Lumina
Ezekiel

False Shepherds

Ezekiel 34·Oriya Bible

1ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

2 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲ ମଷେପାଳକମାନଙ୍କ ବିରୁଦ୍ଧ ରେ ଭବିଷ୍ଯଦବାଣୀ ପ୍ରଚାର କର। ସହେି ପାଳକମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି ଭବିଷ୍ଯବାଣୀ କହନ୍ତି, 'ଇଶ୍ରାୟେଲର ମଷେପାଳକମାନଙ୍କୁ ଧିକ, ଯେଉଁମାନେ କବଳେ ସମାନଙ୍କେର ଯତ୍ନ ନିଅନ୍ତି। ମଷେପାଳକମାନେ ମଷେମାନଙ୍କର ଯତ୍ନ ନବୋ ଉଚିତ୍ ନୁହେଁ କି ?

3ତୁମ୍ଭମାନେେ କ୍ଷୀର ପିଉଅଛ, ପଶମକୁ ପରିଧାନ କରୁଅଛି। ତୁମ୍ଭମାନେେ ସହେି ହୃଷ୍ଟପୁଷ୍ଟ ପଶୁମାନଙ୍କୁ ହତ୍ଯା କର କିନ୍ତୁ ତୁମ୍ଭେ ପଲର ୟନ୍ତ୍ର ନେଉ ନାହିଁ।

4ଏବଂ ତୁମ୍ଭମାନେେ ଦୁର୍ବଳ ମାନଙ୍କୁ ସବଳ କରି ନାହଁ ଓ ପୀଡିତ ମାନଙ୍କର ଚିକିତ୍ସା କରି ନାହିଁ, ଆହତ ମଷେମାନଙ୍କର କ୍ଷତସ୍ଥାନ ରେ ପଟି ବାନ୍ଧି ନାହଁ। ବିତାଡ଼ିତ ମଷେମାନଙ୍କୁ ଫରୋଇ ଆଣି ନାହଁ କିମ୍ବା ଯେ ହଜିଗଲା ତାକୁ ଖାଜେିଲ ନାହିଁ। କିନ୍ତୁ ତୁମ୍ଭମାନେେ ବଳ ରେ ଓ ନିଷ୍ଠୁର ଭାବରେ ସମାନଙ୍କେୁ ଶାସନ କରିଅଛ।

5'ଏବଂ ସହେି ମଷେପାଳକ ବିହୀନ ମଷେମାନେ ଛିନ୍ନଭିନ୍ନ ହାଇଗେଲେ ଓ କ୍ଷେତ୍ରସ୍ଥ ପଶୁମାନଙ୍କର ଖାଦ୍ୟ ହେଲେ।

Ezekiel 34 illustration - Ezekiel Chapter 34

6ଏବଂ ପର୍ବତମାନଙ୍କ ରେ ଏବଂ ଉଚ୍ଚ ସ୍ଥାନମାନଙ୍କ ରେ ମାରେ ମଷେପଲ ହଜିଗଲେ। ମାରେ ମଷଗେୁଡ଼ିକ ଦେଶର ଚାରିଆଡ଼େ ଛିନ୍ନଛତ୍ର ହାଇଗେଲେ ଏବଂ ସମାନଙ୍କେୁ କହେି ଦେଖନ୍ତି ନାହିଁ। ସମାନଙ୍କେୁ କହେି ଖାଜେନ୍ତି ନାହିଁ।'

7ତେଣୁ ହେ ମଷେପାଳକଗଣ, ତୁମ୍ଭମାନେେ ମାରେ ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ଶୁଣ, ସେ କହନ୍ତି,

8ମୁଁ ଜୀବିତ ଥିବା ପ୍ରମାଣେ, କାରଣ ମାରେ ପଲଟି ଲୁଣ୍ଠିତ ହେଲା ଏବଂ ମଷେପାଳକର ଅନୁପସ୍ଥିତି ରେ ବନ୍ଯ ଜନ୍ତୁର ଶିକାର ହେଲେ ଏବଂ ମାରେ ମଷେପାଳକଗଣ ମାରେ ମଷଗେୁଡ଼ିକ ଦେଖିଲେ ନାହିଁ, କବଳେ ସମାନଙ୍କେର ନିଜର ଯତ୍ନ ନେଲେ ଏବଂ ମାରେ ମଷେମାନଙ୍କର ଯତ୍ନ ନେଲେ ନାହିଁ।

