Lumina
Deuteronomy

The Year of Release

Deuteronomy 15·Oriya Bible

1ପ୍ରତି ସାତ ବର୍ଷର ଶଷେ ରେ, ତୁମ୍ଭମାନେେ ସମସ୍ତ ଋଣ ଛାଡ କରିଦବେ।

2ଏହାର ବ୍ଯବସ୍ଥା ଏହିପରି ହବେ ଯେ କହେି ୟିଏ କି ଆପଣା ପ୍ରତିବେଶୀକକ୍ସ୍ଟ କରଜ ଦଇେଛି ତାହା ସେ ଛାଡ କରିଦବେ। ସେ ତା'ର ପଡ଼ୋଶୀଙ୍କକ୍ସ୍ଟ ଋଣ ପରିଶାଧେ ନିମନ୍ତେ ପଗ୍ଭରିବା ଉଚିତ୍ ନକ୍ସ୍ଟହଁ। କାରଣ ସଦାପ୍ରଭୁ ବ୍ଯବସ୍ଥା ଅନକ୍ସ୍ଟୟାଯୀ ସେ ଏହାକକ୍ସ୍ଟ ଋଣ ଛାଡର ବର୍ଷ ଘାଷେଣା କରିଛନ୍ତି।

3ତୁମ୍ଭମାନେେ ବିଦେଶୀମାନଙ୍କ ଠାରକ୍ସ୍ଟ ଏହି ଋଣ ପରିଶାଧେ କରିପାରିବ କିନ୍ତୁ ଆପଣା ଭାଇ ଇଶ୍ରାୟେଲୀୟବାସୀଙ୍କକ୍ସ୍ଟ ତାହା ଛାଡ କରିଦବେ।

4ତଥାପି ତକ୍ସ୍ଟମ୍ଭ ଦେଶ ରେ କହେି ଗରିବ ହବେେ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦଇେଛନ୍ତି। ଏହା ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ତରଭରା ଆଶୀର୍ବାଦ କରିଛନ୍ତି।

5କିନ୍ତୁ ଏପରି ହବେ ଯଦି ତୁମ୍ଭମାନେେ ସଦାପ୍ରଭୁ ପରମେଶ୍ବରଙ୍କର ଆଜ୍ଞା ଓ ବିଧିମାନ ପାଳନ କରି ଚଳିବ। ତୁମ୍ଭମାନେେ ସାବଧାନତା ସହକା ରେ ମୁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା ବିଧି କହକ୍ସ୍ଟଛି ତାହା ପାଳନ କରିବ।

Deuteronomy 15 illustration - Deuteronomy Chapter 15

6ତବେେ ତାଙ୍କର ପ୍ରତିଜ୍ଞା ଅନକ୍ସ୍ଟସା ରେ ତୁମ୍ଭର ସଦାପ୍ରଭୁ ପରମେଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ। ଏବଂ ତୁମ୍ଭମାନେେ ଅନକେ ରାଷ୍ଟ୍ରମାନଙ୍କୁ ଋଣ ଦବେ, ମାତ୍ର ତୁମ୍ଭେ ଋଣ କରିବ ନାହିଁ। ତୁମ୍ଭମାନେେ ଅନ୍ୟରାଷ୍ଟ୍ରମାନଙ୍କୁ ଶାସନ କରିବ ମାତ୍ର ତକ୍ସ୍ଟମ୍ଭ ଉପରେ କହେି ଶାସନ କରି ପାରିବେ ନାହିଁ।

7ଯେତବେେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ଦତ୍ତ ଦେଶ ରେ ବାସ କରିବ, ସେତବେେଳେ ତୁମ୍ଭମାନଙ୍କ ମଧିଅରେ ଥିବା ଦରିଦ୍ର ଲୋକମାନଙ୍କୁ ଦୟା କରିବ, ତୁମ୍ଭମାନେେ ସ୍ବାର୍ଥପର ହବେ ନାହିଁ। ତୁମ୍ଭମାନେେ ସମାନଙ୍କେୁ ସାହାୟ୍ଯ କରିବାକୁ ମନା କରିବ ନାହିଁ।

8ତୁମ୍ଭେ ସମାନଙ୍କେ ପ୍ରତି କୃପା ଦୃଷ୍ଟି ରଖିବ, ତାହାର ପ୍ରୟୋଜନ ଅନକ୍ସ୍ଟସା ରେ ତୁମ୍ଭେ ତାଙ୍କୁ ୟଥେଷ୍ଟ ରୂପେ ଋଣ ଦବେ।

