Lumina
Deuteronomy

Laws of the Assembly

Deuteronomy 23·Oriya Bible

1ଚକ୍ସ୍ଟର୍ଣ୍ଣ କୋଷ କିଅବା ଛିନ୍ନଲିଙ୍ଗ ବ୍ଯକ୍ତି ସଦାପ୍ରଭୁଙ୍କ ସମାଜ ରେ ପ୍ରବେଶ କରିବ ନାହିଁ।

2ଯଦି କୌଣସି ଲୋକର ପିତାମାତାଙ୍କର ବିବାହ ନିଯମାନକ୍ସ୍ଟୟାଯୀ ହାଇନେଥାଏ ତବେେ ସହେିଲୋକ ଏବଂ ତାଙ୍କର ବଂଶଧରମାନେ ଦଶ ପୁରୁଷ ପର୍ୟ୍ଯନ୍ତ ସଦାପ୍ରଭୁଙ୍କ ଧାର୍ମିକ ସମାଜ ରେ ପ୍ରବେଶ କରିପାରିବେ ନାହିଁ।

3ଅେମ୍ମାନୀୟ କି ମାୟୋବୀଯ ଲୋକ ଏବଂ ତାଙ୍କର ଦଶ ପୁରୁଷ ପର୍ୟ୍ଯନ୍ତ ମଧ୍ଯ ସଦାପ୍ରଭୁଙ୍କ ଧାର୍ମିକ ସମାଜ ରେ ପ୍ରବେଶ କରିପାରିବ ନାହିଁ।

4କାରଣ ତୁମ୍ଭମାନେେ ମିଶରରକ୍ସ୍ଟ ବାହାର ହାଇେ ଆସିବା ବେଳେ ସହେି ସମୟରେ ସମାନେେ ଅନ୍ନଜଳ ସହିତ ତୁମ୍ଭମାନଙ୍କୁ ପଥରେ ଭଟେିଲେ ନାହିଁ। ପକ୍ସ୍ଟଣି ସମାନେେ ତୁମ୍ଭମାନଙ୍କୁ ଶାପଦବୋ ନିମନ୍ତେ ମସେୋପଟାମିଆର ପଥୋର ସହର ନିବାସୀ ବିଲିଯମକକ୍ସ୍ଟ ପାରଶ୍ରମିକ ଦେଲେ।

5ତଥାପି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ବିଲିଯମର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ପ୍ ରମେ କରିବାରକ୍ସ୍ଟ ସହେି ଶାପକକ୍ସ୍ଟ ଲେଉଟାଇ ଆଶୀର୍ବାଦ କଲେ।

Deuteronomy 23 illustration - Deuteronomy Chapter 23

6ତୁମ୍ଭେ ଜାବଜ୍ଜୀବନ ଅନନ୍ତକାଳ ପର୍ୟ୍ଯନ୍ତ ଅେମ୍ମାନୀୟ ଓ ମାୟୋବୀଯ ସନ୍ତାନମାନଙ୍କ ଶାନ୍ତି ଓ ମଙ୍ଗଳ ଲୋଡିବ ନାହିଁ।

7ତୁମ୍ଭମାନେେ ଇଦୋମୀଯ ଲୋକମାନଙ୍କୁ ଘୃଣା କରିବା ଉଚିତ୍ ନକ୍ସ୍ଟ ହେଁ। କାରଣ ସମାନେେ ତୁମ୍ଭମାନଙ୍କର ଭାଇ ଅଟନ୍ତି ଏବଂ ତୁମ୍ଭମାନେେ ମିଶରୀଯମାନଙ୍କୁ ଘୃଣା କରିବା ଉଚିତ୍ ନକ୍ସ୍ଟ ହେଁ କାରଣ ତୁମ୍ଭମାନେେ ସମାନଙ୍କେ ଦେଶ ରେ ବିଦେଶୀପରି ବାସ କରୁଥିଲ।

8ସମାନଙ୍କେ ତୃତୀୟ ପୁରୁଷପରେ, ସମାନେେ ସଦାପ୍ରଭୁଙ୍କ ସମାଜ ରେ ପ୍ରବେଶ କରିପାରିବେ।

9ଯେତବେେଳେ ତୁମ୍ଭମାନେେ ଆପଣା ଶତୃମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବ। ତୁମ୍ଭମାନଙ୍କୁ ଯାହା ଅପବିତ୍ର କରିବ ତାହାଠାରକ୍ସ୍ଟ ଦୂ ରଇେ ରହିବ।

