Lumina
Deuteronomy

Defeat of Og; Moses' Plea

Deuteronomy 3·Oriya Bible

1ଆମ୍ଭମାନେେ ଫରେି ବାଶନକକ୍ସ୍ଟ ଗଲକ୍ସ୍ଟ। ବାଶନର ରାଜା ଓଗ୍ ଏବଂ ତାହାର ସମସ୍ତ ପ୍ରଜା ଆମ୍ଭ ସହିତ ୟକ୍ସ୍ଟଦ୍ଧ କରିବାକୁ ଇଦ୍ରିଯୀକି ବାହାରି ଆସିଲେ।

2ସଦାପ୍ରଭୁ ମାେତେ କହିଲେ, 'ଓଗ୍କକ୍ସ୍ଟ ଭୟ କର ନାହିଁ, ମୁ ନିଷ୍ପତ୍ତି ନଇେଛି ଯେ ତାକକ୍ସ୍ଟ ତୁମ୍ଭମାନଙ୍କ ଆଗ ରେ ସମର୍ପଣ କରିବି। ମୁ ମଧ୍ଯ ତାଙ୍କର ସମସ୍ତ ଲୋକମାନଙ୍କୁ ଓ ଦେଶସବୁ ତୁମ୍ଭକୁ ଦବେି। ଅମ୍ ମାରେୀଯ ରାଜା ସିୟୋନ ୟିଏକି ସଷବୋ ରେ ରାଜତ୍ବ କରୁଥିଲେ, ସହେିପରି ତାହା ପ୍ରତି ମଧ୍ଯ କରିବ।'

3ତେଣୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ବାଶନର ରାଜା ଓଗ୍ ଉପରେ ଆମ୍ଭକକ୍ସ୍ଟ ବିଜଯ ପ୍ରଦାନ ଦେଲେ। ଆମ୍ଭମାନେେ ତାଙ୍କୁ ଏବଂ ତାଙ୍କର ସମସ୍ତ ଲୋକମାନଙ୍କୁ ହତ୍ଯା କଲକ୍ସ୍ଟ, ଏବଂ କହେି ଜଣବେି ରହିଲେ ନାହିଁ।

4ଆମ୍ଭମାନେେ ତାଙ୍କର ସମସ୍ତ ନଗର ହସ୍ତଗତ କଲକ୍ସ୍ଟ। ଯଥା ତାଙ୍କର ଥିବା ଷାଠିଏଟିୟାକ ନଗର, ଅର୍ଗୋବର ସମସ୍ତ ଅଞ୍ଚଳ ଅର୍ଥାତ୍ ବାଶନସ୍ଥ ଓଗ୍ର ରାଜ୍ଯ ଆମ୍ଭେ ହସ୍ତଗତ କଲକ୍ସ୍ଟ।

5ସମସ୍ତ ନଗର ଗକ୍ସ୍ଟଡିକ ସକ୍ସ୍ଟରକ୍ଷିତ ଥିଲା। ସଗେକ୍ସ୍ଟଡିକର ଉଚ୍ଚ ପ୍ରାଚୀର ଥିଲା, ଦ୍ବାରଥିଲା ଓ ଅର୍ଗଳ ରେ ସକ୍ସ୍ଟରକ୍ଷିତ ଥିଲା। ଏପରି ମଧ୍ଯ କେତକେ ନଗର ଥିଲା ଯାହାର ପ୍ରାଚୀର ନ ଥିଲା।

Deuteronomy 3 illustration - Deuteronomy Chapter 3

6ହିଷ୍ବୋନ ରାଜା ସୀହାନଙ୍କେକ୍ସ୍ଟ ଯେପରି କରିଥିଲେ, ସହେିପରି ଏଠା ରେ ଆମ୍ଭେ ସମସ୍ତଙ୍କକ୍ସ୍ଟ ଏପରି କି ସ୍ତ୍ରୀ ଓ ପିଲାମାନଙ୍କୁ ମଧ୍ଯ ବିନାଶ କଲକ୍ସ୍ଟ।

7କିନ୍ତୁ ଆମ୍ଭମାନେେ ସମସ୍ତ ପଶକ୍ସ୍ଟ ଏବଂ ନଗରରକ୍ସ୍ଟ ଲକ୍ସ୍ଟଟିତ ଦ୍ରବ୍ଯସବୁ ନିଜ ନିଜ ପାଇଁ ଗ୍ରହଣ କଲକ୍ସ୍ଟ।

