Lumina
Exodus

Consecration of the Firstborn

Exodus 13·Oriya Bible

1ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,

2ଇଶ୍ରାୟେଲ ସନ୍ତାନମାନଙ୍କ ମଧିଅରେ ମନୁଷ୍ଯ ହେଉ କି ପଶୁ ହେଉ, ଯେ କହେି ପ୍ରଥମେ ଜାତ ହବେ, ସହେି ପ୍ରଥମଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ଯ ରେ ପ୍ରଦାନ କର, ତାହା ଆମ୍ଭର।

3ମାଶାେ ଲୋକମାନଙ୍କୁ କହିଲେ, ଏହି ଦିବସକୁ ମନେ ରଖ, ତୁମ୍ଭମାନେେ ମିଶର ରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ଭକ୍ଷଣ କରିବ।

4ଆଜି ଆବୀବ୍ ମାସ ରେ ଏହି ଦିନ ରେ ବାହାର ହେଲେ।

5ଆଉ ଯେତବେେଳେ କିଣାନୀଯ, ହିତ୍ତୀଯ, ଇ ମାରେୀଯ, ହିଦ୍ଦୀଯ ଓ ୟିବୂଷୀଯ ଲୋକମାନଙ୍କର ଯେଉଁ ଉନ୍ନତ ଦେଶ ତୁମ୍ଭକୁ ଦବୋକୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପାଖ ରେ ପ୍ରତିଜ୍ଞା କରିଥିଲେ, ସହେି ଦେଶକୁ ସେ ତୁମ୍ଭମାନଙ୍କୁ ଦବେେ।

Exodus 13 illustration - Exodus Chapter 13

6ସାତଦିନ ୟାଏ ତାଡୀଶୂନ୍ଯ ରୋଟୀ ଖାଇବ। ଏବଂ ସପ୍ତମଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତାଙ୍କର ସମ୍ମାନାର୍ଥେ ଏକ ବଡ ଭୋଜିର ଆଯୋଜନ କରିବ।

7ତେଣୁ ସାତଦିନ ପାଇଁ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ଖାଇବ। ଏବଂ ତୁମ୍ଭ ଦେଶ ରେ କୌଣସିଠା ରେ ତାଡୀ ମିଶ୍ରୀତ ରୋଟୀ ଯେପରି କହେି ନଖାନ୍ତି।

8ସହେିଦିନ ତୁମ୍ଭେ ପିଲାମାନଙ୍କୁ ନିଶ୍ଚଯ କହିବ, 'ଆମ୍ଭେ ଏହି ଭୋଜିର ଆଯୋଜନ କରିଛୁ ଯେ ହତେୁ ସଦାପ୍ରଭଛୁ ଆମ୍ଭକୁ ମିଶରରୁ ଏହିଦିନ ମୁକ୍ତ କରିଥିଲେ।'

9ଏହି ପବିତ୍ର ଦିନଟିକୁ ତୁମ୍ଭମାନେେ ମନେ ରଖିବ। ଏହା ଯେପରି ତୁମ୍ଭମାନଙ୍କ ପାଇଁ, ସଦାପ୍ରଭୁଙ୍କ ବ୍ଯବସ୍ଥା ଯେପରି ତୁମ୍ଭ ମୁଖ ରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ବରୂପ ତୁମ୍ଭ ହସ୍ତ ରେ ଓ ସ୍ମରଣର ଉପାଯ ସ୍ବରୂପ ତୁମ୍ଭ ଚକ୍ଷୁ ଦ୍ବଯର ମଧ୍ଯସ୍ଥାନ ରେ ରହିବ। ଯେ ହତେୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତଦ୍ବାରା ମିଶରଠାରୁ ତୁମ୍ଭକୁ ବାହାର କରି ଆଣିଛନ୍ତି।

