Lumina
Ezekiel

Idolatrous Elders

Ezekiel 14·Oriya Bible

1ଅନନ୍ତର ଇଶ୍ରାୟେଲର ପ୍ରାଚୀନଗଣ ମଧ୍ଯରୁ କେତଜେଣ ମାେ ନିକଟକୁ ଆସି ମାେ ସମ୍ମୁଖ ରେ ବସିଲେ।

2ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

3 ହେ ମନୁଷ୍ଯ ପୁତ୍ର ; ଏହି ଲୋକମାନେ ସମାନଙ୍କେର ହୃଦଯ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ଦଇେଅଛନ୍ତି ଏବଂ ସମାନଙ୍କେ ପାପ ସମାନଙ୍କେ ପଥରେ ବାଧା ରୂପେ ରହିଛି। ତେଣୁ ମୁଁ ସମାନଙ୍କେୁ କାହିଁକି ମାେତେ ଅନୁସନ୍ଧାନ କରିବାକୁ ଅନୁମତି ଦବେି ?

4ଏଣୁ ତୁମ୍ଭେ ସମାନଙ୍କେୁ କୁହ, 'ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ଯେକହେି ଇଶ୍ରାୟେଲୀୟ ୟିଏ ତା'ର ହୃଦଯ ନିଜର ମୂର୍ତ୍ତିକୁ ଦିଏ, ଏବଂ ଯାହାର ପାପ ତା' ପାଇଁ ଏକ ବାଧା ଦିଏ, ଯେତବେେଳେ ଭବିଷ୍ଯଦବକ୍ତା ନିକଟକୁ ଉପଦେଶ ପାଇଁ ୟାଏ, ମୁଁ ସଦାପ୍ରଭୁ ନିଜେ ତାକୁ ଉତ୍ତର ଦବେି। କିନ୍ତୁ ତାକୁ ୟାଇ ପଚାରିବା ପାଇଁ କହିଲି, ତାଙ୍କର କଳୁଷିତ ମୂର୍ତ୍ତିଗୁଡ଼ିକୁ ସାହାୟ୍ଯ ନିମନ୍ତେ।

5ମୁଁ ଏହା କରିବି, ଇଶ୍ରାୟେଲୀୟମାନଙ୍କୁ ବୁଝିପାରିବା ପାଇଁ ସମାନଙ୍କେ ଉପ ରେ ସହେି, ସମାନଙ୍କେର କଳୁଷିତ ମୂର୍ତ୍ତିଗୁଡ଼ିକ ମାଠାରୁେ ଉଚ୍ଛିନ୍ନ ରହିବେ।'

Ezekiel 14 illustration - Ezekiel Chapter 14

6 ତେଣୁ ଇଶ୍ରାୟେଲ ବଂଶଧରଙ୍କୁ କୁହ ! ସମାନଙ୍କେୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଅନୁତାପ କର ଓ ତୁମ୍ଭମାନଙ୍କର ମୂର୍ତ୍ତିଗୁଡ଼ିକୁ ପରିତ୍ଯାଗ କରି ଘୃଣ୍ଯ ପ୍ରଥାରୁ ମାେ ନିକଟକୁ ଫରେିଆସ।

7ଯଦି କୌଣସି ଇଶ୍ରାୟେଲୀୟ କିମ୍ବା ଇଶ୍ରାୟେଲୀୟମାନଙ୍କ ସହିତ ବାସ କରୁଥିବା କୌଣସି ବ୍ଯକ୍ତି ମାେତେ ପରିତ୍ଯାଗ କରେ ଏବଂ ତା'ର ହୃଦଯକୁ ମୂର୍ତ୍ତିମାନଙ୍କଠା ରେ ଲଗାଏ, ତା' ପାଇଁ ତା'ର ପାପ ଏକ ବାଧା ହୁଏ ଏବଂ ତା'ପ ରେ ସେ ଭବିଷ୍ଯତବକ୍ତାମାନଙ୍କୁ ପଚାରିବା ପାଇଁ ୟାଏ, ମୁଁ ନିଜେ ସଦାପ୍ରଭୁ ତାକୁ ଉତ୍ତର ଦବେି।

8ଆମ୍ଭେ ସେ ଲୋକର ବିରୁଦ୍ଧ ରେ ଆପଣା ମୁଖ ରଖିବା ଓ ତାହାକୁ ବିନାଶ କରିବା। ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଓ ହାସ୍ଯାସ୍ପଦ ହବେ। ଆଉ ଆମ୍ଭେ ଅନ୍ୟ ଲୋକଙ୍କ ମଧ୍ଯରୁ ତାହାକୁ ଉଚ୍ଛନ୍ନ୍ କରିବା। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭମାନେେ ଜାଣିବ।

