Lumina
Deuteronomy

Laws of Warfare

Deuteronomy 20·Oriya Bible

1ଯେତବେେଳେ ତୁମ୍ଭେ ଆପଣା ଶତୃମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ବାହାରିବ, ଯଦି ତୁମ୍ଭମାନେେ ତାଙ୍କର ଅନକେ ଅଶ୍ବାରୋହୀ, ରଥା ରୋହୀ ଏବଂ ଯଦି ତାଙ୍କର ଅଧିକ ସଂଖ୍ଯକ ସୈନ୍ଯ ଥାନ୍ତି, ତବେେ ତୁମ୍ଭମାନେେ ସମାନଙ୍କେୁ ଭୟ କରିବାର କିଛି ନାହିଁ କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭ ସହିତ ସର୍ବଦା ଅଛନ୍ତି। ଏବଂ ସହେି ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶର ମଧ୍ଯରକ୍ସ୍ଟ ବାହାରକରି ଆଣିଛନ୍ତି।

2ଯେତବେେଳେ ତୁମ୍ଭମାନେେ ୟକ୍ସ୍ଟଦ୍ଧକକ୍ସ୍ଟ ୟିବ, ସେ ସମୟରେ ଯାଜକମାନେ ସୈନ୍ଯମାନଙ୍କ ପାଖକକ୍ସ୍ଟ ୟାଇ କହିବେ,

3' ହେ ଇଶ୍ରାୟେଲବାସୀ ମାରେ କଥା ଶକ୍ସ୍ଟଣ। ଆଜି ତୁମ୍ଭମାନେେ ତୁମ୍ଭର ଶତୃମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ୟିବ। ତୁମ୍ଭମାନେେ କବେେ ଭୟକରିବ ନାହିଁ, ତୁମ୍ଭମାନଙ୍କେର ହୃଦଯ ଦୁର୍ବଳ କରନାହିଁ।

4କାରଣ, ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭସହିତ ଅଛନ୍ତି। ସଦାପ୍ରଭୁ ତୁମ୍ଭକୁ ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରିବେ ଓ ସେ ତୁମ୍ଭକୁ ୟକ୍ସ୍ଟଦ୍ଧ ରେ ଜଯ ୟକ୍ସ୍ଟକ୍ତ କରାଇବେ।'

5ଅଧକ୍ଷଗଣ ଲୋକମାନଙ୍କୁ କହିବେ, 'କେଉଁ ଲୋକ ନୂତନ ଗୃହ ନିର୍ମାଣ କରି ତାହା ପ୍ରତିଷ୍ଠା କରି ନାହିଁ? ସେ ତା'ର ଆପଣା ଗୃହକକ୍ସ୍ଟ ଯାଉ। ନଚେତ୍ ସେ ଯବେେ ମରିୟାଏ, ତବେେ ଅନ୍ୟ ଲୋକ ସେ ଗୃହ ରେ ପ୍ରବେଶ କରିବ।

Deuteronomy 20 illustration - Deuteronomy Chapter 20

6ଅନ୍ୟ କେଉଁ ଲୋକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତକ୍ସ୍ଟତ କରି ତହିଁର ଫଳ ଭୋଗ କରିନାହିଁ। ସେ ଫରେି ଆପଣା ଗୃହକକ୍ସ୍ଟ ଯାଉ କାରଣ ଯଦି ସେ ୟକ୍ସ୍ଟଦ୍ଧ ରେ ମରିୟାଏ, ତବେେ ଅନ୍ୟ କହେି ସହେି ଜମିକକ୍ସ୍ଟ ଭୋଗ କରିବ।

7ଆଉ କୌଣସି ଲୋକର ଏକ ସ୍ତ୍ରୀ ଲୋକକୁ ବିବାହ ପାଇଁ ସ୍ବୀକୃତି ହାଇେଛି କିନ୍ତୁ ତାକକ୍ସ୍ଟ ଏପର୍ୟ୍ଯନ୍ତ ବିବାହ କରି ନାହିଁ। ସେ ଫରେି ଆପଣା ଗୃହକକ୍ସ୍ଟ ଯାଉ। ଯଦି ସେ ୟକ୍ସ୍ଟଦ୍ଧ ରେ ମରିୟାଏ, ଅନ୍ୟ କହେି ତାକକ୍ସ୍ଟ ବିବାହ କରିବ।'

8ଅଧିକାରୀଗଣ ଲୋକମାନଙ୍କୁ କହିବେ, 'ଭୟାଳୁ ଓ ଦୁର୍ବଳ ହୃଦଯ ଲୋକ କିଏ ଅଛି କି? ସେ ଫରେି ଆପଣା ଗୃହକକ୍ସ୍ଟ ଯାଉ, ଯମେିତି ସେ ତା'ର ଭାଇର ହୃଦଯକକ୍ସ୍ଟ ଭୟା ରେ ତରଳାଇ ନ ଦେଉ।'

9ଅଧ୍ଯକ୍ଷଗଣ ସୈନ୍ଯମାନଙ୍କ ସହିତ କଥା ସମାଲ୍ଗ କରିବା ପରେ, ସମାନେେ ସୈନ୍ଯ ଉପରେ ସନୋପତିମାନଙ୍କୁ ନିୟକ୍ସ୍ଟକ୍ତ କରିବେ।

10ଯେତବେେଳେ ତୁମ୍ଭମାନେେ ଗୋଟିଏ ନଗରକକ୍ସ୍ଟ ଆକ୍ରମଣ କରିବାକୁ ୟିବ ପ୍ରଥମେ ତାଙ୍କୁ ସନ୍ଧିର କଥା ଘାଷେଣା କର।