8ଏହି ପ୍ରକାର ରେ, ଆମ୍ଭମାନେେ ୟର୍ଦ୍ଦନର ପୂର୍ବ ପାରିସ୍ଥ ଇ ମାରେୀଯମାନଙ୍କ ଦକ୍ସ୍ଟଇ ରାଜାଙ୍କର ହାତରକ୍ସ୍ଟ ଅର୍ଣୋନ ଉପତ୍ୟକା ଠାରକ୍ସ୍ଟ ହର୍ମୋଣ ପର୍ବତ ପର୍ୟ୍ଯନ୍ତ ସମସ୍ତ ଦେଶ ହସ୍ତଗତ କଲକ୍ସ୍ଟ।

9ସୀଦୋନୀଯମାନେ ସହେି ହର୍ମୋଣକକ୍ସ୍ଟ ସିରିଯୋନ କହନ୍ତି ଓ ଇ ମାରେୀଯମାନେ ତାହାକକ୍ସ୍ଟ ସନୀର କହନ୍ତି।

10ଆମ୍ଭମାନେେ ସମତଳ ଭୂମିର ସମସ୍ତ ସହର, ସଲଖା ଓ ଇନ୍ଦ୍ରିଯୀ ପର୍ୟ୍ଯନ୍ତ ସମସ୍ତ ଗିଲିଯଦ ଓ ସମସ୍ତ ବାଶନ୍ ଅର୍ଥାତ୍ ବାଶନସ୍ଥିତ ଓଗ୍ ରାଜ୍ଯର ସମସ୍ତ ନଗର ହସ୍ତଗତ କଲକ୍ସ୍ଟ।

Deuteronomy 3 illustration - Deuteronomy Chapter 3

11ଅବଶିଷ୍ଟ ରଫାଯୀଯମାନଙ୍କ ମଧ୍ଯରକ୍ସ୍ଟ କବଳେ ବାଶନରାଜା ଓଗ୍ ଅବଶିଷ୍ଟ ରହିଲା। ଓଗ୍ର ଖଟଟି ଲକ୍ସ୍ଟହା ରେ ତିଆରି ହାଇେଥିଲା। ଏହାର ଲମ୍ବ ଥିଲା ନଅ ହାତ ଓ ପ୍ରସ୍ଥ ଥିଲା ଚାରିହାତ। ସହେି ଖଟଟି ଏବେ ମଧ୍ଯ ରହବୋ ରେ ଅଛି ଯେଉଁଠା ରେ ଅମ୍ମାନେ ସନ୍ତାନଗଣ ବାସ କରୁଛନ୍ତି।

12ତେଣୁ ଆମ୍ଭମାନେେ ଅର୍ନୋନ ଉପତ୍ୟକା ନିକଟସ୍ଥ ଆରୋଯରଠାରକ୍ସ୍ଟ ସହେି ସମସ୍ତ ଦେଶ ନିଜର କରଗତ କଲକ୍ସ୍ଟ, ସେଥିରକ୍ସ୍ଟ ମୁ ଗିଲିଯଦର ପର୍ବତମଯ ଦେଶର ଅର୍ଦ୍ଧକେ ଓ ତାହାର ନଗରଗୁଡିକୁ ରକ୍ସ୍ଟବନେ ବଂଶକକ୍ସ୍ଟ ଓ ଗାଦ୍ ବଂଶକକ୍ସ୍ଟ ଦଲେି।

13ମୁ ଗିଲିଯଦର ଅବଶିଷ୍ଟ ଅଂଶ ଓ ସମସ୍ତ ବାଶନ ରାଜ୍ଯ ଅର୍ଥାତ ଓଗର ରାଜ୍ଯ, ସମକ୍ସ୍ଟଦାଯ ବାଶନ ସହିତ ଅର୍ଗୋବର ତାବତ୍ ଅଞ୍ଚଳ ମନଃଶିର ଅର୍ଦ୍ଧ ପରିବାରବର୍ଗ।

14ମନଃଶିର ପକ୍ସ୍ଟତ୍ର ୟାଯୀର ଗଶ୍ବରୀଯ ଓ ମାଖାଥୀଯ ସୀମା ପର୍ୟ୍ଯନ୍ତ ଅର୍ ଗୋବର(ବାଶନର) ସମସ୍ତ ଅଞ୍ଚଳ ଅଧିକାର କଲେ। ସହେି ଅଞ୍ଚଳକକ୍ସ୍ଟ ତାଙ୍କ ପରେ ନାମ କରଣ କରାଗଲା, ତେଣୁ ଆଜି ପର୍ୟ୍ଯନ୍ତ ବାଶନକକ୍ସ୍ଟ ହବୋତ୍-ୟାଯୀର ବୋଲି ଡକାୟାଏ।

