Lumina
Ezekiel

Against the Mountains of Israel

Ezekiel 6·Oriya Bible

1ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା।

2ସେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲର ପର୍ବତଗଣ ଆଡ଼େ ବୁଲିପଡ଼ ଓ ସମାନଙ୍କେ ପ୍ରତି ଭବିଷ୍ଯଦବାଣୀ ପ୍ରଚାର କର।

3କୁହ :

4ଆମ୍ଭେ ତୁମ୍ଭମାନଙ୍କର ହାମବେଳି ନିମନ୍ତେ ଥିବା ୟଜ୍ଞବଦେୀଗୁଡ଼ିକୁ ନଷ୍ଟ କରିବା ଏବଂ ତୁମ୍ଭମାନଙ୍କର ସୁଗନ୍ଧ ବଦେୀକୁ ମଧ୍ଯ ନଷ୍ଟ କରିବା। ପୁଣି ତୁମ୍ଭମାନଙ୍କର ନିହତ ଲୋକମାନଙ୍କର ମୃତ ଶରୀରକୁ ତୁମ୍ଭମାନଙ୍କ ଦବେତାଗଣର ସମ୍ମୁଖ ରେ ଫୋପାଡ଼ି ଦବୋ।

5ଆଉ ଆମ୍ଭେ ଇଶ୍ରାୟେଲ ସନ୍ତାନଗଣର ଶବ ସମାନଙ୍କେ ପ୍ରତିମାଗଣର ସମ୍ମୁଖ ରେ ରଖିବା ଓ ତୁମ୍ଭମାନଙ୍କର ଅସ୍ଥିସବୁ ୟଜ୍ଞବଦେୀଗୁଡ଼ିକରେ ଚାରିଆଡ଼େ ବିଞ୍ଚିଦବୋ।

Ezekiel 6 illustration - Ezekiel Chapter 6

6ତୁମ୍ଭମାନଙ୍କର ବସତିସବୁ ଓ ନଗରଗୁଡ଼ିକ ଭାଙ୍ଗି ଦିଆୟିବ ଓ ଉଚ୍ଚସ୍ଥଳୀସବୁ ଧ୍ବଂସ କରାୟିବ। ଯାହା ଫଳ ରେ ତୁମ୍ଭମାନଙ୍କର ୟଜ୍ଞବଦେୀ କବେେ ପୁଣି ବ୍ଯବହାର ହବେ ନାହିଁ ଓ ତାହା ଭଗ୍ନ ହାଇେ ପଡ଼ି ରହିବ ଓ ତୁମ୍ଭର ମୂର୍ତ୍ତିସବୁ ଚୂର୍ଣ୍ଣବିଚୂର୍ଣ୍ଣ ହବେ। ତୁମ୍ଭର ଧୂପବଦେୀ ଭଙ୍ଗାୟିବ ଓ ଦୂର ରେ ମନୁଷ୍ଯ ନିର୍ମିତ ମୂର୍ତ୍ତିସବୁ ଓ ଅନ୍ଯାନ୍ଯ ବସ୍ତୁସବୁ ତୁମ୍ଭେ ତିଆରି କଲ, ସଗେୁଡ଼ିକ ସମ୍ପୂର୍ଣ୍ଣରୂପେ ଧ୍ବଂସ କରାୟିବ।

7ତୁମ୍ଭମାନଙ୍କର ଲୋକମାନେ ନିହତ ହବେ, ତାହା ହେଲେ ତୁମ୍ଭମାନେେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ।'

8କିନ୍ତୁ ଆମ୍ଭେ କିଛି ଲୋକଙ୍କୁ ଜୀବିତ ରଖିବା। ସମାନେେ ଖଡ୍ଗରୁ ଖସିୟାଇ ଯେତବେେଳେ ନାନା ଦେଶ ରେ ଛିନ୍ନଭିନ୍ନ ହାଇେ ରହିବେ।