Deuteronomy 20 illustration - Deuteronomy Chapter 20

11ଯଦି ସମାନେେ ତୁମ୍ଭମାନଙ୍କ ସନ୍ଧି ରେ ରାଜି ହାଇେ ତୁମ୍ଭମାନଙ୍କ ନଗର ଗକ୍ସ୍ଟଡିକ ପାଇଁ ଦ୍ବାର ଉନ୍ମୁକ୍ତ କରନ୍ତି, ତବେେ ସହେି ସହରର ସମସ୍ତ ଲୋକମାନେ ତକ୍ସ୍ଟମ୍ଭ ପାଇଁ କାମ କରିବାକୁ ବାଧ୍ଯ ଏବଂ ତୁମ୍ଭମାନଙ୍କର ଦାସ ହବେେ।

12ଯଦି ସହେି ନଗରର ଲୋକମାନେ ତୁମ୍ଭର ସନ୍ଧି ରେ ରାଜି ନହକ୍ସ୍ଟଅନ୍ତି। ତୁମ୍ଭମାନଙ୍କ ସହିତ ୟକ୍ସ୍ଟଦ୍ଧ କରନ୍ତି, ତବେେ ତୁମ୍ଭମାନେେ ସମାନଙ୍କେୁ ଘରେି ୟିବ।

13ଯେତବେେଳେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତାହା ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବେ, ସେତବେେଳେ ତୁମ୍ଭେ ତହିଁର ସମସ୍ତ ପୁରୁଷଙ୍କକ୍ସ୍ଟ ଖଣ୍ତା ରେ ହାଣି ହତ୍ଯା କରିବ।

14କିନ୍ତୁ ସ୍ତ୍ର, ପିଲା, ଗାଈଗୋରୁ ଓ ସମସ୍ତ ଦ୍ରବ୍ଯ ତକ୍ସ୍ଟମ୍ଭ ନିଜ ପାଇଁ ନଇୟୋଅ। ତୁମ୍ଭେ ଯାହା ବ୍ଯବହାର କରିବାକୁ ଗ୍ଭହିଁ ତୁମ୍ଭର ନବୋ ଓ ବ୍ଯବହାର କରିବା ଉଚିତ୍। ଏହି ସବୁ ଜିନିଷ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯୁଦ୍ଧରୁ ପ୍ରାପ୍ଯ ଦ୍ରବ୍ଯ ରୂପେ ଦଇେଛନ୍ତି।

15ଯେଉଁ ସବୁ ନଗର ଏହି ପାଖାପାଖି ଗୋଷ୍ଠୀଯମାନଙ୍କର ନକ୍ସ୍ଟ ହେଁ, ତକ୍ସ୍ଟମ୍ଭଠାରକ୍ସ୍ଟ ଅତି ଦୂରବର୍ତ୍ତୀ ସମସ୍ତ ନଗର ପ୍ରତି ଏହା କର।

Deuteronomy 20 illustration - Deuteronomy Chapter 20

16ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧିଅରେ ନିଶ୍ବାସଧାରୀ କାହାରିକି ସଜୀବ ରଖିବ ନାହଁ।

17ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଆଜ୍ଞା ଅନକ୍ସ୍ଟସା ରେ ତୁମ୍ଭେ ସମାନଙ୍କେୁ ହିତ୍ତୀଯ ଓ ଇ ମାରେୀଯ ଓ କିଣାନୀଯ ପରିଷୀଯ ଓ ହିଦ୍ଦୀଯ, ୟିବୂଷୀଯ ଲୋକମାନଙ୍କୁ ବର୍ଜିତ ରୂପେ ବିନାଶ କରିବେ।

18କାରଣ ସମାନେେ ତୁମ୍ଭମାନଙ୍କୁ ଶିକ୍ଷା ଦବେେ ନାହିଁ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିବା ପାଇଁ। ସମାନେେ ତାଙ୍କ ଦବଗେଣଙ୍କ ଉଦ୍ଦେଶ୍ଯ ରେ ଯେଉଁସବୁ ଭୟଙ୍କର କର୍ମମାନ କରିଛନ୍ତି, ତୁମ୍ଭମାନଙ୍କୁ ଏପରି କରିବାକୁ ପ୍ରବର୍ତ୍ତାଇ ପାରିବେ ନାହିଁ।

19ଯେତବେେଳେ ତୁମ୍ଭମାନେେ ବାହକ୍ସ୍ଟବଳଦ୍ବାରା ଅବୋରଧ କରିବ। ସେତବେେଳେ ତୁମ୍ଭମାନେେ ନଗରମାନଙ୍କ ରେ ଥିବା ଗଛମାନଙ୍କୁ କାଟିବା ନାହିଁ। ତୁମ୍ଭମାନେେ ତାହାର ଫଳ ଖାଇ ପାରିବ। ସହେି ବୃକ୍ଷମାନେ ତୁମ୍ଭର ଶତୃ ନକ୍ସ୍ଟହଁନ୍ତି ତେଣୁ ସମାନଙ୍କେୁ ତୁମ୍ଭେ କାଟିବ ନାହିଁ।

20କିନ୍ତୁ ତୁମ୍ଭମାନେେ ଫଳ ନଫଳକ୍ସ୍ଟଥିବା ବୃକ୍ଷମାନଙ୍କୁ କାଟି ପାରିବ। ସେଥି ରେ ତୁମ୍ଭମାନେେ ୟକ୍ସ୍ଟଦ୍ଧାସ୍ତ୍ର ନିର୍ମାଣ କରି ସହେି ନଗର ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବ। ସହେି ନଗର ପତନ ପର୍ୟ୍ଯନ୍ତ ତୁମ୍ଭେ ଏହିପରି କରିବ।

Chapter Complete

You have read Deuteronomy 20

20 verses