Lumina
1Samuel

Saul Defeats the Ammonites

1Samuel 11·Oriya Bible

1ପ୍ରାଯ ଏକମାସ ପରେ ଅେମ୍ମାନୀୟ ନାହଶ ଏବଂ ତାଙ୍କ ସନୋ ୟାବେଶ ଗିଲିଯଦ ଛାଉଣୀ ସ୍ଥାପନ କଲେ। ୟାବେଶର ଲୋକ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ନିଯମ ପ୍ରବର୍ତ୍ତନ କର, ଆମ୍ଭେ ତାହା ପାଳନ କରିବକ୍ସ୍ଟ।

2ଅେମ୍ମାନୀୟ ନାହଶ ତାଙ୍କୁ ଉତ୍ତର କଲା, ତକ୍ସ୍ଟମ୍ଭ ସମସ୍ତଙ୍କର ଦକ୍ଷିଣଚକ୍ଷକ୍ସ୍ଟ ଉପକ୍ସ୍ଟଡା ଗଲେ ମୁ ତା'ପରେ ନିଯମ ସ୍ଥିର କରିବି। ତଦ୍ଦ୍ବାରା ସମସ୍ତ ଇଶ୍ରାୟେଲୀୟ ଲଜ୍ଜିତ ହବେେ।

3ୟାବେଶ୍ର ନେତାମାନେ କହିଲେ, ଆମକକ୍ସ୍ଟ ସାତଦିନ ସମୟ ଦିଅ, ଆମ୍ଭେ ସାରା ଇଶ୍ରାୟେଲକକ୍ସ୍ଟ ଦୂତଗଣଙ୍କକ୍ସ୍ଟ ପଠାଇବକ୍ସ୍ଟ ଯଦି ଆମ୍ଭକକ୍ସ୍ଟ କହେି ସାହାୟ୍ଯ ନ କରନ୍ତି, ତବେେ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ଆସିବକ୍ସ୍ଟ ଓ ସମର୍ପଣ କରିବକ୍ସ୍ଟ।

4ଗିବିଯା ଦୂତ ଶାଉଲ ବାସ କରୁଥିବା ସହର ରେ ଲୋକମାନଙ୍କୁ ଏହି କଥା କହିବାରକ୍ସ୍ଟ ଲୋକମାନେ ଦକ୍ସ୍ଟଃଖ ରେ କ୍ରନ୍ଦନ କରିବାକୁ ଲାଗିଲେ।

5ଶାଉଲ ଗାଈମାନଙ୍କୁ ଚରାଇବା ପାଇଁ ବିଲକକ୍ସ୍ଟ ୟାଇଥିଲେ। ସେ ସଠାେରକ୍ସ୍ଟ ଆସି ଲୋକମାନେ କ୍ରନ୍ଦନ କରିବାର ଶୁଣିବାକୁ ପାଇଲେ। ଶାଉଲ କହିଲେ, ତୁମ୍ଭର କ'ଣ ହାଇେଛି ତୁମ୍ଭମାନେେ ଏପରି କାନ୍ଦକ୍ସ୍ଟଛ କାହିଁକି?

1Samuel 11 illustration - 1Samuel Chapter 11

6ଶାଉଲ ସମସ୍ତ କଥା ଶୁଣିଲେ। ତା'ପରେ ପରମେଶ୍ବରଙ୍କ ଆତ୍ମା ଶାଉଲଙ୍କ ଦହେ ରେ ଅତିଶଯ ପ୍ରଜ୍ବଳିତ ହେଲା। ଶାଉଲ କୋର୍ଧ ରେ ଜର୍ଜରିତ ହେଲେ।

7ଶାଉଲ ହଲେ ବଳଦ ଆଣି ସମାନଙ୍କେୁ ଖଣ୍ତ ଖଣ୍ତ କରି କାଟିଲେ। ତା'ପରେ ସେ ଟକ୍ସ୍ଟକକ୍ସ୍ଟରାଗୁଡିକୁ ଦୂତଗଣକକ୍ସ୍ଟ ଦେଲେ। ସେ ଏହା ଇଶ୍ରାୟେଲୀୟଙ୍କୁ ସତର୍କ କରିବା ପାଇଁ ଦେଲେ। ସେ ଏକ ବାର୍ତ୍ତା ପଠାଇଲେ, ଯଦି କହେି ଶାଉଲ ଏବଂ ଶାମୁୟେଲଙ୍କୁ ଅନକ୍ସ୍ଟସରଣ ନକରନ୍ତି, ତବେେ ସମାନଙ୍କେର ଗାଈଗୁଡିକୁ ଏପରି ଖଣ୍ତ ଖଣ୍ତ କରି ଦିଆୟିବ।

8ଶାଉଲ ବସକରେେ ଲୋକମାନଙ୍କୁ ଏକାଠି କଲେ। ସଠାେରେ ଇଶ୍ରାୟେଲରକ୍ସ୍ଟ 3,00,000 ଲୋକ ୟିହକ୍ସ୍ଟଦାରକ୍ସ୍ଟ 30,000 ଲୋକ ଉପସ୍ଥିତ ହେଲେ।

