Lumina
Deuteronomy

Cities of Refuge

Deuteronomy 19·Oriya Bible

1ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ ତାହା ଅନ୍ୟ ଦେଶୀଯମାନଙ୍କର ଅଟେ। ସଦାପ୍ରଭୁ ସହେି ଜାତିମାନଙ୍କୁ ଧ୍ବଂସ କରିବେ। ତୁମ୍ଭମାନେେ ସହେିଠା ରେ ବାସ କରିବ। ତୁମ୍ଭମାନେେ ତାଙ୍କର ଗୃହ ଓ ସହରଗକ୍ସ୍ଟଡିକ ଅଧିକାର କରିବ। ଏବଂ ଏଗକ୍ସ୍ଟଡିକ ହବୋପରେ,

2ତୁମ୍ଭମାନେେ ସହେି ଦେଶକକ୍ସ୍ଟ ତିନି ଭାଗ ରେ ବିଭକ୍ତ କରିବା ଉଚିତ୍। ଏବଂ ପ୍ରେତ୍ୟକକ ଅଂଶ ରେ ଏକ ନଗର ନିର୍ମାଣ କର ଯାହାକି ସହେି ଅଞ୍ଚଳ ମଧ୍ଯବର୍ତ୍ତୀ ହବେ। ଏବଂ ଏହାପରେ ସହେି ନଗରକକ୍ସ୍ଟ ସବୁଆଡକ୍ସ୍ଟ ରାସ୍ତା ନିର୍ମାଣ କର।

3ଏହାପରେ ସଠାେରେ ଯେ କହେି ଦକ୍ସ୍ଟର୍ଘଟଣା ବଶତଃ ଅନ୍ୟକକ୍ସ୍ଟ ହତ୍ଯା କରେ, ସେ ସହେି ନିରାପଦ ନଗରକକ୍ସ୍ଟ ୟାଇ ନରାପଦ ରେ ରହିପା ରେ।

4 ସହେି ନଗରକକ୍ସ୍ଟ ଯେଉଁ ନରହତ୍ଯାକାରୀମାନେ ଯିବେ, ସମାନେେ ଜାଣିଶକ୍ସ୍ଟଣି ନରହତ୍ଯା କରି ନ ଥିବେ। ଅଜ୍ଞାତ ସାର ରେ ଏବଂ ସେ ଯାହାକକ୍ସ୍ଟ ହତ୍ଯା କରିଥିବ ତାଙ୍କୁ ଘୃଣା କରୁ ନ ଥିବ। ସହେି ଲୋକମାନେ କବଳେ ସଠାେକକ୍ସ୍ଟ ୟାଇ ଆଶ୍ରଯ ନଇେ ପାରିବ।

5ଉଦାହରଣ ସ୍ବରୂପ ଜଣେ ଲୋକ ଅନ୍ୟ ଜଣେ ଲୋକଙ୍କ ସହିତ ଜଙ୍ଗଲକକ୍ସ୍ଟ କାଠ କାଟିବାକକ୍ସ୍ଟ ୟାଏ। କାଠ କାଟିବା ସମୟରେ ଯଦି ପଶାଟି ବେଣ୍ଟରକ୍ସ୍ଟ ବାହାରି କାଠ ରେ ନ ବାଜି ଅନ୍ୟ ଲୋକ ଜଣଙ୍କକ୍ସ୍ଟ ଆଘାତ କରେ ଏବଂ ସହେି ଲୋକ ଜଣଙ୍କର ମୃତକ୍ସ୍ଟ୍ଯ ଘଟେ। ଯେଉଁଲୋକ ଟାଙ୍ଗିଆ ବକ୍ସ୍ଟଲାଉଥିଲା। ସେ ସହେି ତିନି ନଗରକକ୍ସ୍ଟ ପଳାଇୟାଇ ନିରାପଦ ରେ ରହିପାରିବ।

Deuteronomy 19 illustration - Deuteronomy Chapter 19

6ଯଦି ନଗରଟି ସଠାେରକ୍ସ୍ଟ ବହକ୍ସ୍ଟତ ଦୂର ରେ ଥାଏ। ଯଦି ସଠାେକକ୍ସ୍ଟ ଶିଘ୍ର ଦୌଡି ନ ୟାଇପା ରେ ତବେେ ରକ୍ତର ପ୍ରତିହନ୍ତା ତଲ୍ଗତିତ୍ତ ହଇେ ନରହତ୍ଯା କାରୀର ପେଛ ଗୋଡ଼ାଇ ଦୂରପଥ ସକାଶକ୍ସ୍ଟ ତାହାକକ୍ସ୍ଟ ଧରି ଜୀବନ ରେ ମାରି ଦବେ। ମାତ୍ର ସହେି ଲୋକ ପ୍ରାଣଦଣ୍ତ ଯୋଗ୍ଯ ନକ୍ସ୍ଟ ହେଁ। କାରଣ ତାହା ପୂର୍ବରକ୍ସ୍ଟ ତାହାକକ୍ସ୍ଟ ହିଂସା କରୁ ନ ଥିଲା।