9ତେଣୁ ହେ ମଷେପାଳକଗଣ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।

10ସଦାପ୍ରଭୁ କହନ୍ତି, ଦେଖ, ମୁଁ ମଷେପାଳକମାନଙ୍କର ବିରୁଦ୍ଧ ରେ ଅଛି। ମୁଁ ସମାନଙ୍କେୁ ମାରେ ମଷେମାନଙ୍କ ପାଇଁ ଦାଯୀ କରିବି। ମୁଁ ସମାନଙ୍କେୁ ମଷଗେୁଡ଼ିକ ପାଖରୁ ଦୂରକୁ ନଇୟିବେି ଏବଂ ସମାନେେ ଆଉ ସଗେୁଡ଼ିକର ମଷେପାଳକ ହବେେ ନାହିଁ। ସମାନଙ୍କେର ପାଟିରୁ ମୁଁ ମାରେ ମଷଗେୁଡ଼ିକୁ ଉଦ୍ଧାର କରିବି ଏବଂ ସମାନେେ ସମାନଙ୍କେର ଖାଦ୍ୟ ହବେେ ନାହିଁ।

Ezekiel 34 illustration - Ezekiel Chapter 34

11ତେଣୁ ମାରେ ପ୍ରଭୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିଜେ ଆମ୍ଭ ମଷେମାନଙ୍କର ପାଳକ ହବେୁ। ଆମ୍ଭେ ସମାନଙ୍କେର ଅନ୍ବଷେଣ କରିବୁ ଓ ଆମ୍ଭେ ସମାନଙ୍କେର ତତ୍ତ୍ବ ନବେୁ।

12ଯେପରି ଜଣେ ମଷେପାଳକ ନିଜର ଛିନ୍ନଭିନ୍ନ ମଷେମାନଙ୍କର ଅନୁସନ୍ଧାନ କରେ, ସହେିପରି ମୁଁ ମାରେ ମଷେମାନଙ୍କର ତତ୍ତ୍ବାବଧାନ କରିବି। ଆଉ ମଘାେଚ୍ଛନ୍ନ ଓ ଅନ୍ଧକାର ଦିନ ରେ ସମାନେେ ଯେଉଁ ଯେଉଁ ସ୍ଥାନ ରେ ଛିନ୍ନଭିନ୍ନ ହାଇେଅଛନ୍ତି, ସେସବୁ ସ୍ଥାନରୁ ସମାନଙ୍କେୁ ଉଦ୍ଧାର କରିବି।

13ଏବଂ ମୁଁ ନାନା ଜାତିମାନଙ୍କ ମଧ୍ଯରୁ ସମାନଙ୍କେୁ ବାହାର କରି ଆଣିବି ଓ ନାନା ଦେଶରୁ ସମାନଙ୍କେୁ ସଂଗ୍ରହ କରି ସମାନଙ୍କେୁ ନିଜ ଦେଶକୁ ଆଣିବି। ଏବଂ ମୁଁ ସମାନଙ୍କେୁ ଇଶ୍ରାୟେଲର ପର୍ବତମାନଙ୍କ ରେ, ଝରଣାଗୁଡ଼ିକ ନିକଟରେ ଓ ଦେଶର ବନ୍ଦୋବସ୍ଥ ସ୍ଥାନଗୁଡ଼ିକରେ ଚରାଇବି।

14ମୁଁ ସମାନଙ୍କେୁ ଉତ୍ତମ ଚାରଣ ଭୂମିରେ ଚରାଇବି। ଏବଂ ଇଶ୍ରାୟେଲର ଉଚ୍ଚସ୍ଥଳୀର ପର୍ବତମାନଙ୍କ ଉପ ରେ ସମାନଙ୍କେର ଗୋଠ ହବେ। ସହେି ସ୍ଥାନ ରେ ସମାନେେ ଉତ୍ତମ ଗୋଠ ରେ ଶଯନ କରିବେ ଓ ଇଶ୍ରାୟେଲର ପର୍ବତଗୁଡ଼ିକର ପୁଷ୍ଟିକର ଚାରଣ ଭୂମିରେ ସମାନେେ ଚରିବେ।

