Lumina
2Samuel

Nathan Rebukes David

2Samuel 12·Oriya Bible

1ସଦାପ୍ରଭୁ ଦାଉଦଙ୍କ ନିକଟକକ୍ସ୍ଟ ନାଥନକକ୍ସ୍ଟ ପଠାଇଲେ। ନାଥନ ୟାଇ ଦାଉଦଙ୍କକ୍ସ୍ଟ କହିଲେ, ଏକ ନଗର ରେ ଦକ୍ସ୍ଟଇଜଣ ଲୋକ ଥିଲେ। ସେଥି ମଧ୍ଯରକ୍ସ୍ଟ ଜଣେ ଥିଲେ ଧନୀ ଓ ଅନ୍ୟ ଜଣକ ଥିଲେ ଗରିବ।

2ଧନୀ ଲୋକର ଅତି ବହକ୍ସ୍ଟତ ଗାଈ, ବଳଦ ଓ ମାେଣ୍ତାପଲ ଥିଲା।

3ମାତ୍ର ଦରିଦ୍ର ଲୋକଟିର ଗୋଟିଏ ସାନ ମେଣ୍ତା ଛକ୍ସ୍ଟଆ ବ୍ଯତୀତ ଆଉ କିଛି ନଥିଲା। ସେ ମଧ୍ଯ ତାକକ୍ସ୍ଟ କିଣି ପାଳକ୍ସ୍ଟଥିଲା। ତା' ସଙ୍ଗେ ଓ ତା'ର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢିଲା। ମେଣ୍ତା ଛକ୍ସ୍ଟଆଟି ତା'ର ନିଜ ତକ୍ସ୍ଟଣ୍ତରକ୍ସ୍ଟ ଆହାର ଖାଇଲା ଓ ତାହାର ନିଜ ପାତ୍ରରକ୍ସ୍ଟ ପାନ କଲା ଓ ତା'ର କୋଳ ରେ ମଧ୍ଯ ଶଯନ କଲା। ସହେି ମେଣ୍ତା ଛକ୍ସ୍ଟଆଟି ସେ ଗରୀବ ଲୋକଟିର ଝିଅପରି ବଢିଲା।

4ତା'ପରେ ଜଣେ ୟାତ୍ରୀ ଆସିଲେ ଓ ସହେି ଧନୀ ଲୋକଙ୍କକ୍ସ୍ଟ ଦେଖିଲେ। ତହିଁରେ ସହେି ଧନୀ ଲୋକଟି, ତା' ନିକଟକକ୍ସ୍ଟ ଆସିଥିବା ଅତିଥି ପାଇଁ ରାନ୍ଧିବାକକ୍ସ୍ଟ ନିଜ ପଲରକ୍ସ୍ଟ ଓ ନିଜ ଗୋଠରକ୍ସ୍ଟ ନଇେ ମେଣ୍ତା ଖାଇବାକକ୍ସ୍ଟ ଦବୋକକ୍ସ୍ଟ ଇଛା କଲା ନାହିଁ। ମାତ୍ର ସହେି ଦରିଦ୍ର ଲୋକଟିର ମେଣ୍ତା ଛକ୍ସ୍ଟଆଟିକକ୍ସ୍ଟ ନଇେ ଅତିଥିଙ୍କ ପାଇଁ ରାନ୍ଧିଲା।

5ଏକଥା ଶକ୍ସ୍ଟଣି, ଧନୀ ଲୋକଟି ଉପରେ ଦାଉଦ ରାଗିଗଲେ, ପକ୍ସ୍ଟଣି ଦାଉଦ ନାଥନଙ୍କକ୍ସ୍ଟ କହିଲେ, ଯେଉଁ ବ୍ଯକ୍ତିଟି ଏପରି କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ନିଶ୍ଚିତ ମରିବ।

2Samuel 12 illustration - 2Samuel Chapter 12

6ସେ ଏପରି କର୍ମ କରିବାରକ୍ସ୍ଟ ଓ ସେ କିଛି ଦୟା ନକରିବାରକ୍ସ୍ଟ ସହେି ମେଣ୍ତାର ଗ୍ଭରିଗକ୍ସ୍ଟଣ ଫରୋଇ ଦବେ।

