Lumina
Ezekiel

Parable of the Eagles

Ezekiel 17·Oriya Bible

1ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା, ସେ କହିଲେ,

2 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲର ପୁତ୍ରଗଣଙ୍କ ନିମନ୍ତେ ଏକ ପ୍ର ହଳେିକା ଉପସ୍ଥାପନ କର ଏବଂ ସମାନଙ୍କେୁ ଏକ ନୀତିକଥା କୁହ।

3ସମାନଙ୍କେୁ କୁହ,

4ସେ ଏରସ ବୃକ୍ଷର ଅଗ୍ରଭାଗ ଭାଙ୍ଗିଲା ଏବଂ ତାହାକୁ କିଣାନ ଦେଶକୁ ନଇଗେଲା। ସଠାେ ରେ ସେ ତାକୁ ବଣିକମାନଙ୍କର ନଗରୀ ରେ ରଖିଲା।

5ଏବଂ ସହେି ପକ୍ଷୀ ସେ ଦେଶ ରେ ବୀଜ ନଇେ ଏକ ଉର୍ବର ଭୂମିର କ୍ଷତେ ରେ ତାହା ରୋପଣ କଲା। ସେ ପ୍ରଚୁର ଜଳରାଶିର ନିକଟରେ ତାହା ରୋପଣ କଲା।

Ezekiel 17 illustration - Ezekiel Chapter 17

6ତା'ପ ରେ ତାହା ବଢ଼ି ଦ୍ରାକ୍ଷାଲତା ହେଲା। ଏହା ଏକ ବିସ୍ତୃତ ଅଞ୍ଚଳକୁ ବ୍ଯାପିଲା। ଏହାର ଶାଖାସବୁ ଓ ତହିଁର ମୂଳ ବଢ଼ିଲା। ଏହି ପ୍ରକା ରେ ତାହା ଦ୍ରାକ୍ଷାଲତା ହାଇେ ଶାଖା ବିଶିଷ୍ଟ ଓ ପଲ୍ଲବିତ ହେଲା।

7କିନ୍ତୁ ଆଉ ଗୋଟିଏ ବଡ଼ ବଡ଼ ଡ଼ଣୋ ଥିବା ବୃହତ୍ ଓ ୟଥେଷ୍ଟ ପର ବିଶିଷ୍ଟ ଛଞ୍ଚାଣ ପକ୍ଷୀ, ବିରାଟ ଉତ୍କ୍ରୋଶ ପକ୍ଷୀ ସହେି ସ୍ଥାନକୁ ଆସିଲା। ଏହି ନୂତନ ପକ୍ଷୀର ଯତ୍ନ ପାଇବା ସକାେଶ ସହେି ଦ୍ରାକ୍ଷାଲତାର ଚରେ ତା' ଆଡ଼କୁ ବିସ୍ତାର କଲା ଏବଂ ଏହାର ଶାଖାଗୁଡ଼ିକ ପ୍ରସାରିତ ହେଲା, ଯେଉଁଠା ରେ ଏହା ରୋପିତ ହାଇେଥିଲା ଏବଂ ପାଣି ଦ୍ବାରା ସଚେିତ ହେଉଥିଲା।

8ସହେି ଦ୍ରାକ୍ଷାଲତା, ଯେପରି ଶାଖା ବିଶିଷ୍ଟ ଓ ଫଳବତୀ ହାଇେ ଉତ୍ତମ ଦ୍ରାକ୍ଷାଲତା ହବେ, ଏଥିପାଇଁ ତାହା ଜଳରାଶିର ନିକଟସ୍ଥ ଉର୍ବର ଭୂମିରେ ରୋପିତ ହାଇେଥିଲା।

9ତୁମ୍ଭେ କୁହ, ସଦାପ୍ରଭୁ, ମାରେ ପ୍ରଭୁ ଏହିକଥା କହନ୍ତି, ତାହା କ'ଣ ସଫଳ ହବେ ? ଏହାର ଚରେ ଛିଣ୍ଡି ୟିବନିତ, ଏବଂ ଏହାର ଫଳ ଝଡ଼ି ୟିବନିତ ଏବଂ ଶୁଖି ୟିବନତି ? ନୂତନ ଭାବରେ ପଲ୍ଲବିତ ହେଉଥିବା ପତ୍ରସବୁ ଝାଉଁଳି ଯିବେ। ଏହାକୁ ଉପାଡ଼ିବା ପାଇଁ ବଳଶାଳୀ ସୈନ୍ଯବାହିନୀକୁ ଓ ଲୋକମାନଙ୍କୁ ଦରକାର ହବେ କି ? ନା !