9ଏପରି କାହାକକ୍ସ୍ଟ ଋଣ ଦବୋକକ୍ସ୍ଟ ମନା କର ନାହିଁ, ଯେ ହତେକ୍ସ୍ଟ ଋଣ କ୍ଷମାର ବର୍ଷ ନିକଟବର୍ତ୍ତୀ ହାଇଗେଲାଣି ବୋଲି। ତୁମ୍ଭମାନଙ୍କ ମଧିଅରେ ଏପରି ମନ୍ଦ କଳ୍ପନା ରହିବା ଉଚିତ୍ ନକ୍ସ୍ଟହଁ। ସାବଧାନ ହକ୍ସ୍ଟଅ, ଗୋଟିଏ ନିଃଶ୍ବ ଲୋକ ପ୍ରତି କୃପଣ ହକ୍ସ୍ଟଅ ନାହିଁ! କାରଣ ଯଦି ସହେି ବ୍ଯକ୍ତି ତକ୍ସ୍ଟମ୍ଭ ପ୍ରତିକୂଳ ରେ ସଦାପ୍ରଭୁଙ୍କୁ ଡାକେ, ତବେେ ତୁମ୍ଭକୁ ପାପରେ ଦୋଷୀ ବୋଲି ବିବଚେନା କରାୟିବ।

10ତୁମ୍ଭମାନେେ ନିଶ୍ଚିତ ଭାବରେ ହୃଦଯ ରେ ସହିତ ତାଙ୍କୁ ଦବୋ ଉଚିତ୍। ତାଙ୍କୁ ଦବୋ ବେଳେ ତୁମ୍ଭେ କକ୍ସ୍ଟସ୍ଖିତ ହବୋ ଉଚିତ୍ ନକ୍ସ୍ଟ ହେଁ। କାରଣ ସହେି କର୍ମ ହତେକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସମସ୍ତ କର୍ମ ରେ ଓ ତୁମ୍ଭେ ଯେଉଁ ବିଷଯ ରେ ଧ୍ଯାନ ଦିଅ, ସଦାପ୍ରଭୁ ସେଥି ରେ ତୁମ୍ଭକୁ ଆଶୀର୍ବାଦ କରିବେ।

Deuteronomy 15 illustration - Deuteronomy Chapter 15

11ଦେଶ ରେ ସର୍ବଦା ଗରିବ ଲୋକ ରହିବେ। ଯେଉଁଥିପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା ଦଇେ କହକ୍ସ୍ଟଛକ୍ସ୍ଟ, ତୁମ୍ଭମାନେେ ତୁମ୍ଭର ଦରିଦ୍ର ଭାଇମାନଙ୍କୁ ନିଶ୍ଚଯ ସାହାୟ୍ଯ କରିବ। ତାଙ୍କର ଆବଶ୍ଯକତା ଅନକ୍ସ୍ଟସା ରେ ସମାନଙ୍କେୁ ସାହାୟ୍ଯ କର।

12ତୁମ୍ଭମାନେେ ତୁମ୍ଭମାନଙ୍କର ସବୋ କରିବା ପାଇଁ ଯେଉଁ ଏବ୍ରୀଯ ଲୋକ ବା ମହିଳାମାନଙ୍କୁ କ୍ରିତଦାସ ଭାବେ କିଣିଥିବ। ତୁମ୍ଭମାନେେ ସମାନଙ୍କେୁ ଛଅ ବର୍ଷ ରଖିପାରିବ। କିନ୍ତୁ ସମସ୍ତ ବର୍ଷ ତୁମ୍ଭେ ସମାନଙ୍କେୁ ନିଶ୍ଚଯ ମକ୍ସ୍ଟକ୍ତ କରିବ।

13କିନ୍ତୁ ତୁମ୍ଭମାନେେ ଯେତବେେଳେ ତୁମ୍ଭର କ୍ରିତଦାସମାନଙ୍କୁ ମକ୍ସ୍ଟକ୍ତ କରିବ, ସେତବେେଳେ ସମାନଙ୍କେୁ ମକ୍ସ୍ଟକ୍ତ ହସ୍ତ ରେ ୟିବାକକ୍ସ୍ଟ ଦବନୋହିଁ।

14ତୁମ୍ଭମାନେେ ସମାନଙ୍କେୁ ତୁମ୍ଭମାନଙ୍କର ପଶକ୍ସ୍ଟ ମଧ୍ଯରକ୍ସ୍ଟ କିଛି, କିଛି ଶସ୍ଯ ଏବଂ କିଛି ଦ୍ରାକ୍ଷାରସ ସମାନଙ୍କେୁ ଦବୋ ଉଚିତ୍। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରିଥିବା ଦ୍ରବ୍ଯରକ୍ସ୍ଟ କିଛି ନିଶ୍ଚିତ ଭାବରେ ସମାନଙ୍କେୁ ଦବୋ ଉଚିତ୍।

15ମନରେଖ, ଯେ ତୁମ୍ଭମାନେେ ମିଶର ଦେଶ ରେ ସଐୂର୍ଣ୍ଣ ଭାବରେ ଦାସରୂପେ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ମକ୍ସ୍ଟକ୍ତ କଲେ। ଏଥିପାଇଁ ମୁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି।