10ତୁମ୍ଭମାନଙ୍କ ମଧିଅରେ ଯବେେ କୌଣସି ବ୍ଯକ୍ତି ରାତ୍ରି ଘଟିତ କୌଣସି ଅଶକ୍ସ୍ଟଚିତା ରେ ଅଶକ୍ସ୍ଟଚି ହକ୍ସ୍ଟଏ, ତବେେ ସେ ଛାଉଣୀ ଭିତରକ୍ସ୍ଟ ବାହାରି ୟିବ। ସେ ଛାଉଣୀ ମଧିଅରେ ପ୍ରବେଶ କରିବ ନାହିଁ।

Deuteronomy 23 illustration - Deuteronomy Chapter 23

11ମାତ୍ର ମନ୍ଧ୍ଯା ଉପସ୍ଥିତ ହେଲେ ସେ ଜଳ ରେ ସ୍ନାନ କରିବ ଓ ସୂର୍ୟ୍ଯସ୍ତ ହବୋପରେ ସେ ଛାଉଣୀ ମଧ୍ଯକକ୍ସ୍ଟ ପ୍ରବେଶ କରିବ।

12ତୁମ୍ଭେ ମଧ୍ଯ ବାହାରକକ୍ସ୍ଟ ୟିବା ନିମନ୍ତେ ଛାଉଣି ବାହା ରେ ଏକସ୍ଥାନ କରିବ।

13ତୁମ୍ଭେ ଆପଣା ସାମଗ୍ରୀ ସଙ୍ଗେ ଗୋଟିଏ କୋଦାଳ ରଖିବ। ତୁମ୍ଭେ ଏକ ଗର୍ତ୍ତ ଖାେଳିବା ଉଚିତ୍ ଓ ଅନ୍ତନାଡିରକ୍ସ୍ଟ ଯାହା ବାହା ରେ ତାକକ୍ସ୍ଟ ପୋତି ପକାଇବା ଉଚିତ୍ ।

14ତୁମ୍ଭକୁ ରକ୍ଷା କରିବା ପାଇଁ ଓ ତକ୍ସ୍ଟମ୍ଭ ହସ୍ତ ରେ ତୁମ୍ଭର ଶତୃମାନଙ୍କୁ ସମର୍ପଣ କରିବ ପାଇଁ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ଛାଉଣୀ ମଧିଅରେ ଗମନାଗମନ କରନ୍ତି। ଏଥିପାଇଁ ସେ ଯେପରି ତୁମ୍ଭମାନଙ୍କ ମଧିଅରେ ଲଜ୍ଜାକର ବିଷଯ ନ ଦେଖନ୍ତି ଓ ତକ୍ସ୍ଟମ୍ଭ ନିକଟରକ୍ସ୍ଟ ବିମକ୍ସ୍ଟଖ ନ ହକ୍ସ୍ଟଅନ୍ତି। ଏଥିପାଇଁ ତୁମ୍ଭର ଛାଉଣୀ ସର୍ବଦା ପବିତ୍ର ହବୋ ଉଚିତ୍।

15ଯଦି ଜଣେ ଦାସ ତା'ର ମକ୍ସ୍ଟନିବ ନିକଟରକ୍ସ୍ଟ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ପଳାଇ ଆସିବ, ତବେେ ତୁମ୍ଭେ ତାକକ୍ସ୍ଟ ତା'ର ମକ୍ସ୍ଟନିବଙ୍କ ହସ୍ତ ରେ ସମର୍ପଣ କରିବ ନାହିଁ।

Deuteronomy 23 illustration - Deuteronomy Chapter 23

16ସେ ତୁମ୍ଭର କୌଣସି ଏକ ନଗର ଦ୍ବାର ମଧିଅରେ ଆପଣା ଇଚ୍ଛାମତେ ମନୋନୀତ ସ୍ଥାନ ରେ ତକ୍ସ୍ଟମ୍ଭ ମଧିଅରେ ବାସ କରିବା ଉଚିତ୍, ତୁମ୍ଭମାନେେ ତାକକ୍ସ୍ଟ ଶୋଷଣ କିଅବା ଠକିବା ଉଚିତ୍ ନକ୍ସ୍ଟ ହେଁ।

17ଇଶ୍ରାୟେଲର ସ୍ତ୍ରୀଲୋକ ବା ପୁରୁଷ କହେି ମନ୍ଦିରର ବେଶ୍ଯାରୂପେ ସବୋ କରିବା ଉଚିତ୍ ନିହଁ।

18ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ଯାର ବତନେ କିଅବା କକ୍ସ୍ଟକକ୍ସ୍ଟରର ମୂଲ୍ଯ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଗୃହକକ୍ସ୍ଟ ଆଣିବ ନାହିଁ। କାରଣ ସେ ଉଭୟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଘୃଣ୍ଯ ଅଟନ୍ତି।

