Lumina
Ezra

Returning Exiles

Ezra 2·Oriya Bible

1ପ୍ରଦେଶର ଏହି ଲୋକମାନେ ୟୁଦ୍ଧ ବନ୍ଦୀରୁ ମୁକ୍ତିପାଇ ଫରେି ଆସିଲେ। ଅତୀତ ରେ ବାବିଲର ରାଜା ନବୂଖଦ୍ନିତ୍ସର ବନ୍ଦୀ ଭାବରେ ବାବିଲୋନକୁ ନଇୟୋଇଥିଲେ। ସହେି ଲୋକମାନେ ୟିରୁଶାଲମ ଓ ଯିହୁଦାକୁ ଫରେି ଆସିଲେ। ପ୍ରେତ୍ୟକକ ଲୋକେ ସମାନଙ୍କେର ନିଜ ନିଜ ସହରକୁ ଫରେି ଆସିଲେ।

2ଏହି ଲୋକମାନେ ସରୁଦ୍ଦାବିଲ, ଯଶୂେଯ, ନିହିମଯା, ସରାଯ, ରିଯଲୋଯ, ମର୍ଦ୍ଦଖଯ, ବିଲଶନ, ମିସ୍ପର, ଦିଗ୍ବଯ, ରହୂମ୍ ଓ ବାନା ସଙ୍ଗେ ଫରେି ଆସିଲେ। ଇଶ୍ରାୟେଲୀୟ ବଂଶୀଯ ପୁରୁଷମାନଙ୍କର ସଂଖ୍ଯା ଏହିପରି ଥିଲା।