Deuteronomy 15 illustration - Deuteronomy Chapter 15

16କିନ୍ତୁ ଏପରି ହାଇପୋ ରେ କୌଣସି ଦାସ ତୁମ୍ଭକୁ ଏପରି କହିପା ରେ, 'ମୁ ତୁମ୍ଭକୁ ଛାଡିୟିବି ନାହିଁ।' ସପରେି କହିପା ରେ କାରଣ ସେ ତକ୍ସ୍ଟମ୍ଭ ନିକଟରେ ସକ୍ସ୍ଟଖ ରେ ଥାଇପା ରେ। ସେ ତୁମ୍ଭକୁ ଓ ତକ୍ସ୍ଟମ୍ଭ ପରିବାରକକ୍ସ୍ଟ ସ୍ନହେ କରୁଥାଏ।

17ତବେେ ତୁମ୍ଭେ ଏକ ବିନ୍ଧଣୀ ନିଅ ଓ କବାଟ ଉପରେ ତାହାର କର୍ଣ୍ଣକକ୍ସ୍ଟ ଫୋଡ। ତହିଁରେ ସେ ସବୁଦିନ ତୁମ୍ଭର ଦାସ ହାଇେ ରହିବ। ପକ୍ସ୍ଟଣି ତୁମ୍ଭେ ଆପଣା ଦାସ ପ୍ରତି ଠିକ୍ ଏହିପରି କରିବା ଉଚିତ୍।

18ତୁମ୍ଭେ ତାହାକକ୍ସ୍ଟ ମକ୍ସ୍ଟକ୍ତ କରି ବିଦାଯ କରିବା ବେଳେ ଏହା ତକ୍ସ୍ଟମ୍ଭ ଦୃଷ୍ଟି ରେ କଠିନ ବୋଧ ନ ହେଉ। କାରଣ ସେ ଛବର୍ଷ ଭିତ ରେ ଏକ ବତନଜେୀବିର ଦ୍ବିଗକ୍ସ୍ଟଣ ବତନରେ ଦାସ୍ଯକର୍ମ କରିଅଛି। ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସକଳ କାର୍ୟ୍ଯ ରେ ତୁମ୍ଭକୁ ଆଶୀର୍ବାଦ କରିବେ।

19ତୁମ୍ଭମାନେେ ଆପଣା ଗୋରୁ ପଲରକ୍ସ୍ଟ ଓ ମଷେ ପଲରକ୍ସ୍ଟ ଜନ୍ମ ହାଇେଥିବା ପ୍ରଥମ ଅଣ୍ତିରା ଛକ୍ସ୍ଟଆକକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପବିତ୍ର କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ଗୋରୁପଲର ପ୍ରଥମ ଜାତକ ଦ୍ବାରା କିଛି କର୍ମ କରିବ ନାହିଁ। ମଷେପଲର ପ୍ରଥମଜାତ ସନ୍ତାନମାନଙ୍କର ଲୋମ ଛଦନେ କରିବ ନାହିଁ।

20ସଦାପ୍ରଭୁ ଯେଉଁ ସ୍ଥାନ ମନୋନୀତ କରିବେ, ସହେି ସ୍ଥାନ ରେ ତୁମ୍ଭେ ତୁମ୍ଭର ପରିବାର ସହିତ ପ୍ରତିବର୍ଷ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉପସ୍ଥିତି ରେ ତାହା ଭୋଜନ କରିବ।

Deuteronomy 15 illustration - Deuteronomy Chapter 15

21ଯଦି ସହେି ପଶକ୍ସ୍ଟଠା ରେ କୌଣସି ଖକ୍ସ୍ଟଣ ଥାଏ, ଯଥା ସେ ଯଦି େଛାଟା, କଣା କିମ୍ବା ସେ କୌଣସି ମନ୍ଦ ଖକ୍ସ୍ଟଣ ୟକ୍ସ୍ଟକ୍ତ ଥାଏ ତବେେ ତୁମ୍ଭେ ତାକକ୍ସ୍ଟ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିପାରିବ ନାହିଁ।

22କିନ୍ତୁ ନିଜ ଫାଟକ ଭିତ ରେ ତୁମ୍ଭମାନେେ ତାକକ୍ସ୍ଟ ଭୋଜନ କରିପାରିବ। ଶକ୍ସ୍ଟଚି ଓ ଅଶକ୍ସ୍ଟଚି ଲୋକ ସମସ୍ତେ ଭୋଜନ କରି ପାରନ୍ତି। କୃଷ୍ତସାର ଓ ହରିଣ ମାଂସ ଭୋଜନ କରିବାର ନିଯମ ଯାହା ଏହି ମାଂସ ଭୋଜନ କରିବାର ନିଯମ ଠିକ୍ ତାହା।

23ତୁମ୍ଭମାନେେ କବଳେ ତା'ର ରକ୍ତ ଭୋଜନ କରିପାରିବ ନାହିଁ। ତୁମ୍ଭମାନେେ ଜଳପରି ତାହାକକ୍ସ୍ଟ ଭୂମିରେ ଢାଳି ଦବେ।

Chapter Complete

You have read Deuteronomy 15

23 verses