Lumina
1Samuel

The Birth of Samuel

1Samuel 1·Oriya Bible

1ଇଫ୍ରଯିମର ପର୍ବତମଯ ଦେଶର ରାମାଠା ରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇଲ୍କାନା। ଇଲ୍କାନା ସୂଫ ପରିବାରବର୍ଗର ଥିଲେ। ଇଲ୍କାନା ୟିରୋହମର ପକ୍ସ୍ଟତ୍ର, ଥିଲା ୟିଏ ଇଲୀହର ପକ୍ସ୍ଟତ୍ର ଥିଲା, ୟିଏ ତୋହର ପକ୍ସ୍ଟତ୍ର ଥିଲା, ୟିଏ ସୂଫର ପକ୍ସ୍ଟତ୍ର ଥିଲା ଓ ଏମାନେ ଇଫ୍ରଯିମ ପରିବାରବର୍ଗର ଥିଲେ।

2ଇଲ୍କାନାର ଦକ୍ସ୍ଟଇଟି ସ୍ତ୍ରୀ ଥିଲେ, ଜଣଙ୍କର ନାମଥିଲା ହାନ୍ନା ଓ ଅନ୍ୟ ଜଣଙ୍କର ନାମ ଥିଲା ପନିନ୍ନା। ପିନ୍ନିନାର ପିଲାପିଲି ଥିଲେ। କିନ୍ତୁ ହାନ୍ନାର କୌଣସି ପିଲାପିଲି ନ ଥିଲେ।

3ପ୍ରତିବର୍ଷ ଇଲ୍କାନା ତା'ର ନିଜ ସହର ରାମାକକ୍ସ୍ଟ ଛାଡି ଶୀଲୋକକ୍ସ୍ଟ ଯାଉଥିଲା, ଶୀଲୋ ରେ ଥିବା ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ ପାଇଁ ଓ ଉପାସନା ପାଇଁ ସଠାେକକ୍ସ୍ଟ ଯାଉଥିଲା। ଯେଉଁ ସ୍ଥାନ ରେ ଇଲୀହର ଦକ୍ସ୍ଟଇ ପକ୍ସ୍ଟତ୍ର ଧର୍ମଯାଜକ ଥିଲେ, ତାଙ୍କର ନାମ ଥିଲା, ହଫ୍ନି ଓ ପୀନହସ୍।

4ପ୍ରେତ୍ୟକକଥର ବଳିଦାନ ଉତ୍ସର୍ଗ କଲାପରେ ସେଥିରକ୍ସ୍ଟ କିଛି ଅଂଶ ତା'ର ସ୍ତ୍ରୀ ପନିନ୍ନା ଏବଂ ତା'ର ସମସ୍ତ ପକ୍ସ୍ଟତ୍ରଗଣ ଓ କନ୍ଯାମାନଙ୍କୁ ଦେଉଥିଲା।

5ଇଲ୍କାନା ମଧ୍ଯ ତା'ର ସ୍ତ୍ରୀ ହାନ୍ନାକକ୍ସ୍ଟ ତା'ର ଦକ୍ସ୍ଟଇଗକ୍ସ୍ଟଣ ଅଂଶ ଦେଉଥିଲା। କାରଣ ନିଜ ସ୍ତ୍ରୀ ହାନ୍ନାକକ୍ସ୍ଟ ସେ ବାସ୍ତବ ରେ ପ୍ ରମେ କରୁଥିଲା। କିନ୍ତୁ ସଦାପ୍ରଭୁ ତା' କୋଳ ରେ କୌଣସି ସନ୍ତାନ ସନ୍ତତି ଦଇେ ନ ଥିଲେ।

1Samuel 1 illustration - 1Samuel Chapter 1

6ସଦାପ୍ରଭୁ ହାନ୍ନା କୋଳ ରେ କୌଣସି ସନ୍ତାନ ଦଇେ ନଥିଲେ, ତେଣୁ ପନିନ୍ନା ତାକକ୍ସ୍ଟ ଦକ୍ସ୍ଟଃଖିତ କରୁଥିଲା ଏବଂ ତାକକ୍ସ୍ଟ ବିରକ୍ତି କରୁଥିଲା।

7ଯେତବେେଳେ ସହେି ପରିବାର ସଦାପ୍ରଭୁଙ୍କ ମନ୍ଦିରକକ୍ସ୍ଟ ଯାଉଥିଲେ ପ୍ରତିବର୍ଷ ଏହିପରି ହେଉଥିଲା। ପନିନ୍ନା ହାନ୍ନାକକ୍ସ୍ଟ ଦକ୍ସ୍ଟଃଖିତ କରୁଥିଲା। ତେଣୁ ସେ କ୍ରନ୍ଦନ କଲା ଓ କିଛି ଖାଇଲା ନାହିଁ।

8ତା'ର ସ୍ବାମୀ ଇଲକାନା ପଗ୍ଭରକ୍ସ୍ଟ ଥିଲେ, ତୁମ୍ଭେ କାହିଁକି କାନ୍ଦକ୍ସ୍ଟଛ? ତୁମ୍ଭେ କାହିଁକି କିଛି ଖାଉନାହଁ? ତୁମ୍ଭେ କାହିଁକି ଦକ୍ସ୍ଟଃଖିତ। ମୁ ତୁମ୍ଭର ସ୍ବାମୀ, ତୁମ୍ଭେ ଭାବିବା ଉଚିତ୍ ଯେ ମୁ ତକ୍ସ୍ଟମ୍ଭ ପାଇଁ ତୁମ୍ଭର ଦଶ ଜଣ ପକ୍ସ୍ଟତ୍ର ପାଇବା ସକ୍ଷମ।