9ଶାଉଲ ଏବଂ ତାଙ୍କ ସୈନ୍ଯମାନେ ୟାବେଶ୍ର ଦୂତମାନଙ୍କୁ କହିଲେ, ତୁମ୍ଭମାନେେ ୟାବେଶ ଗିଲିଯଦର ଲୋକମାନଙ୍କୁ କକ୍ସ୍ଟହ ଆସନ୍ତା କାଲି ମଧ୍ଯାହ୍ନ ସକ୍ସ୍ଟଦ୍ଧା ସମାନେେ ମକ୍ସ୍ଟକ୍ତ ହବେେ।

10ତା'ପରେ ୟାବେଶ୍ର ଲୋକମାନେ ଅମ୍ମାନେୀୟ ନାହଶକକ୍ସ୍ଟ କହିଲେ, ଆସନ୍ତା କାଲି ଆମ୍ଭମାନେେ ତୁମ୍ଭମାନଙ୍କ ନିକଟକକ୍ସ୍ଟ ଆସିବକ୍ସ୍ଟ। ତୁମ୍ଭର ଯାହା ଇଚ୍ଛା ହବେ ତାହା ଆମ୍ଭମାନଙ୍କ ପ୍ରତି କରିବ।

1Samuel 11 illustration - 1Samuel Chapter 11

11ତା' ପରଦିନ ପ୍ରଭାତ ରେ ଶାଉଲ ତାଙ୍କ ସୈନ୍ଯମାନଙ୍କୁ ତିନିଭାଗ କରି ସୂର୍ େଯ୍ଯାଦଯ ସମୟରେ ଅେମ୍ମାନୀୟ ଶିବିର ରେ ଆତର୍କିତ ଆକ୍ରମଣ କଲେ। ସମାନେେ ସମାନଙ୍କେର ପ୍ରହରୀସବୁ ପରବର୍ତ୍ତନ କରୁଥିଲେ ତେଣୁ ପୂର୍ବାହ୍ନ ପୂର୍ବରକ୍ସ୍ଟ ଶାଉଲ ଏବଂ ତାଙ୍କ ସୈନ୍ଯ ତାଙ୍କୁ ପରାସ୍ତ କଲେ ଅମ୍ମାନେୀୟମାନେ ବିଭିନ୍ନ ଆଡେ ଦୌଡି ପଳାଇଲେ। ସୈନ୍ଯମାନେ ଏପରି ପଳାଯନ କଲେ ଯେ, ଦକ୍ସ୍ଟଇଟି ସୈନ୍ଯ ଏକତ୍ରୀତ ହାଇେ ପାରିଲେ ନାହିଁ।

12ତା'ପରେ ଲୋକମାନେ ଶାମୁୟେଲଙ୍କୁ ପଚାରିଲେ, ଯେଉଁମାନେ ଶାଉଲଙ୍କକ୍ସ୍ଟ ବିରକ୍ସ୍ଟଦ୍ଧ କରୁଥିଲେ ସମାନେେ କେଉଁଠି ଅଛନ୍ତି। ସେ ଲୋକମାନଙ୍କୁ ଆମ୍ଭେ ହତ୍ଯା କରିବକ୍ସ୍ଟ।

13ଶାଉଲ କହିଲେ, ନା! ଆଜି କାହାକକ୍ସ୍ଟ ହତ୍ଯା କର ନାହିଁ। ସଦାପ୍ରଭୁ ଆଜି ଇଶ୍ରାୟେଲୀୟମାନଙ୍କୁ ରକ୍ଷା କରିଛନ୍ତି।

14ତା'ପରେ ଶାମକ୍ସ୍ଟଯଲେ ଲୋକମାନଙ୍କୁ କହିଲେ, ଆସ ଗିଲ୍ଗଲକକ୍ସ୍ଟ ୟିବା, ସଠାେରେ ଶାଉଲଙ୍କକ୍ସ୍ଟ ପକ୍ସ୍ଟନର୍ବାର ରାଜାରୂପେ ଅଭିଷିକ୍ତ କରିବା।

15ତା'ପରେ ସମସ୍ତେ ଗିଲଗଲ ଗଲେ, ସଠାେରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଶାଉଲଙ୍କକ୍ସ୍ଟ ରାଜାରୂପେ ଅଭିଷକ୍ତ କଲେ। ସମାନେେ ସମସ୍ତେ ସଦାପ୍ରଭୁଙ୍କୁ ମଙ୍ଗଳାର୍ଥକବଳି ଉତ୍ସର୍ଗ କଲେ। ଶାଉଲ ଏବଂ ଇଶ୍ରାୟେଲୀୟମାନେ ମହା ଆନନ୍ଦ ରେ ଏହା ପାଳନ କଲେ।

Chapter Complete

You have read 1Samuel 11

15 verses