10ଆଉ ସହେି ଦ୍ରାକ୍ଷାଲତା ରୋପିତ କ୍ଷେତ୍ର ରେ କ'ଣ ବୃଦ୍ଧି ପାଇବ ? ପୂର୍ବୀଯ ବାଯୁ ସ୍ପର୍ଶ କଲେ ତାହା ସମ୍ପୂର୍ଣ୍ଣରୂପେ ଶୁଷ୍କ ହାଇଯେିବ। ବଢ଼ିବା କିଆରୀ ରେ ତାହା ଶୁଷ୍କ ହାଇୟିବେ।

Ezekiel 17 illustration - Ezekiel Chapter 17

11ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

12ତୁମ୍ଭେ ସହେି ବିଦ୍ରୋହୀ ଜାତିକୁ କୁହ, ଇଶ୍ରାୟେଲ ତୁମ୍ଭେ କ'ଣ ଏସବୁର ତାତ୍ପର୍ୟ୍ଯ ଜାଣ ନାହିଁ ? ସମାନଙ୍କେୁ କୁହ, ଦେଖ, ବାବିଲର ରାଜା ୟିରୁଶାଲମକୁ ଆସି ତହିଁର ରାଜାଙ୍କୁ ଓ ତହିଁର ମୁଖ୍ଯଗଣଙ୍କୁ ଆପଣାର ନ୍ଯାଯାଳଯ ବାବିଲକୁ ନଇଗେଲା।

13ଏବଂ ସେ ଏକ ରାଜସ୍ବ ନଇେ ତାକୁ ଶପଥ କରାଇ ତା' ସହିତ ଏକ ଚୁକ୍ତି କଲେ ଏବଂ ସେ ମହତ୍ତ୍ବପୂର୍ଣ୍ଣ ଲୋକମାନଙ୍କୁ ନଇଗେଲେ।

14ତେଣୁ ଯେପରି ଦେଶ ଦୁର୍ବଳ ହବେ ଓ ଉଠିପାରିବ ନାହିଁ ଏବଂ ତାଙ୍କର ନିଯମକୁ ବଞ୍ଚାଇ ରଖି ପାରନ୍ତି।

15କିନ୍ତୁ ସେ ବାବିଲର ରାଜା ବିରୁଦ୍ଧ ରେ ଗଲା। ସେ ତା'ର ବାର୍ତ୍ତାବହମାନଙ୍କୁ ଅଶ୍ବ ଓ ସୈନ୍ଯ ସାହାୟ୍ଯ ପାଇବା ନିମନ୍ତେ ମିଶରକୁ ପଠାଇଲା, ସେ କ'ଣ କୃତକାର୍ୟ୍ଯ ହବେ ? ୟିଏ ଏପରି କାର୍ୟ୍ଯସବୁ କରେ, ସେ କ'ଣ ରକ୍ଷା ପାଇବ ? ଆଉ ସେ ଚୁକ୍ତି ଲଙ୍ଘନ କରି କ'ଣ ଦଣ୍ଡ ପାଇବ ନାହିଁ ?

Ezekiel 17 illustration - Ezekiel Chapter 17

16ସଦାପ୍ରଭୁ ମାେତେ ପ୍ରଭୁ ଏହି କଥା କହନ୍ତି, ମୁଁ ଜୀବିତ ଥିବା ପ୍ରମାଣେ ରାଜା ବାବିଲ ରେ ମୃତ୍ଯୁବରଣ କରିବ, ଯେ ହତେୁ ସେ ରାଜା ବିରୁଦ୍ଧ ରେ ବିଦ୍ରୋହ କଲା, ୟିଏ ତାକୁ ସିଂହାସନ ରେ ସ୍ଥାପନ କରିଥିଲେ, ସେ ତାଙ୍କ ସହିତ କରିଥିବା ପ୍ରତିଜ୍ଞା ଭଙ୍ଗ କଲେ।

17ଏବଂ ଫାରୋ ତାଙ୍କର ମହାନ ଶକ୍ତି ଓ ଶକ୍ତିଶାଳି ସୈନ୍ଯବାହିନୀ ତାଙ୍କୁ ୟୁଦ୍ଧ ରେ ସାହାୟ୍ଯ କରିବେ ନାହିଁ। ଯେତବେେଳେ ସମାନେେ କଚ୍ଚା ରାସ୍ତା ଓ ଦୁର୍ଗ ନିର୍ମାଣ କରିବେ, ବହୁତ ଲୋକ ହତ୍ଯା ହବେେ।

