Lumina
Exodus

The Tabernacle Filled with Glory

Exodus 40·Oriya Bible

1ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,

2ପ୍ରଥମ ମାସର ପ୍ରଥମ ଦିନ ରେ ସମାଗମ ତମ୍ବୁର ପବିତ୍ର ତମ୍ବୁ ସ୍ଥାପନ କର।

3ତା' ମଧିଅରେ ସାକ୍ଷ ସିନ୍ଦୁକ ରଖି ବିଚ୍ଛଦେ ବସ୍ତ୍ର ଟଙ୍ଗାଇ ସହେି ସିନ୍ଦୁକ ଆଚ୍ଛାଦନ କରିବ।

4ଏହାପରେ ମଜେ ଭିତରକୁ ଆଣି ତହିଁ ସମସ୍ତ ଦ୍ରବ୍ଯମାନ ସଜାଇ ରଖ। ଦୀପ ରୂଖା ଆଣ ଏବଂ ସମସ୍ତ ଦ୍ବୀପଗୁଡିକ ଜାଳିବା ପାଇଁ ରଖ।

5ନିଯମ-ସିନ୍ଦୁକ ସମ୍ମୁଖ ରେ ସୁବର୍ଣ୍ଣର ଧୂପବଦେି ରଖ। ପରଦାଟିକୁ ତମ୍ବୁର ପ୍ରବେଶ ପଥରେ ଟାଙ୍ଗ।

Exodus 40 illustration - Exodus Chapter 40

6ଆଉ ସମାଗମ ତମ୍ବୁର ପବିତ୍ର ତମ୍ବୁ ସମ୍ମୁଖ ରେ ହାମବେଳି ରଖିବ।

7ସମାଗମ ତମ୍ବୁ ଓ ୟଜ୍ଞବଦେୀ ମଧିଅରେ ପ୍ରକ୍ଷାଳନ ପାତ୍ର ରଖି ତହିଁରେ ଜଳ ଦବେ।

8ଚତୁର୍ଦ୍ଦିଗ ରେ ପ୍ରାଙ୍ଗଣ ପ୍ରସ୍ତୁତ କର ଏବଂ ପ୍ରାଙ୍ଗଣର ପ୍ରବେଶ ପଥରେ ପରଦାଟି ଟାଙ୍ଗ।

9ଏହାପରେ ଅଭିଷକୋର୍ଥକ ତୈଳ ନଇେ ତମ୍ବୁ ଓ ତନ୍ମଧ୍ଯସ୍ଥିତ ସମସ୍ତ ବସ୍ତୁ ଅଭିଷକେ କର ଓ ଉତ୍ସର୍ଗିତ କର। ତହଁି ରେ ତମ୍ବୁ ଓ ତାହାର ସାମଗ୍ରୀ ପବିତ୍ର ହବେ।

10ଆଉ ହୋମବଦେୀ ଓ ତହିଁର ସକଳ ସାମଗ୍ରୀ ଅଭିଷକେ କରି ଉତ୍ସର୍ଗିତ କର। ତହିଁରେ ସହେି ୟଜ୍ଞବଦେୀ ଅତ୍ଯନ୍ତ ପବିତ୍ର ହବେ।

Exodus 40 illustration - Exodus Chapter 40

11ଆଉ ତୁମ୍ଭେ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠକି ଅଭିଷକେ କରି ପବିତ୍ର କରିବ।

12ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ସମାଗମ ତମ୍ବୁର ଦ୍ବାର ଦେଶକୁ ଆଣ। ତାଙ୍କୁ ପାଣି ରେ ସ୍ନାନ କରାଅ।

13ଏହାପରେ ହାରୋଣଙ୍କୁ ସହେି ପବିତ୍ର ବସ୍ତ୍ର ପରିଧାନ କରାଅ। ତା'ପରେ ତାକୁ ଅଭିଷିକ୍ତ ଓ ଉତ୍ସର୍ଗିତ କର ଏବଂ ସେ ମାରେ ଯାଜକ ହବେ।

14ଏହାପରେ ହାରୋଣଙ୍କର ପୁତ୍ରଙ୍କୁ ଏହି ପବିତ୍ର ବସ୍ତ୍ରମାନ ପରିଧାନ କରାଅ।

15ହାରୋଣଙ୍କୁ ଅଭିଷିକ୍ତ କଲାପରି ତାଙ୍କର ପୁତ୍ରମାନଙ୍କୁ ଅଭିଷିକ୍ତ କରାଅ। ଅଭିଷିକ୍ତ ହେଲାପରେ ସମାନେେ ମାରେ ଯାଜକ ରୂପେ କର୍ମ କରିପାରିବେ। ସହେି ପରିବାର ଅନନ୍ତକାଳୀନ ମାରେ ଯାଜକ ରୂପେ ସବୋ କରିବେ।

