Lumina
Ezekiel

Vision of Idolatry in the Temple

Ezekiel 8·Oriya Bible

1ଅନନ୍ତର ଷଷ୍ଠ ବର୍ଷର ଷଷ୍ଠ ମାସର ପଞ୍ଚମ ଦିନ ରେ ଆମ୍ଭେ ଆପଣା ଗୃହ ରେ ବସିଥିଲୁ ଓ ଯିହୁଦାର ପ୍ରାଚୀନମାନେ ଆମ୍ଭ ସମ୍ମୁଖ ରେ ବସିଥିଲେ। ଏହି ସମୟରେ ମାରେ ପ୍ରଭୁ, ସଦାପ୍ରଭୁଙ୍କର ହସ୍ତ ମାେ ଉପ ରେ ଅଧିଷ୍ଠିତ ହେଲା।

2ଏବଂ ସେତବେେଳେ ଆମ୍ଭେ ଅଗ୍ନିର ଆଭାତୁଲ୍ଯ ଏକ ମୂର୍ତ୍ତି ଦେଖିଲୁ। ତାଙ୍କର କଟୀଦେଶରୁ ତଳ ପର୍ୟ୍ଯନ୍ତ ଅଗ୍ନିମଯ ଥିଲା ଓ କଟୀଠାରୁ ଉପର ପର୍ୟ୍ଯନ୍ତ ଉତ୍ତପ୍ତ ଧାତୁ ତୁଲ୍ଯ ଜ୍ଯୋତିର୍ମଯ ଥିଲା।

3ତା'ପ ରେ ଆମ୍ଭେ ଦେଖିଲୁ, ସେ ଏକ ହସ୍ତ ପରି ଜଣାଯାଉଥିବା କିଛି ବିସ୍ତାର କରି ମାରେକେଶ ଧରିଲେ। ତା'ପ ରେ ପବନ ମାେତେ ଉଠାଇ ନଲୋ, ପୃଥିବୀ ଓ ଆକାଶର ମଧ୍ଯବର୍ତ୍ତୀ ସ୍ଥାନ ରେ ରଖି ଦଲୋ। ଏବଂ ପରମେଶ୍ବରଙ୍କର ଦର୍ଶନକ୍ରମେ ୟିରୁଶାଲମର ଭିତର ପ୍ରାଙ୍ଗଣର ଉତ୍ତରାମୁଖୀ ପ୍ରବେଶ ସ୍ଥାନର ଦ୍ବାର ନିକଟକୁ ମାେତେ ଆଣିଲେ। ସଠାେ ରେ ଏକ ମୂର୍ତ୍ତି ଥିଲା, ଯାହା ପରମେଶ୍ବରଙ୍କର କୋରଧର କାରଣ ହେଲା।

4ଉପତ୍ୟକା ରେ ମୁଁ ଦେଖିଥିବା ଦୃଶ୍ଯ ତୁଲ୍ଯ ସେ ସ୍ଥାନ ରେ ଇଶ୍ରାୟେଲର ପରମେଶ୍ବରଙ୍କର ମହିମା ବିଦ୍ଯମାନ ଥିଲା।

5ତହୁଁ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଉତ୍ତର ଦିଗକୁ ଦେଖ। ତେଣୁ ମୁଁ ନିରୀକ୍ଷଣ କଲି ଏବଂ ଦେଖିଲି ଯେ, ୟଜ୍ଞବଦେୀ ଫାଟକର ଉତ୍ତର ଦିଗସ୍ଥ ପ୍ରବେଶ ପଥରେ ସହେି ମୂର୍ତ୍ତି ଥିଲା, ଯାହା ପରମେଶ୍ବରଙ୍କୁ କୋରଧିତ ଓ ଇର୍ଷାପରାଯଣ କରିଥିଲା।