15ହଁ, ମୁଁ ନିଜ ମଷେମାନଙ୍କୁ ଚରାଇବି ଓ ସମାନଙ୍କେୁ ଉତ୍ତମ ସ୍ଥାନ ରେ ଶଯନ କରାଇବି। ସଦାପ୍ରଭୁ ମାରେପ୍ରଭୁ ଏହା କହନ୍ତି।

Ezekiel 34 illustration - Ezekiel Chapter 34

16ହଜି ୟାଇଥିବା ମଷେମାନଙ୍କୁ ମୁଁ ଅନ୍ବଷେଣ କରିବି ଆଉ ଛିନ୍ନଭିନ୍ନ ହାଇେଥିବା ମଷେମାନଙ୍କୁ ଫରୋଇ ଆଣିବି। ଏବଂ ଆହତ ମଷେର କ୍ଷତ ରେ ପଟି ବାନ୍ଧିବି ଓ ଦୁର୍ବଳକୁ ସବଳ କରିବି। କିନ୍ତୁ ମୁଁ ସହେି ହୃଷ୍ଟପୁଷ୍ଟ ଓ ବଳବାନ୍କୁ ସଂହାର କରିବି ଓ ଯଥାର୍ଥ ଭାବେ ସମାନଙ୍କେୁ ମଣିବି।

17ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ହେ ମାରେ ପଲ, ମୁଁ ମଷେ ଓ ମଷେ ମଧିଅରେ ଏବଂ ମଷେ ଓ ଛାଗଗଣ ମଧିଅରେ ବିଚାର କରେ।

18ତୁମ୍ଭମାନେେ ଉତ୍ତମ ତୃଣ ଭୂମିରେ ଚରିପାର, ମାତ୍ର ତୁମ୍ଭମାନେେ କାହିଁକି ଅନ୍ୟମାନଙ୍କର ଚାରଣ ସ୍ଥାନକୁ ପାଦ ରେ ଦଳିବ ? ତୁମ୍ଭମାନେେ ପ୍ରଚୁର ନିର୍ମଳ ଜଳ ପାନ କରିପାର, ମାତ୍ର ଅନ୍ୟ ମଷେମାନଙ୍କ ପାଇଁ ଜଳକୁ ଗୋଳିଆ କରିବ କାହିଁକି ?

19ମାତ୍ର ତୁମ୍ଭମାନେେ ଯେଉଁ ତୃଣକୁ ପାଦ ରେ ଦଳି ଅଛ, ଆମ୍ଭର ମଷେପଲ ତାହା ଭୋଜନ କରନ୍ତି ଓ ଯେଉଁ ଜଳକୁ ତୁମ୍ଭମାନେେ ପାଦ ରେ ଗୋଳିଆ କରିଅଛ, ଆମ୍ଭର ମଷେପଲ ତାହା ପାନ କରନ୍ତି।

20ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, କିନ୍ତୁ ଦେଖ, ମୁଁ ହୃଷ୍ଟପୁଷ୍ଟ ପଶୁ ଓ କ୍ଷୀଣ ପଶୁ ମଧିଅରେ ବିଚାର କରିବି।

Ezekiel 34 illustration - Ezekiel Chapter 34

21ତୁମ୍ଭମାନେେ ପାଶର୍‌ବ ରେ ଓ ସ୍କନ୍ଧ ରେ ପୀଡ଼ିତମାନଙ୍କୁ ଠଲେି ଦେଉଅଛ ଓ ସମାନଙ୍କେୁ ଦୂରକୁ ତଡ଼ିଦବୋ ପର୍ୟ୍ଯନ୍ତ ନିଜ ଶୃଙ୍ଗ ରେ ଠଲେି ଦେଉଅଛ।

22କିନ୍ତୁ ମୁଁ ମାରେପଲକୁ ରକ୍ଷା କରିବି। ସମାନେେ ଆଉ ବନ୍ଯ ପଶୁମାନଙ୍କ ଦ୍ବାରା ଧ୍ବଂସ ହବେେ ନାହିଁ। ଏବଂ ମୁଁ ଯଥାର୍ଥ ଭାବରେ ସମାନଙ୍କେର ବିଚାର କରିବି।

23ପୁଣି ସମାନଙ୍କେ ଉପ ରେ ମାରେ ମଷେପାଳକ ଦାଉଦଙ୍କୁ ନିୟୁକ୍ତ କରିବି। ସେ ସମାନଙ୍କେୁ ଚରାଇବ ଓ ସମାନଙ୍କେର ପାଳକ ହବେ।