3ପରିଯୋଶର ବଂଶଧର 2,172 ଜଣ।

4ଶଫଟିଯର ବଂଶଧର 372 ଜଣ।

5ଆରହର ବଂଶଧର 775 ଜଣ।

Ezra 2 illustration - Ezra Chapter 2

6ଯଶୂେଯ ଓ ଯୋୟାବର ପରିବାର ମଧ୍ଯରୁ ପହତ୍ ମାୟୋବର ବଂଶଧର 2,812 ଜଣ।

7ଏଲମର ବଂଶଧର 1 ,254 ଜଣ।

8ସତ୍ତୂର ବଂଶଧର 945 ଜଣ।

9ସକ୍କଯର ବଂଶଧର 760 ଜଣ।

10ବାନିର ବଂଶଧର 642 ଜଣ।

Ezra 2 illustration - Ezra Chapter 2

11ବବଯରେ ବଂଶଧର 623 ଜଣ।

12ଅସଗଦର ବଂଶଧର 1,222 ଜଣ।

13ଅଦୋନୀକାମର ବଂଶଧର 666 ଜଣ।

14ବିଗ୍ବଯର ବଂଶଧର 2,056 ଜଣ।

15ଅଦୀନର ବଂଶଧର 454 ଜଣ।

Ezra 2 illustration - Ezra Chapter 2

16ହିଜକିଯର ପରିବାରରୁ ଅଟରର ବଂଶଧର 98 ଜଣ।

17ବେତ୍ସଯର ବଂଶଧର 323 ଜଣ।

18ୟୋରାହର ବଂଶଧର 112 ଜଣ।

19ହଶୁମର ବଂଶଧର 223 ଜଣ।

20ଗିଦ୍ଦରର ବଂଶଧର 95 ଜଣ।

Ezra 2 illustration - Ezra Chapter 2

21ବୈଥଲହମେ ବଂଶଧର 123 ଜଣ।

22ନଟୋଫାର ସହରରୁ 56 ଜଣ।

23ଅନାେଥାତର ସହରରୁ 128ଜଣ।

24ଅସ୍ମାବତର ପୁତ୍ରଗଣ 42 ଜଣ।

25କିରିଯତ-ଯାରୀମ୍ ଓ କଫୀରା ଓ ବରେୋତ ସହରରୁ 743 ଜଣ।

Ezra 2 illustration - Ezra Chapter 2

26ରାମାର ଓ ଗବୋ ସହରରୁ 621 ଜଣ।

27ମିକ୍ମସର ସହରରୁ 122 ଜଣ।

28ବୈଥଲରେ ଓ ଅଯ ସହରରୁ 223 ଜଣ।

29ନବୋର ସହରରୁ 52 ଜଣ।

30ମରାବୀଶ ସହରରୁ 156 ଜଣ।

Ezra 2 illustration - Ezra Chapter 2

31ଅନ୍ୟ ଏଲମ ସହରରୁ 1 ,254 ଜଣ।

32ହାରୀମ ସହରରୁ 320 ଜଣ।

33ଲୋଦ ଓ ହାଦୀଦ୍ ଓ ଓନୋ ସହରରୁ 725 ଜଣ।

34ଯିରୀହାେ ସହରରୁ 345 ଜଣ।

35ସନାଯା ସହରରୁ 3,630 ଜଣ।

Ezra 2 illustration - Ezra Chapter 2

36ୟିଦଯିଯର ଯାଜକମାନଙ୍କର ସଂଖ୍ଯା- ଯଶୂେଯ ପରିବାରରୁ 973 ଜଣ।

37ଇମ୍ମରେ ବଂଶଧର 1,052 ଜଣ।

38ପଶ୍ହୂରର ବଂଶଧର 1 ,247 ଜଣ।

39ହାରୀମର ବଂଶଧର 1 ,017 ଜଣ।

40ଲବେୀୟ ପରିବାରବର୍ଗରୁ ହୋଦବିଯର ପରିବାର ମଧ୍ଯରୁ ଯଶୂେଯ ଓ କଦ୍ମୀଯଲରେ ବଂଶଧର 74 ଜଣ।

Ezra 2 illustration - Ezra Chapter 2

41ଗାଯକମାନଙ୍କ ସଂଖ୍ଯା: ଆସଫର ବଂଶଧର 128 ଜଣ।

42ମନ୍ଦିର ଦ୍ବାରପାଳମାନଙ୍କ ବଂଶଧରମାନଙ୍କ ସଂଖ୍ଯା, ଶଲ୍ଲୁମର ବଂଶଧରଗଣ, ଆଟର ବଂଶଧରଗଣ, ଟଲମାନେ ବଂଶଧରଗଣ, ଆକ୍କବ ବଂଶଧରଗଣ, ହଟୀଟା ବଂଶଧରଗଣ ଓ ଶୋବଯର ବଂଶଧରଗଣ ସର୍ବ ମାଟେ 139 ଜଣ।

43ମନ୍ଦିରର ବିଶଷେ ଦାସମାନଙ୍କ ବଂଶଧରମାନେ ହେଲେ: ସୀହ, ହସୂଫା, ଟଦ୍ଦଯୋତ।

44କରେୋସ, ସୀଯ, ପାଦୋନ,

45ଲବାନାର, ହଗାବ, ଅକୂବ,

Ezra 2 illustration - Ezra Chapter 2

46ହାଗବ, ଶମ୍ଲଯ, ହାନନ,

47ଗଦ୍ଦଲେ, ଗହର, ରାଯା,

48ରତ୍ସୀନ ବଂଶଧରଗଣ, ନକୋଦ ବଂଶଧରଗଣ, ଗସମ ବଂଶଧରଗଣ,

49ଉଷ ବଂଶଧରଗଣ, ପା ସହେ ବଂଶଧରଗଣ, ବଷେଯ ବଂଶଧରଗଣ,

50ଅସ୍ନା ବଂଶଧରଗଣ, ମିଯୂନୀମ ବଂଶଧରଗଣ, ନଫିଷୀମ ବଂଶଧରଗଣ,

Ezra 2 illustration - Ezra Chapter 2

51ବକ୍ବୁକ ବଂଶଧରଗଣ, ହକୁଫା ବଂଶଧରଗଣ, ହହୂର୍ର ବଂଶଧରଗଣ,

52ବସ୍ଲୂତ ବଂଶଧରଗଣ, ମହୀଦା ବଂଶଧରଗଣ, ଦର୍ଶା ବଂଶଧରଗଣ,

53ବର୍କୋସ ବଂଶଧରଗଣ, ସୀଷରା ବଂଶଧରଗଣ, ତମହେ ବଂଶଧରଗଣ,

54ନତ୍ସୀହ ବଂଶଧରଗଣ, ହଟୀଫା ବଂଶଧରଗଣ,

55ଶଲୋମନର ଦାସମାନଙ୍କର ବଂଶଧରଗଣ, ସୋଟଯ ବଂଶଧରଗଣ, ହସୋଫରତେ ବଂଶଧରଗଣ, ପରୁଦା ବଂଶଧରଗଣ,

Ezra 2 illustration - Ezra Chapter 2

56ୟାଳା ବଂଶଧରଗଣ, ଦର୍କୋଣ ବଂଶଧରଗଣ, ଗିଦ୍ଦଲେ ବଂଶଧରଗଣ,

57ଶଫଟିଯ ବଂଶଧରଗଣ, ହଟୀଲ ବଂଶଧରଗଣ, ପୋଖରେତ୍ ବଂଶଧରଗଣ, ହତ୍ସବାଯିମ ବଂଶଧରଗଣ, ଅମୀ ବଂଶଧରଗଣ,

58ନଥନୀଯ ଶେ ଲୋମନଙ୍କ ଦାସମାନଙ୍କର ବଂଶଧର ସର୍ବ ମାଟେ 392 ଜଣ।

59ନିମ୍ନ ଲିଖିତ ଲୋକମାନେ ସହରରୁ ଆସିଲେ, ତଲମେଲହେ, ତଲହେର୍ଶା, କରେୁବ, ଅଦ୍ଦନ୍ ଓ ଇମ୍ମରେ, ମାତ୍ର ସମାନେେ ଇଶ୍ରାୟେଲୀୟ ଲୋକ ବୋଲି ନିଜନିଜ ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସହେି ଲୋକମାନେ ହେଲେ:

