Lumina
2Chronicles

Ahaz's Wickedness

2Chronicles 28·Oriya Bible

1ଆହସ୍ ରାଜା ହବୋ ସମୟରେ କୋଡ଼ିଏ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଷୋହଳ ବର୍ଷ ରାଜତ୍ବ କଲେ। ଆହସ୍ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ ଜୀବନୟାପନକ କରୁ ନ ଥିଲେ। ଆହସ୍ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କାର୍ୟ୍ଯ କଲେ ନାହିଁ।

2ଆହସ୍ ଇଶ୍ରାୟେଲର ରାଜାମାନଙ୍କର ମନ୍ଦ ଉଦାହରଣକୁ ଅନୁସରଣ କଲେ। ସେ ବାଲ୍ ଦବେତାର ପୂଜା କରିବା ନିମନ୍ତେ ମୂର୍ତ୍ତିମାନ ସ୍ଥାପନ କଲେ।

3ଆହସ୍ 'ହିନ୍ନୋମ ପୁତ୍ର' ଉପତ୍ୟକା ରେ ସୁଗନ୍ଧିଧୂପ ଜ୍ବଳାଇଲେ। ସେ ନିଜ ପୁତ୍ରମାନଙ୍କୁ ଅଗ୍ନି ରେ ଦଗ୍ଧ କରି ବଳିଦାନ ସ୍ବରୂପେ ଉତ୍ସର୍ଗ କଲେ। ସହେି ଦେଶ ରେ ବାସ କରୁଥିବା ଲୋକମାନେ ଯେଉଁସବୁ ଭୟଙ୍କର ପାପ କରୁଥିଲେ, ସେ ମଧ୍ଯ ସହେିସବୁ କଲେ। ଇଶ୍ରାୟେଲର ଲୋକମାନେ ଯେତବେେଳେ ସହେି ଦେଶ ରେ ପ୍ରବେଶ କଲେ, ସଦାପ୍ରଭୁ ସମାନଙ୍କେୁ ବଳପୂର୍ବକ ସଠାରୁେ ବାହାର କରି ଦେଲେ।

4ଆହସ୍ ଉଚ୍ଚସ୍ଥାନମାନଙ୍କ ରେ ପ୍ରେତ୍ୟକକ ସବୁଜ ବୃକ୍ଷ ତଳେ ବଳିଦାନ ଉତ୍ସର୍ଗ କଲେ ଓ ସୁଗନ୍ଧିଧୂପ ଜ୍ବଳାଇଲେ।

5ଆହସ୍ ପାପ କଲେ, ତେଣୁ ସଦାପ୍ରଭୁ ତାଙ୍କର ପରମେଶ୍ବର ଅରାମର ରାଜାଙ୍କ ଦ୍ବାରା ଆହସ୍ଙ୍କୁ ପରାସ୍ତ କଲେ। ଅରାମର ରାଜା ଓ ତାଙ୍କର ସୈନ୍ଯଦଳ ଆହସ୍ଙ୍କୁ ପରାସ୍ତ କଲେ ଓ ଯିହୁଦାର ଅନକେ ଲୋକଙ୍କୁ ବନ୍ଦୀ କରି ନେଲେ। ଅରାମର ରାଜା ସହେି ବନ୍ଦୀମାନଙ୍କୁ ଦମ୍ମେଶକ ନଗରକୁ ନଇଗେଲେ। ସଦାପ୍ରଭୁ ଇଶ୍ରାୟେଲର ରାଜା ପକହଙ୍କେ ଦ୍ବାରା ମଧ୍ଯ ଆହସ୍ଙ୍କୁ ପରାସ୍ତ କଲେ।

2Chronicles 28 illustration - 2Chronicles Chapter 28

6ପକହଙ୍କେ ପିତାଙ୍କର ନାମ ଥିଲା ରମଲିଯ। ପକହେ ଓ ତାଙ୍କର ସୈନ୍ଯଦଳ ଗୋଟିଏ ଦିନ ରେ ଯିହୁଦାର 1,20,000 ଜଣ ସାହସୀ ସୈନିକଙ୍କୁ ହତ୍ଯା କଲେ। ପକହେ ଯିହୁଦାର ସହେି ଲୋକମାନଙ୍କୁ ହତ୍ଯା କଲେ, କାରଣ ସମାନଙ୍କେର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ବରଙ୍କୁ ମାନୁଥିଲେ, ସମାନେେ ତାଙ୍କୁ ମାନିଲେ ନାହିଁ।

