Lumina
2Corinthians

2Corinthians 6

2Corinthians 6·Oriya Bible

1ଆମ୍ଭମାନେେ ପରମେଶ୍ବରଙ୍କ ସହିତ କାମ କରୁଥିବା ହତେୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ବରଙ୍କ ଠାରୁ ଯେଉଁ ଅନୁଗ୍ରହ ତୁମ୍ଭମାନେେ ପାଇଛ, ତାହା ଯେପରି ବ୍ଯର୍ଥ ନ ଯାଏ।

2ପରମେଶ୍ବର କହିଛନ୍ତି :

3ଆମ୍ଭ କାମ ରେ ଲୋକେ ନିନ୍ଦା କରନ୍ତୁ, ଏହା ଆମ୍ଭେ ଇଚ୍ଚା କରୁ ନାହୁଁ। ସେଥିପାଇଁ ଆମ୍ଭେ କୌଣସି ଏପରି କାମ କରିବା ନାହିଁ ଯାହା ଅନ୍ୟମାନଙ୍କ ପାଇଁ ସମସ୍ଯା ସୃଷ୍ଟି କରିବ।

4ବରଂ ପରମେଶ୍ବରଙ୍କ ସବେକ ରୂପରେ ଆମ୍ଭମାନେେ ପ୍ରେତ୍ୟକକ ଭାବରେ ନିଜକୁ ଭଲ ପ୍ରମାଣିତ କରୁ ଓ ଦୁଃଖ, କଷ୍ଟ ତଥା ବଡ଼ ସମସ୍ଯା ମଧିଅରେ ଅନକେ କଠାେର ତଥା ର୍ଧୈୟ୍ଯପୂର୍ବକ ସହୁ।

5ଆମ୍ଭକୁ ମାଡ଼ ଦିଆଯାଏ, କାରାଗାର ରେ ରଖାଯାଏ। ଲୋକେ ଆମ୍ଭ ବିରୁଦ୍ଧ ରେ ଉଠନ୍ତି। ଆମ୍ଭେ କଠାେର ପରିଶ୍ରମ କରୁ, େ ବେଳବେଳେ ଆମ୍ଭେ ଅନିଦ୍ରା ରହୁ, ଓ ଭୋକଉପାସ ରେ ରହୁ।

2Corinthians 6 illustration - 2Corinthians Chapter 6

6ଆମ୍ଭର ଜ୍ଞାନ, ର୍ଧୈୟ୍ଯ, ଦୟା, ପବିତ୍ରା ଆତ୍ମା ଓ ପବିତ୍ର ଜୀବନ ଧାରଣ ଦ୍ବାରା ଆମ୍ଭେ ପରମେଶ୍ବରଙ୍କ ସବେକ ବୋଲି ପ୍ରମାଣିତ କରୁ। ଆମ୍ଭେ ପବିତ୍ର ଆତ୍ମାଙ୍କ ପୂର୍ଣ୍ଣତା ରେ, ପ୍ରକୃତ ପ୍ ରମେ ପ୍ରକାଶିବା ଦ୍ବାରା, ପୁଣି ସତ୍ଯ କଥା କହି ଓ ପରମେଶ୍ବରଙ୍କ ଶକ୍ତିର କାର୍ୟ୍ଯ କରି ଏହାର ପରିଚୟ ଦଇେଥାଉ।

7ପ୍ରେତ୍ୟକକ କଥା ରେ ଆମ୍ଭେ ଆମ୍ଭର ଧାର୍ମିକ ଜୀବନ ପ୍ରଣାଳୀକୁ ରକ୍ଷାଢ଼ାଲ ଭାବରେ ବ୍ଯବହାର କରୁ।

8କେତକେ ଲୋକ ଆମ୍ଭକୁ ସମ୍ମାନ ଦିଅନ୍ତି, କିନ୍ତୁ କେତେ ଲୋକ ଆମ୍ଭକୁ ଲଜ୍ଜା ଦିଅନ୍ତି। କେତେ ଲୋକ ଆମ୍ଭ ବିଷୟ ରେ ମନ୍ଦ କୁହନ୍ତି, କେତେ ଭଲ କଥା କୁହନ୍ତି। କେତେ ଲୋକ କୁହନ୍ତି ଯେ, ଆମ୍ଭେ ମିଥ୍ଯାବାଦୀ ଓ ତଥାପି ଆମ୍ଭେ ସତ୍ଯ କହୁ।

