Lumina
2Samuel

Sheba's Rebellion

2Samuel 20·Oriya Bible

1ସେ ସମୟରେ ବିନ୍ଯାମୀନୀଯ ବିଖ୍ରିର ପକ୍ସ୍ଟତ୍ର ଶବେଃ ନାମ ରେ ଜଣେ ପାପଧମ ଲୋକ ସଠାେରେ ଥିଲା, ପକ୍ସ୍ଟଣି ସେ ତୂରୀ ବଜାଇ କହିଲା,

2ତେଣୁ ଇଶ୍ରାୟେଲର ସମସ୍ତ ଲୋକ ଦାଉଦଙ୍କକ୍ସ୍ଟ ପରିତ୍ଯାଗ କଲେ ଓ ବିଖ୍ରିର ପକ୍ସ୍ଟତ୍ର ଶବେଃର ଅନକ୍ସ୍ଟସରଣ କଲେ। ମାତ୍ର ୟର୍ଦ୍ଦନଠାରକ୍ସ୍ଟ ୟିରକ୍ସ୍ଟଶାଲମ ପର୍ୟ୍ଯନ୍ତ ୟିହକ୍ସ୍ଟଦାର ଲୋକମାନେ ଆପଣା ରାଜାଙ୍କ ସହିତ ରହିଲେ।

3ଦାଉଦ ୟିରକ୍ସ୍ଟଶାଲମସ୍ଥ ଆପଣା ଗୃହକକ୍ସ୍ଟ ଆସିଲେ। ପକ୍ସ୍ଟଣି ରାଜା ଆରଣାର ଦଶ ଉପପତ୍ନୀଙ୍କକ୍ସ୍ଟ ଗୃହ ଜଗିବାକକ୍ସ୍ଟ ଛାଡି ୟାଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଗୃହ ରେ ପ୍ରହରୀମାନଙ୍କ ଦ୍ବାରା ଜଗାଇଲେ। ସେ ସମାନଙ୍କେୁ ଖାଦ୍ୟ ଯୋଗଇଲେ, ମାତ୍ର ସମାନଙ୍କେ ସହ ସହବାସ କଲେ ନାହିଁ। ଏଣୁ ସମାନେେ ମରଣ ଦିନ ପର୍ୟ୍ଯନ୍ତ ରକ୍ସ୍ଟଦ୍ଧ ହାଇେ ବୈଧବ୍ଯ ଦଶା ରେ ରହିଲେ।

4ତା'ପରେ ରାଜା ଅମାସାକକ୍ସ୍ଟ କହିଲେ, ତିନିଦିନ ମଧିଅରେ ୟିହକ୍ସ୍ଟଦାର ଲୋକମାନଙ୍କୁ କକ୍ସ୍ଟହ ମାେତେ ସାକ୍ଷାତ କରିବା ପାଇଁ ଏବଂ ତୁମ୍ଭେ ମଧ୍ଯ ସଠାେରେ ଉରସ୍ଥିତ ହକ୍ସ୍ଟଅ।

5ତହିଁରେ ଅମାସା ୟିହକ୍ସ୍ଟଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା, ମାତ୍ର ସେ ନିରୂପିତ ସମୟରକ୍ସ୍ଟ ଅଧିକ ବିଳମ୍ବ କଲା।

2Samuel 20 illustration - 2Samuel Chapter 20

6ତହିଁରେ ଦାଉଦ ଅବୀଶଯକକ୍ସ୍ଟ କହିଲେ, ଏବେ ଅବଶା ଲୋମ ଅପେକ୍ଷା ବିଖ୍ରିର ପକ୍ସ୍ଟତ୍ର ଶବେଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ। ତୁମ୍ଭେ ମାରେ ଅଧିକାରୀମାନଙ୍କୁ ନଇେ ତାଙ୍କ ପେଛ ପେଛ ୟାଅ, ନୋହିଲେ ସେ ପ୍ରାଚୀର ବେଷ୍ଟିତ କୈଣସି ନଗରକକ୍ସ୍ଟ ୟାଇ ଆମ୍ଭମାନଙ୍କ ଦୃଷ୍ଟିରକ୍ସ୍ଟ ପଳାଇବ।