Exodus 40 illustration - Exodus Chapter 40

16ମାଶାେ ସଦାପ୍ରଭୁଙ୍କ ସମସ୍ତ ନିଯମ ମାନି ତାଙ୍କର ଆଜ୍ଞା ଅନୁୟାଯୀ କାର୍ୟ୍ଯମାନ କଲେ।

17ଦ୍ବିତୀୟ ବର୍ଷର ମାସର ପ୍ରଥମ ଦିନ ରେ ପବିତ୍ର ତମ୍ବୁ ସ୍ଥାପିତ ହାଇେଥିଲା।

18ମାଶାେ ତମ୍ବୁ ସ୍ଥାପନ କଲେ। ସେ ପ୍ରଥମେ ଆଧାର ଉପରେ ତକ୍ତା ବସାଇଲେ ଓ ତା'ପରେ ଅର୍ଗଳ ପ୍ରବେଶ କରାଇ ସ୍ତମ୍ଭ ଠିଆ କଲେ।

19ଏହାପରେ ସେ ବାହ୍ଯ ଆବରଣ ରୂପେ ଆବାସ ତମ୍ବୁକୁ ପବିତ୍ର ତମ୍ବୁ ଉପରେ ଘୋଡାଇ ଦେଲେ।

20ଏହାପରେ ମାଶାେ ନିଯମର ନଳାକାର ପୁସ୍ତକକୁ ପବିତ୍ର ସିନ୍ଦୁକ ମଧିଅରେ ରଖିଲେ। ସେ ସାଙ୍ଗିକୁ ସିନ୍ଦୁକ ଉପରେ ରଖିଲେ ଏବଂ ସିନ୍ଦୁକ ଉପରେ ଆଚ୍ଛାଦନ ବସ୍ତ୍ର ଘୋଡାଇ ଦେଲେ।

Exodus 40 illustration - Exodus Chapter 40

21ଏହାପରେ ମାଶାେ ସହେି ପବିତ୍ର ସିନ୍ଦୁକକୁ ନଇେ ପବିତ୍ର ତମ୍ବୁ ରେ ରଖିଲେ। ଆଚ୍ଛାଦନର ବିଚ୍ଛଦବେସ୍ତ୍ର ଟଙ୍ଗାଇଲେ, ଏହାକୁ ସୁରକ୍ଷା ରେ ରଖିବା ପାଇଁ। ଯେପରି ସଦାପ୍ରଭୁ ଆଜ୍ଞା କରିଥିଲେ।

22ଏହାପରେ ମାଶାେ ପରଦା ବାହା ରେ ସମାଗମ ତମ୍ବୁର ଉତ୍ତର ପାଶର୍‌ବ ରେ ମଜେ ରଖିଲେ।

23ଏହାପରେ ସେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦର୍ଶନୀଯ ରୋଟୀର ଆଯୋଜନ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁୟାଯୀ ଏହା କରାଗଲା।

24ଏହାପରେ ମାଶାେ ଦୀପରୂଖା ସହେି ସମାଗମ ତମ୍ବୁ ରେ ରଖିଥିଲେ। ଏହାର ମୁହଁ ଟବେୁଲ ଆଡକୁ କରି ସେ ଦକ୍ଷିଣ ପାଶର୍‌ବ ରେ ଏହାକୁ ରଖିଥିଲେ।

25ଏହାପରେ ମାଶାେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୀପରୂଖା ରେ ଦୀପସବୁ ସଜାଇଲେ। ସେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।

Exodus 40 illustration - Exodus Chapter 40

26ଏହାପରେ ମାଶାେ ସୁବର୍ଣ୍ଣ ୟଜ୍ଞବଦେୀକୁ ସମାଗମ ତମ୍ବୁ ମଧିଅରେ ରଖିଥିଲେ। ସେ ଏହି ୟଜ୍ଞବଦେୀକୁ ବିଚ୍ଛଦେ ବସ୍ତ୍ର ସମ୍ମୁଖ ରେ ରଖିଥିଲେ।