7ନାଥନ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ହେଉଛ ସହେି ଧନୀ ଲୋକ, ଯାହାକି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହିଛନ୍ତି, 'ମୁ ତୁମ୍ଭକୁ ଇଶ୍ରାୟେଲର ରାଜା କରିବାକୁ ପସନ୍ଦ କଲି। ମୁ ତୁମ୍ଭକୁ ଶାଉଲଠାରକ୍ସ୍ଟ ରକ୍ଷା କଲି।

8ମୁ ତୁମ୍ଭକୁ ତକ୍ସ୍ଟମ୍ଭ ପ୍ରଭକ୍ସ୍ଟର ଗୃହ ଓ ତା'ର ସ୍ତ୍ରୀମାନଙ୍କୁ ଦଲେି। ଇଶ୍ରାୟେଲ ଓ ୟିହକ୍ସ୍ଟଦାକକ୍ସ୍ଟ ଶାସନ କରିବା ପାଇଁ ମଧ୍ଯ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଲେି। ଯଦି ଏହା ଅଳ୍ପ ହେଲା, ତବେେ ମୁ ତୁମ୍ଭକୁ ଅଧିକ ଦଇେଥାନ୍ତି।

9ତେଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କର ଆଦେଶକକ୍ସ୍ଟ ଅବଜ୍ଞା କଲ? ସେ ଯାହା ଭୂଲ୍ ବୋଲି କହନ୍ତି ତୁମ୍ଭେ ତାହା କାହିଁକି କଲ? ତୁମ୍ଭେ ହିତ୍ତୀଯ ଊରିଯକକ୍ସ୍ଟ ମାରି ତା' ସ୍ତ୍ରୀକକ୍ସ୍ଟ ତୁମ୍ଭେ ସ୍ତ୍ରୀ କରିଅଛ। ତୁମ୍ଭେ ଅେମ୍ମାନୀୟମାନଙ୍କ ଖଣ୍ତାଦ୍ବାରା ଊରିଯକକ୍ସ୍ଟ ମାରି ଅଛ।

10ତେଣୁ ଖଡ୍ଗ ତୁମ୍ଭର ପରିବାରର ଜୀବନ ନବୋ ଚିରଦିନ ଗ୍ଭଲକ୍ସ୍ଟରଖିବ। କାରଣ ହିତ୍ତୀଯ ଊରିଯର ସ୍ତ୍ରୀକକ୍ସ୍ଟ ନଇେ ତୁମ୍ଭର ସ୍ତ୍ରୀ କରି ମାେତେ ତକ୍ସ୍ଟଚ୍ଛ ଜ୍ଞାନ କରିଅଛ।'

2Samuel 12 illustration - 2Samuel Chapter 12

11ସଦାପ୍ରଭୁ ଏକଥା କହନ୍ତି, 'ମୁ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ବିପତ୍ତି ଆଣିବାକକ୍ସ୍ଟ ଯାଉଅଛି ଏବଂ ଏବା ତକ୍ସ୍ଟମ୍ଭ ପରିବାରରକ୍ସ୍ଟ ଆସିବ। ମୁ ତୁମ୍ଭର ସ୍ତ୍ରୀମାନଙ୍କୁ ନଇୟିବେି ଓ ତୁମ୍ଭର ଅତି ନିଜର ଲୋକକୁ ଦବେି। ସେ ସମାନଙ୍କେ ସହିତ ଶଯନ କରିବ ଏବଂ ପ୍ରେତ୍ୟକକ ତାହା ଜାଣିବେ।

12ତୁମ୍ଭେ ବତ୍ଶବୋ ସହିତ ଗୋପନ ରେ ଶଯନ କଲ, କିନ୍ତୁ ମୁ ତୁମ୍ଭକୁ ଦଣ୍ତ ଦବେି ସମସ୍ତ ଇଶ୍ରାୟେଲଙ୍କ ସମ୍ମକ୍ସ୍ଟଖ ରେ ଯେପରି ସମସ୍ତ ଲୋକ ଏହା ଦେଖି ପାରିବେ।'

