Lumina
2Chronicles

Joash's Reign

2Chronicles 24·Oriya Bible

1ଯୋୟାଶ୍ ରାଜା ହବୋ ସମୟରେ ସାତବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଚାଳିଶ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲ ସିବିଯା। ସିବିଯା ବରେ ସବୋ ସହରରୁ ଆସିଥିଲେ।

2ଯାଜକ ୟିହୋଯାଦା ଜୀବିତ ଥିବା ପର୍ୟ୍ଯନ୍ତ ଯୋୟାଶ୍ ଯଥାର୍ଥ କର୍ମ କଲେ।

3ୟିହୋଯାଦା ୟୋଯାଶ୍ଙ୍କ ନିମନ୍ତେ ଦୁଇଜଣ ସ୍ତ୍ରୀ ବାଛିଲେ। ଯୋୟାଶ୍ ପୁତ୍ର ଓ କନ୍ଯାମାନଙ୍କୁ ଜନ୍ମ ଦେଲେ।

4ପରେ, ଯୋୟାଶ୍ ସଦାପ୍ରଭୁଙ୍କ ମନ୍ଦିରକୁ ପୁନଃନିର୍ମାଣ କରିବା ନିମନ୍ତେ ନିଷ୍ପତ୍ତି ନେଲେ।

5ଯୋୟାଶ୍ ଯାଜକ ଓ ଲବେୀୟମାନଙ୍କୁ ଏକତ୍ରୀତ କଲେ। ସେ ସମାନଙ୍କେୁ କହିଲେ, ଯିହୁଦାର ସହରଗୁଡ଼ିକୁ ୟାଅ ଓ ଇଶ୍ରାୟେଲର ଲୋକମାନେ ପ୍ରତିବର୍ଷ ଯେଉଁ ଅର୍ଥ ଦିଅନ୍ତି, ତାହାକୁ ଠୁଳ କର। ତୁମ୍ଭମାନଙ୍କର ପରମେଶ୍ବରଙ୍କ ମନ୍ଦିରକୁ ପୁନଃନିର୍ମିତ କରିବା ନିମନ୍ତେ ସହେି ଅର୍ଥକୁ ବ୍ଯବହାର କର। ଶୀଘ୍ର ୟାଅ ଓ ଏହି କାର୍ୟ୍ଯ କର। କିନ୍ତୁ ଲବେୀୟମାନେ ଚଞ୍ଚଳ ହେଲେ ନାହିଁ।

2Chronicles 24 illustration - 2Chronicles Chapter 24

6ତେଣୁ ରାଜ ଯୋୟାଶ୍ ମୁଖ୍ଯଯାଜକ ଯିହାୟୋଦାରଦାଙ୍କୁ ଡ଼କାଇଲେ। ରାଜା କହିଲେ, ଯିହାୟୋଦାରଦା, ଯିହୁଦା ଓ ୟିରୁଶାଲମରୁ ସଂଗୃହିତ ଖଜଣା ଆଣିବାକୁ ତୁମ୍ଭେ କାହିଁକି ଲବେୀୟମାନଙ୍କୁ ପଠାଉ ନାହିଁ ? ସଦାପ୍ରଭୁଙ୍କ ଦାସ ମାଶାେ ଓ ଇଶ୍ରାୟେଲର ଲୋକମାନେ ସହେି ଖଜଣାକୁ ପବିତ୍ର ତମ୍ବୁ ନିମନ୍ତେ ବ୍ଯବହାର କରୁଥିଲେ।

7ଅତୀତ ରେ, ଅଥଲିଯାଙ୍କ ପୁତ୍ରମାନେ ପରମେଶ୍ବରଙ୍କ ମନ୍ଦିର ଭାଙ୍ଗି ଭିତ ରେ ପ୍ରବେଶ କରିଥିଲେ। ସଦାପ୍ରଭୁଙ୍କ ମନ୍ଦିରର ପବିତ୍ର ସାମଗ୍ରୀଗୁଡ଼ିକୁ ସମାନେେ ବାଲ୍-ଦବଗେଣର ପୂଜା କରିବା ନିମନ୍ତେ ବ୍ଯବହାର କରିଥିଲେ। ଅଥଲିଯା ଜଣେ ଅତି ଦୁଷ୍ଟା ସ୍ତ୍ରୀ ଥିଲେ।

8ରାଜା ଯୋୟାଶ୍ ଏକ ବାକ୍ସ ନିର୍ମାଣ କରିବାକୁ ଓ ସଦାପ୍ରଭୁଙ୍କ ମନ୍ଦିର ଦ୍ବାରର ବାହାର ପାଶର୍‌ବ ରେ ରଖିବାକୁ ଆଦେଶ ଦେଲେ।