7ସିଖ୍ରି ଇଫ୍ରଯିମର ଜଣେ ସାହସୀ ସୈନିକ ଥିଲେ। ସିଖ୍ରି ଆହସଙ୍କ ପୁତ୍ର ମା ସଯଙ୍କେୁ, ରାଜ ପ୍ରାସାଦର ଅଧିକାରୀ ଦାଯିତ୍ବ ରେ ଥିବା ଅସ୍ରିକାମଙ୍କୁ ଏବଂ ଇଲ୍କାନା, (ୟିଏକି ରାଜାଙ୍କ ପରେ ଦ୍ବିତୀୟ ସ୍ଥାନ ରେ ଥିବା ଅଧିକାରୀଙ୍କୁ) ହତ୍ଯା କଲେ।

8ଇଶ୍ରାୟେଲୀୟ ସୈନ୍ଯଦଳ ଯିହୁଦା ରେ ବାସ କରୁଥିବା ସମାନଙ୍କେର ନିଜ ଆତ୍ମୀଯମାନଙ୍କ ମଧ୍ଯରୁ 2,00,000 ଲୋକଙ୍କୁ ବନ୍ଦୀ କରି ନେଲେ। ସମାନେେ ସ୍ତ୍ରୀ ଲୋକ, ସନ୍ତାନଗଣ ଓ ଯିହୁଦାରୁ ଅନକେ ବହୁମୂଲ୍ଯ ସାମଗ୍ରୀ ଲୁଟି ନେଲେ। ଇଶ୍ରାୟେଲୀୟମାନେ ସହେି ବନ୍ଦୀମାନଙ୍କୁ ଓ ସାମଗ୍ରୀଗୁଡ଼ିକୁ ଶମରିଯାକୁ ନଇଗେଲେ।

9କିନ୍ତୁ ସଦାପ୍ରଭୁଙ୍କର ଭବିଷ୍ଯଦ୍ବକ୍ତା ମାନଙ୍କ ମଧ୍ଯରୁ ଜଣେ ଥିଲେ। ଏହି ଭବିଷ୍ଯତ୍ବକ୍ତାମାନଙ୍କର ନାମ ଥିଲା ଓବେଦ୍। ଓବେଦ୍ ଶମରିଯାକୁ ଫରେି ଆସିଥିବା ଇଶ୍ରାୟେଲୀୟ ସୈନ୍ଯଦଳକୁ ଭଟେିଲେ। ଓବେଦ୍ ଇଶ୍ରାୟେଲୀୟ ସୈନ୍ଯଦଳକୁ କହିଲେ, ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ବରଙ୍କୁ ମାନିଥିଲେ, ସେ ତୁମ୍ଭମାନଙ୍କ ଦ୍ବାରା ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ, କାରଣ ସେ ସମାନଙ୍କେ ପ୍ରତି ଅତ୍ଯନ୍ତ କୋରଧ କରିଛନ୍ତି। ତୁମ୍ଭମାନେେ ଯିହୁଦାର ଲୋକମାନଙ୍କୁ ଅତ୍ଯନ୍ତ କଦର୍ୟ୍ଯ ଭାବରେ ହତ୍ଯା ଓ ଦଣ୍ଡିତ କରିଅଛ।

10ତୁମ୍ଭମାନେେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ତୁମ୍ଭର କ୍ରୀତଦାସରୂପେ ରଖିବା ନିମନ୍ତେ ଯୋଜନା କରିଅଛ। ଏହା କରି ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ବିରୁଦ୍ଧ ରେ ମଧ୍ଯ ପାପ କରିଅଛ।

2Chronicles 28 illustration - 2Chronicles Chapter 28

11ବର୍ତ୍ତମାନ ମାରେ କଥା ଶୁଣ, ତୁମ୍ଭମାନେେ ତୁମ୍ଭମାନଙ୍କର ଯେଉଁ ଭ୍ରାତା ଓ ଭଗ୍ନୀମାନଙ୍କୁ ବନ୍ଦୀ କରି ଆଣିଅଛ, ସମାନଙ୍କେୁ ପଠାଇ ଦିଅ। ଏହିପରି କର, କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ବିରୁଦ୍ଧ ରେ ଭୟଙ୍କର କୋର୍ଧ କରିଛନ୍ତି।

