Lumina
Deuteronomy

Various Laws

Deuteronomy 21·Oriya Bible

1ଧରାଯାଉ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭମାନଙ୍କ ଅଧିକାରାର୍ଥେ ସହେି ଦେଶ ରେ ଯେଉଁ କ୍ଷତେ ଦଇେଛନ୍ତି, ସହେି ଭୂମିର କ୍ଷେତ୍ର ମଧିଅରେ ଯବେେ କୌଣସିଠା ରେ ଏକ ମୃତ ଶରୀର ମିଳେ, ତାକକ୍ସ୍ଟ ହତ୍ଯା କରିଥିବା ଲୋକ ଯଦି ଜଣା ନଥାଏ।

2ତବେେ ପ୍ରାଚୀନବର୍ଗ ଓ ବିଗ୍ଭରକର୍ତ୍ତାମାନେ ଯିବେ ଏବଂ ଶବର ଚତକ୍ସ୍ଟପାଶର୍‌ବ ରେ ଥିବା ପ୍ରେତ୍ୟକକ ନଗରକକ୍ସ୍ଟ ମାପିବେ।

3ସହେି ମୃତ ଲୋକଠାରକ୍ସ୍ଟ ଯେଉଁ ନଗର ନିକଟବର୍ତ୍ତୀ ହବେ, ତା'ର ପ୍ରାଚୀନବର୍ଗ ଗୋଠରକ୍ସ୍ଟ ଏପରି ବାଛକ୍ସ୍ଟରୀ ନବେେ ଯାହା କବେେ କାମ କରିନାହିଁ କିଅବା ଜକ୍ସ୍ଟଆଳି ଟାଣି ନାହିଁ।

4ସହେି ନଗରର ପ୍ରାଚୀନବର୍ଗମାନେ ସହେି ଗାଈକକ୍ସ୍ଟ ଏକ ଜଳ ଉପତ୍ଯାକାକକ୍ସ୍ଟ ନବେେ ଯେଉଁଠା ରେ ଜଳପ୍ଲାବିତ ହେଉଥିବ ଓ ସହେି ସ୍ଥାନ କବେେ ଗ୍ଭଷ କରାୟାଇ ନ ଥିବ କିଅବା କୌଣସି ବୃକ୍ଷ ସଠାେରେ ଲଗାୟାଇ ନ ଥିବ। ଏହାପରେ ସହେି ଉପତ୍ୟକା ରେ ଉକ୍ତ ବାଛକ୍ସ୍ଟରୀଟିର ବକେକକ୍ସ୍ଟ ଭାଙ୍ଗି ଦବେେ।

5ଏହାପରେ ଲବେୀ ବଂଶଧର ଯାଜକମାନେ ତାହା ନିକଟକକ୍ସ୍ଟ ଆସିବେ କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ସବୋର୍ଥେ ଓ ସଦାପ୍ରଭୁଙ୍କ ନାମ ରେ ଆଶୀର୍ବାଦ କରଣାର୍େଥ ସମାନଙ୍କେୁ ମନୋନୀତ କରିଅଛନ୍ତି। ଏଣୁ ସମାନଙ୍କେ ବାକ୍ଯ ଅନକ୍ସ୍ଟସା ରେ ପ୍ରେତ୍ୟକକ ବି ରୋଧ ରେ ଓ ଆଘାତ ରେ ବିଗ୍ଭର ହବେ।

Deuteronomy 21 illustration - Deuteronomy Chapter 21

6ଏହାପରେ ମୃତ ଲୋକର ବନ୍ଧକ୍ସ୍ଟବାନ୍ଧବ ଓ ସହେି ନଗରର ସମସ୍ତ ପ୍ରାଚୀନର୍ଗ, ଉପତ୍ୟକା ରେ ସହେି ବାଛକ୍ସ୍ଟରୀ ଉପରେ ନିଜ ନିଜ ହସ୍ତ ପ୍ରକ୍ଷାଳନ କରିବେ।

7ଏବଂ ସମାନେେ ଉତ୍ତର ଦଇେ କହିବେ, 'ଆମ୍ଭମାନଙ୍କ ହସ୍ତ ଏହି ରକ୍ତପାତ କରିନାହିଁ। କିଅବା ଏହାକକ୍ସ୍ଟ କିଏ ହତ୍ଯା କରିଛି ଆମ୍ଭେ ଏହା ଦେଖି ନାହକ୍ସ୍ଟଁ।

8ହେ ସଦାପ୍ରଭୁ, ତୁମ୍ଭେ ଆପଣାର ଯେଉଁ ଇଶ୍ରାୟେଲର ଲୋକମାନଙ୍କୁ ମକ୍ସ୍ଟକ୍ତ କରିଅଛ, ସମାନଙ୍କେୁ କ୍ଷମା କର। ଆପଣା ଇଶ୍ରାୟେଲ ଲୋକ ମଧିଅରେ ନିରପରାଧର ରକ୍ତପାତ ଦୋଷ ରହିବାକକ୍ସ୍ଟ ଦିଅ ନାହିଁ।' ତହିଁରେ ସମାନଙ୍କେ ପ୍ରତି ସହେି ରକ୍ତପାତ ଦୋଷ କ୍ଷମା ହବେ।

9ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ନିରୀହମାନଙ୍କର ହତ୍ଯା ଜନିତ ପାପ ମାଚେନର ଏହା ହିଁ ପଥ। କାରଣ ତୁମ୍ଭେ ପରମେଶ୍ବରଙ୍କ ଦୃଷ୍ଟି ରେ ଯଥାର୍ଥ କାର୍ୟ୍ଯ କରିବା ଉଚିତ୍।

10ତୁମ୍ଭମାନେେ ଆପଣା ଶତୃମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ଗଲେ ଯଦି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ସମାନଙ୍କେୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରନ୍ତି ଓ ତୁମ୍ଭମାନେେ ସମାନଙ୍କେୁ ବନ୍ଦୀକରି ଘନେିୟାଅ।

Deuteronomy 21 illustration - Deuteronomy Chapter 21

11ସହେି ବନ୍ଦୀମାନଙ୍କ ମଧିଅରେ କୌଣସି ସକ୍ସ୍ଟନ୍ଦରୀ ସ୍ତ୍ରୀ ଦେଖି ତାହା ପ୍ରତି ପ୍ ରମାେସକ୍ତ ହେଲେ ଯବେେ ତାହାକକ୍ସ୍ଟ ବିବାହ କରିବାକୁ ଇଚ୍ଛା କରେ,

12ତବେେ ତୁମ୍ଭେ ତାହାକକ୍ସ୍ଟ ଆପଣା ଗୃହକକ୍ସ୍ଟ ଆଣିବ ପକ୍ସ୍ଟଣି ସେ ଆପଣା ମସ୍ତକ ମଣ୍ତନ କରି ନଖ କାଟିବ।

13ଆଉ ତା'ପରେ ସେ ବନ୍ଦୀଥିବା ଅବସ୍ଥା ରେ ପିନ୍ଧିଥିବା ବସ୍ତ୍ର ତ୍ଯାଗ କରି ତକ୍ସ୍ଟମ୍ଭ ଗୃହ ରେ ବାସ କରିବ ଓ ନିଜର ପିତା ଓ ମାତାଙ୍କ ପାଇଁ ଏକମାସ ବିଳାପ କରିବ। ଏହାପରେ ତୁମ୍ଭେ ତା ସହିତ ମିଳାମିଶା ସହବାସ କରିବ ଓ ତା'ର ସ୍ବାମୀ ହବେ ଏବଂ ସେ ତୁମ୍ଭର ସ୍ତ୍ରୀ ହବେ।

14ଯବେେ ତାହା ଉପରେ ତୁମ୍ଭେ ସନ୍ତକ୍ସ୍ଟଷ୍ଟ ନକ୍ସ୍ଟହଁ, ତବେେ ତୁମ୍ଭେ ତାକକ୍ସ୍ଟ ଛାଡପତ୍ର ଦବେ ଏବଂ ତା'ର ଇଚ୍ଛା ଅନକ୍ସ୍ଟସା ରେ ତାକକ୍ସ୍ଟ ୟିବାକକ୍ସ୍ଟ ଦବେ। ମାତ୍ର ଟଙ୍କା ବିନିମଯ ରେ ତାକକ୍ସ୍ଟ କାହାକକ୍ସ୍ଟ ବିକିବ ନାହିଁ। ତୁମ୍ଭେ ତାପ୍ରତି ଦାସୀପରି ବ୍ଯବହାର କରିବ ନାହିଁ। କାରଣ ତୁମ୍ଭେ ତାହା ସହିତ ସହବାସ କରିଛ।

15ଯଦି କୌଣସି ଲୋକର ଦକ୍ସ୍ଟଇଟି ସ୍ତ୍ରୀ ଥାଏ, ସେ ଜଣକକ୍ସ୍ଟ ଅନ୍ୟ ଜଣ ଅପେକ୍ଷା ଅଧିକ ଭଲ ପାଉଥାଏ, ଏବଂ ଯଦି ସହେି ଦକ୍ସ୍ଟଇଜଣ ୟାକ ତୁମ୍ଭର ପକ୍ସ୍ଟତ୍ର ସନ୍ତାନ ପ୍ରସବ କରନ୍ତି। ଯଦି ପ୍ରଥମ ପକ୍ସ୍ଟତ୍ରକକ୍ସ୍ଟ ତୁମ୍ଭେ ଭଲ ପାଉ ନ ଥିବ ସ୍ତ୍ରୀ ଜନ୍ମ ଦଇେଥାଏ।

Deuteronomy 21 illustration - Deuteronomy Chapter 21

16ଯେତବେେଳେ ସହେି ଲୋକ ତା'ର ସଐତ୍ତି ବାଣ୍ଟିବ ତା'ର ପିଲାମାନଙ୍କ ମଧିଅରେ ଜ୍ଯୈଷ୍ଠତାର ଅଧିକାର ସେ ପ୍ରିଯାର ପକ୍ସ୍ଟତ୍ରକକ୍ସ୍ଟ ଦଇପୋରିବ ନାହିଁ।