Ezekiel 8 illustration - Ezekiel Chapter 8

6ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଦେଖ, ସମାନେେ କ'ଣ କରୁଛନ୍ତି ? ଆମ୍ଭେ ଯେପରି ଆପଣା ମନ୍ଦିର ଅଗଣାରୁ ଦୂ ରଇେ ୟିବା ପାଇଁ ଇସ୍ରାଯଲରେ ଉତ୍ତରାଧିକାରୀଗଣ ଏଠା ରେ ମହା ଘୃଣ୍ଯକର୍ମ କରୁଅଛନ୍ତି। ମାତ୍ର ଏହାପ ରେ ତୁମ୍ଭେ ପୁନର୍ବାର ଅନ୍ୟ ମହା ଘୃଣ୍ଯକର୍ମ ଦେଖିବ।

7ପୁଣି ସେ ମାେତେ ପ୍ରାଙ୍ଗଣର ଦ୍ବାର ନିକଟକୁ ଆଣିଲେ, ତହିଁରେ ମୁଁ ଦୃଷ୍ଟି କରନ୍ତେ କାନ୍ଥ ରେ ଗୋଟିଏ ଛିଦ୍ର ଥିବାର ଦେଖିଲି।

8ତା'ପ ରେ ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ଏହି କାନ୍ଥକୁ ଖୋଳ। ତହୁଁ ମୁଁ ସହେି କାନ୍ଥ ଖୋଳିଲି ଓ ଏକ ସୁନ୍ଦର ଦ୍ବାର ଆବିଷ୍କାର କଲି।

9ତା'ପ ରେ ପରମେଶ୍ବର ମାେତେ କହିଲେ, ଭିତରକୁ ୟାଅ ଓ ଏଠା ରେ ସମାନେେ ଯେଉଁ ଜଘନ୍ଯ ଘୃଣ୍ଯ କର୍ମମାନ କରୁଅଛନ୍ତି ତାହା ଦେଖ।

10ତେଣୁ ମୁଁ ଭିତରକୁ ଗଲି, ଚତୁର୍ଦ୍ଦିଗସ୍ଥ କାନ୍ଥ ରେ ଚିତ୍ରିତ ହାଇେଥିବା ସରୀସୃପମାନଙ୍କ ଏବଂ କୀଟପତଙ୍ଗମାନଙ୍କର ଘୃଣ୍ଯ ପଶୁମାନଙ୍କର ଓ ଇଶ୍ରାୟେଲୀୟମାନଙ୍କର ଭୟଙ୍କର ମୂର୍ତ୍ତି ଦେଖିଲି।

Ezekiel 8 illustration - Ezekiel Chapter 8

11ପୁଣି ସେ ସବୁର ସମ୍ମୁଖ ରେ ଇଶ୍ରାୟେଲ ବଂଶୀଯ ପ୍ରାଚୀନବର୍ଗର ସତୁରି ଜଣ ଠିଆ ହାଇେଅଛନ୍ତି ଓ ସମାନଙ୍କେ ମଧ୍ଯ ସ୍ଥାନ ରେ ଶାଫନର ପୁତ୍ର ୟାସନିଯ ଠିଆ ହାଇେଅଛି। ପ୍ରେତ୍ୟକକ ଲୋକ ନିଜ ନିଜ ଧୂପଦାନୀ ହସ୍ତ ରେ ଧରିଛନ୍ତି। ଆଉ ଧୂପରୂପ ଧୂମର ସୁଗନ୍ଧି ଉର୍ଦ୍ଧ୍ବକୁ ଉଠୁଅଛି।

12ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲ ବଂଶର ପ୍ରାଚୀନବର୍ଗ ପ୍ରେତ୍ୟକକ ନିଜ ନିଜ ପ୍ରତିମା ଗୃହ ରେ ଅନ୍ଧକାର ରେ ଯାହା କରୁଅଛନ୍ତି ତାହା କ'ଣ ତୁମ୍ଭେ ଦେଖିପାରିବ ? କାରଣ ସମାନେେ ଭାବନ୍ତି, 'ସଦାପ୍ରଭୁ ଆମ୍ଭମାନଙ୍କୁ ଦେଖନ୍ତି ନାହିଁ। ସଦାପ୍ରଭୁ ଦେଶକୁ ତ୍ଯାଗ କରିଛନ୍ତି।'