27ଏହାପରେ ମାଶାେ ସୁବାସିତ ଧୂପ ଏହା ଉପରେ ଜଳାଇଲେ, ସଦାପ୍ରଭୁଙ୍କ ଆଜ୍ଞାନୁସା ରେ।

28ଏହାପରେ ମାଶାେ ପବିତ୍ର ତମ୍ବୁର ପ୍ରବେଶପଥରେ ଆଚ୍ଛାଦନ ବସ୍ତ୍ର ଟାଙ୍ଗିଥିଲେ।

29ମାଶାେ ପବିତ୍ର ତମ୍ବୁର ସମ୍ମୁଖ ରେ ବଳିଦାନ ପାଇଁ ୟଜ୍ଞବଦେୀ ରଖିଲେ ଏବଂ ସଦାପ୍ରଭୁଙ୍କର ମାଶାଙ୍କେୁ ଦଇେଥିବ ଆଜ୍ଞାନୁସା ରେ ହାମବେଳି ଓ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କଲେ।

30ଏହାପରେ ସେ ସମାଗମ ତମ୍ବୁ ଓ ୟଜ୍ଞବଦେୀ ମଧ୍ଯସ୍ଥାନ ରେ ପ୍ରକ୍ଷାଳନ ପାତ୍ର ରଖିଲେଓ ତହିଁ ମଧିଅରେ ପ୍ରକ୍ଷାଳନ ନିମନ୍ତେ ଜଳ ଭର୍ତ୍ତି କଲେ।

Exodus 40 illustration - Exodus Chapter 40

31ଏହାପରେ ମାଶାେ ଏବଂ ହାରୋଣ ଓ ତାଙ୍କର ପୁତ୍ରଗଣ ନିଜ ନିଜ ହସ୍ତପଦ ପ୍ରକ୍ଷାଳନ କଲେ।

32ଯେ କୌଣସି ସମୟରେ ସମାନେେ ସମାଗମ ତମ୍ବୁ ରେ ପ୍ରବେଶ କଲେ ବା ୟଜ୍ଞବଦେୀର ନିକଟକୁ ଆସିଲେ, ସେ ସମୟରେ ସମାନେେ ହସ୍ତପଦ ପ୍ରକ୍ଷାଳନ କଲେ, ସଦାପ୍ରଭୁ ମାଶାଙ୍କେୁ ଦଇେଥିବା ଆଜ୍ଞାନୁସା ରେ ା

33ଏହାପରେ ମାଶାେ ପବିତ୍ର ତମ୍ବୁର ଓ ୟଜ୍ଞବଦେୀର ଚତୁର୍ଦ୍ଦିଗ ରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ତମ୍ବୁର ପ୍ରବେଶ ପଥରେ ପରଦା ଟାଙ୍ଗିଲେ। ମାଶାେ ଏହିପରି କାର୍ୟ୍ଯମାନ ସମାପ୍ତ କଲେ।

34ଏହାପରେ ସହେି ମେଘ ସମାଗମ ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା।

35ତହିଁରେ ମାଶାେ ସମାଗମ ତମ୍ବୁ ରେ ପ୍ରବେଶ କରି ପାରିଲେ ନାହିଁ। କାରଣ ମେଘ ତାହାକୁ ଆଚ୍ଛାଦନ କରିଥିଲା। ସଦାପ୍ରଭୁଙ୍କ ପ୍ରତାପ ପବିତ୍ର ତମ୍ବୁ ପରିପୂର୍ଣ୍ଣ କରିଥିଲା। ସହେି ପବିତ୍ର ସମାଗମ ତମ୍ବୁ।

Exodus 40 illustration - Exodus Chapter 40

36ଯେତବେେଳେ ବାଦଲ ପବିତ୍ର ତମ୍ବୁର ଦୂରକୁ ଗତି କଲା, ଇଶ୍ରାୟେଲର ଲୋକମାନେ ମଧ୍ଯ ଗତି କଲେ।

37କିନ୍ତୁ ଯେତବେେଳେ ମେଘ ସହେି ପବିତ୍ର ତମ୍ବୁକୁ ଆଚ୍ଛାଦନ କରିଥିଲା, ଲୋକମାନେ ସେତବେେଳେ ଚେଷ୍ଟା କରି ନଥିଲେ ୟିବା ପାଇଁ, ସମାନେେ ସହେିଠା ରେ ମେଘ ୟିବା ପର୍ୟ୍ଯନ୍ତ ରହିଥିଲେ।

38ତେଣୁ ସଦାପ୍ରଭୁଙ୍କର ମେଘ ଦିନ ବେଳେ ପବିତ୍ର ତମ୍ବୁ ଉପରେ ରହିଲା। ରାତ୍ର ସମୟରେ ସହେି ମେଘ ରେ ଅଗ୍ନି ଦଖାଗେଲା। ତେଣୁ ଇଶ୍ରାୟେଲର ସମସ୍ତ ଲୋକେ ଯେତବେେଳେ ସମାନେେ ୟାତ୍ରା କଲେ, ମେଘ ଦେଖି ପାରିଲେ।

Chapter Complete

You have read Exodus 40

38 verses