24ମୁଁ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ହବେି ଓ ମାରେ ଦାସ ଦାଉଦ ସମାନଙ୍କେ ମଧିଅରେ ପ୍ରଭୁ ହବେ। ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।

25ଏବଂ ମୁଁ ସମାନଙ୍କେ ପାଇଁ ଶାନ୍ତିର ଚୁକ୍ତି କରିବି। ମୁଁ ବନ୍ଯ ପଶୁଗଣଙ୍କୁ ଏହି ଦେଶରୁ ତଡ଼ି ଦବେି। ତାହା ହେଲେ ସମାନେେ ନିରାପଦ ରେ ମରୁଭୂମିରେ ବାସ କରିବେ ଓ ବଣ ରେ ଶଯନ କରିବେ।

Ezekiel 34 illustration - Ezekiel Chapter 34

26ପୁଣି ଆମ୍ଭେ ସମାନଙ୍କେୁ ଓ ଆମ୍ଭ ପର୍ବତର ଚତୁର୍ଦ୍ଦିଗସ୍ଥିତ ସ୍ଥାନକୁ ଆଶୀର୍ବାଦ କରିବା। ମୁଁ ଯଥା ସମୟରେ ଜଳଧାରା ବର୍ଷା କରାଇବି ଓ ତାହା ଆଶୀର୍ବାଦର ଜଳଧାରା ହବେ।

27କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଫଳ ଉତ୍ପନ୍ନ କରିବେ ଓ ଭୂମି ଶସ୍ଯଗୁଡ଼ିକ ଉତ୍ପନ୍ନ କରିବ। ଏବଂ ସମାନେେ ନିଜ ଦେଶ ରେ ନିରାପଦ ରେ ରହିବେ। ଆଉ ମୁଁ ସମାନଙ୍କେ ୟୁଆଳିର ଖିଲ ଭାଙ୍ଗିବି ଓ ସମାନଙ୍କେୁ ଦାସତ୍ବ କରିବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କରିବି। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।

28ପୁଣି ସମାନେେ ଅନ୍ୟ ଦେଶୀଯମାନଙ୍କ ଦ୍ବାରା ଲୁଟିତ ହବେେ ନାହିଁ କିମ୍ବା ପୃଥିବୀସ୍ଥ ପଶୁମାନେ ସମାନଙ୍କେୁ ଗ୍ରାସ କରିବେ ନାହିଁ। କିନ୍ତୁ ସମାନେେ ନିରାପଦ ରେ ବାସ କରିବେ ଓ କହେି ସମାନଙ୍କେୁ ଭୟ ଦଖାଇବେେ ନାହିଁ।

29ମୁଁ ସମାନଙ୍କେୁ ଦୁର୍ଭିକ୍ଷରୁ ରକ୍ଷା ପାଇଁ ଉଦ୍ୟାନ ଦବେି ଏବଂ ସମାନେେ ଅନ୍ୟ ଦେଶୀଯମାନଙ୍କ ଦ୍ବାରା ଅପମାନିତ ହବେେ ନାହିଁ।

30ତାହା ହେଲେ ସମାନେେ ହୃଦ ବୋଧ କରିବେ ଯେ, ମୁଁ ସଦାପ୍ରଭୁ ସମାନଙ୍କେ ସହିତ ଅଛି। ଏବଂ ଇଶ୍ରାୟେଲର ଲୋକମାନେ ମାରେ ନିଜର ଲୋକ। ସଦାପ୍ରଭୁ ମାରେ ପ୍ରଭୁ ଏହା କହନ୍ତି।

Ezekiel 34 illustration - Ezekiel Chapter 34

31ଆଉ ତୁମ୍ଭମାନେେ ଆମ୍ଭର ମଷେ ଓ ଆମ୍ଭ ତୃଣଭୂମିର ମଷେ ଅଟ। ତୁମ୍ଭମାନେେ ମନୁଷ୍ଯ ଅଟ ଓ ଆମ୍ଭେ ତୁମ୍ଭମାନଙ୍କ ପରମେଶ୍ବର ଅଟୁ। ଏହା ମାରେପ୍ରଭୁ ସଦାପ୍ରଭୁ କହନ୍ତି।

Chapter Complete

You have read Ezekiel 34

31 verses