12ଏହାପରେ ଇଫ୍ରଯିମର କେତକେ ନେତା ଦେଖିଲେ ଯେ, ଇଶ୍ରାୟେଲୀୟ ସୈନ୍ଯମାନେ ୟୁଦ୍ଧରୁ ଗୃହକୁ ପ୍ରତ୍ଯାବର୍ତ୍ତନ କଲେ। ସହେି ନେତାମାନେ ଇଶ୍ରାୟେଲୀୟ ସୈନ୍ଯମାନଙ୍କୁ ଭଟେିଲେ। ସହେି ନେତାମାନେ ଥିଲେ ୟିହୋହାନନ୍ଙ୍କ ପୁତ୍ର ଅସରିଯ, ମଶି ଲୋମାେତ୍ଙ୍କ ପୁତ୍ର ବରେିଖିଯ, ଶଲ୍ଲୁମଙ୍କର ପୁତ୍ର ୟହଷ୍କିଯ ଓ ହଦ୍ଲଯଙ୍କର ପୁତ୍ର ଅମାସା।

13ସହେି ନେତାମାନେ ଇଶ୍ରାୟେଲୀୟ ସୈନ୍ଯମାନଙ୍କୁ କହିଲେ, ଯିହୁଦାର ବନ୍ଦୀମାନଙ୍କୁ ଏଠାକୁ ଆଣ ନାହିଁ। ଯଦି ତୁମ୍ଭମାନେେ ତାହା କରିବ, ତଦ୍ଦ୍ବାରା ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆହୁରି ଜଘନ୍ଯ ପାପ କରାଇବ। ତାହା ଆମ୍ଭମାନଙ୍କର ପାପ ଓ ଦୋଷକୁ ଆହୁରି ଗୁରୁତ୍ବ କରିଦବେ ଓ ସଦାପ୍ରଭୁ ଇଶ୍ରାୟେଲ ବିରୁଦ୍ଧ ରେ ଭୟଙ୍କର କୋରଧ କରିବେ।

14ତେଣୁ ସହେି ସୈନିକମାନେ ବନ୍ଦୀମାନଙ୍କୁ ଓ ବହୁମୂଲ୍ଯ ସାମଗ୍ରୀଗୁଡ଼ିକୁ ସହେି ନେତାମାନଙ୍କୁ ଓ ଇଶ୍ରାୟେଲର ଲୋକମାନଙ୍କୁ ଫରୋଇ ଦେଲେ।

15ସହେି ନେତାମାନେ ବନ୍ଦୀମାନଙ୍କୁ ସାହାୟ୍ଯ କରିବା ପାଇଁ ନିଜକୁ ପ୍ରସ୍ତୁତ କଲେ। ସହେି ଚାରିଜଣ ବ୍ଯକ୍ତି ଇଶ୍ରାୟେଲୀୟ ସୈନ୍ଯଦଳ ଲୁଟି ନଇେଥିବା ବସ୍ତୁସବୁ ପୁନରୁଦ୍ଧାର କଲେ ଓ ନଗ୍ନଥିବା ଲୋକମାନଙ୍କୁ ବସ୍ତ୍ର ନଇେ ଦେଲେ। ସହେି ନେତାମାନେ ସହେି ଲୋକମାନଙ୍କୁ ଜୋତା ମଧ୍ଯ ଦେଲେ। ସମାନେେ ଯିହୁଦାର ବନ୍ଦୀମାନଙ୍କୁ କିଛି ଖାଦ୍ୟ ଓ ପାନୀଯ ଦେଲେ। ସମାନେେ ସହେି ଲୋକମାନଙ୍କ ଶରୀର ରେ ତଲେ ମାଲିସ୍ କଲେ। ଏହାପରେ ଇଫ୍ରଯିମର ସହେି ନେତାମାନେ ଦୁର୍ବଳ ବନ୍ଦୀମାନଙ୍କୁ ଗଧ ଉପରେ ବସାଇଲେ ଓ ଯିରୀହାେ ରେ ଥିବା ସମାନଙ୍କେ ଗୃହ ଓ ପରିବାରକୁ ସମାନଙ୍କେୁ ନଇଗେଲେ। ଯିରୀହାକେୁ 'ଖଜ୍ଜୁର୍ରୀବୃକ୍ଷର ନଗର' ବୋଲି କୁହାଯାଉ ଥିଲା। ଏହାପରେ ସହେି ଚାରିଜଣ ନେତା ଶମରିଯାକୁ ଫରେିଗଲେ।

