Lumina
Amos

Seek the LORD

Amos 5·Oriya Bible

1ହେ ଇଶ୍ରାୟେଲୀୟବାସୀ, ଏହି ବାର୍ତ୍ତା ଶୁଣ। ତୁମ୍ଭମାନଙ୍କ ବିଷଯ ରେ ଏହା ହେଉଛି ବିଳାପର ସଙ୍ଗୀତ।

2ଇଶ୍ରାୟେଲର କୁମାରୀ ପଡିୟାଇଛି ଏବଂ ସେ ଆଉ ଉଠିପାରିବ ନାହିଁ। ସେ ଏକାକିନୀ ପଡି ରହିଛି। ସହେି ମଇଳାରୁ ତାକୁ ଉଠାଇବାକୁ କହେି ନାହିଁ।

3ସଦାପ୍ରଭୁ ମାରେ ପ୍ରଭୁ ଏହି ବାକ୍ଯ କୁହନ୍ତି: ସହରରୁ ବାହାରକୁ ୟାଇଥିବା ଏକ ହଜାର ମଧ୍ଯରୁ ଏକଶହ ଅବଶିଷ୍ଟ ରହିବେ, ଏବଂ ଏକଶହ ବାହାରିଥିବା ମଧ୍ଯରୁ ମାତ୍ର ଦଶଜଣ ପ୍ରତ୍ଯାବର୍ତ୍ତନ କରିବେ।

4ଇଶ୍ରାୟେଲକୁ ସଦାପ୍ରଭୁ ଏହାହିଁ କୁହନ୍ତି: ଆସ, ଆମ୍ଭର ଅନୁସନ୍ଧାନ କର ଏବଂ ବଞ୍ଚ।

5ମାତ୍ର ବୈଥଲକୁ ଖାଜେ ନାହିଁ। ଗିଲ୍ଗଲକୁ ୟାଅ ନାହିଁ। ସୀମା ଅତିକ୍ରମ କରି ବେର୍ଶବୋକୁ ୟାଅ ନାହିଁ। ଗିଲ୍ଗଲ୍ର ଲୋକମାନଙ୍କୁ ବନ୍ଦୀରୂପେ ନିଆୟିବ ଏବଂ ବୈଥଲ ଧ୍ବଂସ ହବେ।

Amos 5 illustration - Amos Chapter 5

6ସଦାପ୍ରଭୁଙ୍କ ଅନ୍ବଷେଣ କର ଓ ବଞ୍ଚି ରୁହ। ତୁମ୍ଭେ ଯଦି ସଦାପ୍ରଭୁଙ୍କ ନିକଟକୁ ନ ୟିବ ତାହା ହେଲେ ଗୋଟିଏ ଅଗ୍ନି ସଞ୍ଚାର ହବେ ଏବଂ ସହେି ଅଗ୍ନି ଯୋଷଫଙ୍କେ ଗୃହକୁ ଧ୍ବଂସ କରିବ ଏବଂ କୌଣସି ବ୍ଯକ୍ତି ବୈଥଲ ରେ ସେ ଅଗ୍ନିକୁ ଲିଭାଇ କରିପାରିବେ ନାହିଁ।

7ପରମେଶ୍ବର କୃତ୍ତିକାକାର ଓ ମୃଗଶୀର୍ଷ ସୃଷ୍ଟି କଲେ। ସେ ଅନ୍ଧକାରକୁ ପ୍ରଭାତ ଆଲୋକରେ ପରିଣତ କଲେ।

8ସେ ମଧ୍ଯ ଦିନକୁ ରାତ୍ରି ରେ ପରିଣତ କଲେ। ସେ ସାଗର ଜଳକୁ ଆହ୍ବାନ କରନ୍ତି ଓ ପୃଥିବୀ ଉପ ରେ ଢାଳନ୍ତି।

9ତାଙ୍କର ନାମ ଯିହାବୋଃ। ସେ କୌଣସି ଶକ୍ତିଶାଳୀ ନଗରକୁ ବା ଦୁର୍ଗକୁ ଧ୍ବଂସ କରି ପାରନ୍ତି।

10ସହରର ଫାଟକରେ ତୁମ୍ଭେ ଭବିଷ୍ଯତବକ୍ତା ଦ୍ବାରା ଉଚ୍ଛନ୍ନ ହବୋକୁ ଘୃଣା କର। ତୁମ୍ଭେ ସଚ୍ଚୋଟ ବାକ୍ଯକୁ ମଧ୍ଯ ଘୃଣା କର।

