Lumina
Ezekiel

Ezekiel Commissioned

Ezekiel 2·Oriya Bible

1ଅନନ୍ତର ସେ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଉଠ, ମୁଁ ତୁମ୍ଭ ସହିତ କଥା ହବେି।

2ତା'ପ ରେ ଏକ ଆତ୍ମା ମାେ ମଧିଅରେ ପ୍ରବେଶ କରି ମାେତେ ଠିଆ କରାଇଲା। ତାପ ରେ ସହେି ସ୍ବର ମାେ ସହିତ କଥାବାର୍ତ୍ତା କରିବାକୁ ଆରମ୍ଭ କଲା।

3ତା'ପ ରେ ସେ ମାେତେ କହିଲା, ହେ ମନୁଷ୍ଯ ପୁତ୍ର, ମୁଁ ତୁମ୍ଭକୁ ଇଶ୍ରାୟେଲର ସନ୍ତାନଗଣଙ୍କ ନିକଟକୁ ପ୍ ରରଣେ କରୁଛି। ସମାନେେ ଏକ ବିଦ୍ରୋହୀ ଜାତି। ସମାନେେ ଓ ସମାନଙ୍କେର ପୂର୍ବପୁରୁଷଗଣ ମାେ ବିରୁଦ୍ଧ ରେ ବିଦ୍ରୋହ କଲେ ଓ ଆଜି ପର୍ୟ୍ଯନ୍ତ ପାପ କରି ଚାଲିଛନ୍ତି।

4ସହେି ଲୋକମାନେ ସ୍ବେଚ୍ଛାଚାରୀ ଓ କଠିନ ଚିତ୍ତ। ତଥାପି ମୁଁ ତୁମ୍ଭକୁ ସମାନଙ୍କେ ନିକଟକୁ ପଠାଉଛି। ସମାନଙ୍କେୁ କୁହ, 'ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହିଛନ୍ତି।'

5ସମାନେେ ବିଦ୍ରୋହୀ ବଂଶ, ସମାନେେ ତୁମ୍ଭ କଥା ଶୁଣନ୍ତୁ ବା ନ ଶୁଣନ୍ତୁ, ତୁମ୍ଭମାନେେ ଏହିସବୁ କଥା ନିଶ୍ଚଯ କହିବ, ଯାହା ଫଳ ରେ ସମାନେେ ଜାଣିବେ ଯେ, ସମାନଙ୍କେ ମଧିଅରେ ଜଣେ ଭବିଷ୍ଯତବକ୍ତା ପହଞ୍ଚିଛନ୍ତି।

Ezekiel 2 illustration - Ezekiel Chapter 2

6 ହେ ମନୁଷ୍ଯ ପୁତ୍ର, ଏହିସବୁ ବିଦ୍ରୋହୀ ଲୋକମାନେ ତୁମ୍ଭର ଚତୁଃପାଶର୍‌ବ ରେ କଣ୍ଟକ ତୁଲ୍ଯ ଅଟନ୍ତି ଓ ଏହା ସତେ ଯେପରି ତୁମ୍ଭେ କଙ୍କଡ଼ାବିଚ୍ଛାମାନଙ୍କ ମଧିଅରେ ବାସ କରୁଅଛ। କିନ୍ତୁ ସମାନଙ୍କେୁ ଭୟ କର ନାହିଁ। ସମାନେେ ଯାହା କୁହନ୍ତି, ସେଥି ରେ ଭୟଭୀତ ହୁଅ ନାହିଁ, ସମାନଙ୍କେ ଚାହାଁଣି ଦ୍ବାରା ଆତଙ୍କିତ ହୁଅ ନାହିଁ।

7ସମାନେେ ଶୁଣନ୍ତୁ ବା ନ ଶୁଣନ୍ତୁ ମୁଁ ତୁମ୍ଭଙ୍କୁ ଯାହା କହୁଛି, ସେସବୁକୁ ତୁମ୍ଭେ ସମାନଙ୍କେୁ କୁହ କାରଣ ସମାନେେ ଅତ୍ଯନ୍ତ ବିଦ୍ରୋହୀ।

8 ହେ ମନୁଷ୍ଯ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଅଛୁ ତାହା ଶୁଣ ; ତୁମ୍ଭେ ଏହିସବୁ ବିଦ୍ରୋହୀମାନଙ୍କ ତୁଲ୍ଯ ବିଦ୍ରୋହୀ ହୁଅ ନାହିଁ ; ନିଜର ମୁଖ ଖାେଲ, ଆମ୍ଭେ ତୁମ୍ଭକୁ ଯାହା ଦେଉଅଛୁ ତାହା ଭୋଜନ କର।

9ତା'ପ ରେ ମୁଁ ଦେଖିଲି ଏକ ହସ୍ତ ମାେ ଆଡ଼େ ପ୍ରସାରିତ ହେଲା। ସେ ହାତ ରେ ଲଖାେଥିବା ଏକ ନଳାକାର ପୁସ୍ତକ ଥିଲା।

10ଆଉ ମୁଁ ସହେି ଗୁଡ଼ା ହାଇେଥିବା ପୁସ୍ତକକୁ ପ୍ରସାରିତ କଲି ଓ ତାହାର ଉପର ଓ ତଳ ଲଖାେ ହାଇେଥିବାର ଦେଖିଲି। ଆଉ ସେଥି ରେ ବିଳାପ, ଶାେକ ଓ ସନ୍ତାପର କଥା ଲିଖିତ ଥିଲା।

Chapter Complete

You have read Ezekiel 2

10 verses