9ଯଦି କୌଣସି ଭବିଷ୍ଯଦବକ୍ତା ଏପରି ମୂର୍ଖ ଭବିଷ୍ଯତବାଣୀ ପ୍ରଚାର କରେ, ତବେେ ମୁଁ ସଦାପ୍ରଭୁ ତାକୁ ଦଖାଇେ ଦବେି ଯେ, ସେ କିପରି ମୂର୍ଖ ଥିଲା।

10ତେଣୁ ଉଭୟ ନିଜ ନିଜର ପାପର ଭାର ବହନ କରିବେ। ଭବିଷ୍ଯଦବକ୍ତାର ଅଧର୍ମ ଓ ତାହାର ଅନ୍ବଷେଣକାରୀର ଅଧର୍ମ ସମାନ ହବେ।

Ezekiel 14 illustration - Ezekiel Chapter 14

11ତେଣୁ ଇଶ୍ରାୟେଲର ବଂଶଧର ଆଉ ମାଠାରୁେ ବିପଥଗାମୀ ହବେେ ନାହିଁ ଏବଂ ସମାନଙ୍କେର ପାପଦ୍ବାରା ସମାନେେ ନିଜକୁ ଆଉ ଅଶୁଚି କରିବେ ନାହିଁ। ଏବଂ ସମାନେେ ମାରେ ଲୋକ ହବେେ ଓ ମୁଁ ସମାନଙ୍କେର ପରମେଶ୍ବର ହବେି।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

12ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

13 ହେ ମନୁଷ୍ଯ ପୁତ୍ର, ଯଦି କୌଣସି ଦେଶ ମାଠାେ ରେ ଅବିଶ୍ବସ୍ତ ହାଇେ ମାେ ନିକଟରେ ପାପ କରେ, ତବେେ ଏହା ବିରୁଦ୍ଧ ରେ ମୁଁ ମାରେ ହସ୍ତ ବିସ୍ତାର କରିବି ଏବଂ ଏହାର ଖାଦ୍ୟ ଯୋଗଣ ବନ୍ଦ କରି ଦବେି, ଏହା ବିରୁଦ୍ଧ ରେ ଦୁର୍ଭିକ୍ଷ ପଠାଇବି, ଏବଂ ଉଭୟ ମନୁଷ୍ଯ ଓ ପଶୁକୁ ଏହିଠାରୁ ଦୂର କରିବି।

14ଏବଂ ଏପରି ନୋହ, ଦାନିୟେଲ ଓ ଆୟୁବ ଯଦି ଏହି ତିନି ପୁରୁଷ ଆମ୍ଭେ, ତବେେ ସମାନେେ ସମାନଙ୍କେର ଧାର୍ମିକତା ଦ୍ବାରା ନିଜର ପ୍ରାଣ ରକ୍ଷା କରିଥାନ୍ତେ, କିନ୍ତୁ ସମାନେେ ଦେଶକୁ ରକ୍ଷା କରିପାରି ନ ଥାନ୍ତେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହିଛନ୍ତି।

15ପରମେଶ୍ବର କହିଲେ, ଯଦି ମୁଁ ହିଂସ୍ରଜନ୍ତୁ ସବୁ ସେ ଦେଶ ମଧ୍ଯକୁ ପଠାଏ ଓ ସମାନେେ ଏହାର ନିବାସୀମାନଙ୍କୁ ହତ୍ଯା କରନ୍ତି ଓ ଏହା ଜନଶୂନ୍ଯ ସ୍ଥାନ ହୁଏ, ତବେେ ହିଂସ୍ରଜନ୍ତୁଙ୍କ ଭୟ ରେ କୌଣସି ମନୁଷ୍ଯ ସହେି ଦେଶ ରେ ୟାତାଯତ କରନ୍ତି ନାହିଁ,

Ezekiel 14 illustration - Ezekiel Chapter 14

16ଆଉ ଯଦି ନୋହ, ଦାନିୟେଲ ଓ ଆୟୁବ ଏହି ତିନିଜଣ ଲୋକ ସଠାେ ରେ ଥାନ୍ତେ ସମାନେେ କବଳେ ରକ୍ଷା ପାଇଥାନ୍ତେ। ସମାନେେ ଏପରିକି ଅନ୍ୟମାନଙ୍କ ନିଜ ସନ୍ତାନମାନଙ୍କୁ ଉଦ୍ଧାର କରିପାରି ନ ଥାନ୍ତେ। ଏବଂ ଦେଶ ଏକ ମରୁଭୂମି ହାଇୟୋଇଥାନ୍ତା। ଏହା ସଦାପ୍ରଭୁ ମାରେପ୍ରଭୁ କହନ୍ତି।