13ଦାଉଦ ନାଥନକକ୍ସ୍ଟ କହିଲେ, ମୁ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ଅପରାଧ କରିଅଛି।

14କିନ୍ତୁ ତୁମ୍ଭେ ଏହି କକ୍ସ୍ଟକର୍ମ କରି ସଦାପ୍ରଭୁଙ୍କୁ ବହକ୍ସ୍ଟତ ଅସମ୍ମାନ ଦଖାଇେଅଛ। ତେଣୁ ଜନ୍ମ କରୁଥିବା ପକ୍ସ୍ଟତ୍ରଗଣ ନିଶ୍ଚଯ ମରିବ।

15ତା'ପରେ ନାଥନ ଗୃହକକ୍ସ୍ଟ ଫରେିଗଲେ। ସଦାପ୍ରଭୁ ଊରିଯର ସ୍ତ୍ରୀଠାରକ୍ସ୍ଟ ଜନ୍ମ ଦାଉଦର ସନ୍ତାନକକ୍ସ୍ଟ ଅତ୍ଯନ୍ତ ପୀଡିତ କରି ଦେଲେ।

2Samuel 12 illustration - 2Samuel Chapter 12

16ଦାଉଦ ବାଳକ ନିମନ୍ତେ ପରମେଶ୍ବରଙ୍କ ନିକଟରେ ନିବଦନେ କଲେ ଓ ଦାଉଦ ଉପବାସ କଲେ ଓ ଭିତ ରେ ୟାଇ ରାତ୍ରିୟାକ ଭୂମି ଉପରେ ପଡି ରହିଲେ।

17ଦାଉଦ ପରିବାରର ବଯସ୍କମାନେ ଦାଉଦଙ୍କକ୍ସ୍ଟ ଭୂମିରକ୍ସ୍ଟ ଉଠାଇବାକକ୍ସ୍ଟ ଚାହିଁଲେ। କିନ୍ତୁ ଦାଉଦ ଉଠିଲେ ନାହିଁ କି ସମାନଙ୍କେ ସହିତ ଭୋଜନ କଲେ ନାହିଁ।

18ଏହିପରି ସଲ୍ଗମ ଦିନ ରେ ପିଲାଟି ମରିଗଲା, କିନ୍ତୁ ସମାନେେ ଭୟ ରେ ଦାଉଦଙ୍କକ୍ସ୍ଟ ଏକଥା ଜଣାଇଲେ ନାହିଁ, ସମାନେେ ନିଜ ଭିତ ରେ କକ୍ସ୍ଟହାକକ୍ସ୍ଟହି ହେଲ, କାରଣ ପିଲାଟି ବଞ୍ଚିଥିବା ସମୟରେ ସେ ଆମ କଥା ଶୁଣିଲେ ନାହିଁ। ଯଦି ଆମ୍ଭେ ପିଲାଟିର ମୃତକ୍ସ୍ଟ୍ଯ ବିଷଯ ରେ କହିଥାନ୍ତକ୍ସ୍ଟ, ସେ ତା'ର ନିଜର କ୍ଷତି କରିଥାନ୍ତା। ସେଥିପାଇଁ ସମାନେେ ଏହା କହିଲେ ନାହିଁ।

19କିନ୍ତୁ ଦାଉଦ ଦେଖିଲେ ଲୋକମାନେ ଫକ୍ସ୍ଟସରକ୍ସ୍ଟଫାସର ହେଉଛନ୍ତି। ତେଣୁ ଦାଉଦ ବକ୍ସ୍ଟଝିପାରିଲେ ଯେ ପିଲାଟି ମରି ୟାଇଛି। ତେଣୁ ଦାଉଦ ତାଙ୍କର ଦାସମାନଙ୍କୁ ପଚାରିଲେ, କ'ଣ ପିଲାଟି ମରିଗଲା?