9ଏବଂ ବଞ୍ଚି ରହିଥିବା ଲୋକମାନଙ୍କୁ ଯେଉଁମାନଙ୍କୁ ଗୋଷ୍ଠୀଯମାନଙ୍କୁ ବନ୍ଦୀରୂପେ ନିଆୟିବ, ସମାନେେ ମାେତେ ମନେ ରଖିବେ ଏବଂ ଆମ୍ଭେ ସମାନଙ୍କେର ବ୍ଯଭିଚାରୀ ହୃଦଯକୁ କିପରି ଦୁଃଖ ରେ ପୂର୍ଣ୍ଣ କଲୁ, ଯାହା ଆମ୍ଭଠାରୁ ଦୂ ରଇେ ଗଲା ଏବଂ ସମାନଙ୍କେର ବ୍ଯଭିଚାରୀ ଆଖି ଯାହା ସମାନଙ୍କେର ମୂର୍ତ୍ତିସବୁକୁ ଅନୁସରଣ କଲା। ସମାନେେ ନିଜେ କରିଥିବା କୁକର୍ମ ପାଇଁ ଓ ସମାନଙ୍କେର ଘୃଣ୍ଯ ବ୍ଯବହାର ପାଇଁ ନିଜକୁ ଘୃଣା କରିବେ।

10ଯେଉଁଥିପାଇଁ ସମାନେେ ହୃଦବୋଧ କରିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। ସମାନେେ ମଧ୍ଯ ହୃଦଯଙ୍ଗମ କରିବେ ଯେ, ଆମ୍ଭେ ବୃଥା ରେ କହି ନ ଥିଲୁ, ଯେତବେେଳେ ଆମ୍ଭେ କହିଥିଲୁ ଯେ, ଏହା ଆମ୍ଭେ ସମାନଙ୍କେ ପ୍ରତି ଏହି ମନ୍ଦ କାର୍ୟ୍ଯ କରିବା।

Ezekiel 6 illustration - Ezekiel Chapter 6

11ସଦାପ୍ରଭୁ ମାରେ ପ୍ରଭୁ ମାେତେ କହିଲେ, ତୁମ୍ଭେ ତାଳି ବଜାଅ ଓ ପଦାଘାତ କର ଓ କୁହ : ଧିକ୍! ସମାନଙ୍କେର ଘୃଣ୍ଯ ଓ ମନ୍ଦ କାର୍ୟ୍ଯ ଯୋଗୁଁ ଇଶ୍ରାୟେଲର ଗୃହ ଖଡ୍ଗର, ଦୁର୍ଭିକ୍ଷର ଓ ମହାମାରୀର ଶିକାର ହବେ।

12ଦୂରବର୍ତ୍ତୀ ଲୋକମାନେ ମହାମାରୀ ରେ ମରିବେ। ନିକଟବର୍ତ୍ତୀ ଲୋକମାନେ ଖଡ୍ଗ ରେ ନିହତ ହବେ ଓ ଅବଶିଷ୍ଟ ଲୋକମାନେ ଦୁର୍ଭିକ୍ଷ ରେ ମରିବେ। କବଳେ ତା'ପ ରେ ଆମ୍ଭେ ସମାନଙ୍କେ ଉପ ରେ କୋରଧିତ ହବୋରୁ ବନ୍ଦ କରିବା।

13ସମାନେେ ଜାଣିବେ ଯେ, ଆମ୍ଭେ ହିଁ ସଦାପ୍ରଭୁ, ଯେତବେେଳେ ସମାନେେ ସମାନଙ୍କେର ମୃତ ଶରୀର ମୂର୍ତ୍ତିମାନଙ୍କ ମଧିଅରେ, ୟଜ୍ଞବଦେୀ ଚାରିପାଖ ରେ, ପର୍ବତର ଶୀର୍ଷ ଦେଶ ରେ, ଶୃଙ୍ଗ ରେ, ପ୍ରେତ୍ୟକକ ସବୁଜ ହରିତବର୍ଣ୍ଣ ବୃକ୍ଷ ତଳେ ଓ ପ୍ରେତ୍ୟକକ ଆଲୋନ ଓକ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନମାନଙ୍କ ରେ ସମାନେେ ନିଜ ନିଜର ସକଳ ପ୍ରତିମାଗୁଡ଼ିକୁ ସୁବାସିତ ନବୈେଦ୍ଯ ଉତ୍ସର୍ଗ କରୁଥିଲେ, ସହେି ସକଳ ସ୍ଥାନ ରେ ପାଇବେ।

14ପୁଣି ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ ଆପଣା ହସ୍ତ ବିସ୍ତାର କରି ଦିବଲା ପ୍ରାନ୍ତର ପର୍ୟ୍ଯନ୍ତ ସମାନଙ୍କେର ସମଗ୍ର ବସତି ସ୍ଥାନକୁ ଧ୍ବଂସ ଓ ଶୂନ୍ଯ କରିବୁ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସମାନେେ ଜାଣିବେ।

Chapter Complete

You have read Ezekiel 6

14 verses