Amos 5 illustration - Amos Chapter 5

11ତୁମ୍ଭମାନେେ ଦରିଦ୍ରମାନଙ୍କଠାରୁ ଅସାଧୁ ଉପାଯ ରେ କର ନେଉଅଛ ଏବଂ ସମାନଙ୍କେର ଗହମ ବଳପୂର୍ବକ ନେଉଅଛ। ତୁମ୍ଭମାନେେ କାରୁକାର୍ୟ୍ଯ ପଥର ରେ ସୁନ୍ଦର ଘର ନିର୍ମାଣ କରିଛ, କିନ୍ତୁ ତୁମ୍ଭମାନେେ ସହେି ଘ ରେ ରହିପାରିବ ନାହିଁ। ତୁମ୍ଭମାନେେ ସୁନ୍ଦର ଦ୍ରାକ୍ଷାଗଛ କ୍ଷେତ୍ର ରେ ଲଗାଇଛ କିନ୍ତୁ ସେ ଦ୍ରାକ୍ଷାରସ ପାନ କରିପାରିବ ନାହିଁ।

12ଆମ୍ଭେ ତୁମ୍ଭମାନଙ୍କର ଅନକେ ଜଘନ୍ଯ ପାପ ଜାଣୁ। ତୁମ୍ଭମାନେେ ଧାର୍ମିକ ଲୋକଙ୍କୁ କଷ୍ଟ ଦଲେ। ତୁମ୍ଭେ ଲାଞ୍ଚ ନଇେଛ ଏବଂ ଦରିଦ୍ର ଲୋକଙ୍କ ପ୍ରତି ନ୍ଯାଯଳଯ ରେ ଅନ୍ଯାଯ ଆଚରଣ କରିଅଛ।

13ସେତବେେଳେ ଜ୍ଞାନୀ ବ୍ଯକ୍ତିମାନେ ନୀରବ ରହିବେ କାରଣ ସମୟ ଅତି ମନ୍ଦ ଅଟେ।

14ତୁମ୍ଭେ କୁହ, ପରମେଶ୍ବର ତୁମ୍ଭମାନଙ୍କ ସହିତ ଅଛନ୍ତି। ତେଣୁ ତୁମ୍ଭେ ଉତ୍ତମ କାର୍ୟ୍ଯ କର। ମନ୍ଦଠାରୁ ଦୂ ରଇେ ରୁହ। ତାହା ହେଲେ ସଦାପ୍ରଭୁ ପରମେଶ୍ବର ସର୍ବଶକ୍ତିମାନ ପ୍ରକୃତ ରେ ତୁମ୍ଭର ସହବର୍ତ୍ତା ହବେେ।

15ମନ୍ଦକୁ ଘୃଣା କର, ଭଲକୁ ଆଦର କର। ନ୍ଯାଯ ବିଗ୍ଭର କର। ସଦାପ୍ରଭୁ ପରମେଶ୍ବର ସର୍ବଶକ୍ତିମାନ ହୁଏତ ଯୋଷଫଙ୍କେ ଅବଶିଷ୍ଟାଂଶ ପରିବାର ପ୍ରତି କୃପାମଯ ହାଇପୋରନ୍ତି।

Amos 5 illustration - Amos Chapter 5

16ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ବର କୁହନ୍ତି, ଲୋକମାନେ ସର୍ବଶକ୍ତିମାନ ସ୍ଥାନ ରେ କ୍ରନ୍ଦନ କରିବେ। ପ୍ରେତ୍ୟକକ ରାସ୍ତା ରେ ସମାନେେ କହିବେ ହାୟ! ହାୟ! ସମାନେେ କୃଷକମାନଙ୍କୁ ଶୋକରେ ୟୋଗଦବୋ ପାଇଁ ନିମନ୍ତ୍ରଣ କରିବେ ଓ ପଷୋଦାର ଶାେକକାରୀମାନଙ୍କୁ ଶାେକ କରିବାକୁ ଭଡା ରେ ଆଣିବେ।

17ସଦାପ୍ରଭୁ ଏହା ମଧ୍ଯ କହନ୍ତି: ଲୋକମାନେ ଦ୍ରାକ୍ଷାକ୍ଷେତ୍ର ରେ କ୍ରନ୍ଦନ କରିବେ। ଯେତବେେଳେ ଆମ୍ଭେ ତୁମ୍ଭମାନଙ୍କ ମଧିଅରେ ଅତିକ୍ରମ କରିବା ଏବଂ ତୁମ୍ଭଙ୍କୁ ଦଣ୍ତ ଦବୋ।