20ତା'ପରେ ଦାଉଦ ଉଠିଲେ, ଗା ଧୋଇଲେ, ତାଙ୍କର ପୋଷାକ ପରିବର୍ତ୍ତନ କରି ପୋଷାକ ପିନ୍ଧିଲେ ଏବଂ ସଦାପ୍ରଭୁଙ୍କର ମନ୍ଦିରକକ୍ସ୍ଟ ଉପାସନା ପାଇଁ ଗଲେ। ତା'ପରେ ଘରକକ୍ସ୍ଟ ୟାଇ ଖାଇବାକକ୍ସ୍ଟ ଖାଦ୍ୟ ମାଗିଲେ। ତାଙ୍କର ଦାସମାନେ ତାଙ୍କୁ ଯାହା ଖାଦ୍ୟ ଦେଲେ ଓ ସେ ତାହା ଖାଇଲେ।

2Samuel 12 illustration - 2Samuel Chapter 12

21ଦାଉଦଙ୍କକ୍ସ୍ଟ ତାଙ୍କର ଦାସମାନେ ପଚାରିଲେ, ଆପଣ ଏପରି ବ୍ଯବହାର କାହିଁକି କଲେ? ଯେତବେେଳେ ପିଲାଟି ବଞ୍ଚିଥିଲା ଆପଣ ଖାଇବାକକ୍ସ୍ଟ ମନା କଲେ ଓ କାନ୍ଦିଲେ କିନ୍ତୁ ପିଲାଟି ମରିୟିବା ପରେ ଉଠିଲେ ଓ ଖାଦ୍ୟ ଖାଇଲେ।

22ଦାଉଦ କହିଲେ, ପିଲାଟି ବଞ୍ଚିଥିବା ସମୟରେ ମୁ ଖାଇବାକକ୍ସ୍ଟ ମନାକଲି କାରଣ ମୁ କ୍ରନ୍ଦନ କଲି, 'ଯଦି ପରମେଶଓରଙ୍କୁ ମାରଦେକ୍ସ୍ଟଃଖ ଜଣାଏ କାଳେ ସେ ମାେ ଉପରେ ଦୟା କରିବେ ଏବଂ ପିଲାଟିକକ୍ସ୍ଟ ବଞ୍ଚିବାକକ୍ସ୍ଟ ଦବେେ।'

23କିନ୍ତୁ ବର୍ତ୍ତମାନ ପିଲାଟି ମରିଅଛି, ମୁ କାହିଁକି ଆଉ ଉପବାସ କରିବି। ମୁ କ'ଣ ପିଲାଟିର ଜୀବନ ଫରୋଇ ଆଣି ପାରିବି। ଦିନେ ମୁ ତା' ନିକଟକକ୍ସ୍ଟ ୟିବି କିନ୍ତୁ ସେ ମାେ ନିକଟକକ୍ସ୍ଟ ଆସି ପାରିବ ନାହିଁ।

24ତା'ପରେ ଦାଉଦ ବତ୍ଶବୋକକ୍ସ୍ଟ ସାନ୍ତ୍ବନା ଦେଲେ ଓ ତାଙ୍କ ସହିତ ୟୌନସଐର୍କ ରଖିଲେ ଓ ସେ ଗର୍ଭବତୀ ହେଲ ଓ ସେ ଆଉ ଏକ ପକ୍ସ୍ଟତ୍ରକକ୍ସ୍ଟ ଜନ୍ମ ଦେଲେ। ଦାଉଦ ସେ ପିଲାଟିର ନାମ ଶଲୋମନ ରଖିଲେ। ସଦାପ୍ରଭୁ ଶଲୋମନଙ୍କକ୍ସ୍ଟ ପ୍ ରମେ କଲେ।

25ସଦାପ୍ରଭୁ ନାଥନ ନାମକ ଏକ ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ କହି ପଠାଇଲେ ଏବଂ ସଦାପ୍ରଭୁ ନାଥନ ତା'ର ନାମ ଶଲୋମନ ୟିଦୀଦିଯପରି ଦେଲେ। ନାଥନ ସଦାପ୍ରଭୁଙ୍କ ପାଇଁ ଏହା କଲେ।