7ଏଥିପାଇଁ ମୁ ତୁମ୍ଭକୁ ଆପଣା ନିମନ୍ତେ ତିନୋଟି ପୃଥକ ନଗର ବାଛିବାକକ୍ସ୍ଟ କହକ୍ସ୍ଟଛି, ଯେଉଁ ନଗରୀଗକ୍ସ୍ଟଡିକ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହବେ।

8ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପ୍ରତିଜ୍ଞା କରିଛନ୍ତି ଯେ ତୁମ୍ଭର ସୀମା ବୃଦ୍ଧି କରିବେ। ଯେଉଁ ଦେଶ ସମାନଙ୍କେୁ ଦବୋକକ୍ସ୍ଟ କହିଛନ୍ତି ତାହା ସବୁ ତୁମ୍ଭମାନଙ୍କୁ ଦବେେ।

9ସେ ଏପରି କରିବେ ଯେତବେେଳେ ତୁମ୍ଭମାନେେ ସଐୂର୍ଣ୍ଣ ଭାବେ ସର୍ବାନ୍ତ କରଣ ରେ ମୁ ଆଜି କହକ୍ସ୍ଟଥିବା ତାଙ୍କର ଆଜ୍ଞାମାନ ପାଳନ କରିବ। ଯଦି ତୁମ୍ଭମାନେେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶଓରଙ୍କୁ ପ୍ ରମେକର ଏବଂ ତାଙ୍କର ଗ୍ଭହିଁବା ଅନକ୍ସ୍ଟସା ରେ ତୁମ୍ଭମାନେେ ଚଳ। ଏହାପରେ ପରମେଶ୍ବର ତୁମ୍ଭମାନଙ୍କ ସୀମା ବୃଦ୍ଧି କଲେ ତୁମ୍ଭମାନେେ ଆଉ ତିନୋଟି ନିରାପଦ ନଗରୀ ନିର୍ମାଣ କରିବ। ସଗେକ୍ସ୍ଟଡିକ ପୂର୍ବ ନିରାପଦ ନଗର ସହିତ ସଂୟକ୍ସ୍ଟକ୍ତ କରିବ।

10ତବେେ ଆଉ ନିରୀହ ଲୋକ କହେି ତକ୍ସ୍ଟମ୍ଭ ସଦାପ୍ରଭୁ ପରମେଶ୍ବରଙ୍କ ଦତ୍ତ ଦେଶ ରେ ମୃତକ୍ସ୍ଟ୍ଯ ବରଣ କରିବେ ନାହିଁ। ଏବଂ ତୁମ୍ଭମାନେେ ନିରୀହମାନଙ୍କର ରକ୍ତପାତ ରେ ଦୋଷୀ ହବେ ନାହିଁ।

Deuteronomy 19 illustration - Deuteronomy Chapter 19

11ଏହା ଏପରି ହାଇପୋ ରେ ଯେ, କହେି ଜଣେ ଲକ୍ସ୍ଟଚି ରହିବ ଏବଂ ଫାନ୍ଦ ରେ ପକାଇବା ପାଇଁ ଅପେକ୍ଷା କରିବ, ଯାହାକକ୍ସ୍ଟ ସେ ଘୃଣା କରେ ତାକକ୍ସ୍ଟ ହତ୍ଯା କରିବାକୁ ଏବଂ ତାକକ୍ସ୍ଟ ହତ୍ଯା କରିବା ପରେ, ଧରାଯାଉ ସେ ସହେି ନଗରମାନଙ୍କରକ୍ସ୍ଟ ଏକ ନଗରକକ୍ସ୍ଟ ଦୌଡେ ଓ ଏକ ନାରାପଦ ନଗର ରେ ରହେ।

12ଯଦି ଏପରି ଘଟେ, ତବେେ ତା'ର ନଗରର ପ୍ରାଚୀନମାନେ ତାକକ୍ସ୍ଟ ଡାକି ପଠାଇବେ ଏବଂ ତାକକ୍ସ୍ଟ ଫରୋଇ ଆଣିବେ। ଏବଂ ତାହାକକ୍ସ୍ଟ ହତ୍ଯା କରିବା ପାଇଁ ରକ୍ତର ପ୍ରତିହଁନ୍ତାର ହସ୍ତ ରେ ସମର୍ପଣ କରିବେ। ଏବଂ ତାକକ୍ସ୍ଟ ହତ୍ଯା କରାୟିବା ଉଚିତ୍।

13ତୁମ୍ଭମାନେେ ତା'ପାଇଁ ଦକ୍ସ୍ଟଃଖ କରିବ ନାହିଁ କାରଣ ସେ ଜଣେ ନିରପରାଧି ଲୋକକୁ ହତ୍ଯାକରି ପାପ କରିଛି। ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ନିରୀହମାନଙ୍କର ରକ୍ତପାତ ଦୋଷରକ୍ସ୍ଟ ମକ୍ସ୍ଟକ୍ତି ପାଇବା ଉଚିତ୍। ତାହାହେଲେ କବଳେ ତୁମ୍ଭମାନଙ୍କର ମଙ୍ଗଳ ହବେ।