2Chronicles 28 illustration - 2Chronicles Chapter 28

16ସହେି ସମୟରେ, ଇଦୋମର ଲୋକମାନେ ଆଉଥରେ ଆସିଲେ ଓ ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ।

17ଇଦୋମୀଯମାନେ ଲୋକମାନଙ୍କୁ ଧରିଲେ ଓ ସମାନଙ୍କେୁ ବନ୍ଦୀ କରି ନଇଗେଲେ। ତେଣୁ ରାଜା ଆହସ୍, ଅଶୂରୀଯ ରାଜାଙ୍କୁ ସାହାୟ୍ଯ ମାଗିଲେ।

18ପଲେଷ୍ଟୀୟ ଲୋକମାନେ ଯିହୁଦାର ମାଳଭୂମିରେ ଓ ଦକ୍ଷିଣ ରେ ଥିବା ସହରଗୁଡ଼ିକ ଉପରେ ମଧ୍ଯ ଆକ୍ରମଣ କଲେ। ପଲେଷ୍ଟୀୟ ଲୋକମାନେ ବୈଥ୍-ଶମେଶ୍, ଅଯାଲୋନ୍, ଗଦରେୋତ୍, ସୋଖୋ, ତିମ୍ନାହ ଓ ଗିମ୍ସୋ ସହରଗୁଡ଼ିକୁ ଅଧିକାର କରି ନେଲେ। ସମାନେେ ସୋସ, ତିମନା ଓ ଗିମତ ଚତୁଃପାଶର୍‌ବ ରେ ଥିବା ଗ୍ରାମଗୁଡ଼ିକୁ ମଧ୍ଯ ଅଧିକାର କଲେ। ଏହାପରେ ପଲେଷ୍ଟୀୟମାନେ ସହେି ସହରଗୁଡ଼ିକରେ ବାସ କରିବାକୁ ଲାଗିଲେ।

19ସଦାପ୍ରଭୁ ଯିହୁଦାକୁ କଷ୍ଟ କଲେ, କାରଣ ଯିହୁଦାର ରାଜା ଆହସ୍ ଯିହୁଦାର ଲୋକମାନଙ୍କୁ ପାପ କରିବାକୁ ଉତ୍ସାହିତ କରିଥିଲେ। ସେ ସଦାପ୍ରଭୁଙ୍କ ପ୍ରତି ଅତି ଅବିଶ୍ବସ୍ତ ଥିଲେ।

20ଅଶୂରୀଯ ରାଜା ତିଲ୍ଗତ-ପିଲ୍ନଷେର ଆସିଲେ ଓ ଆହସ୍ ରାଜାଙ୍କୁ ସାହାୟ୍ଯ କରିବା ପରିବର୍ତେ କଷ୍ଟ ଦେଲେ।

2Chronicles 28 illustration - 2Chronicles Chapter 28

21ଆହସ୍ ସଦାପ୍ରଭୁଙ୍କ ମନ୍ଦିରରୁ, ରାଜାଙ୍କ ଗୃହରୁ ଓ ମାନ୍ଯଗଣଙ୍କଠାରୁ କିଛି ମୂଲ୍ଯବାନ୍ ସାମଗ୍ରୀ ନେଲେ। ଆହସ୍ ସହେି ସାମଗ୍ରୀଗୁଡ଼ିକୁ ଅଶୂରୀଯ ରାଜାଙ୍କୁ ଦେଲେ। କିନ୍ତୁ ସେ ଆହସ୍ଙ୍କୁ କିଛି ସାହାୟ୍ଯ କଲା ନାହିଁ।