7ତେଣୁ ଯୋୟାବ ୟିରକ୍ସ୍ଟଶାଲମ ଛାଡି ବିଖ୍ରିର ପକ୍ସ୍ଟତ୍ର ଶବେଃର ପେଛ ଗୋଡ଼ାଇଲା। ଯୋୟାବ ତାଙ୍କ ସହିତ ତାଙ୍କର ଲୋକ, କରେଥୀଯ, ପଲେଥୀଯ ଓ ସମସ୍ତ ବୀରମାନେ ତାଙ୍କ ସହିତ ବାହାରିଲେ।

8ସମାନେେ ଗିବିଯୋନସ୍ଥ ବୃହତ ପ୍ରସ୍ତର ନିକଟରେ ଉପସ୍ଥିତ ହେଲା ବେଳେ ଅମାସା ସମାନଙ୍କେର ସମ୍ମକ୍ସ୍ଟଖକକ୍ସ୍ଟ ଆସିଲା। ବର୍ତ୍ତମାନ ଯୋୟାବ ଆପଣା ପରିହିତ ୟକ୍ସ୍ଟଦ୍ଧବସ୍ତ୍ର ଭିଡି ପିନ୍ଧିଥିଲା। ତହିଁ ଉପରେ ଏକ କଟିବନ୍ଧନ ଓ କୋଷବଦ୍ଧ ଖଡ୍ଗ ତାହାର କଟି ଦେଶ ରେ ବନ୍ଧାଥିଲା। ପକ୍ସ୍ଟଣି ସେ ଯାଉ ଯାଉ ତାହା ପଡିଗଲା। ତେଣୁ ଯୋୟାବ ଏହାକକ୍ସ୍ଟ ଉଠାଇଲା ଓ ଧରିଲା।

9ଯୋୟାବ ଅମାସାକକ୍ସ୍ଟ ପଗ୍ଭରିଲା, କି ଭାଇ ତୁମ୍ଭର ମଙ୍ଗଳ?

10ମାତ୍ର ଯୋୟାବର ହସ୍ତସ୍ଥିତ ଖଡ୍ଗ ପ୍ରତି ଅମାସା କିଛି ଦୃଷ୍ଟି ଦଲୋ ନାହିଁ। ଏବଂ ଯୋୟାବ ସହେି ଖଡ୍ଗ ରେ ତା'ର ଉଦରକକ୍ସ୍ଟ ଆଘାତ କରି ତାହାର ଅନ୍ତବକ୍ସ୍ଟଜକ୍ସ୍ଟଳି କାଢି ଭୂମିରେ ପକାଇ ଦଲୋ। ସେ ଦ୍ବିତୀୟ ଥର ଆଘାତ କଲା ନାହିଁ। ସେଥି ରେ ହିଁ ସେ ମରି ୟାଇଥିଲା। ତା'ପରେ ଯୋୟାବ ଏବଂ ତାହାର ଭାଇ ଅବୀଶଯ ବିଖ୍ରିର ପକ୍ସ୍ଟତ୍ର ପଛ ରେ ଗୋଡ଼ାଇବାକକ୍ସ୍ଟ ଆରମ୍ଭ କଲେ।

2Samuel 20 illustration - 2Samuel Chapter 20

11ଯୋୟାବର ଜଣେ ୟକ୍ସ୍ଟବା ଲୋକ ଅମାସାଙ୍କ ଶରୀର ନିକଟରେ ଠିଆ ହାଇେ କହିଲା, ଯେଉଁମାନେ ଯୋୟାବକକ୍ସ୍ଟ ଭଲପାଆନ୍ତି ଓ ଯେଉଁମାନେ ଦାଉଦଙ୍କ ପକ୍ଷ, ସମାନେେ ଯୋୟାବର ପେଛ ପେଛ ୟାଆନ୍ତକ୍ସ୍ଟ।