18କିନ୍ତୁ ସେ ରକ୍ଷା ପାଇବ ନାହିଁ। କାରଣ ସେ ଚୁକ୍ତି ଭଙ୍ଗ କରି ଶପଥ ତୁଚ୍ଛ କରିଅଛି। ସେ ଏସବୁ କରିଅଛି ଏବଂ ଦଣ୍ଡରୁ ପଳାଇ ୟାଇପାରିବ ନାହିଁ।

19ତେଣୁ ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ସେ ଆମ୍ଭର ଯେଉଁ ଶପଥ ଭଙ୍ଗ କରିଅଛି ଓ ଆମ୍ଭର ଯେଉଁ ଚୁକ୍ତି ଭଙ୍ଗ କରିଅଛି ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚଯ ତା'ର ପ୍ରତିଫଳ ତାହାର ମସ୍ତକରେ ରଖିବା।

20ମୁଁ ମାରଜୋଲ ବିଛାଇବି ଓ ତାକୁ ଫାଶ ରେ ପକାଇ ବାବିଲକୁ ନଇୟିବେି ଏବଂ ମୁଁ ସଠାେ ରେ ତା'ର ବିଚାର କରିବି। କାରଣ ସେ ମାେ ପ୍ରତି ଅବିଶ୍ବସ୍ତ ଥିଲା।

Ezekiel 17 illustration - Ezekiel Chapter 17

21ଏବଂ ତା'ର ସମସ୍ତ ସୈନ୍ଯ ଖଡ୍ଗ ଦ୍ବାରା ହତ ହବେେ ଯେତବେେଳେ ସମାନେେ ଦୌଡ଼ି ପଳାଇବେ ଏବଂ ଯେ କହେି ବଞ୍ଚିବେ ମୁଁ ପବନ ରେ ଛିନ୍ନଛତ୍ର କରିବି। ମୁଁ ସଦାପ୍ରଭୁ ଏବଂ ମୁଁ ଏହିସବୁ କହିଅଛି।

22ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ମୁଁ ନିଜେ ଏରସ ବୃକ୍ଷର ଅଗ୍ରଭାଗକୁ ନଇୟିବେି ଓ ତା'ର କୋମଳ ଅଗ୍ରଭାଗକୁ କାଟିବି ଏବଂ ଏହାକୁ ପର୍ବତର ଶୀର୍ଷ ରେ ରୋପଣ କରିବି।

23ମୁଁ ସ୍ବଯଂ ଇଶ୍ରାୟେଲର ଉଚ୍ଚତମ ପର୍ବତ ରେ ସହେି ଅଗ୍ରଭାଗକୁ ରୋପଣ କରିବି। ତହିଁରେ ସହେି ଅଗ୍ରଭାଗ ବଢ଼ିବ ଏବଂ ଏକ ଶାଖାବିଶିଷ୍ଟ ବୃକ୍ଷ ହବେ ଏବଂ ଏଥି ରେ ଫଳ ଫଳିବ। ଏହା ଏକ ସୁନ୍ଦର ଏରସ ବୃକ୍ଷ ହବେ। ତହିଁରେ ସବୁ ଜାତିର ପକ୍ଷୀମାନେ ବସା କରିବେ। ଆଉ ମଧ୍ଯ ସମାନେେ ତାହାର ଶାଖାଗୁଡ଼ିକର ଛାଯା ରେ ବାସ କରିବେ।

24ତାହା ହେଲେ କ୍ଷେତ୍ରସ୍ଥ ସମସ୍ତ ବୃକ୍ଷ ଜାଣିବେ ଯେ, ମୁଁ ଉଚ୍ଚବୃକ୍ଷକୁ ନୀଚ୍ଚ କରିପା ରେ ଓ ନୀଚ୍ଚ ବୃକ୍ଷକୁ ଉଚ୍ଚ କରିପା ରେ। ପୁଣି ସତଜେ ବୃକ୍ଷକୁ ଶୁଷ୍କ କରିପା ରେ ଓ ଶୁଷ୍କ ବୃକ୍ଷକୁ ସତଜେ କରିପା ରେ। ମୁଁ ସଦାପ୍ରଭୁ ଏହା କହିଅଛି ଓ ମୁଁ ଏହା କରିବି।

Chapter Complete

You have read Ezekiel 17

24 verses