22ରାଜା ଆହସ୍ଙ୍କ ଦୁଃଖ ସମୟରେ, ସେ ଆହୁରି ପାପ କଲେ ଓ ସଦାପ୍ରଭୁଙ୍କ ପ୍ରତି ଅଧିକ ଅବିଶ୍ବସ୍ତ ହେଲେ।

23ଦମ୍ମୋଶକ ଲୋକମାନେ ଯେଉଁ ଦବେତାର ପୂଜା କରୁଥିଲେ, ସେ ସମାନଙ୍କେ ନିକଟରେ ବଳିଦାନ ଉତ୍ସର୍ଗ କଲେ। ଦମ୍ମେଶକୀଯ ଲୋକମାନେ ଆହସ୍ଙ୍କୁ ପରାସ୍ତ କଲେ, ତେଣୁ ସେ ମନେ ମନେ ଭାବିଲେ, ଅରାମର ଲୋକମାନେ ଯେଉଁ ଦବେତାର ପୂଜା କରନ୍ତି, ସେ ସମାନଙ୍କେୁ ସାହାୟ୍ଯ କଲେ। ତେଣୁ ଯଦି ମୁଁ ସହେି ଦବେତାମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କରିବି, ତବେେ ହୁଏତ ସମାନେେ ମାେତେ ମଧ୍ଯ ସାହାୟ୍ଯ କରିପାରିନ୍ତି। ଆହସ୍ ସହେି ଦବେତାମାନଙ୍କୁ ପୂଜା କଲେ। ଏହି ପ୍ରକା ରେ ସେ ନିଜେ ପାପ କଲେ ଓ ଇଶ୍ରାୟେଲର ଲୋକମାନଙ୍କୁ ପାପ କରାଇଲେ।

24ଆହସ୍ ପରମେଶ୍ବରଙ୍କ ମନ୍ଦିରରୁ ସାମଗ୍ରୀସବୁ ନେଲେ ଓ ତାହାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲେ। ଏହାପରେ ସେ ସଦାପ୍ରଭୁଙ୍କ ମନ୍ଦିରର ଦ୍ବାରସବୁ ବନ୍ଦ କରି ଦେଲେ। ସେ ୟଜ୍ଞବଦେୀସବୁ ନିର୍ମାଣ କଲେ ଓ ସଗେୁଡ଼ିକୁ ୟିରୁଶାଲମର ଚାରିଆଡ଼େ ସ୍ଥାପନ କଲେ।

25ଯିହୁଦାର ସମସ୍ତ ସହର ରେ ଅନ୍ୟ ଦବେତାମାନଙ୍କ ପୂଜା କରିବା ପାଇଁ ସୁଗନ୍ଧିଧୂପ ଜଳାଇବା ଉଦ୍ଦେଶ୍ଯ ରେ ଆହସ୍ ଉଚ୍ଚସ୍ଥାନମାନ ନିର୍ମାଣ କଲେ। ଆହସ୍ଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ବରଙ୍କର ବାଧ୍ଯ ହାଇେଥିଲେ, ସେ ତାଙ୍କୁ ଅତ୍ଯନ୍ତ କୋର୍ଧାନ୍ବିତ କଲେ।

2Chronicles 28 illustration - 2Chronicles Chapter 28

26ଆହସ୍ ଅନ୍ୟ ଯେ ସମସ୍ତ କର୍ମ କରିଥିଲେ, ସହେିସବୁ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଯିହୁଦା ଓ ଇଶ୍ରାୟେଲର ରାଜାମାନଙ୍କର ପୁସ୍ତକ ରେ ଲଖାୟୋଇଅଛି।

27ଆହସ୍ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ଆହସ୍ଙ୍କୁ ୟିରୁଶାଲମ ନଗର ରେ କବର ଦେଲେ। କିନ୍ତୁ ସମାନେେ ଆହସ୍ଙ୍କୁ ଇଶ୍ରାୟେଲର ରାଜାମାନଙ୍କର କବର ସ୍ଥାନ ରେ କବର ଦେଲେ ନାହିଁ। ହିଜକିଯ ଆହସ୍ଙ୍କ ସ୍ଥାନ ରେ ନୂତନ ରାଜା ହେଲେ ହିଜକିଯ ଆହସ୍ଙ୍କ ପୁତ୍ର ଥିଲେ।

Chapter Complete

You have read 2Chronicles 28

27 verses