Lumina
Deuteronomy

Israel's Rebellions

Deuteronomy 9·Oriya Bible

1 ହେ ଇଶ୍ରାୟେଲର ଲୋକମାନେ, ଶକ୍ସ୍ଟଣ! ତୁମ୍ଭମାନେେ ଆଜି ୟର୍ଦ୍ଦନ ନଦୀ ପାର ହାଇେ ଯାଉଛ, ଜାତିମାନଙ୍କୁ ତଡିଦବୋ ପାଇଁ ଯାଉଅଛ ଯାହାକି ବୃହତ ଓ ତୁମ୍ଭମାନଙ୍କ ଅପେକ୍ଷା ଶକ୍ତିଶାଳୀ ଏବଂ ସମାନଙ୍କେର ବୃହତ ନଗରଗକ୍ସ୍ଟଡିକ ଏବଂ ସମାନଙ୍କେର ପ୍ରାଚୀରଗକ୍ସ୍ଟଡିକ ଆକାଶକକ୍ସ୍ଟ ଛକ୍ସ୍ଟଏଁ।

2ସହେି ଲୋକମାନେ ଅନାକୀଯମାନଙ୍କ ସନ୍ତାନ ବଳବାନ ଓ ଦୀର୍ଘକାଯ ତୁମ୍ଭେ ସମାନଙ୍କେୁ ଜାଣିଅଛ, ପକ୍ସ୍ଟଣି ସମାନଙ୍କେ ବିଷଯ ରେ ଏହା କକ୍ସ୍ଟହାୟିବାରକ୍ସ୍ଟ ଏହା ଶକ୍ସ୍ଟଣିଅଛ। ଯେ, ' ସମାନଙ୍କେ ସମ୍ମକ୍ସ୍ଟଖ ରେ କହେି ଛିଡା ହବୋକକ୍ସ୍ଟ ସାହାସ କରନ୍ତି ନାହିଁ।'

3ଏଣୁ ଆଜି ଏହା ଜ୍ଞାତ ହକ୍ସ୍ଟଅ, ଯେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ସ୍ବଯଂ ଗ୍ରାସକାରୀ ଅଗ୍ନିସକ୍ସ୍ଟରୂପ ହାଇେ ତକ୍ସ୍ଟମ୍ଭ ଆଗେ ଆଗେ ଗମନ କରୁଅଛନ୍ତି। ସମାନଙ୍କେୁ ସଂହାର କରିବେ ଓ ସମାନଙ୍କେୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ନତ କରିବେ। ତହିଁରେ ତକ୍ସ୍ଟମ୍ଭ ପ୍ରତି ସଦାପ୍ରଭୁଙ୍କ ବାକ୍ଯ ଅନକ୍ସ୍ଟସା ରେ ତୁମ୍ଭେ ସମାନଙ୍କେୁ ତଡି ଦବେ ଓ ସମାନଙ୍କେୁ ଶିଘ୍ର ବିନାଶ କରିବ।

4ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦଲୋପରେ ତୁମ୍ଭେ ଏପରି କକ୍ସ୍ଟହନାହିଁ ଯେ, 'ଆମ୍ଭମାନଙ୍କର ଧାର୍ମୀକତା ୟୋଗକ୍ସ୍ଟଁ ସଦାପ୍ରଭୁ ଆମ୍ଭକକ୍ସ୍ଟ ଏହି ଦେଶ ଅଧିକାର କରିବା ପାଇଁ ଏପରି କହିଛନ୍ତି।' ଯେ ହତେକ୍ସ୍ଟ ସହେି ଗୋଷ୍ଠୀଯ ଲୋକମାନଙ୍କ ଦକ୍ସ୍ଟଷ୍ଟତା ସକାଶକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦବେେ।

