Lumina
Acts

Acts 22

Acts 22·Oriya Bible

1ପାଉଲ କହିଲେ, ଭାଇମାନେ ଓ ପିତାମାନେ, ଯେ ହତେୁ ମୁଁ ମାରେ ନିଜ ସପକ୍ଷ ରେ କଥା କହୁଛି, ତେଣୁ ଆପଣମାନେ ମାେ କଥା ଶୁଣନ୍ତୁ।

2ସମାନେେ ପାଉଲଙ୍କୁ ଯିହୂଦୀ ଭାଷା ରେ କହିବାର ଶୁଣି ଆହୁରି ଅଧିକ ଶାନ୍ତ ହାଇଗେଲେ। ତା'ପରେ ପାଉଲ କହିଲେ,

3ମୁଁ ଜଣେ ଯିହୂଦୀୟ ଲୋକ। ମାରେ ଜନ୍ମ କିଲିକିଆ ଦେଶର ତାର୍ଷ ନଗର ରେ। କିନ୍ତୁ ଏହି ନଗର ରେ ମାରେ ଲାଳନପାଳନ ହାଇେଥିଲା। ମୁଁ ଆମ୍ଭ ପିତୃପୁରୁଷଙ୍କ ନିୟମ ଗୁଡ଼ିକ ବିଷୟ ରେ ଗୁରୁ ଗମଲୀଯଲଙ୍କେ ପାଖରୁ ବହୁତ ଯତ୍ନ ସହକା ରେ ତାଲିମ ପାଇଛି। ତୁମ୍ଭମାନଙ୍କେ ପରି, ମୁଁ ମଧ୍ଯ ପରମେଶ୍ବରଙ୍କ ନିମନ୍ତେ ଅତି ଉତ୍ସାହୀ ଥିଲି।

4ମୁଁ ଯୀଶୁଙ୍କ ପଥରେ ଯାଉଥିବା ଲୋକମାନଙ୍କୁ ତାଡ଼ନା ଓ କଷ୍ଟ ଦେଉଥିଲି। ମୁଁ ପୁରୁଷ ଓ ସ୍ତ୍ରୀ ଲୋକମାନଙ୍କୁ ବନ୍ଦୀ କରି କାରାଗାର ରେ ରଖିଥିଲି।

5ମହାୟାଜକ ଓ ପ୍ରାଚ଼ୀନ ଲୋକମାନଙ୍କର ସମ୍ପୂର୍ଣ୍ଣ ପରିଷଦ ଏ କଥାର ସାକ୍ଷୀ ଅଟନ୍ତି। ମୁଁ ସମାନଙ୍କେଠାରୁ ଦମ୍ମସକରେେ ଥିବା ସମାନଙ୍କେର ଭାଇମାନଙ୍କ ପାଖକୁ ପତ୍ର ନଇେ ଯାଇଥିଲି। ସଠାେରେ ଥିବା ଯୀଶୁଙ୍କର ଶିଷ୍ଯମାନେ ଯେପରି ଦଣ୍ଡ ପାଇପାରନ୍ତି, ଏଥିନିମନ୍ତେ ସମାନଙ୍କେୁ ବନ୍ଦୀ କରି ୟିରୁଶାଲମକୁ ନଇେ ଆସିବା ପାଇଁ ମୁଁ ଯାଉଥିଲି।

Acts 22 illustration - Acts Chapter 22

6ମୁଁ ଦମ୍ମସକରେ ନିକଟବର୍ତ୍ତୀ ହେଲା ବେଳେ ହଠାତ୍ ଗୋଟଏ ଘଟଣା ଘଟିଲା। ଦମ୍ମସକରେେ ପହଞ୍ଚିବା ବେଳେ ପ୍ରାୟ ଦ୍ବିପହର ହାଇେଥିଲା। ସେତବେେଳେ ହଠାତ୍ ଆକାଶରୁ ଗୋଟିଏ ଉଜ୍ଜ୍ବଳ ଆଲୋକ ମାେ ଚ଼ାରିପାଖ ରେ ପ୍ରକାଶିତ ହେଲା।

7ମୁଁ ତଳେ ପଡ଼ିଗଲି। ସେତବେେଳେ ମାେତେ ଗୋଟିଏ ବାଣୀ ଶୁଭିଲା, 'ଶାଉଲ, ଶାଉଲ, ତୁମ୍ଭେ କାହିଁକି ମାେତେ ତାଡ଼ନା କରୁଛ?'