17ପରମେଶ୍ବର କହିଲେ, ଯଦି ମୁଁ ସହେି ଦେଶ ବିରୁଦ୍ଧ ରେ ଖଡ୍ଗ ଉଠାଏ ଓ ଏହାକୁ ଆଜ୍ଞା କରେ, ଦେଶ ମଧିଅରେ ୟିବା ପାଇଁ ଓ ମନୁଷ୍ଯ ଏବଂ ପଶୁକୁ ହତ୍ଯା କରିବା ପାଇଁ,

18ଏପରିକି ଯଦି ନୋହ, ଦାନିୟେଲ ଓ ଆୟୁବ ଏହି ତିନିଜଣ ଥାନ୍ତେ, ତାହା ହେଲେ ସମାନେେ ଆପଣା ଧାର୍ମିକତା ଯୋଗୁଁ କବଳେ ନିଜକୁ ରକ୍ଷା କରି ପାରିଥାନ୍ତେ। କିନ୍ତୁ ସଦାପ୍ରଭୁ କହନ୍ତି, ମୁଁ ପ୍ରତିଜ୍ଞା କରୁଛି, ଏପରିକି ସମାନେେ ନିଜର ସନ୍ତାନମାନଙ୍କୁ ମଧ୍ଯ ରକ୍ଷା କରିପାରି ନ ଥାନ୍ତେ। ସଦାପ୍ରଭୁ, ମାରେ ପ୍ରଭୁ ଏହା କହିଛନ୍ତି।

19ପୁଣି ପରମେଶ୍ବର କହିଲେ, ଆମ୍ଭେ ଯବେେ ସହେି ଦେଶକୁ ମହାମାରୀ ପଠାଉ ଓ ଆମ୍ଭର କୋପ ତା' ଉପ ରେ ଢ଼ାଳି ଦେଉ, ତବେେ ମନୁଷ୍ଯ ଓ ପଶୁକୁ ତା' ମଧ୍ଯରୁ ଉଚ୍ଛନ୍ନ କରୁ।

20ଯଦି ନୋହ, ଦାନିୟେଲ, ଓ ଆୟୁବ ଥାନ୍ତେ ତବେେ ସମାନେେ କବଳେ ସମାନଙ୍କେର ଧାର୍ମିକତା ଦ୍ବାରା ରକ୍ଷା ପାଇଥାନ୍ତେ, ଏପରିକି ସମାନେେ ନିଜ ସନ୍ତାନମାନଙ୍କୁ ରକ୍ଷା କରିପାରି ନ ଥାନ୍ତେ। ଏହା ସଦାପ୍ରଭୁ, ମାରେ ପ୍ରଭୁ ଶପଥ କରନ୍ତି।

Ezekiel 14 illustration - Ezekiel Chapter 14

21ତା'ପ ରେ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ତେଣୁ ଚିନ୍ତାକର ୟିରୁଶାଲମ ପ୍ରତି କି ମହା ଅନିଷ୍ଟ ଘଟିବ ? ଯେତବେେଳେ ମୁଁ ଚାରି ମହାଦଣ୍ଡ ଯଥା : ଖଡ୍ଗ, ଦୁର୍ଭିକ୍ଷ, ହିଂସ୍ରଜନ୍ତୁ ଓ ମହାମାରୀ ପଠାଇବି, ସେତବେେଳେ ମନୁଷ୍ଯ ଓ ପଶୁ ସମସ୍ତେ ଉଚ୍ଛନ୍ନ ହବେେ।

22ତଥାପି ଯେଉଁ କେତଜେଣ ଅବଶିଷ୍ଟାଂଶ ରହିବେ, ସମାନେେ ସମାନଙ୍କେର ପୁତ୍ର କନ୍ଯାଙ୍କୁ ଆଣି ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭମାନେେ ସମାନଙ୍କେର ଆଚାର ବ୍ଯବହାର ଓ କ୍ରିଯାସକଳ ଦେଖିବ। ପୁଣି ଆମ୍ଭେ ୟିରୁଶାଲମ ଉପ ରେ ଯେଉଁ ଅମଙ୍ଗଳ ଘଟାଇଅଛୁ ଓ ତାହା ପ୍ରତି ଯେ ସକଳ ଅନିଷ୍ଟ କରିଅଛୁ, ସେଥିପାଇଁ ତୁମ୍ଭମାନେେ ସାନ୍ତ୍ବନା ପାଇବ।

23ସମାନଙ୍କେର ଆଚାର, ବ୍ଯବହାର ଓ କ୍ରିଯାକଳାପ ତୁମ୍ଭମାନେେ ଦେଖିବ ଓ ହୃଦବୋଧ କରିବ ଯେ ମୁଁ ସମାନଙ୍କେ ବିରୁଦ୍ଧ ରେ ଓ ୟିରୁଶାଲମ ବିରୁଦ୍ଧ ରେ ଯାହାସବୁ କରିଅଛି, ଯଥାର୍ଥ ଥିଲା। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

Chapter Complete

You have read Ezekiel 14

23 verses