9ଏହାପରେ ଲବେୀୟମାନେ ଯିହୁଦା ଓ ୟିରୁଶାଲମ ରେ ଏକ ଘୋଷଣା କଲେ। ସମାନେେ ସଦାପ୍ରଭୁଙ୍କ ନିମନ୍ତେ ଖଜଣା ଦବୋକୁ ଲୋକମାନଙ୍କୁ କହିଲେ। ଇଶ୍ରାୟେଲର ଲୋକମାନେ ମରଭୂମିରେ ଥିବା ସମୟରେ ପରମେଶ୍ବରଙ୍କ ଦାସ ମାଶାେ ସମାନଙ୍କେୁ ଖଜଣା ଦବୋକୁ କହିଥିଲେ।

10ସବୁ ନେତା ଓ ଲୋକମାନେ ଆନନ୍ଦିତ ହେଲେ। ସମାନେେ ସମାନଙ୍କେର ଟଙ୍କା ଆଣି ସହେି ବାକ୍ସ ରେ ପକାଇଲେ। ବାକ୍ସଟି ପୂର୍ଣ୍ଣ ହବୋ ପର୍ୟ୍ଯନ୍ତ ସମାନେେ ଦାନ ଦବୋକୁ ଲାଗିଲେ।

2Chronicles 24 illustration - 2Chronicles Chapter 24

11ଏହାପରେ ଲବେୀୟମାନେ ସହେି ବାକ୍ସକୁ ରାଜାଙ୍କର ପଦାଧିକାରୀମାନଙ୍କ ନିକଟକୁ ନଇଗେଲେ। ସମାନେେ ଦେଖିଲେ ଯେ, ସହେି ବାକ୍ସ ଟଙ୍କା ରେ ପୂର୍ଣ୍ଣ ହାଇେଥିଲା। ରାଜାଙ୍କ ସଚିବ ଓ ମୁଖ୍ଯ ଯାଜକଙ୍କ ପଦାଧିକାରୀମାନେ ଆସିଲେ ଓ ବାକ୍ସରୁ ଟଙ୍କାତକ କାଢ଼ି ନେଲେ। ଏହାପରେ ସମାନେେ ସହେି ବାକ୍ସରୁ ପୁନର୍ବାର ତାହାର ସ୍ଥାନ ରେ ରଖି ଦେଲେ। ପ୍ରତିଦିନ ସମାନେେ ଏହିପରି କଲେ ଓ ପ୍ରଚୁର ଟଙ୍କା ଜମା କଲେ।

12ଏହାପରେ ରାଜା ଯୋୟାଶ୍ ଓ ଯିହାୟୋଦାରଦା ସଦାପ୍ରଭୁଙ୍କ ମନ୍ଦିର ରେ କାର୍ୟ୍ଯ କରୁଥିବା ଲୋକମାନଙ୍କୁ ସହେି ଟଙ୍କା ଦେଲେ। ଆଉ ସଦାପ୍ରଭୁଙ୍କ ମନ୍ଦିର ରେ କାର୍ୟ୍ଯ କରୁଥିବା ଲୋକମାନେ ଦକ୍ଷ କାଷ୍ଠ ଖାଦେନକାରୀ ଓ ବଢ଼ଇମାନଙ୍କେୁ ପାରିଶ୍ରମିକ ଦଇେ ନୁୟୁକ୍ତ କଲେ। ଆଉ ଯେଉଁମାନେ ଲୁହା ଓ ପିତ୍ତଳର କାର୍ୟ୍ଯ ଜାଣିଥିଲେ, ସମାନେେ ସମାନଙ୍କେୁ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣ କାର୍ୟ୍ଯ ରେ ପାରିଶ୍ରମିକ ଦଇେ ନିୟୁକ୍ତ କଲେ।

13ଯେଉଁ ବ୍ଯକ୍ତିମାନେ ତତ୍ତ୍ବାବଧାନ କାର୍ୟ୍ଯ କରୁଥିଲେ, ସମାନେେ ଅତି ବିଶ୍ବସ୍ତ ଥିଲେ। ସଦାପ୍ରଭୁଙ୍କ ପୁନଃନିର୍ମାଣ କାର୍ୟ୍ଯ ସଫଳ ହେଲା। ପରମେଶ୍ବରଙ୍କ ମନ୍ଦିର ପୂର୍ବରୁ ଯେଉଁପରି ଥିଲା, ସମାନେେ ତାହାକୁ ସେପ୍ରକାର ନିର୍ମାଣ କଲେ ଓ ସମାନେେ ତାହାକୁ ଆହୁରି ତୁଚ୍ଛ କଲେ।