8ମୁଁ ପଚ଼ାରିଲି, 'ଆପଣ କିଏ, ପ୍ରଭୁ?' ସେ ମାେତେ କହିଲେ, 'ମୁଁ ସହେି ନାଜରିତୀୟ ଯୀଶୁ, ଯାହାକୁ ତୁମ୍ଭେ ତାଡ଼ନା କରୁଅଛ।'

9ମାେ ସହିତ ଥିବା ଲୋକମାନେ ମଧ୍ଯ ସହେି ଆଲୋକ ଦେଖି ପାରିଲେ। କିନ୍ତୁ ସମାନେେ ମାେତେ କୁହାୟିବା ବାକ୍ଯ ଶୁଣି ବୁଝି ପାରିଲେ ନାହିଁ।

10ମୁଁ ପଚ଼ାରିଲି, 'ପ୍ରଭୁ ମୁଁ କଣ କରିବି?' ପ୍ରଭୁ ମାେତେ କହିଲେ, 'ଉଠ ଦମ୍ମସକେ ନଗରକୁ ଯାଅ।' ଯେଉଁସବୁ କାର୍ୟ୍ଯ ନିମନ୍ତେ ତୁମ୍ଭକୁ ମନୋନୀତ କରାଯାଇଛି, ତାହା ସଠାେରେ ତୁମ୍ଭକୁ କୁହାୟିବ।'

Acts 22 illustration - Acts Chapter 22

11ମୁଁ କିଛି ଦେଖିପାରୁ ନଥିଲି, କାରଣ ସହେି ଆଲୋକର ତଜେ ମାେତେ ଅନ୍ଧ କରି ପକାଇଥିଲା। ସେଥିପାଇଁ ମାରେ ବନ୍ଧୁମାନେ ମାେ ହାତ ଧରି ଦମ୍ମସକେ ନଇଗେଲେ।

12ହନନିୟ ନାମକ ଜଣେ ଭକ୍ତ ଦମ୍ମସକେ ନଗର ରେ ଥିଲେ। ସେ ମାଶାଙ୍କେ ବ୍ଯବସ୍ଥା ମାନୁଥିଲେ। ସଠାେରେ ରହୁଥିବା ସମସ୍ତ ଯିହୂଦୀୟମାନେ ତାହାଙ୍କୁ ସମ୍ମାନ ଦେଉଥିଲେ।

13ହନନିୟ ମାେ ପାଖ ରେ ଆସି ଠିଆ ହାଇେ କହିଲେ, ' ହେ ଭାଇ ଶାଉଲ, ତୁମ୍ଭେ ପୁଣି ଥରେ ଦେଖିବାକୁ ପାଅ।' ମୁଁ ସହେି ମୁହୂର୍ତ୍ତ ରେ ତାହାଙ୍କୁ ଦେଖିପାରିଲି।

14ସେ ମାେତେ କହିଲେ, 'ଆମ୍ଭମାନଙ୍କ ପୈତୃକ ପରମେଶ୍ବର ତାହାଙ୍କର ଇଚ୍ଛା ଜାଣିବା ନିମନ୍ତେ, ଓ ସହେି ଧାର୍ମିକ ବ୍ଯକ୍ତିଙ୍କୁ ଦେଖିବା ଓ ତାହାଙ୍କ ମୁଖର କଥା ଶୁଣିବା ନିମନ୍ତେ ତୁମ୍ଭକୁ ମନୋନୀତ କରି ଅଛନ୍ତି।

15କାରଣ ତୁମ୍ଭେ ସମସ୍ତ ଲୋକମାନଙ୍କ ପାଖ ରେ ତାହାଙ୍କର ସାକ୍ଷୀ ହବେ। ତୁମ୍ଭେ ଯାହା ଯାହା ଦେଖିଛ ଓ ଶୁଣିଛ, ତାହା ସମସ୍ତଙ୍କୁ କହିବ।