15ମୁ ଗିଲିଯଦ ମଖୀରକକ୍ସ୍ଟ ଦଲେି।

Deuteronomy 3 illustration - Deuteronomy Chapter 3

16ଏବଂ ଗିଲିଯଦ ଠାରକ୍ସ୍ଟ ଅର୍ନୋନ୍-ଉପତ୍ୟକା ପର୍ୟ୍ଯନ୍ତ ସମସ୍ତ ଭୂମି ଏବଂ ଉପତ୍ୟକାର ମଧ୍ଯସ୍ଥାନ ଓ ତାହାର ସୀମା ସମସ୍ତ ଏବଂ ସଠାେରକ୍ସ୍ଟ ଅେମ୍ମାନୀୟମାନଙ୍କର ସୀମା ଯଦ୍ଦୋକ୍ ନଦୀ ପର୍ୟ୍ଯନ୍ତ ମୁ ରକ୍ସ୍ଟବନେ ଓ ଗାଦ ଗୋଷ୍ଠୀକକ୍ସ୍ଟ ଦଲେି।

17ତାହାର ପଶ୍ଚମ ସୀମା ପର୍ୟ୍ଯନ୍ତ ୟର୍ଦ୍ଦନ ନଦୀ ମରକ୍ସ୍ଟଭୂମି ଥିଲା। ଉତ୍ତର ରେ କିନ୍ନରତେ ସମକ୍ସ୍ଟଦ୍ରଠାରକ୍ସ୍ଟ ଲବଣ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଦକ୍ଷିଣ ରେ ପିସ୍ଗାର ଗଡାଣିଠାରକ୍ସ୍ଟ ପୂର୍ବ ପର୍ୟ୍ଯନ୍ତ।

18 ସହେି ସମୟରେ ମୁ ସହେି ଗୋଷ୍ଠୀଯମାନଙ୍କୁ ନିର୍ଦ୍ଦେଶ ଦଇେ କହିଲି: 'ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ବାସ କରିବାକୁ ଏହି ୟର୍ଦ୍ଦନ କୂଳସ୍ଥ ଦେଶ ଦଇେଛନ୍ତି। କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କେ ମଧ୍ଯରକ୍ସ୍ଟ ବୀର ଗୋଷ୍ଠୀଯମାନେ ସୂସଜ୍ଜ ହାଇେ ତୁମ୍ଭମାନଙ୍କ ଭାଇମାନଙ୍କର ଇଶ୍ରାୟେଲ-ସନ୍ତାନମାନଙ୍କ ସମ୍ମିଖ ରେ ପାର ହାଇଯେିବେ।

19ତୁମ୍ଭମାନଙ୍କର ସ୍ତ୍ରୀ, ତୁମ୍ଭମାନଙ୍କର େଛାଟପିଲା ଏବଂ ତୁମ୍ଭର ପଶକ୍ସ୍ଟମାନେ ଏହିଠା ରେ ବାସ କରିବେ। ମୁ ତୁମ୍ଭମାନଙ୍କୁ ଯେଉଁ ନଗର ଗକ୍ସ୍ଟଡିକ ଦଇେଛି। ମୁ ଜାଣେ ତୁମ୍ଭମାନଙ୍କର ଅନକେ ପଶକ୍ସ୍ଟ ଅଛନ୍ତି।

20କିନ୍ତୁ ତୁମ୍ଭମାନେେ ତୁମ୍ଭମାନଙ୍କର ଇଶ୍ରାୟେଲୀୟ ଭାତୃଗଣମାନଙ୍କୁ ସାହାୟ୍ଯ କର। ଯେ ପର୍ୟ୍ଯନ୍ତ ସମାନେେ ସଦାପ୍ରଭୁଙ୍କ ଦତ୍ତ ୟର୍ଦ୍ଦନ ସପୋରିସ୍ଥ ଭୂମିରେ ବାସ କରନ୍ତି। ସମାନେେ ତୁମ୍ଭମାନଙ୍କ ପରି ଭୂମି ପାଇବା ପ୍ରର୍ୟ୍ଯନ୍ତ, ସମାନଙ୍କେୁ ସାହାୟ୍ଯ କର। ଏହାପରେ ତୁମ୍ଭମାନେେ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦିଆୟାଇଥିବା ଏହି ନିଜ ନିଜ ଦେଶକକ୍ସ୍ଟ ଫରେିୟିବ।'