14ଯେତବେେଳେ ଶ୍ରମିକମାନଙ୍କର କାର୍ୟ୍ଯ ସମାପ୍ତ ହେଲା, ସମାନେେ ବଳିଥିବା ଟଙ୍କାକୁ ରାଜା ଯୋୟାଶ୍ ଓ ଯିହାୟୋଦାରଦାଙ୍କ ନିକଟକୁ ଆଣିଲେ। ସମାନେେ ସହେି ଟଙ୍କାକୁ ସଦାପ୍ରଭୁଙ୍କ ମନ୍ଦିରର ସାମଗ୍ରୀ ନିର୍ମାଣ କରିବା ରେ ବ୍ଯବହାର କଲେ। ସହେି ସାମଗ୍ରୀଗୁଡ଼ିକ ମନ୍ଦିରର ସବୋକାର୍ୟ୍ଯ ଓ ନବୈେଦ୍ଯ ହାମବେଳି ଉପହାର ଉତ୍ସର୍ଗ କରିବା ପାଇଁ ବ୍ଯବହୃତ ହେଲା। ସମାନେେ ସୁନା ଓ ରୂପାରୁ ପାତ୍ରମାନ ଓ ଅନ୍ଯାନ୍ଯ ସାମଗ୍ରୀ ନିର୍ମାଣ କଲେ। ଯିହାୟୋଦାରଦା ଜୀବିତ ଥିବା ପର୍ୟ୍ଯନ୍ତ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ରେ ପ୍ରତିଦିନ ହାମବେଳି ଉପହାରମାନ ଉତ୍ସର୍ଗ କଲେ।

15ଯିହାୟୋଦାରଦା ବୃଦ୍ଧ ହେଲେ। ସେ ଦୀର୍ଘଜୀବି ଥିଲେ, ତା'ପରେ ସେ ମୃତ୍ଯୁବରଣ କଲେ। ଯିହାୟୋଦାରଦା 130 ବର୍ଷ ବଯସ ରେ ମୃତ୍ଯୁବରଣ କଲେ।

2Chronicles 24 illustration - 2Chronicles Chapter 24

16ଲୋକମାନେ ୟିହୋଯାଦାଙ୍କୁ ଦାଉଦଙ୍କ ନଗର ରେ, ଯେଉଁଠା ରେ ରାଜାମାନେ କବରପ୍ରାପ୍ତ ହାଇେଛନ୍ତି, ସହେିଠା ରେ କବର ଦେଲେ। ଲୋକମାନେ ସହେି ସ୍ଥାନ ରେ ୟିହୋଯାଦାଙ୍କୁ କବର ଦେଲେ, କାରଣ ସେ ଆପଣାର ଜୀବନକାଳ ରେ ଇଶ୍ରାୟେଲ ମଧିଅରେ ପରମେଶ୍ବରଙ୍କ ନିମନ୍ତେ ଓ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ବହୁତ ଉତ୍ତମ କର୍ମ କରିଥିଲେ।

17ଯିହାୟୋଦାରଦାଙ୍କ ମୃତ୍ଯୁ ପରେ, ଯିହୁଦାର ନେତାମାନେ ଆସିଲେ ଓ ରାଜା ୟୋଯାଶ୍ଙ୍କ ସମ୍ମୁଖ ରେ ପ୍ରଣିପାତ କଲେ। ରାଜା ସହେି ନେତାମାନଙ୍କର କଥା ଶୁଣିଲେ।

18ରାଜା ଓ ସହେି ନେତାମାନେ ସଦାପ୍ରଭୁ ପରମେଶ୍ବରଙ୍କର ମନ୍ଦିରକୁ ଅଗ୍ରାହ୍ଯ କଲେ। ସମାନଙ୍କେର ପୂର୍ବପୁରୁଷମାନେ ସଦାପ୍ରଭୁ ପରମେଶ୍ବରଙ୍କର ଅନୁଗମନ କରିଥିଲେ। ସମାନେେ ଆଶରୋ ସ୍ତମ୍ଭ ଓ ଅନ୍ୟ ମୂର୍ତ୍ତିଗୁଡ଼ିକୁ ପୂଜା କଲେ। ପରମେଶ୍ବର ଯିହୁଦାର ଓ ୟିରୁଶାଲମର ଲୋକମାନଙ୍କ ଉପରେ କୋର୍ଧ କଲେ, କାରଣ ରାଜା ଓ ସହେି ନେତାମାନେ ଦୋଷୀ ଥିଲେ।

19ଲୋକମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ଫରୋଇ ଆଣିବାକୁ ପରମେଶ୍ବର ସମାନଙ୍କେ ନିକଟକୁ ଭବିଷ୍ଯତ୍ବକ୍ତାମାନଙ୍କୁ ପ୍ ରରଣେ କଲେ। ଭବିଷ୍ଯତ୍ବକ୍ତାମାନେ ଲୋକମାନଙ୍କୁ ସାବଧାନ କରାଇ ଦେଲେ। କିନ୍ତୁ ଲୋକମାନେ ଶୁଣିବାକୁ ମନା କଲେ।

20ପରମେଶ୍ବରଙ୍କର ଆତ୍ମା ଜିଖରିଯଙ୍କ ଉପରେ ଅବତରଣ କଲେ। ଯିହାୟୋଦାରଦା ଯାଜକ ଜିଖରିଯଙ୍କ ପିତା ଥିଲେ। ଜିଖରିଯ ଲୋକମାନଙ୍କ ସମ୍ମୁଖ ରେ ଛିଡ଼ା ହେଲେ ଓ କହିଲେ, ପରମେଶ୍ବର ଏହା କହନ୍ତି : ତୁମ୍ଭମାନେେ କାହିଁକି ସଦାପ୍ରଭୁଙ୍କ ଆଜ୍ଞାର ବାଧ୍ଯ ହବୋ ନିମନ୍ତେ ଅଗ୍ରାହ୍ଯ କରୁଛ ? ତୁମ୍ଭମାନେେ କୃତକାର୍ୟ୍ଯ ହବେ ନାହିଁ। ତୁମ୍ଭମାନେେ ସଦାପ୍ରଭୁଙ୍କୁ ତ୍ଯାଗ କରିଅଛ। ତେଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତ୍ଯାଗ କରିଅଛନ୍ତି !'

2Chronicles 24 illustration - 2Chronicles Chapter 24

21କିନ୍ତୁ ଲୋକମାନେ ଜିଖରିଯଙ୍କ ବିରୁଦ୍ଧ ରେ ମନ୍ତ୍ରଣା କଲେ । ଜିଖରିଯଙ୍କୁ ବଧ କରିବା ନିମନ୍ତେ ରାଜା ଆଦେଶ ଦେଲେ, ତେଣୁ ମୃତ୍ଯୁ ହବୋ ପର୍ୟ୍ଯନ୍ତ ସମାନେେ ତାଙ୍କ ଆଡ଼କୁ ପଥର ଫୋପାଡ଼ିଲେ। ସଦାପ୍ରଭୁଙ୍କର ମନ୍ଦିର ପ୍ରାଙ୍ଗଣ ମଧିଅରେ ଲୋକମାନେ ଏହା କଲେ।

22ରାଜା ୟୋଯାଶ୍ଙ୍କ ପ୍ରତି ଯିହାୟୋଦାରଦା ଯେଉଁ ଦୟା କରିଥିଲେ, ତାହାକୁ ସ୍ମରଣ କଲେ ନାହିଁ। ଯିହାୟୋଦାରଦା ଜିଖରିଯଙ୍କ ପିତା ଥିଲେ। କିନ୍ତୁ ଯୋୟାଶ୍, ଯିହାୟୋଦାରଦାଙ୍କ ପୁତ୍ର ଜିଖରିଯଙ୍କୁ ହତ୍ଯା କଲେ। ଜିଖରିଯ ମୃତ୍ଯୁ ଭୋଗ କରିବା ପୂର୍ବରୁ ଏହିକଥା କହିଲେ, ତୁମ୍ଭମାନେେ ଯାହା କହୁଅଛ, ସଦାପ୍ରଭୁ ତାହା ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ !

23ବର୍ଷର ଶଷେ ଆଡ଼କୁ ଅରାମୀଯ ସୈନ୍ଯଦଳ ୟୋଯାଶ୍ଙ୍କ ବିରୁଦ୍ଧ ରେ ଆସିଲେ। ସମାନେେ ଯିହୁଦା ଓ ୟିରୁଶାଲମକୁ ଆକ୍ରମଣ କଲେ ଏବଂ ଲୋକମାନଙ୍କର ସବୁ ନେତାମାନଙ୍କୁ ହତ୍ଯା କଲେ। ସମାନେେ ସବୁ ବହୁମୂଲ୍ଯ ସାମଗ୍ରୀଗୁଡ଼ିକୁ ଦମ୍ମେଶକର ରାଜାଙ୍କ ନିକଟକୁ ପଠାଇ ଦେଲେ।