2Samuel 12 illustration - 2Samuel Chapter 12

26ଅେମ୍ମାନୀୟମାନଙ୍କର ରାଜଧାନୀ ସହର ରଦ୍ଦାକକ୍ସ୍ଟ ଯୋୟାବ ୟକ୍ସ୍ଟଦ୍ଧ କରି କରଗତ କଲେ।

27ଯୋୟାବ ଦାଉଦଙ୍କ ନିକଟକକ୍ସ୍ଟ ଦୂତଗଣ ସହିତ ଏହି ବାର୍ତ୍ତା ପଠାଇଲେ: ମୁ ରଦ୍ଦା ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିଛି ଏବଂ ଏହାର ଜଳ ଯୋଗାଣକକ୍ସ୍ଟ ସକ୍ସ୍ଟରକ୍ଷା ଦେଉଥିବା ଦକ୍ସ୍ଟର୍ଗକକ୍ସ୍ଟ ଅକ୍ତିଆର କରିଛି।

28ଆପଣ ଅବଶିଷ୍ଟ ଲୋକମାନଙ୍କୁ ଏକତ୍ରୀତ କରି ନଗର ନିକଟରେ ଛାଉଣୀ ସ୍ଥାପନ କରି ତାହା ହସ୍ତଗତ କରନ୍ତକ୍ସ୍ଟ। ନୋହିଲେ ମୁ ଏହାକକ୍ସ୍ଟ ହସ୍ତଗତ ଓ ମାେ ନାମାନକ୍ସ୍ଟସା ରେ ଖ୍ଯାତ କରିବି।

29ଏଣୁ ଦାଉଦ ସମସ୍ତ ଲୋକଙ୍କକ୍ସ୍ଟ ଏକତ୍ର କରି ରଦ୍ଦାକକ୍ସ୍ଟ ଗଲେ ଓ ତହିଁ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରି ତାହା ହସ୍ତଗତ କଲେ।

30ସେ ସମାନଙ୍କେ ରାଜାର ମସ୍ତକରୁ ମକ୍ସ୍ଟକକ୍ସ୍ଟଟ କାଢି ନେଲେ। ତାହା ଏକ ମହଣ ପରିମିତ ସକ୍ସ୍ଟନା ଓ ତହିଁରେ ବହକ୍ସ୍ଟମୂଲ୍ଯ ପ୍ରସ୍ତରମାନ ଖଚିତ ହାଇେଥିଲା। ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପକ୍ସ୍ଟଣି ସେ ମଧ୍ଯ ସହେି ନଗରରକ୍ସ୍ଟ ଲକ୍ସ୍ଟଟ୍ କରି ବହକ୍ସ୍ଟମୂଲ୍ଯ ସାମଗ୍ରି ନଇଗେଲେ।

2Samuel 12 illustration - 2Samuel Chapter 12

31ସେ ସହରର ଲୋକମାନଙ୍କୁ ବାହାର କରି ଆଣି ସମାନଙ୍କେୁ କରତ ଓ ଲକ୍ସ୍ଟହାମଇ ଓ ଲକ୍ସ୍ଟହା କକ୍ସ୍ଟରାଢି ଦ୍ବାରା କଠିନ କାର୍ୟ୍ଯ କରାଇ ଦଣ୍ତ ଦେଲେ ଓ ସମାନଙ୍କେୁ ଇଟା ତିଆରି କରାଇଲେ। ସେ ଅେମ୍ମାନୀୟମାନଙ୍କ ସମକ୍ସ୍ଟଦାଯ ନଗର ପ୍ରତି ଏପରି କଲେ। ଏହାପରେ ଦାଉଦ ଓ ସମସ୍ତ ଲୋକ ଯିରୁଶାଲମକୁ ଫରେି ଆସିଲେ।

Chapter Complete

You have read 2Samuel 12

31 verses