5ତୁମ୍ଭେ ଆପଣା ଧାର୍ମୀକତା ଅବା ହୃଦଯର ସରଳତା ହତେକ୍ସ୍ଟରକ୍ସ୍ଟ ସମାନଙ୍କେ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନକ୍ସ୍ଟ ହେଁ, ମାତ୍ର ଏହି ଗୋଷ୍ଠୀଯ ଲୋକମାନଙ୍କ ଦୃଷ୍ଟତାପାଇଁ ଆଉ ତୁମ୍ଭମାନଙ୍କର ପୁର୍ବପୁରୁଷ ଅବ୍ରହାମଙ୍କକ୍ସ୍ଟ, ଇସହାକ୍ ଓ ୟାକକ୍ସ୍ଟବଙ୍କକ୍ସ୍ଟ ଶପଥପୂର୍ବକ ଯେଉଁ ବାକ୍ଯ କହିଥିଲେ, ତାହା ସଫଳ କରିବାପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦବେେ।

Deuteronomy 9 illustration - Deuteronomy Chapter 9

6ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ଧାର୍ମୀକତା ହତେକ୍ସ୍ଟରକ୍ସ୍ଟ ତୁମ୍ଭକୁ ଏହି ଉତ୍ତମ ଦେଶ ଅଧିକାର କରିବାକୁ ଦେଉ ନାହାଁନ୍ତି। ଏହା ତୁମ୍ଭମାନେେ ଜାଣ, ଯେ ହତେକ୍ସ୍ଟ ତୁମ୍ଭମାନେେ ଜୀଦ୍ଖୋର ଲୋକ।

7ତୁମ୍ଭମାନେେ ଏହି ପ୍ରାନ୍ତର ମଧିଅରେ ସଦାପ୍ରଭୁ ଆପଣା ପରମେଶଓରଙ୍କୁ କିପରି କୋରଧ କରାଇ ଅଛ ତାହା ସ୍ମରଣ କର। ତୁମ୍ଭମାନେେ ତାହା ପାଶୋରି ୟାଅ ନାହିଁ। ତୁମ୍ଭେ ମିଶର ଦେଶରକ୍ସ୍ଟ ବାହାର ହବୋ ଦିନଠାରକ୍ସ୍ଟ ଏହି ସ୍ଥାନକକ୍ସ୍ଟ ଆସିବା ପର୍ୟ୍ଯନ୍ତ ତୁମ୍ଭମାନେେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହାଇେଅଛ।

8ତୁମ୍ଭମାନେେ ହାରେବେ ରେ ସଦାପ୍ରଭୁଙ୍କୁ କ୍ରୋଦ୍ଧ କରାଇଲ, ତହିଁରେ ସଦାପ୍ରଭୁ କୋର୍ଧ କରି ତୁମ୍ଭମାନଙ୍କୁ ବିନାଶ କରିବାକୁ ଉଦ୍ଯତ ହେଲେ।

9ଯେତବେେଳେ ମୁ ପ୍ରସ୍ତରଦ୍ବଯ ଅର୍ଥାତ୍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କୁ କୃତ ନିଯମର ଦକ୍ସ୍ଟଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକକ୍ସ୍ଟ ଗଲି। ସେତବେେଳେ ମୁ ପର୍ବତ ରେ ଚାଳିଶ ଦିନ ଓ ଚାଳିଶ ରାତି ରହିଲି, ମୁ ଖାଦ୍ୟ କିଅବା ଜଳପାନ ମଧ୍ଯ କଲିନାହିଁ।

10ତା'ପରେ ସଦାପ୍ରଭୁ ମାେତେ ପରମେଶ୍ବରଙ୍କ ଆଙ୍ଗକ୍ସ୍ଟଳି ଲିଖିତ ସହେି ଦକ୍ସ୍ଟଇ ପ୍ରସ୍ତର ଫଳକ ଦେଲେ। ସମସ୍ତ ବାକ୍ଯ ଯାହା ସଭାଦିନ ରେ ପର୍ବତର ଅଗ୍ନି ମଧ୍ଯରକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଲେ, ତାହାସବୁ ସଠାେରେ ଲଖିତ ହେଲା।

Deuteronomy 9 illustration - Deuteronomy Chapter 9

11ଆଉ ଚାଳିଶ ଦିନ ଓ ଚାଳିଶ ରାତ୍ରିର ଶଷେ ରେ ସଦାପ୍ରଭୁ ସହେି ଦକ୍ସ୍ଟଇ ପ୍ରସ୍ତରଫଳକ, ଅର୍ଥାତ ନିଯମର ପ୍ରସ୍ତରଫଳକ ମାେତେ ଦେଲେ।