Deuteronomy 3 illustration - Deuteronomy Chapter 3

21ଏହାପରେ ମୁ ଯିହାଶୂେୟଙ୍କକ୍ସ୍ଟ ଆଜ୍ଞା ଦଇେ କହିଲି, 'ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଏହି ଦକ୍ସ୍ଟଇ ରାଜାଙ୍କ ପାଇଁ ଯାହା କରିଛନ୍ତି ତୁମ୍ଭେ ତାହା ଦେଖିଛ। ତୁମ୍ଭେ ଯେଉଁ ରାଜ୍ଯକକ୍ସ୍ଟ ଯାଉଛ ସମାନଙ୍କେ ପାଇଁ ସଦାପ୍ରଭୁ ସହେିପରି କରିବେ।

22ତୁମ୍ଭମାନେେ ସମାନଙ୍କେୁ ଭୟ କରନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କ ସପକ୍ଷ ରେ ୟକ୍ସ୍ଟଦ୍ଧ କରିବେ।'

23ଏହାପରେ ମୁ ସଦାପ୍ରଭୁଙ୍କୁ ଅନକ୍ସ୍ଟ ରୋଧ କଲି।

24' ହେ ସଦାପ୍ରଭୁ, ତୁମ୍ଭେ ଆପଣା ଦାସ ନକଟ ରେ ଆପଣା ମହିମା ଓ ବଳବାନ ହସ୍ତ ପ୍ରକାଶ କରିବାକୁ ଆରମ୍ଭ କରିଅଛ। ତୁମ୍ଭର କ୍ରିଯା ତିଲ୍ଯ ଓ ତୁମ୍ଭର ପରାକ୍ରାନ୍ତ କର୍ମତିଲ୍ଯ ଯେ କରିପା ରେ, ସ୍ବର୍ଗ ରେ କି ମର୍ତ୍ତ ରେ ଏମନ୍ତ ପରମେଶ୍ବର ଆଉ କିଏ ଅଛି।'

25ମୁ ବିନତି କରୁଛି, ମାେତେ ସପୋରିକି ୟିବାକକ୍ସ୍ଟ ଦିଅ, ୟର୍ଦ୍ଦନର ସପୋରିସ୍ଥ ସହେି ଉତ୍ତମ ଦେଶ, ସହେି ରମଣୀଯ ପର୍ବତ ଓ ଲିବାନୋନ୍ ଦେଖିବାକକ୍ସ୍ଟ ଦିଅ।'

Deuteronomy 3 illustration - Deuteronomy Chapter 3

26ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମାେ ଉପରେ କୋରଧ କଲେ ଓ ମାେ କଥା ଶୁଣିଲେ ନାହିଁ। ଆଉ ସଦାପ୍ରଭୁ ମାେତେ କହିଲେ, 'ତୁମ୍ଭର ୟଥେଷ୍ଟ ହେଲାଣି। ଏ ବିଷଯ ରେ ଆମ୍ଭକକ୍ସ୍ଟ ଆଉ କକ୍ସ୍ଟହ ନାହିଁ।

27ପିସ୍ଗାର ଶୃଙ୍ଗକକ୍ସ୍ଟ ଚଢିୟାଅ, ଆଉ ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ପୂର୍ବ ଆଡେ ତକ୍ସ୍ଟମ୍ଭ ନିଜ ଆଖି ରେ ସହେି ଦେଶକକ୍ସ୍ଟ ଦେଖ, କାରଣ ତୁମ୍ଭେ କବେେ ୟର୍ଦ୍ଦନ ନଦୀ ପାର ହବେ ନାହିଁ।

28କିନ୍ତୁ ଯିହାଶୂେୟଙ୍କକ୍ସ୍ଟ ଆଜ୍ଞା ଦିଅ, ତାହାକକ୍ସ୍ଟ ସାହାସ ଦିଅ ଓ ତାହାକକ୍ସ୍ଟ ବଳବାନ କରାଅ। କାରଣ ସେ ଏହି ଲୋକମାନଙ୍କର ଆଗେ ଆଗେ ପାର ହାଇୟିବେ। ତକ୍ସ୍ଟମ୍ଭମାନେ ଯେଉଁ ଦେଶ ଦେଖିବ। ତାହା ସେ ସମାନଙ୍କେୁ ଅଧିକାର କରାଇବେ।'

29ଏହିରୂପେ ଆମ୍ଭମାନେେ ବୈତ୍ପିୟୋର ସମ୍ମକ୍ସ୍ଟଖସ୍ଥିତ ଉପତ୍ୟକା ରେ ବାସକଲକ୍ସ୍ଟ।

Chapter Complete

You have read Deuteronomy 3

29 verses