ ଶେଶବସର ଆସି ୟିରୁଶାଲମ ରେ ପରମେଶ୍ବରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ କଲା। ଆଉ ସହେି ସମଯାବଧି ବର୍ତ୍ତମାନ ପର୍ୟ୍ଯନ୍ତ ତାହା ନିର୍ମିତ ହେଉଅଛି। ତଥାପି ତାହା ସମ୍ପୂର୍ଣ୍ଣ ହାଇେ ନାହିଁ।

17ଏଣୁ ଯବେେ ମହାରାଜାଙ୍କୁ ଉତ୍ତମ ଦଖାୟୋଏ, ତବେେ କୋରସ ରାଜା ୟିରୁଶାଲମ ରେ ପରମେଶ୍ବରଙ୍କ ଏହି ମନ୍ଦିର ନିର୍ମାଣ କରିବାର ଆଜ୍ଞା ଦଇେଥିଲେ କି ନାହିଁ ତାହା ବାବିଲସ୍ଥ ମହାରାଜାଙ୍କ ଭଣ୍ତାର ଗୃହ ରେ ଅନୁସନ୍ଧାନ କରନ୍ତୁ। ପୁଣି ଏହି ବିଷଯ ରେ ମହାରାଜ ଆମ୍ଭମାନଙ୍କ ନିକଟକୁ ଆପଣାର ଅଭିମତ ପ୍ ରରଣେ କରନ୍ତୁ।

Chapter Complete

You have read Ezra 5

17 verses