60ଦଲାଯ, ଟୋବିୟ ଓ ନକୋଦର ବଂଶଧର 652 ଜଣ।

Ezra 2 illustration - Ezra Chapter 2

61ଯାଜକମାନଙ୍କ ବଂଶଧରମାନଙ୍କ ମଧ୍ଯରୁ ହବାଯ, ହକୋସ, ବର୍ସିଲ୍ଲଯ, ବର୍ସିଲ୍ଲଯ ଗିଲିଯଦୀଯ ବର୍ସିଲଯର ଏକ କନ୍ଯାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ଖ୍ଯାତି ହାଇେଥିଲା।

62ଏହି ଲୋକମାନେ ସମାନଙ୍କେର ବଂଶାବଳୀର ନଥିପତ୍ର ଖାଜେିଲେ, କିନ୍ତୁ ସଗେୁଡିକ ପାଇବାକୁ ଅକ୍ଷମ ହେଲେ, ତେଣୁ ସମାନଙ୍କେୁ ଯାଜକତ୍ବରୁ ବାହାର କରି ଦିଆଗଲା।

63ଶାସନକର୍ତ୍ତା ସମାନଙ୍କେୁ କହିଲେ ଯେ, ସମାନେେ ସବୁଠୁ ପବିତ୍ର ଖାଦ୍ୟ ଖାଇ ପାରିବେ ନାହିଁ, ଯେପର୍ୟ୍ଯନ୍ତ ଜଣେ ଯାଜକ ଊରୀମ ଓ ତୁମ୍ମୀମ ସହିତ ପରାମର୍ଶ କରି ଉପସ୍ଥିତ ହାଇେ ନାହିଁ।

64ଏମାନେ ସମସ୍ତେ ମିଶି 42 ,360 ଜଣ ଥିଲେ। ଏମାନଙ୍କର ଦାସଦାସୀ ମିଶି 7,337 ଜଣ।

65ସମାନଙ୍କେର ମଧ୍ଯ 200 ଜଣ ଗାଯକ ଓ ଗାଯୀକା ଥିଲେ।

Ezra 2 illustration - Ezra Chapter 2

66ସମାନଙ୍କେର 736 ଘୋଡା ଥିଲା।

67245 ଟି ଖଚର, 435 ଓଟ ଓ 6,720 ଗଧମାନ ଥିଲା।

68ସହେି ଦଳଟି ଆସି ୟିରୁଶାଲମର ସଦାପ୍ରଭୁଙ୍କର ମନ୍ଦିର ରେ ଉପସ୍ଥିତ ହେଲେ। ସଦାପ୍ରଭୁଙ୍କର ସହେି ମନ୍ଦିର ସ୍ବସ୍ଥାନ ରେ ସ୍ଥାପନ କରିବା ପାଇଁ ସ୍ବେଚ୍ଛାପୂର୍ବକ ଦାନ କଲେ।

69ସମାନେେ ନିଜ ନିଜ ଶକ୍ତି ଅନୁସାରେ ସହେି କର୍ମର ଭଣ୍ତାର ରେ 61 ,000 ଡାରିକନାମକ ସ୍ବର୍ଣ୍ଣମୂଦ୍ରା ଓ 5 ,000 ପାଉଣ୍ତ ରୂପା ଓ ଯାଜକମାନଙ୍କ ନିମନ୍ତେ 100 ବସ୍ତ୍ର ଦେଲେ।

70ଯାଜକମାନେ ଓ ଲବେୀୟମାନେ ଲୋକମାନଙ୍କ ମଧ୍ଯରୁ କେତକେ ଏବଂ ଗାଯକମାନେ, ଦ୍ବାରପାଳକମାନେ, ନଥୀନୀଯମାନେ ନିଜନିଜ ନଗର ରେ ଓ ସମଗ୍ର ଇଶ୍ରାୟେଲ ନିଜ ନିଜ ନଗର ରେ ବାସ କଲେ।

Chapter Complete

You have read Ezra 2

70 verses