Lumina
2Chronicles

Temple Furnishings

2Chronicles 4·Oriya Bible

1ଶଲୋମନ ଏକ ୟଜ୍ଞବଦେୀ ନିର୍ମାଣ ନିମନ୍ତେ ପିତ୍ତଳ ବ୍ଯବହାର କଲେ। ସହେି ପିତ୍ତଳର ବଦେୀଟି କୋଡ଼ିଏ ହାତ ଲମ୍ବା କୋଡ଼ିଏ ହାତ ଚଉଡ଼ା ଏବଂ ଦଶ ହାତ ଉଚ୍ଚତା ବିଶିଷ୍ଟ ଥିଲା।

2ଏହାପରେ ଶଲୋମନ ତରଳ କଂସା ରେ ଏକ ବୃହତ୍ କୁଣ୍ଡ ନିର୍ମାଣ କଲେ। ଏହି ବୃହତ୍ କୁଣ୍ଡଟି ଗୋଲାକାର ଥିଲା ଏବଂ ଏହାର ଏକ ବିନ୍ଦୁରୁ ଏହାର ଠିକ୍ ବିପରୀତ ବିନ୍ଦୁ ପର୍ୟ୍ଯନ୍ତ ଦଶ ହାତ ର୍ଦୈଘ୍ଯ ବିଶିଷ୍ଟ ଥିଲା। ଏହାର ଉଚ୍ଚତା ପାଞ୍ଚ ହାତ ଏବଂ ଏହାର ପରିଧି ତିରିଶ ହାତ ଥିଲା।

3ଏହି ବୃହତ୍ ପିତ୍ତଳର କୁଣ୍ଡର ତଳ ପାଶର୍‌ବର ଚତୁର୍ଦ୍ଦିଗ ରେ ଷଣ୍ଢର ପ୍ରତିମୂର୍ତ୍ତିସବୁ ଶୋଭା ପାଉଥିଲା। କୁଣ୍ଡର ଚତୁଃପାଶର୍‌ବ ରେ ଦଶ ହାତ ପର୍ୟ୍ଯନ୍ତ ଦୁଇ ଧାଡ଼ି ରେ ସଗେୁଡ଼ିକ ଥିଲା। କୁଣ୍ଡକୁ ଗଢ଼ାୟିବା ସମୟରେ ଏହି ଷଣ୍ଢ ପ୍ରତିମୂର୍ତ୍ତିଟିକୁ ତରଳଇେ ଠିକ୍ ସ୍ଥାନ ରେ ବ ସଇେ ଦିଆୟଇଥିଲା।

4ବାରଟି ବୃହତ୍ ଷଣ୍ଢର ପ୍ରତିମୂର୍ତ୍ତି ଉପରେ ଏହି ବୃହତ୍ ପିତ୍ତଳର କୁଣ୍ଡମକୁ ରଖାୟାଇଥିଲା। ତିନୋଟି ଷଣ୍ଢ ଉତ୍ତର ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ପଶ୍ଚିମ ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ଦକ୍ଷିଣ ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ପୂର୍ବ ଦିଗକୁ ମୁହଁ କରିଥିଲେ। ଏକ ବୃହତ୍ ପିତ୍ତଳ କୁଣ୍ତକୁ ଏହି ଷଣ୍ଢଗୁଡ଼ିକ ଉପରେ ରଖା ୟାଇଥିଲା। ସବୁ ଷଣ୍ଢଗୁଡ଼ିକ ବାହାର ଆଡ଼କୁ ମୁହଁ କରି ଛିଡ଼ା ହାଇେଥିଲେ।

5ଏହି ବୃହତ୍ ପିତ୍ତଳ କୁଣ୍ଡଟି 3 ,000 ମହଣ ମାଟଇେେ ବିଶିଷ୍ଟ ଥିଲା। ବୃହତ୍ କୁଣ୍ଡର ଧାରଗୁଡ଼ିକ କପର ଧାରପରି ଥିଲା। ତାହାର ଧାର କଇଁ ଫୁଲଭଳି ଦଖାଯାେଉଥିଲା। ଏହା ଅଣସ୍ତରି କିଲୋଲିଟର ପାଣି ଧରି ରଖିପାରୁଥିଲା।

2Chronicles 4 illustration - 2Chronicles Chapter 4

6ଶଲୋମନ ଦଶଟି ପ୍ରକ୍ଷାଳନ ପାତ୍ର ନିର୍ମାଣ କଲେ। ସେ ପାଞ୍ଚଟି ପ୍ରକ୍ଷାଳନ ପାତ୍ର ସହେି ବୃହତ୍ କୁଣ୍ତର ଦକ୍ଷିଣ ପାଶର୍‌ବ ରେ ଏବଂ ଅନ୍ୟ ପାଞ୍ଚଟି ପ୍ରକ୍ଷାଳନ ପାତ୍ର ତାହାର ବାମ ପାଶର୍‌ବ ରେ ରଖିଲେ। ହାମବେଳିକୁ ଉତ୍ସର୍ଗ କରିବା ପରେ ଧୋଇବ ନିମନ୍ତେ ଏହି ଦଶଟି ପ୍ରକ୍ଷାଳନ ପାତ୍ର ବ୍ଯବହାର କରାୟାଏ। ମାତ୍ର ବୃହତ୍ ପିତ୍ତଳ କୁଣ୍ଡ ରେ କବଳେ ଯାଜକମାନେ ପ୍ରକ୍ଷାଳନ କରିବେ।