12ସଦାପ୍ରଭୁ ମାେତେ କହିଲେ, 'ଉଠ' ଏସ୍ଥାନରକ୍ସ୍ଟ ଶୀଘ୍ର ତଳକକ୍ସ୍ଟ ୟାଅ, କାରଣ ତୁମ୍ଭେ ଯେଉଁ ଲୋକମାନଙ୍କୁ ମିଶରରକ୍ସ୍ଟ ବାହାର କରି ଆଣିଅଛ। ତୁମ୍ଭର ଲୋକମାନେ ସହେି ନିଜକକ୍ସ୍ଟ ଦକ୍ସ୍ଟର୍ନୀତି ଗ୍ରସ୍ଥ କରିଅଛନ୍ତି। ମୁ ସମାନଙ୍କେୁ ଯେଉଁ ପଥ ନିର୍ଦ୍ଦେଶ ଦଇେଥିଲି ତହିଁରକ୍ସ୍ଟ ସମାନେେ ଶୀଘ୍ର ବିମକ୍ସ୍ଟଖ ହେଲେ। ସମାନେେ ସମାନଙ୍କେ ନିମନ୍ତେ ଏକ ସ୍ବର୍ଣ୍ଣ ପ୍ରତିମା ନିର୍ମାଣ କରିଅଛନ୍ତି।'

13ସଦାପ୍ରଭୁ ମାେତେ କହିଲେ, 'ଆମ୍ଭେ ଏହି ଲୋକମାନଙ୍କୁ ଦେଖିଲକ୍ସ୍ଟ, ଆଉ ଏମାନେ ଶକ୍ତଗ୍ରୀବ ଲୋକ।

14ଆମ୍ଭକକ୍ସ୍ଟ ଛାଡି ଦିଅ, ତହିଁରେ ଆମ୍ଭେ ସମାନଙ୍କେୁ ସଐୂର୍ଣ୍ଣ ଭାବେ ଧ୍ବଂସ କରିବା ଓ ଆକାଶ ମଣ୍ତଳ ତଳକ୍ସ୍ଟ ସମାନଙ୍କେ ନାମ ଲୋପ କରିବା। ମାତ୍ର ଆମ୍ଭେ ତକ୍ସ୍ଟମ୍ଭଠାରକ୍ସ୍ଟ ସମାନଙ୍କେ ଅପେକ୍ଷା ଅଧିକା ବଳବତୀ ଓ ଏକ ମହାନ ଗୋ୍ଠି ଉତ୍ପନ୍ନ କରିବା।'

15ତହିଁରେ ମୁ ଫରେି ପର୍ବତ ତଳକକ୍ସ୍ଟ ଆସିଲି, ଆଉ ପର୍ବତ ଅଗ୍ନି ରେ ଜଳକ୍ସ୍ଟଥିଲା। ଆଉ ନିଯମର ସହେି ଦକ୍ସ୍ଟଇ ପ୍ରସ୍ତର ଫଳ ମାରେ ଦକ୍ସ୍ଟଇ ହସ୍ତ ରେ ଥିଲା।

Deuteronomy 9 illustration - Deuteronomy Chapter 9

16ଆଉ ମୁ ଦେଖିବାକକ୍ସ୍ଟ ପାଇଲି ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ପ୍ରତିକୂଳ ରେ ପାପ କରିଅଛ। ତୁମ୍ଭମାନେେ ଆପଣାମାନଙ୍କ ନିମନ୍ତେ ଛାଞ୍ଚ ରେ ଢଳା ଏକ ବାଛକ୍ସ୍ଟରୀ ନିର୍ମାଣ କରିଅଛ। ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ପଥ ବିଷଯ ରେ ଆଜ୍ଞା ଦଇେଥିଲେ, ତୁମ୍ଭମାନେେ ଶୀଘ୍ର ତହିଁରକ୍ସ୍ଟ ବିମକ୍ସ୍ଟଖ ହାଇେଅଛ।