Acts 22 illustration - Acts Chapter 22

16ତୁମ୍ଭେ ବର୍ତ୍ତମାନ ଆଉ ଅପେକ୍ଷା କର ନାହିଁ। ଶୀଘ୍ର ଉଠ ଓ ବାପ୍ତିଜିତ ହୁଅ ଏବଂ ଯୀଶୁଙ୍କ ନାମ ରେ ତୁମ୍ଭର ପାପରୁ ଧୋଇ ହୁଅ।'

17ତା'ପରେ ମୁଁ ୟିରୁଶାଲମକୁ ଫରେି ଆସିଲି। ସଠାେରେ ମନ୍ଦିର ରେ ଦିନେ ପ୍ରର୍ଥନା କଲା ବେଳେ ମୁଁ ଗୋଟିଏ ଦର୍ଶନ ଦେଖିଲି।

18ସହେି ସମୟରେ ମୁଁ ଯୀଶୁଙ୍କୁ ଦର୍ଶନ କଲି। ସେ ମାେତେ କହିଲେ, 'ତୁମ୍ଭେ ସଙ୍ଗେ ସଙ୍ଗେ ୟିରୁଶାଲମ ଛାଡ଼ି ଦିଅ, କାରଣ ତୁମ୍ଭେ ମାେ ବିଷୟ ରେ ଯାହା କହିବ, ସମାନେେ ଗ୍ରହଣ କରିବେ ନାହିଁ।'

19କିନ୍ତୁ ମୁଁ କହିଲି, ପ୍ରଭୁ, ଏ ଲୋକମାନେ ତ ସମସ୍ତେ ଜାଣନ୍ତି ଯେ ମୁଁ ପ୍ରେତ୍ୟକକ ସମାଜଗୃହକୁ ଯାଇ ସଠାେରେ ତୁମ୍ଭକୁ ବିଶ୍ବାସ କରୁଥିବା ଲୋକମାନଙ୍କୁ ବନ୍ଦୀ କରୁଥିଲି ଏବଂ ମାଡ଼ ମାରୁଥିଲି।

20ତୁମ୍ଭର ସାକ୍ଷୀ ସ୍ତିଫାନଙ୍କ ରକ୍ତ ବହିଯାଉଥିବା ସମୟରେ ମୁଁ ସଠାେରେ ଠିଆ ହାଇେ ସହେି କାର୍ୟ୍ଯକୁ ସମର୍ଥନ କରୁଥିଲି। ମୁଁ ତାହାଙ୍କୁ ହତ୍ଯା କରୁଥିବା ଲୋକମାନଙ୍କର ଲୁଗାପଟାକୁ ଜଗିଥିଲି, ଏସବୁ କଥା ସମାନେେ ଜାଣନ୍ତି।'

Acts 22 illustration - Acts Chapter 22

21କିନ୍ତୁ ପ୍ରଭୁ ମାେତେ କହିଲେ, 'ତୁମ୍ଭେ ଯାଅ। ମୁଁ ତୁମ୍ଭକୁ ବହୁତ ଦୂର ଅଣଯିହୂଦୀ ଦେଶଗୁଡ଼ିକୁ ପଠାଇବି।'

22ପାଉଲ ଏକଥା କହିବା ପର୍ୟ୍ଯନ୍ତ ଯିହୂଦୀମାନେ ଶୁଣୁଥିଲେ। ତା'ପରେ ସମାନେେ ସମସ୍ତେ ମିଶି ଖୁବ୍ ଜାରେ ରେ ପାଟି କରି କହିଲେ, ଏ ଲୋକକୁ ପୃଥିବୀରୁ ଦୂର କର। କାରଣ ସେ ବଞ୍ଚିରହିବା ପାଇଁ ଯୋଗ୍ଯ ନୁହଁ।

23ସମାନେେ ଚ଼ିତ୍କାର କରି ନିଜ ନିଜ ଲୁଗାପଟା ବାହାର କରି ଫୋପାଡ଼ି ଦେଲେ ଓ ଶୂନ୍ଯକୁ ଧୂଳି ଫୋପାଡ଼ିଲେ।

24ତା'ପରେ ସନୋପତି ପାଉଲଙ୍କୁ ସୈନ୍ଯ ନିବାସ ଭିତରକୁ ନଇୟିବୋ ପାଇଁ ଆଦେଶ ଦେଲେ। କାହିଁକି ଲୋକମାନେ ତାହାଙ୍କ ବିରୁଦ୍ଧ ରେ ଏଭଳି ପାଟିତୁଣ୍ଡ କରୁଥିଲେ, ତାହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ବାରା ପାଉଲଙ୍କୁ ପଚ଼ାରିବା ନିମନ୍ତେ ସେ ସୈନିକମାନଙ୍କୁ ଆଦେଶ ଦେଲେ।