13ସେ ଆହୁରି କହିଲେ, ତୁମ୍ଭେ ଯଦି ଆମ୍ଭ ସହିତ ଆସିବ ତବେେ ସମାନଙ୍କେର ଆହୁରି ଅନକେ ଜଘନ୍ଯ ଘୃଣ୍ଯ କର୍ମମାନ ଦେଖିବ।

14ତା'ପ ରେ ପରମେଶ୍ବର ମାେତେ ସଦାପ୍ରଭୁଙ୍କ ମନ୍ଦିରର ଉତ୍ତର ଦିଗସ୍ଥ ଦ୍ବାରର ପ୍ରବେଶ ସ୍ଥାନ ନିକଟକୁ ନେଲେ। ସଠାେ ରେ ମୁଁ ଦେଖିଲି ସ୍ତ୍ରୀ ଲୋକମାନେ ବସି ଭଣ୍ଡ ଦବେତା ତମ୍ମୁଷ ପାଇଁ କ୍ରନ୍ଦନ କରୁଅଛନ୍ତି।

15ପୁନର୍ବାର ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଏହିସବୁ ଘୃଣ୍ଯ କର୍ମମାନ ଦେଖିଲ। ଏହାପ ରେ ଆହୁରି ଏହା ଅପେକ୍ଷା ଅଧିକ ଘୃଣ୍ଯ କର୍ମମାନ ଦେଖିବ।

Ezekiel 8 illustration - Ezekiel Chapter 8

16ତା'ପ ରେ ସେ ମାେତେ ସଦାପ୍ରଭୁଙ୍କ ମନ୍ଦିରର ଭିତର ପ୍ରାଙ୍ଗଣ ମଧ୍ଯକୁ ଆଣିଲେ। ସଠାେ ରେ ମୁଁ ଦେଖିଲି, ସଦାପ୍ରଭୁଙ୍କ ମନ୍ଦିରର ଦ୍ବାର ନିକଟରେ, ବାରଣ୍ଡା ଓ ୟଜ୍ଞବଦେୀର ମଧ୍ଯ ସ୍ଥାନ ରେ ପଚିଶ ଜଣ ପୁରୁଷ ସଦାପ୍ରଭୁଙ୍କ ମନ୍ଦିର ଆଡ଼େ ପିଠି କରି ଓ ପୂର୍ବ ଦିଗଆଡ଼େ ମଥାନତ କରି ସମାନେେ ସୂର୍ୟ୍ଯଙ୍କୁ ପୂଜା କରୁଥିଲେ।

17ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ଏହିସବୁ ଦେଖିଲ ? ଏହିପରି ଘୃଣ୍ଯ କର୍ମମାନ କରିବା କ'ଣ ଯିହୁଦାର ଭବିଷ୍ଯତ୍ ବଂଶଧରଙ୍କ ପାଇଁ ଠିକ୍ ଅଟେ। ବାସ୍ତବ ରେ ସମାନେେ ଦେଶକୁ ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ କରିଅଛନ୍ତି, ଏବଂ ଆମ୍ଭକୁ କୋର୍ଧିତ କରି ରଖିଛନ୍ତି। ଆଉ ଦେଖ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ସମ୍ମାନ ଦବୋ ପାଇଁ ସମାନେେ ନାସିକା ରେ ନାକଫୁଲ ପିନ୍ଧିଛନ୍ତି।

18ଏଣୁ ଆମ୍ଭେ ସମାନଙ୍କେ ବିଷଯ ରେ ଆମ୍ଭର କୋରଧଭାବ ଦଖାଇବୋ। ଆମ୍ଭେ ସମାନଙ୍କେୁ ଅନୁକମ୍ପା କରିବା ନାହିଁ କି ଦୟା ଦଖାଇବୋ ନାହିଁ। ଏବଂ ଏପରିକି ଯଦି ସମାନେେ ଆମ୍ଭ କର୍ଣ୍ଣ ପାଖ ରେ ଉଚ୍ଚ ସ୍ବର ରେ ଡ଼ାକନ୍ତି, ତଥାପି ଆମ୍ଭେ ସମାନଙ୍କେ କଥା ଶୁଣିବା ନାହିଁ।

Chapter Complete

You have read Ezekiel 8

18 verses