17ତେଣୁ ମୁ ସହେି ପ୍ରସ୍ତରଫଳକ ଦ୍ବଯକକ୍ସ୍ଟ ତଳେ ଫିଗିଂ ଦଲେି ଏବଂ ତାହା ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ଭାଙ୍ଗିଗଲା।

18ତୁମ୍ଭମାନେେ କରିଥିବା ପାପର ପ୍ରାଯଶ୍ଚିତ କରାବା ପାଇଁ ଯାହାକି ସଦାପ୍ରଭୁଙ୍କୁ କୋରଧିତ କଲା, ମୁ ଚାଳିଶ ଦିନ ଓ ଚାଳିଶ ରାତି ଉପବାସ କଲି। ପ୍ରଥମ ଥର ପରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲି। ମୁ ଅନ୍ନ ଭୋଜନ କିଅବା ଜଳପାନ କଲିନାହିଁ।

19କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ଯେଉଁ କୋରଧ କଲେ, ସହେି କୋପ ଓ ପ୍ରଚଣ୍ତତା ଆଗ ରେ ମୁ ଭୟ କଲି, ମାତ୍ର ସଦାପ୍ରଭୁ ସେଥି ରେ ମଧ୍ଯ ମାରେ କଥା ଶୁଣିଲେ।

20ସଦାପ୍ରଭୁ ହାରୋଣଙ୍କକ୍ସ୍ଟ ବିନାଶ କରିବାପାଇଁ ଅତିଶଯ କୋପ କଲେ, ମୁ ସେ ସମୟରେ ମଧ୍ଯ ହାରୋଣଙ୍କ ପାଇଁ ପ୍ରାର୍ଥନା କଲି।

Deuteronomy 9 illustration - Deuteronomy Chapter 9

21ମୁ ତୁମ୍ଭମାନଙ୍କର ପାପପୂର୍ଣ ବସ୍ତକ୍ସ୍ଟକକ୍ସ୍ଟ ଦଗ୍ଧ କଲି। ତୁମ୍ଭମାନେେ ଛାଞ୍ଚ ରେ ଢଳାଇଥିବା ବାଛକ୍ସ୍ଟରିକକ୍ସ୍ଟ ଅଗ୍ନି ରେ ଦଗ୍ଧ କଲି। ତା'ପରେ ମୁ ଏହାକକ୍ସ୍ଟ ଚୂର୍ଣ୍ଣ କଲି ଏବଂ ଧୂଳି ପରି ସକ୍ସ୍ଟକ୍ଷ୍ମ ହବୋ ପର୍ୟ୍ଯନ୍ତ ମୁ ଏହାକକ୍ସ୍ଟ ଦଳିଲି। ତା'ପରେ ଢାଞ୍ଚା ନିର୍ମିତ ବାଛକ୍ସ୍ଟରିର ଭସ୍ମକକ୍ସ୍ଟ ଜଳଷୋର୍ତ ରେ ନିକ୍ଷପେ କଲି। ଯାହା ପର୍ବତରକ୍ସ୍ଟ ଆସକ୍ସ୍ଟଥିଲା।

22ତୁମ୍ଭମାନେେ ତବିଯରୋ ରେ ଓ ମଃସା ରେ ଓ କିବ୍ରୋତ୍ହତ୍ତାବା ରେ ସଦାପ୍ରଭୁଙ୍କୁ କୋରଧ କରାଇଲ।

23ଏହାପରେ ସଦାପ୍ରଭୁ ଯେଉଁ ସମୟରେ କାଦେଶ ବର୍ଣଯଠାେରକ୍ସ୍ଟ ତୁମ୍ଭମାନଙ୍କୁ ପଠାଇ କହିଲେ, 'ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦଇେଅଛୁ, ତୁମ୍ଭମାନେେ ଉଠିୟାଇ ଅଧିକାର କର।' ସେ ସମୟରେ ତୁମ୍ଭମାନେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ଆଜ୍ଞା ରେ ବିଦ୍ରୋହାଚାରୀ ହେଲ ଓ ତୁମ୍ଭମାନେେ ତାହାଙ୍କକ୍ସ୍ଟ ବିଶ୍ବାସ କଲନାହିଁ, କିଅବା ତାହାଙ୍କ କଥା ଶକ୍ସ୍ଟଣିଲ ନାହିଁ।