10ତେଣୁ ଏହି ସ୍ମରଣୀଯ ଦିବସଟିକୁ ବିଧି ଅନୁସାରେ ପାଳନ କରିବ।

Exodus 13 illustration - Exodus Chapter 13

11ସଦାପ୍ରଭୁ ତାଙ୍କର ପ୍ରତିଜ୍ଞା ରକ୍ଷା କରିବେ। ସେ ତୁମ୍ଭକୁ ସହେି ଦେଶକୁ ନଇେଯିବେ, ଯେ ହତେୁ ସେ ପ୍ରତିଜ୍ଞା କରିଛନ୍ତି। ବର୍ତ୍ତମାନ ସଠାେରେ କିଣାନୀଯମାନେ ବାସ କରୁଛନ୍ତି। କିନ୍ତୁ ପରମେଶ୍ବର ତୁମ୍ଭମାନଙ୍କର ପୂର୍ବପୁରୁଷଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ସେ ତୁମ୍ଭମାନଙ୍କୁ ସହେି ଦେଶ ଦବେେ।

12ତୁମ୍ଭେ ନିଶ୍ଚଯ ତୁମ୍ଭର ପ୍ରଥମଜାତ ପୁତ୍ରକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ଗୋରୁଗାଈମାନଙ୍କ ପ୍ରଥମଜାତ ପୁଂପଶୁ ସଦାପ୍ରଭୁଙ୍କୁ ଦବୋ ଉଚିତ୍।

13ତୁମ୍ଭେ ମଷେଶାବକ ଦଇେ ପ୍ରେତ୍ୟକକ ପ୍ରଥମଜାତ ଗଧକୁ ମୁକ୍ତ କରିପାରିବ। ଯଦି ତୁମ୍ଭେ ମୁକ୍ତ ନ କର, ତବେେ ତୁମ୍ଭେ ତା'ର ବକେକୁ ଭାଙ୍ଗି ଦବୋ ଉଚିତ୍। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ ହବେ। କିନ୍ତୁ ତୁମ୍ଭକୁ ତୁମ୍ଭର ପ୍ରଥମ ସନ୍ତାନ ପୁତ୍ରମାନଙ୍କୁ ମୁକ୍ତ କରିବାକୁ ହବେ।

14ଭବିଷ୍ଯତ ରେ ତୁମ୍ଭମାନଙ୍କର ସନ୍ତାନମାନେ ପଚାରିବେ, ତୁମ୍ଭେ କାହିଁକି ଏପରି କରୁଛ? ଏବଂ ସମାନେେ ପଚାରିବେ, 'ଏସବୁର ଅର୍ଥ କ'ଣ? ଏବଂ ତୁମ୍ଭର ଉତ୍ତର ହବେ, 'ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳ ରେ ମିଶରଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି। ଆମ୍ଭମାନେେ ସଠାେରେ ଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ସଠାରୁେ ବାହାର କରି ଏଠାକୁ ନଇେ ଆସିଛନ୍ତି।

15ମିଶର ରେ, ଫାରୋ ଥିଲେ ଅତି କଠାେର ମନା। ସେ ଆମ୍ଭକୁ ୟିବାକୁ ଦେଉନଥିଲେ, ତେଣୁ ସଠାେରେ ସଦାପ୍ରଭୁ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ, ପ୍ରଥମଜାତ ପଶୁମାନଙ୍କୁ ହତ୍ଯା କରିଥିଲେ। ସହେି କାରଣରୁ ଆମ୍ଭମାନେେ ପଶୁମାନଙ୍କର ପ୍ରଥମଜାତ ଅଣ୍ଡିରା ପଶୁ ଉତ୍ସର୍ଗ କରୁ କିନ୍ତୁ ଆମ୍ଭମାନଙ୍କ ପ୍ରଥମଜାତ ପୁତ୍ରମାନଙ୍କୁ ତାଙ୍କ ନିକଟରୁ କିଣି ଫରୋଇ ଆଣୁ।'

Exodus 13 illustration - Exodus Chapter 13

16ଏହା ଚିହ୍ନ ସ୍ବରୂପେ ତୁମ୍ଭ ହସ୍ତ ରେ ଓ ଭୂଷଣ ସ୍ବରୂପେ ତୁମ୍ଭ ଚକ୍ଷୁ ଦ୍ବଯର ମଧ୍ଯସ୍ଥାନ ରେ ରହିବ। ଯେ ହତେୁ ସଦାପ୍ରଭୁ ବାହୁବଳ ରେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ।