19ତୁମ୍ଭେ ଯେତବେେଳେ ଅନ୍ୟ ଇଶ୍ରାୟେଲକକ୍ସ୍ଟ ଋଣ ଦିଅ, ତା'ର ସକ୍ସ୍ଟଧ ମାଗ ନାହିଁ। ତାକକ୍ସ୍ଟ ସକ୍ସ୍ଟନା, ରୂପା, ଖାଦ୍ୟଦ୍ରବ୍ଯ କିଅବା ଅନ୍ୟ କିଛି ସକ୍ସ୍ଟଧ ନିଅ ନାହିଁ। ଯାହା ଜଣେ ବ୍ଯକ୍ତି ଦଇପୋରିବ।

20ତୁମ୍ଭମାନେେ ବିଦେଶୀମାନଙ୍କଠାରକ୍ସ୍ଟ ସକ୍ସ୍ଟଧ ଗ୍ରହଣ କରିପାରିବ। କିନ୍ତୁ ତୁମ୍ଭମାନେେ କୌଣସି ଇଶ୍ରାୟେଲ ଲୋକଠାରକ୍ସ୍ଟ ସକ୍ସ୍ଟଧ ନବୋ ଉଚିତ୍ ନକ୍ସ୍ଟହଁ। ତେଣୁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭେ ଯାହା କରୁଛ ପ୍ରେତ୍ୟକକର ଆଶୀର୍ବାଦ କରିବେ, ଯାହା ତୁମ୍ଭେ ଅଧିକାର କରିବା ପାଇଁ ଯାଉଛ। ତୁମ୍ଭେ ଏହି ନିଯମ ଅନକ୍ସ୍ଟସରଣ କର, ତବେେ ତୁମ୍ଭେ ତକ୍ସ୍ଟମ୍ଭ ସଦାପ୍ରଭୁ ପରମେଶ୍ବରଙ୍କର ଆଶୀର୍ବାଦର ପାତ୍ର ହବେ। ସଦାପ୍ରଭୁ ତୁମ୍ଭକୁ ସବୁ କାର୍ୟ୍ଯ ରେ ତୁମ୍ଭକୁ ଆଶୀର୍ବୀଦ କରିବେ।

Deuteronomy 23 illustration - Deuteronomy Chapter 23

21ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦେଶ୍ଯ ରେ ତୁମ୍ଭେ ମାନସିକ କଲେ ତାହା ଦବୋକକ୍ସ୍ଟ ବିଳମ୍ବ କରିବ ନାହିଁ। କାରଣ ତାହା ତୁମ୍ଭର ପାପ ହବେ। ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଅବଶ୍ଯ ତକ୍ସ୍ଟମ୍ଭଠାରକ୍ସ୍ଟ ତାହା ଆଦାଯ କରିବେ।

22କିନ୍ତୁ ଯଦି ତୁମ୍ଭେ ମାନସିକ ନକର ତବେେ ତହିଁରେ ତୁମ୍ଭର ପାପ ହବେ ନାହିଁ।

23ଯାହା ତକ୍ସ୍ଟମ୍ଭ ଓଠରକ୍ସ୍ଟ ନିର୍ଗତ ହାଇେଅଛି, ତାହା କରିବାକୁ ମନୋୟୋଗ କରିବ। ତୁମ୍ଭେ ନିଜ ମକ୍ସ୍ଟଖ ରେ ପ୍ରତିଜ୍ଞା କର ଯେପରି ସ୍ବେଚ୍ଛାଦତ ଉପହାର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ମାନସିକ କରିଅଛ, ସହେି ଅନକ୍ସ୍ଟସା ରେ କରିବ।

24ତୁମ୍ଭେ ଆପଣା ପ୍ରତିବେଶୀର ଦ୍ରାକ୍ଷା କ୍ଷେତ୍ରକକ୍ସ୍ଟ ଗଲେ ସ୍ବେଚ୍ଛାନକ୍ସ୍ଟସା ରେ ଆପଣା ତୃଲ୍ଗି ପର୍ୟ୍ଯନ୍ତ ଦ୍ରାକ୍ଷାଫଳ ଭୋଜନ କରିପାରିବ। ମାତ୍ର ତୁମ୍ଭେ ଆପଣା ପାତ୍ର ରେ କିଛି ଅବଶିଷ୍ଟ ରଖିବ ନାହିଁ।

25ତୁମ୍ଭେ ଆପଣା ପ୍ରତିବେଶୀର ବଢନ୍ତା ଶସ୍ଯ କ୍ଷେତ୍ରକକ୍ସ୍ଟ ଗଲେ ଆପଣା ହାତ ରେ ଶାଁଷା ଛିଣ୍ତାଇ ଖାଇ ପାରିବ, ମାତ୍ର ତୁମ୍ଭେ ଆପଣା ପ୍ରତିବେଶୀର ଶସ୍ଯ କାଟି ଆଣିପାରିବ ନାହିଁ।

Chapter Complete

You have read Deuteronomy 23

25 verses