24ଅରାମୀଯ ସୈନ୍ଯଦଳ ନିଜ ସହିତ ଲୋକମାନଙ୍କର ଏକ କ୍ଷୁଦ୍ରଦଳକୁ ନଇେ ଆସିଥିଲେ କିନ୍ତୁ ସଦାପ୍ରଭୁ ସମାନଙ୍କେୁ ଯିହୁଦାର ବୃହତ୍ ସୈନ୍ଯଦଳ ଉପରେ ବିଜଯଲାଭ କରିବାକୁ ଦେଲେ। ସଦାପ୍ରଭୁ ଏହିପରି କଲେ, କାରଣ ଯିହୁଦାର ଲୋକମାନେ ସମାନଙ୍କେ ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ବରଙ୍କର ଅନୁଗାମୀ ହାଇେଥିଲେ, ସମାନେେ ତାଙ୍କୁ ପରିତ୍ଯାଗ କରିଥିଲେ। ତେଣୁ ଯୋୟାଶ୍ ଦଣ୍ଡିତ ହେଲେ।

25ଅରାମୀଯମାନେ ୟୋଯାଶ୍ଙ୍କ ନିକଟରୁ ଯେତବେେଳେ ପ୍ରସ୍ଥାନ କଲେ, ସେ ଗୁରୁତର ଭାବରେ ଆହତ ହାଇେଥିଲେ। ୟୋଯାଶ୍ଙ୍କର ନିଜ ଭୃତ୍ଯମାନେ ତାଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କଲେ। ଯୋୟାଶ୍ ଯିହାୟୋଦାରଦା ଯାଜକଙ୍କର ପୁତ୍ର ଜିଖରିଯଙ୍କୁ ହତ୍ଯା କରିଥିବାରୁ ସମାନେେ ଏହିପରି କଲେ। ସହେି ଭୃତ୍ଯମାନେ ୟୋଯାଶ୍ଙ୍କୁ ତାଙ୍କର ଶୟ୍ଯା ଉପରେ ହିଁ ବଧ କଲେ। ଯୋୟାଶ୍ ମୃତ୍ଯୁ ଭୋଗ କରିବା ପରେ ଲୋକମାନେ ତାଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ, କିନ୍ତୁ ସମାନେେ ତାଙ୍କୁ ରାଜାମାନେ ଯେଉଁ ସ୍ଥାନ ରେ କବର ପାଆନ୍ତି, ସେ ସ୍ଥାନ ରେ କବର ଦେଲେ ନାହିଁ।

2Chronicles 24 illustration - 2Chronicles Chapter 24

26ୟୋଯାଶ୍ଙ୍କ ବିରୁଦ୍ଧ ରେ ଏହି ଭୃତ୍ଯମାନେ ଷଡ଼ୟନ୍ତ୍ର କରିଥିଲେ ; ସାବଦ୍ ଓ ୟିହୋଷାବଦ୍, ସାବଦ୍ଙ୍କ ମାତାଙ୍କର ନାମ ଥିଲା ଶିମିଯତ୍। ଶିମିଯତ୍ ଅମ୍ମାନରେୁ ଆସିଥିଲେ। ଆଉ ୟିହୋଷାବଦ୍ଙ୍କର ମାତାଙ୍କର ନାମ ଥିଲା ଶିମ୍ରୀତ୍। ଶିମ୍ରୀତ୍ ମାୟୋବ୍ରୁ ଆସିଥିଲେ।

27ୟୋଯାଶ୍ଙ୍କ ପୁତ୍ରମାନଙ୍କ କାହାଣୀ, ତାଙ୍କ ବିରୁଦ୍ଧ ରେ ମହାନ୍ ଭବିଷ୍ଯତ୍ବାଣୀଗୁଡ଼ିକ ଓ ସେ କିପରି ପୁନର୍ବାର ପରମେଶ୍ବରଙ୍କ ମନ୍ଦିରର ନିର୍ମାଣ କଲେ, ସହେିସବୁ ରାଜାମାନଙ୍କର ବିବରଣୀ ପୁସ୍ତକରେ ଲଖାୟୋଇ ଅଛି। ଅମତ୍ସିଯ ତାଙ୍କ ଉତ୍ତା ରେ ନୂତନ ରାଜା ହେଲେ। ଅମତ୍ସିଯ ୟୋଯାଶ୍ଙ୍କର ପୁତ୍ର ଥିଲେ।

Chapter Complete

You have read 2Chronicles 24

27 verses