24ମୁ ତୁମ୍ଭମାନଙ୍କୁ ଜାଣିବା ଦିନଠାରକ୍ସ୍ଟ ତୁମ୍ଭମାନେେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହାଇେ ଆସିଅଛ।

25ଏହିପରି ମୁ ମକ୍ସ୍ଟହଁ ମାଡି ଚାଳିଶ ଦିନ ଚାଳିଶରାତି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପଡି ରହିଲି। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବାକୁ କହିଥିଲେ।

Deuteronomy 9 illustration - Deuteronomy Chapter 9

26ମୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲି, ହେ ପ୍ରଭକ୍ସ୍ଟ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକଙ୍କକ୍ସ୍ଟ ଓ ଆପଣା ଅଧିକାର କକ୍ସ୍ଟ ବିନାଶ କରନାହିଁ। ତୁମ୍ଭେ ଆପଣା ମହିମା ରେ ସମାନଙ୍କେୁ ମକ୍ସ୍ଟକ୍ତ କରିଅଛ, ତୁମ୍ଭେ ସମାନଙ୍କେୁ ବଳବାନ୍ ହସ୍ତଦ୍ବାରା ମିଶରରକ୍ସ୍ଟ ବାହାର କରି ଆଣିଅଛ।

27ଅବ୍ରହାମ, ଇସହାକ୍ ଓ ୟାକକ୍ସ୍ଟବ ତୁମ୍ଭର ଏହି ଦାସମାନଙ୍କୁ ସ୍ମରଣ କର। ଏହି ଲୋକମାନଙ୍କର ଅବାଧ୍ଯତା ପ୍ରତି କି ସମାନଙ୍କେ ଦକ୍ସ୍ଟଷ୍ଟତା ପ୍ରତି କିଅବା ସମାନଙ୍କେର ପାପ ପ୍ରତି ଦୃଷ୍ଟି ଦିଅ ନାହିଁ।

28ସହେି ଦେଶ, ଯେଉଁ ଦେଶରକ୍ସ୍ଟ ତୁମ୍ଭେ ସମାନଙ୍କେୁ ବାହାର କରି ଆଣିଛ ତକ୍ସ୍ଟମ୍ଭ ବିଷଯ ରେ କହିବା ସମାନେେ କହିବେ, 'ସଦାପ୍ରଭୁ ଏମାନଙ୍କୁ ଯେଉଁ ଦେଶ ଦବୋକକ୍ସ୍ଟ ପ୍ରତିଜ୍ଞା କରିଥିଲେ, ସଠାେକକ୍ସ୍ଟ ସମାନଙ୍କେୁ ନଇୟିବୋକକ୍ସ୍ଟ ସମର୍ଥ ହେଲେ ନାହିଁ ଏବଂ ସେ ସମାନଙ୍କେୁ ଯେ ହତେକ୍ସ୍ଟ ଘୃଣା କଲେ। ତେଣୁ ସେ ଏହି ପ୍ରାନ୍ତର ରେ ସମାନଙ୍କେୁ ହତ୍ଯା କରିବାକୁ ବାହାର କରି ଆଣିଛନ୍ତି।'

29ତଥାପି ସମାନେେ ତ ତୁମ୍ଭମାନଙ୍କର ଲୋକ ଅଟନ୍ତି ଓ ତୁମ୍ଭର ଅଧିକାର ସମାନଙ୍କେ ଉପରେ ଅଛି। ତୁମ୍ଭେ ସମାନଙ୍କେୁ ଆପଣା ମହାଶକ୍ତି ଓ ବିସ୍ତାରିତ ବାହକ୍ସ୍ଟଦ୍ବାରା ବାହାର କରି ଆଣିଅଛ।

Chapter Complete

You have read Deuteronomy 9

29 verses