9ଆମ୍ଭେ ଜନପ୍ରିୟ ହାଇେ ଥିଲେ ମଧ୍ଯ କେତକଙ୍କେ ପାଇଁ ଅଜଣା। ଆମ୍ଭକୁ ମୃତ ତୁଲ୍ଯ ଧରା ଯାଏ, କିନ୍ତୁ ଦେଖ, ଆମ୍ଭେ ଜୀବିତ ରହିଛୁ। ଆମ୍ଭକୁ ଦଣ୍ଡ ଦିଆ ଯାଏ, କିନ୍ତୁ ମାରି ଦିଆ ଯାଏ ନାହିଁ।

10ଆମ୍ଭର ବହୁତ ଦୁଃଖ ଅଛି କିନ୍ତୁ ଆମ୍ଭେ ସର୍ବଦା ପ୍ରସନ୍ନ ରହୁ। ଆମ୍ଭେ ଗରିବ, କିନ୍ତୁ ଅନକଙ୍କେୁ ଧନୀ କରୁ। ଆମ୍ଭର କିଛି ନାହିଁ, କିନ୍ତୁ ଆମ୍ଭର ସବୁ କିଛି ଅଛି।

2Corinthians 6 illustration - 2Corinthians Chapter 6

11ହେ କରିନ୍ଥୀବାସୀ! ଆମ୍ଭେ ସମ୍ପୂର୍ଣ୍ଣ ଖାେଲା ମନ ରେ ତୁମ୍ଭମାନଙ୍କ ସହିତ କଥା ହାଇେଛୁ। ଆମ୍ଭେ ଆମ୍ଭର ହୃଦୟ ତୁମ୍ଭମାନଙ୍କ ପାଇଁ ଖାଲିେ ଦଇେଛୁ।

12ତୁମ୍ଭମାନଙ୍କ ପ୍ରତି ଆମ୍ଭର ପ୍ ରମେ ପ୍ରଦର୍ଶନ ଆମ୍ଭେ ବନ୍ଦ କରି ନାହୁଁ। କିନ୍ତୁ ତୁମ୍ଭମାନେେ ଆମ୍ଭ ପ୍ରତି ପ୍ ରମେ ପ୍ରଦର୍ଶନ ବନ୍ଦ କରି ଦଇେଛ।

13ମାେ ନିଜର ସନ୍ତାନ ବୋଲି ଭାବି ତୁମ୍ଭମାନଙ୍କୁ ମୁଁ କହୁଛି ଯେ, ଉଚିତ୍ ପ୍ରତିଦାନ ସ୍ବରୂପେ ତୁମ୍ଭମାନେେ ମଧ୍ଯ ନିଜର ହୃଦୟ ଆମ୍ଭ ପାଇଁ ସୂର୍ଣ୍ଣ ଭାବରେ ଖାେଲା ରଖିବା ଉଚିତ୍।

14ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ତୁମ୍ଭମାନେେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସମାନଙ୍କେ ସହିତ ୟୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧିଅରେ କି ସହଭାଗିତା ଅଛି ?

15ଯୀଶୁ ଖ୍ରୀଷ୍ଟ ଓ ବିଲିଯାର୍ ଭିତ ରେ ଚୁକ୍ତି ହାଇପୋ ରେ କି ? ଜଣେ ବିଶ୍ବାସୀ ଓ ଜଣେ ଅବିଶ୍ବାସୀଙ୍କ ଭିତ ରେ କ'ଣ କିଛି ମଳେ ହାଇପୋ ରେ ?

2Corinthians 6 illustration - 2Corinthians Chapter 6

16ପରମେଶ୍ବରଙ୍କ ମନ୍ଦିର ଓ ମୂର୍ତ୍ତିଗୁଡ଼ିକ ମଧିଅରେ ଚୁକ୍ତି ହାଇେ ପାରିବ ନାହିଁ, କାରଣ ଆମ୍ଭେ ହେଉଛୁ ପରମେଶ୍ବରଙ୍କ ମନ୍ଦିର। ଯେପରି ପରମେଶ୍ବର କହିଛନ୍ତି :

17 ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସମାନଙ୍କେଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି। ୟିଶାଇୟ 52 :11

18ମୁଁ ତୁମ୍ଭମାନଙ୍କର ପିତା ହବେି ଓ ତୁମ୍ଭମାନେେ ମାେ ପୁଅ ଓ ଝିଅ ହବେ ସର୍ବଶକ୍ତିମାନ ପ୍ରଭୁ ଏହା କୁହନ୍ତି। ଦ୍ବିତୀୟ ଶାମୁଯଲେ 7:14, 7:8

Chapter Complete

You have read 2Corinthians 6

18 verses