7ସମାନଙ୍କେର ନିର୍ଦ୍ଦେଶଗୁଡ଼ିକୁ ଅନୁସରଣ କରି ଶଲୋମନ ସୁନାର ଦଶଟି ବତୀଦଣ୍ଡ ନିର୍ମାଣ କଲେ। ସହେି ବତୀଦଣ୍ଡଗୁଡ଼ିକ ମନ୍ଦିର ରେ ଖଞ୍ଜାଗଲା। ପ୍ରେତ୍ୟକକ ଦକ୍ଷିଣ ଓ ବାମ ପାଶର୍‌ବ ରେ ପାଞ୍ଚଟି ବତୀଦଣ୍ଡ ଖଞ୍ଜା ହେଲା।

8ଶଲୋମନ ଦଶଟି ମଜେ ତିଆରି କରି ମନ୍ଦିର ରେ ରଖିଲେ। ମନ୍ଦିରର ଉଭୟ ଦକ୍ଷିଣ ଓ ବାମ ପାଶର୍‌ବ ରେ ପାଞ୍ଚଟି କରି ମଜେ ରଖାଗଲା। ଆଉ 100ଟି େଛାଟ ପ୍ରକ୍ଷାଳନ ପାତ୍ର ତିଆରି କରିବା ନିମନ୍ତେ ଶଲୋମନ ସୁନା ବ୍ଯବହାର କଲେ।

9ଶଲୋମନ ଯାଜକମାନଙ୍କ ପାଇଁ ବୃହତ୍ ପ୍ରାଙ୍ଗଣ ନିର୍ମାଣ କଲେ। ସେ ବୃହତ୍ ପ୍ରାଙ୍ଗଣ ନିମନ୍ତେ ଦ୍ବାର ନିର୍ମାଣ କଲେ ଏବଂ ସଗେୁଡ଼ିକୁ ପିତ୍ତଳ ରେ ଆଚ୍ଛାଦନ କଲେ।

10ଏହାପରେ ସେ ସହେି ବୃହତ୍ ପିତ୍ତଳ କୁଣ୍ଡଟିକୁ ମନ୍ଦିରର ଦକ୍ଷିଣ ପାଶର୍‌ବ ରେ ସ୍ଥାପନ କଲେ, ଯେଉଁଟାକି ମନ୍ଦିରର ଦକ୍ଷିଣପୂର୍ବ କଣ ରେ ଥିଲା।

2Chronicles 4 illustration - 2Chronicles Chapter 4

11ହୂରମ ପାତ୍ର, ବଲଚୋ ଓ ବସେିନ୍ସବୁ ନିର୍ମାଣ କଲେ। ଏହିପରି ହୂରମ୍ ପରମେଶ୍ବରଙ୍କୁ ମନ୍ଦିର ରେ ରାଜା ଶ ଲୋମନଙ୍କ ନିମନ୍ତେ ନିଜର କାର୍ୟ୍ଯ ଶଷେ କଲେ।

12ହୂରମ ଦୁଇଟି ସ୍ତମ୍ଭ ଏବଂ ଦୁଇଟି ସ୍ତମ୍ଭର ଉପରିସ୍ଥ ଭାଗ ରେ ବିରାଟ କୁଣ୍ଡର ନିର୍ମାଣ କରିଥିଲେ। ଆହୁରି ହୂରମ ଏହି ଦୁଇଟି ସ୍ତମ୍ଭର ଉପରେ ଥିବା ଦୁଇଟି ବିରାଟ କୁଣ୍ଡକୁ ଘାଡ଼ୋଇବା ନିମନ୍ତେ କାରୁକାର୍ୟ୍ଯ ପୂର୍ଣ୍ଣ ଜାଲି ତିଆରି କରିଥିଲେ।

13ଏହି ଦୁଇଟି କାରୁକାର୍ୟ୍ଯ ପୂର୍ଣ୍ଣ ଜାଲି ଘୋଡ଼ଣୀ ନିମନ୍ତେ ହୂରମ 400ଟି ଡାଳିମ୍ବ ଆକୃତି ତିଆରି କରିଥିଲେ। ପ୍ରେତ୍ୟକକ ଜାଲି ନିମନ୍ତେ ଦୁଇଧାଡ଼ି ଡାଳିମ୍ବ ଖଞ୍ଜା ୟାଇଥିଲା ଦୁଇଟି ସ୍ତମ୍ଭର ଉପର ଭାଗ ରେ ଥିବା ବୃହତ୍ କୁଣ୍ଡକୁ ଏହି ଜାଲି ଦୁଇଟି ଘାଡ଼ୋଇ ଥିଲା।