17ଏବଂ ତା'ପରେ ଯେତବେେଳେ ଫାରୋ ମାରେ ଲୋକମାନଙ୍କୁ ମିଶର ଛାଡିବାକୁ ଦେଲେ, ଯଦିଓ ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ୟିବା ପାଇଁ ନିକଟ ବାଟ ଥିଲା, ସଦାପ୍ରଭୁ, ସେ ପଥରେ ନେଲେ ନାହିଁ। ସଦାପ୍ରଭୁ କହିଲେ, ଯଦି ଲୋକମାନେ ଏ ବାଟରେ ୟାଆନ୍ତି। ସମାନଙ୍କେୁ ହୁଏତ ୟୁଦ୍ଧ କରିବାକୁ ପଡିପା ରେ। ତବେେ ହୁଏତ ସମାନେେ ତାଙ୍କର ମତ ପରିବର୍ତ୍ତନ କରି ପାରନ୍ତି ଓ ମିଶରକୁ ଫରେିୟାଇ ପାରନ୍ତି।

18ତେଣୁ ସଦାପ୍ରଭୁ ସମାନଙ୍କେୁ ଅନ୍ୟ ଏକ ପଥରେ ଆଗଇେ ନେଲେ। ସେ ସମାନଙ୍କେୁ ସୂପ ସମୁଦ୍ର ପ୍ରାନ୍ତର ମଧ୍ଯ ଦଇେ ଆଣିଲେ। ସମାନେେ ମିଶର ଛାଡିବା ସମୟରେ ଇଶ୍ରାୟେଲୀୟମାନେ ୟୁଦ୍ଧ ପାଇଁ ପୋଷାକ ପରିଧାନ କରିଥିଲେ।

19ମାଶାେ ଯୋଷଫଙ୍କେର ଅସ୍ତି ସାଙ୍ଗ ରେ ନଇେ ଆସିଲେ। ଯୋଷଫଙ୍କେ ମୃତ୍ଯୁ ପୂର୍ବରୁ ସେ ତାଙ୍କର ପୁତ୍ରମାନଙ୍କୁ ପ୍ରତିଜ୍ଞା କରାଇଥିଲେ, ଏପରି କରିବା ପାଇଁ। ଯୋଷଫେ କହିଥିଲେ, ଯେତବେେଳେ ପରମେଶ୍ବର ତୁମ୍ଭମାନଙ୍କୁ ରକ୍ଷା କରିବେ। ମନରେଖ ତୁମ୍ଭମାନେେ ମାରେ ଅସ୍ତି ତୁମ୍ଭମାନଙ୍କ ସହିତ ମିଶରରୁ ନଇୟିବେ।

20ଇଶ୍ରାୟେଲର ଲୋକମାନେ ସୁକ୍କୋତଠାରୁ ଛାଡ଼ି ଏଥମ ରେ ଛାଉଣୀ ସ୍ଥାପନ କଲେ। ଏଥମ ମରୁଭୂମି ନିକଟବର୍ତ୍ତୀ ଥିଲା।

Exodus 13 illustration - Exodus Chapter 13

21ସଦାପ୍ରଭୁ ସମାନଙ୍କେୁ ଆଗକୁ ପଥ କଢାଇ ନେଲେ, ଦିନ ବେଳେ ସଦାପ୍ରଭୁ ସମାନଙ୍କେୁ ମେଘସ୍ତମ୍ଭ ଦ୍ବାରା ରାସ୍ତା ଦଖାଇେଲେ ଏବଂ ରାତି ରେ ସେ ସମାନଙ୍କେୁ ଅଗ୍ନିସ୍ତମ୍ଭ ସାହାୟ୍ଯ ରେ ଆଗଇେ ନେଲେ।

22ଦିନ ସମୟରେ ସମାନଙ୍କେୁ ଘନ ବାଦଲ ଏ ରାତ୍ର ସମୟରେ ଆଲୋକ ସ୍ତମ୍ଭ ସମାନଙ୍କେ ସହିତ ସର୍ବଦା ରଖିଲେ।

Chapter Complete

You have read Exodus 13

22 verses