25ସମାନେେ ପାଉଲଙ୍କୁ କୋରଡ଼ା ମାରିବା ପାଇଁ ବାନ୍ଧୁଥିବା ସମୟରେ ପାଉଲ ସଠାେରେ ଠିଆ ହାଇେଥିବା ଜଣେ ସନୋ ଅଧିକାରୀଙ୍କୁ କହିଲେ, ଜଣେ ରୋମୀୟ ନାଗରିକ, ଯେ କି ଦୋଷୀ ବୋଲି ପ୍ରମାଣିତ ହାଇେ ନାହିଁ, ତାହାକୁ କୋରଡ଼ା ମାରିବା କ'ଣ ଆଇନ ସଙ୍ଗତ ଅଟେ?

Acts 22 illustration - Acts Chapter 22

26ଏ କଥା ଅଧିକାରୀ ଶୁଣି ସନୋଧ୍ଯକ୍ଷଙ୍କୁ ଜଣାଇଲେ। ଅଧିକାରୀ କହିଲେ, ତୁମ୍ଭେ ଜାଣ, ତୁମ୍ଭେ କଣ କରୁଛ? ଏ ଲୋକ ଜଣେ ରୋମୀୟ ନାଗରିକ?

27ତେଣୁ ସନୋଧ୍ଯକ୍ଷ ଯାଇ ପାଉଲଙ୍କୁ ପଚ଼ାରିଲେ, ମାେତେ କୁହ, ତୁମ୍ଭେ କଣ ପ୍ରକୃତ ରେ ଜଣେ ରୋମୀୟ ନାଗରିକ?

28ସନୋଧ୍ଯକ୍ଷ କହିଲେ, ମୁଁ ଜଣେ ରୋମୀୟ ନାଗରିକ ହବୋପାଇଁ ପ୍ରଚୁ଼ର ଟଙ୍କା ଦଇେଥିଲି।।

29ପାଉଲ ଜଣେ ରୋମୀୟ ନାଗରିକ ବୋଲି ଜାଣିବା ପରେ ତାହାଙ୍କୁ ପ୍ରଶ୍ନ କରିବା ପାଇଁ ଯାଉଥିବା ଲୋକମାନେ ସଙ୍ଗେ ସଙ୍ଗେ ତାହାଙ୍କୁ ଛାଡ଼ି ଚ଼ାଲି ଗଲେ। ସନୋଧ୍ଯକ୍ଷ ମଧ୍ଯ ତାହାଙ୍କୁ ବାନ୍ଧି ବେତ୍ରାଘାତ କରିବା ପାଇଁ ଆଦେଶ ଦଇେଥିବାରୁ ଡ଼ରିଗଲେ।

30ତହିଁ ଆର ଦିନ ସନୋଧ୍ଯକ୍ଷ ଜାଣିବା ପାଇଁ ଚାହିଁଲେ, ଯିହୂଦୀମାନେ ପ୍ରକୃତ ରେ ପାଉଲଙ୍କ ବିରୁଦ୍ଧ ରେ କଣ ଦୋଷରୋପ କରୁଥିଲେ। ତେଣୁ ସେ ପାଉଲଙ୍କୁ ମୁକ୍ତ କରି ଦେଲେ ଏବଂ ୟିହୁଦୀ ମୁଖ୍ଯ ଯାଜକମାନଙ୍କୁ ଓ ସମଗ୍ର ଯିହୂଦୀ ମହାସଭା ଏକାଠି ହବୋକୁ ଆଦେଶ ଦେଲେ। ତା'ପରେ ସନୋଧ୍ଯକ୍ଷ ପାଉଲଙ୍କର ଶିକୁଳି ଖାଲିେ ଦେଲେ। ସେ ପାଉଲଙ୍କୁ ମହାସଭା ସମ୍ମୁଖ ରେ ବିଚ଼ାର ପାଇଁ ଠିଆ କରାଇଲେ।

Chapter Complete

You have read Acts 22

30 verses