17ମାତ୍ର ସେ ଅପ୍ରିଯାର ପକ୍ସ୍ଟତ୍ରକକ୍ସ୍ଟ ଜ୍ଯୈଷ୍ଠ ବୋଲି ସ୍ବୀକାର କରି ଆପଣା ସର୍ବସ୍ବରକ୍ସ୍ଟ ଦକ୍ସ୍ଟଇଗକ୍ସ୍ଟଣ ଅଂଶ ତାହାକକ୍ସ୍ଟ ଦବେ। କାରଣ ସେ ତା'ର ଶକ୍ତିର ପ୍ରଥମଜାତ ସନ୍ତାନ ଓ ଜେଷ୍ଠ ଅଧିକାର ତା'ର ଅଟେ।

18 ଯବେେ କାହାର ପକ୍ସ୍ଟତ୍ର ଅବାଧ୍ଯ ଓ ପିତା ମାତାଙ୍କ କଥା ପାଳନ ନ କରେ , ପିତାମାତାଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରେ। ସମାନଙ୍କେ ତାଗିଦ୍ ସତ୍ତ୍ବେ ସେ ତାହାପ୍ରତି କର୍ଣପାତ ମଧ୍ଯ କରେ ନାହିଁ।

19ତବେେ ତାହାର ପିତାମାତା ତାହାକକ୍ସ୍ଟ ଧରି ନଗରସ୍ଥ ଫାଟକ ନିକଟରେ ଥିବା ପ୍ରାଚୀନବର୍ଗଙ୍କ ନିକଟକକ୍ସ୍ଟ ନବୋ ଉଚିତ୍।

20ସମାନେେ ନଗରର ପ୍ରାଚୀନବର୍ଗମାନଙ୍କୁ କହନ୍ତକ୍ସ୍ଟ, 'ଆମ୍ଭ ପକ୍ସ୍ଟତ୍ର ଅବାଧ୍ଯ ଓ ଆଦେଶ ପାଳନ ପାଇଁ ଅବଜ୍ଞା କରୁଛି। ସେ ଅତ୍ଯଧିକ ଖାଦ୍ୟ ଓ ପ୍ରଚକ୍ସ୍ଟର ଦ୍ରାକ୍ଷାରସ ପାନ କରୁଛି।'

Deuteronomy 21 illustration - Deuteronomy Chapter 21

21ତା'ପରେ ନଗରର ବ୍ଯକ୍ତିମାନେ ତାକକ୍ସ୍ଟ ପଥର ଫିଗିଂ ହତ୍ଯା କରିବା ଉଚିତ୍। ଏହିପରି ଭାବରେ ତୁମ୍ଭେ ଆପଣା ଭିତରକ୍ସ୍ଟ ମନ୍ଦ ଦୂର କରିବା ଉଚିତ୍। ଇଶ୍ରାୟେଲର ଲୋକମାନେ ଏହା ଶକ୍ସ୍ଟଣି ଭୟଭୀତ ହବେେ।

22ଯଦି କୌଣସି ବ୍ଯକ୍ତି କୌଣସି ଦୋଷ କରେ ଯାହାକି ମୃତକ୍ସ୍ଟ୍ଯଦଣ୍ତ ଯୋଗ୍ଯ ହକ୍ସ୍ଟଏ, ତାକକ୍ସ୍ଟ ହତ୍ଯା କରିୟିବା ଉଚିତ୍ ଏବଂ ତା'ର ଶରୀରକକ୍ସ୍ଟ ଗୋଟିଏ ଗଛ ରେ ଝକ୍ସ୍ଟଲାଇ ଦବୋ ଉଚିତ୍।

23କିନ୍ତୁ ତା'ର ମୃତ ଶରୀରକକ୍ସ୍ଟ ରାତ୍ରି ତମାମ ଓହଳାଇ ରଖିବା ଉଚିତ୍ ନକ୍ସ୍ଟହଁ। ତା'ର ମୃତ ଶରୀରକକ୍ସ୍ଟ ସହେି ଏକା ଦିନ ରେ କବର ଦିଆୟିବା ଉଚିତ୍। କାରଣ, କହେି ବ୍ଯକ୍ତି ଗଛ ରେ ଝକ୍ସ୍ଟଲା ହାଇେ ରହିଲେ ପରମେଶ୍ବରଙ୍କ ଦ୍ବରା ଅଭିଶାପ ଗ୍ରସ୍ତ ହକ୍ସ୍ଟଏ। ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ଭୂମି ଦଇେଛନ୍ତି ତୁମ୍ଭେ ତାହାକକ୍ସ୍ଟ ଅଶକ୍ସ୍ଟଚି କର ନାହିଁ।

Chapter Complete

You have read Deuteronomy 21

23 verses