14ଆହୁରି ହୂରମ ଦଶଟି ଦଣ୍ଡ ନିର୍ମାଣ କରିଥିଲେ ଏବଂ ଏହିସବୁ ଦଶଟି ଦଣ୍ଡକୁ କୁଣ୍ଡ ରେ ଖଞ୍ଜିଥିଲେ।

15ହୂରମ ବିରାଟ ପିତ୍ତଳ କୁଣ୍ଡ ଓ ତା'ର ତଳେ ବାରଟି ଷଣ୍ଢ ତିଆରି କରିଥିଲେ।

2Chronicles 4 illustration - 2Chronicles Chapter 4

16ପରମେଶ୍ବରଙ୍କର ମନ୍ଦିର ପାଇଁ ରାଜା ଶଲୋମନଙ୍କ ନିମନ୍ତେ ସମସ୍ତ ବସ୍ତୁ ଏବଂ ପାତ୍ରସବୁ କରଚୁଲି ଓ କଣ୍ଟା ଚାମୁଚ ହୂରମ ତିଆରି କରିଥିଲେ। ଏହି ସମସ୍ତ ଜିନିଷଗୁଡ଼ିକ ସ୍ବଚ୍ଛ ପିତ୍ତଳ ରେ ନିର୍ମିତ ହାଇେଥିଲା।

17ରାଜା ଶଲୋମନ ଏହିସବୁ ବସ୍ତୁକୁ ମାଟି କାଦୁଅର ଛାଞ୍ଚ ରେ ଢ଼ାଳିଲେ। ସୁକ୍କୋତ ଓ ସ ରଦୋ ସହରର ମଧ୍ଯବର୍ତ୍ତୀ ୟର୍ଦ୍ଦନ ଉପତ୍ୟକା ରେ ଏହି ଛାଞ୍ଚଗୁଡ଼ିକ ତିଆରି ହାଇେଥିଲା।

18ଶଲୋମନ ଏହିପରି ଅନକେ ଜିନିଷ ଏତେ ପରିମାଣ ରେ ତିଆରି କରିଥିଲେ ଯେ ଏଥି ରେ ବ୍ଯବହୃତ ପିତ୍ତଳର ଓଜନ ମାପିବା ପାଇଁ କହେି ଚେଷ୍ଟା କଲେ ନାହିଁ।

19ଶଲୋମନ ପରମେଶ୍ବରଙ୍କ ମନ୍ଦିର ରେ ବ୍ଯବହାର ନିମନ୍ତେ ସବୁପାତ୍ର ତିଆରି କରିଥିଲେ। ଶଲୋମନ ଏକ ସ୍ବର୍ଣ୍ଣ ୟଜ୍ଞବଦେୀ ନିର୍ମାଣ କଲେ। ଉପସ୍ଥିତ ରୋଟୀକୁ ଅର୍ପଣ କରିବା ନିମନ୍ତେ ଏକ ମଜେ ନିର୍ମାଣ କଲେ।

20ଶଲୋମନ ଦୀପ ଓ ଦୀପବଳୀ ସବୁ ଶୁଦ୍ଧ ସୁନା ରେ ତିଆରି କରାଇଲେ। ମନ୍ଦିର ଭିତ ରେ ଥିବା ମହାପବିତ୍ର ସ୍ଥଳର ସମ୍ମୁଖ ରେ ନିଯମାନୁୟାଯୀ ଜ଼ଳାୟିବା ନିମନ୍ତେ ଦୀପଗୁଡ଼ିକ ରଖାୟାଇଥିଲା।

2Chronicles 4 illustration - 2Chronicles Chapter 4

21ପୁଷ୍ପ, ଦୀପ ଓ ଚିମୁଟାସବୁ ନିର୍ମାଣ କରିବା ନିମନ୍ତେ ଶଲୋମନ ଶୁଦ୍ଧସୁନା ବ୍ଯବହାର କରିଥିଲେ।

22ଆଉ କତୁରୀ, କୁଣ୍ଡ, ପାତ୍ର ଏବଂ ଧୂପଦାନୀସବୁ ଶଲୋମନ ଶୁଦ୍ଧ ସୁନା ରେ ତିଆରି କଲେ। ମନ୍ଦିରର ଦ୍ବାରସବୁ, ମହାପବିତ୍ର ସ୍ଥଳର ଭିତର ଦ୍ବାରସବୁ ଏବଂ ମୁଖ୍ଯ ଗୃହର ଦ୍ବାରସବୁ ଶଲୋମନ ସୁନା ରେ ତିଆରି କଲେ।

Chapter Complete

You have read 2Chronicles 4

22 verses