14ତୁମ୍ଭମାନେେ ଭୂମିରେ ଥିବା ପଥର ଚିହ୍ନକକ୍ସ୍ଟ ଘକ୍ସ୍ଟଞ୍ଚାଇବ ନାହିଁ। ଏହି ପଥରଚିହ୍ନ ଅତୀତ ରେ ଦିଆୟାଇଥିବା ଭୂମିକକ୍ସ୍ଟ ଚିହ୍ନଟ କରିବା ପାଇଁ ସହେି ପଥର ଚିହ୍ନକକ୍ସ୍ଟ ପରିବର୍ତ୍ତନ କରିବ ନାହିଁ। ସହେି ପଥର ଚିହ୍ନିତ ଦେଶମାନଙ୍କୁ ତୁମ୍ଭକୁ ସଦାପ୍ରଭୁ ଦବେେ।

15ଯଦି କୌଣସି ଲୋକ ଅପରାଧ କରେ ବା ପାପ କରେ, ତା'ର ଦେଶ ନିରୂପଣ ପାଇଁ ଗୋଟିଏ ସାକ୍ଷୀ ୟତେଷ୍ଟ ନକ୍ସ୍ଟ ହେଁ। ସହେି ଲୋକକୁ ଦଷେୀ ସାବ୍ଯସ୍ତ କରିବା ପାଇଁ ଦକ୍ସ୍ଟଇଟି ତିନୋଟି ସାକ୍ଷୀ ୟଥେଷ୍ଟ ହବେ।

Deuteronomy 19 illustration - Deuteronomy Chapter 19

16ଧରାଯାଉ ଜଣେ ଅଧର୍ମୀ ଲୋକ ତା ବିରକ୍ସ୍ଟଦ୍ଧ ରେ ମିଥ୍ଯା ସାକ୍ଷୀ ଦବୋ ପାଇଁ ଛିଡା ହକ୍ସ୍ଟଏ।

17ଯେଉଁ ଦକ୍ସ୍ଟଇ ବ୍ଯକ୍ତି ମଧିଅରେ ବି ରୋଧ ଥାଏ, ସେ ଦକ୍ସ୍ଟ ହେଁ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସେ ସମୟରେ ଯାଜକ ଓ ବିଗ୍ଭରକର୍ତ୍ତାଙ୍କ ଆଗ ରେ ଛିଡା ହବେେ।

18ବିଗ୍ଭର କର୍ତ୍ତାମାନେ ନିଶ୍ଚଯ ପକ୍ସ୍ଟଙ୍ଗାନକ୍ସ୍ଟପକ୍ସ୍ଟଙ୍ଗ ଭାବରେ ତଦନ୍ତ କରିବେ। ସଠିକ ଭାବରେ ଅନକ୍ସ୍ଟସନ୍ଧାନ କରିବେ। ଆଉ ଯଦି ସମାନେେ ଦେଖିଲେ ସହେି ଲୋକ ମିଥ୍ଯା ସାକ୍ଷ୍ଯ ଦଇେଛି,

19ତବେେ ସେ ଆପଣା ଭାଇପ୍ରତି ଯେପରି କରିବାକୁ ଯୋଜନା କରିଥିଲା, ତାହାପ୍ରତି ସହେିପରି କରିବ ଏବଂ ଏହି ପ୍ରକା ରେ ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ଦକ୍ସ୍ଟଷ୍ଟତା ଦୂର କରିବା ଉଚିତ୍।

20ଅବଶିଷ୍ଟ ଲୋକମାନେ ତାହା ଶକ୍ସ୍ଟଣି ଭୟ କରିବେ। ସହେି ସମୟରେ ଆଉ କୌଣସି ଲୋକେ ଏପରି କରିବାକୁ ସାହସ କରିବେ ନାହିଁ।

Deuteronomy 19 illustration - Deuteronomy Chapter 19

21 ସହେି ଲୋକମାନଙ୍କୁ ଦଣ୍ତଦବୋ ସମୟରେ ତୁମ୍ଭମାନେେ ଦିଃଖ କରିବା ଉଚିତ୍ ନକ୍ସ୍ଟହଁ। ଯଦି କହେି ଜଣେ ଅନ୍ୟ ଜୀବନ ନଇେ ଥାଏ ତବେେ ତାକକ୍ସ୍ଟ ତାହାର ଜୀବନ ଦବୋ ଉଚିତ୍। ନିଯମ ଏପରି ହବେ, ଆଖି ପାଇଁ ଆଖି ଦବୋକକ୍ସ୍ଟ ପଡିବ, ଦାନ୍ତ ପାଇଁ ଦାନ୍ତ ଦବୋକକ୍ସ୍ଟ ପଡିବ, ହାତ ବଦଳ ରେ ହାତ ଓ ଗୋଡ ବଦଳ ରେ ଗୋଡ ଦବୋକକ୍ସ୍ଟ ପଡିବ।

Chapter Complete

You have read Deuteronomy 19

21 verses