12ସେ ସମୟରେ ଅମାସା ରାଜପଥ ମଧିଅରେ ନିଜ ରକ୍ତ ରେ ଲଟପଟ ହାଇେ ପଡିଥିଲା। ପକ୍ସ୍ଟଣି ସହେି ୟକ୍ସ୍ଟବକ ସମସ୍ତ ଲୋକଙ୍କକ୍ସ୍ଟ ଠିଆ ହବୋର ଦେଖି ଅମାସାକକ୍ସ୍ଟ ରାଜପଥରକ୍ସ୍ଟ କ୍ଷେତ୍ରକକ୍ସ୍ଟ ନଇଗେଲା। ତା'ପରେ ସେ ତାହା ଉପରେ ଏକ ବସ୍ତ୍ର ଘୋଡାଇ ଦଲୋ। ଯେତେ ଲୋକ ତା'ର ନିକଟ ଦଇେ ଆସିଲେ, ପ୍ରେତ୍ୟକକକକ୍ସ୍ଟ ଠିଆ ହବୋର ଦେଖନ୍ତେ ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇ ଦଲୋ।

13ଅମାସାକକ୍ସ୍ଟ ରାଜ ପଥରକ୍ସ୍ଟ ନଇେ ଗଲାପରେ ସମସ୍ତ ଲୋକ ବିଖ୍ରିର ପକ୍ସ୍ଟତ୍ର ଶବେଃର ପେଛ ଗୋଡ଼ାଇବା ପାଇଁ ଯୋୟାବର ଅନକ୍ସ୍ଟଗାମୀ ହେଲେ।

14ଶବେଃ ଇଶ୍ରାୟେଲର ସମସ୍ତ ପରିବାରବର୍ଗ ମଧ୍ଯ ଦଇେ ଆବଲେ, ବୈଥମାଖା ଗମନ କଲା। ସମସ୍ତ ବରୋଯମାନେ ଏକତ୍ରୀତ ହେଲେ, ଓ ତା'ର ପେଛ ପେଛ ଗମନ କଲେ।

15ଯୋୟାବ ଏବଂ ତାଙ୍କର ଲୋକମାନେ ଆସିଲେ ଏବଂ ବୈଥମାଖାସ୍ଥୀତ ଆବଲେ ରେ ତାଙ୍କୁ ରକ୍ସ୍ଟଦ୍ଧ କଲେ ଓ ନଗର ନିକଟରେ ଏକ ତିପି ପ୍ରସ୍ତକ୍ସ୍ଟତ କଲେ। ତାହା ଗଡପାଚରେୀ ପାଖ ରେ ନିର୍ମିତ ହେଲା, ତହିଁରେ ଯୋୟାବର ସମସ୍ତ ସଙ୍ଗୀଲୋକ ପାଚରେୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକକ୍ସ୍ଟ ଲାଗିଲେ।

2Samuel 20 illustration - 2Samuel Chapter 20

16ସେତବେେଳେ ନଗର ମଧ୍ଯରକ୍ସ୍ଟ ଏକ ବକ୍ସ୍ଟଦ୍ଧିମତି ସ୍ତ୍ରୀ ଡାକି କହିଲା, ଶକ୍ସ୍ଟଣ ଶକ୍ସ୍ଟଣ, ମୁ ବିନଯ କରୁଅଛି ଯୋୟାବକକ୍ସ୍ଟ ଏସ୍ଥାନ ପର୍ୟ୍ଯନ୍ତ ଆସିବାକକ୍ସ୍ଟ କକ୍ସ୍ଟହ। ମୁ ତା' ସହିତ କଥାବାର୍ତ୍ତା କରିବାକୁ ଗ୍ଭହକ୍ସ୍ଟଁଛି।

17ଯୋୟାବ ସ୍ତ୍ରୀ ଲୋକଟି ସହିତ କଥାବାର୍ତ୍ତା କରିବାକୁ ଗଲା। ସହେି ସ୍ତ୍ରୀ ପଗ୍ଭରିଲା, ତୁମ୍ଭେ କ'ଣ ଯୋୟାବ?