18ତୁମ୍ଭମାନଙ୍କ ମଧ୍ଯରୁ କେତକେ ସଦାପ୍ରଭୁଙ୍କର ବିଶଷଦେିନ ପାଇଁ ଅପେକ୍ଷା କରିଛ। କିନ୍ତୁ ତୁମ୍ଭେ ଅପେକ୍ଷା କରିବା ଉଚିତ୍ ନୁହଁ। ସଦାପ୍ରଭୁଙ୍କର ସହେି ବିଶଷଦେିବସଟି କବଳେ ଗ୍ଭରିଆଡୁ ଅନ୍ଧକାର ଆଣିବ, ତୁମ୍ଭେ ଆଶା କରିଥିବା ଆଲୋକକୁ ନୁହେଁ।

19ସଦାପ୍ରଭୁଙ୍କର ଦିନଟି ଏପରି ସମୟ ହବେ, ଯବେେ ତବେଳେେ ଜଣେ ବ୍ଯକ୍ତି ସିଂହ ମୁହଁରୁ ରକ୍ଷା ପାଇ ଭାଲୁ ଦ୍ବାରା ଆକ୍ରମିତ ହୁଏ କି ନିଜ ଘରର କାନ୍ଥ ରେ ହାତ ରଖି ବିଶ୍ରାମ ନବୋ ସମୟରେ ଦନ୍ତଘାତ ହୁଏ।

20ସଦାପ୍ରଭୁଙ୍କର ବିଶଷଦେିନଟି ଆନନ୍ଦର ଦିନ ନ ହାଇେ ଦୁଃଖମଯ ହବେ। ଏହା ଆଲୋକିତ ନ ହାଇେ ଅନ୍ଧକାର ପୂର୍ଣ୍ଣ ହବେ।

Amos 5 illustration - Amos Chapter 5

21ଆମ୍ଭେ ତୁମ୍ଭମାନଙ୍କର ପର୍ବ ଦିନକୁ ଘୃଣା କରୁ। ଆମ୍ଭେ ମଧ୍ଯ ତୁମ୍ଭମାନଙ୍କ ଧାର୍ମିକ ମହାସଭାକୁ ଗ୍ରହଣ କରୁ ନାହୁଁ।

22ଏପରିକି ତୁମ୍ଭେ ହାମବେଳି ଓ ଭୈକ୍ଷ୍ଯ ନବୈେଦ୍ଯ ଅର୍ପଣ କଲେ ହେଁ ଆମ୍ଭେ ସଗେୁଡିକୁ ଗ୍ରହଣ କରିବା ନାହିଁ। ଆଉ ମଧ୍ଯ ମଙ୍ଗଳ ବିଧାନ ପାଇଁ ବଳି ଯୋଗ୍ଯ ପୁଷ୍ଟ ପଶୁଗଣ ପ୍ରତି ଆମ୍ଭେ ଦୃଷ୍ଟି ଦବୋ ନାହିଁ।

23ତୁମ୍ଭମାନଙ୍କର ସହେି ଉଚ୍ଚସ୍ବର ସଙ୍ଗୀତ ବନ୍ଦ କର। କାରଣ ଆମ୍ଭେ ସଗେୁଡିକୁ ଶୁଣିବାକୁ ଗ୍ଭହୁଁ ଓ ତୁମ୍ଭର ବୀଣାବାଦନଗୁଡିକ ଦୁର କର।

24ତୁମ୍ଭର ନ୍ଯାଯ ବିଗ୍ଭରଧାରା ପ୍ରବାହିତ ଜଳ ସଦୃଶ ହବୋ ଉଚିତ୍ ଏବଂ ଧାର୍ମିକତା ଗୋଟିଏ ଝରଣା ପରି ହବୋ ଉଚିତ୍। ଯାହା କବେେ ଶୁଖେ ନାହିଁ।

25ହେ ଇଶ୍ରାୟେଲୀୟମାନେ, ତୁମ୍ଭମାନେେ ଦୀର୍ଘ ଗ୍ଭଳିଶ ବର୍ଷ ମରୁଭୂମିରେ ଥିଲା ବେଳେ ତୁମ୍ଭର ସବୋ ଓ ବଳିଦାନ ଆମ୍ଭକୁ ଦଇେଥିଲ କି?

Amos 5 illustration - Amos Chapter 5

26ତୁମ୍ଭେ ସିକୂତକୁ ତୁମ୍ଭର ରାଜା ରୂପେ ଏବଂ କାଯନଙ୍କୁ ତୁମ୍ଭର 'ତାରକା ସଦାପ୍ରଭୁ' ରୂପେ ତୁମ୍ଭେ ନିଜେ ତିଆରି କରିଛ।

27ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦମ୍ମେଶକ ସହରର ବହୁତ ଦୂରକୁ ବନ୍ଦୀକରି ନିର୍ବାସିତ କରାଇବା। ସର୍ବଶକ୍ତିମାନ ପରମେଶ୍ବର ଏହି କଥା କହିଲେ।

Chapter Complete

You have read Amos 5

27 verses