18ତା'ପରେ ସ୍ତ୍ରୀ ଲୋକଟି କହିଲା, ପୂର୍ବକାଳ ରେ ଲୋକମାନେ କହକ୍ସ୍ଟଥିଲେ, ' ଲୋକେ ଆବେଲ୍ ରେ ସାହାୟ୍ଯ ମାଗିବା ଉଚିତ୍ ଏବଂ ସମାନେେ ଯାହା ଦରକାର କଲେ ତାହା ପାଇପାରିବେ।'

19ମୁ ଇଶ୍ରାୟେଲର ଶାନ୍ତ ଓ ବିଶ୍ବସ୍ତ ଲୋକମାନଙ୍କ ମଧ୍ଯରକ୍ସ୍ଟ ଜଣେ, ତୁମ୍ଭେ ଇଶ୍ରାୟେଲର ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ୍ଣ ନଗରକକ୍ସ୍ଟ ଧ୍ବଂସ କରିବାକୁ ଖାଜେକ୍ସ୍ଟଛ। ଯାହା ସଦାପ୍ରଭୁଙ୍କର ଅଟେ, ତୁମ୍ଭେ କାହିଁକି ଧ୍ବଂସ କରିବାକୁ ଇଚ୍ଛା କରୁଛ?

20ଯୋୟାବ ଉତ୍ତର ଦେଲେ, ମୁ କୌଣସି ଜିନିଷ ଧ୍ବଂସ କରିବାର ଦରକାର ନାହିଁ। ମୁ ତୁମ୍ଭର ସହର ଧ୍ବଂସ କରିବାର ଦରକାର ନାହିଁ।

2Samuel 20 illustration - 2Samuel Chapter 20

21କିନ୍ତୁ ଆପଣଙ୍କ ସହର ରେ ଇଫ୍ରଯିମ ପର୍ବତମଯ ଦେଶୀଯ ଲୋକ ଅଛି ଯାହାର ନାମ ଶବେଃ, ସେ ବିଖ୍ରିର ପକ୍ସ୍ଟତ୍ର। ସେ ରାଜାଙ୍କର ବିରକ୍ସ୍ଟଦ୍ଧାଚରଣ କରୁଅଛି। ତାକକ୍ସ୍ଟ ମାେତେ ଦିଅ ମୁ ଏଠାରକ୍ସ୍ଟ ପରିତ୍ଯାଗ କରିବି।

22ତା'ପରେ ସେ ନଗରର ସମସ୍ତ ଲୋକମାନଙ୍କୁ ବିଜ୍ଞତାର ସହିତ କହିଲା। ଲୋକମାନେ ବିଖ୍ରିର ପକ୍ସ୍ଟତ୍ର ଶବେଃର ମକ୍ସ୍ଟଣ୍ତ କାଟି ପ୍ରାଚୀର ଉପର ଦଇେ ଯୋୟାବ ନିକଟକକ୍ସ୍ଟ ଫୋପାଡି ଦେଲେ।

23ସେ ସମୟରେ ଯୋୟାବ ସମସ୍ତ ଇଶ୍ରାୟେଲର ସୈନ୍ଯଦଳର ଦଳପତି ଥିଲେ। ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ କରେଥୀଯ ଓ ପଲେଥୀଯମାନଙ୍କ ମକ୍ସ୍ଟଖ୍ଯ ଥିଲେ।

24ଅଦୋରାମ୍ ବେଠି କର୍ମ ଓ କର ଆଦାଯ କରିବାର ଦାଯିତ୍ବ ରେ ଥିଲା ଏବଂ ଅହୀଲୂଦର ପକ୍ସ୍ଟତ୍ର ୟିହୋଶାଫଟ ଯେ କି ଥିଲା ଜଣେ ଇତିହାସ ଲେଖକ।

25ଶିବା ଥିଲା ଲେଖକ, ପକ୍ସ୍ଟଣି ସାଦୋକ୍ ଓ ଅବିଯାଥର ଯାଜକ ଥିଲେ।

2Samuel 20 illustration - 2Samuel Chapter 20

26ୟାଯୀରୀଯ ଈରା ମଧ୍ଯ ଦାଉଦଙ୍କର ବ୍ଯକ୍ତିଗତ ଯାଜକ ଥିଲା।

Chapter Complete

You have read 2Samuel 20

26 verses