9ସେ ଖାଇପିଇ ସାରିବା ପରେ ହାନ୍ନା ଚକ୍ସ୍ଟପ୍ ଗ୍ଭପ୍ ଭାବରେ ଉଠିୟାଇ ସଦାପ୍ରଭୁଙ୍କ ପ୍ରାଙ୍ଗଣକକ୍ସ୍ଟ ପ୍ରାର୍ଥନା କରିବାକୁ ଗଲା। ଏଲି ୟିଏ କି ଧର୍ମଯାଜକ ଥିଲେ, ସେ ସହେି ସଦାପ୍ରଭୁଙ୍କ ପବିତ୍ର ମନ୍ଦିରର ଫାଟକ ନିକଟରେ ବସି ରହିଥିଲେ।

10ହାନ୍ନା ଭାରି ଦକ୍ସ୍ଟଃଖିନି ଥିଲେ। ସେ ଯେତବେେଳେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲେ, ସେ ବହକ୍ସ୍ଟତ କାନ୍ଦକ୍ସ୍ଟଥିଲେ।

1Samuel 1 illustration - 1Samuel Chapter 1

11ସେ ଏହା କହି ପରମେଶ୍ବରଙ୍କ ନିକଟରେ ପ୍ରତିଜ୍ଞା କଲା, ସର୍ବଶକ୍ତିମାନ ସଦାପ୍ରଭୁ ଯଦି ତୁମ୍ଭେ ଦେଖକ୍ସ୍ଟଥାଅ ମୁ କେତେ ଦକ୍ସ୍ଟଃଖି, ଯଦି ତୁମ୍ଭେ ତୁମ୍ଭର ସବେକକକ୍ସ୍ଟ ମନେ ରଖିଥାଅ, ତବେେ ମାେତେ ଏକ ପକ୍ସ୍ଟତ୍ର ଦିଅ। ତା' ହେଲେ ମୁ ସହେି ପକ୍ସ୍ଟତ୍ରଟିକକ୍ସ୍ଟ ସଦାପ୍ରଭୁଙ୍କଠା ରେ ଉତ୍ସର୍ଗ କରିବି। ସେ ତା'ର ଜୀବନସାରା ତୁମ୍ଭର ସବୋ କରିବ। ସେ ଦ୍ରାକ୍ଷାରସ ଏବଂ ସକ୍ସ୍ଟରା ନାସରୀଯ ତକ୍ସ୍ଟଲ୍ଯ ପିଇବ ନାହିଁ ଏବଂ ତା'ର ବାଳ କାଟିବାପାଇଁ କୌଣସି କ୍ଷକ୍ସ୍ଟର ତା'ର ମକ୍ସ୍ଟଣ୍ତ ରେ ସ୍ପର୍ଶ କରିବ ନାହିଁ।

12ଯେତବେେଳେ ସେ ସଦାପ୍ରଭୁଙ୍କୁ ଦୀର୍ଘ ସମୟ ଧରି ଏହିପରି ପ୍ରାର୍ଥନା କରୁଥିଲା, ଏଲି ତା'ର ପାଟିକକ୍ସ୍ଟ ଦେଖକ୍ସ୍ଟଥିଲା।

13ସହେି ସମୟରେ ହାନ୍ନା ମନେ ମନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। କବଳେ ତାଙ୍କର ଓଷ୍ଠ ହଲକ୍ସ୍ଟଥିଲା। ମାତ୍ର ତାଙ୍କର ସ୍ବର ଶକ୍ସ୍ଟଣା ଯାଉନଥିଲା। ତେଣୁ ସେ ଗଭୀର ଭାବରେ ଦ୍ରାକ୍ଷାପାନ କରିଛି ବୋଲି ଏଲି ଭାବିଲେ।

14ଏଲି ହାନ୍ନାଙ୍କକ୍ସ୍ଟ କହିଲେ, ତୁମ୍ଭେ ଆଉ କେତକୋଳ ମାତାଲ ହେଉଥିବ? ଦ୍ରାକ୍ଷାରସରକ୍ସ୍ଟ ଦକ୍ସ୍ଟ ରଇେ ରକ୍ସ୍ଟହ।

15ହାନ୍ନା ଉତ୍ତର ଦଲୋ, ନା, ମାରେ ମହାଶୟ, ମୁ ଜଣେ ଦକ୍ସ୍ଟଃଖିନୀ ସ୍ତ୍ରୀ, ମୁ ଦ୍ରାକ୍ଷାରସ କି ମଦ୍ଯପାନ କରିନାହିଁ। ମାତ୍ର ମୁ ସଦାପ୍ରଭୁଙ୍କଠା ରେ ମାରେ ଆପଣାର ପ୍ରାଣ ବଦନୋ ଢାଳକ୍ସ୍ଟଥିଲି।

1Samuel 1 illustration - 1Samuel Chapter 1

16ଆପଣା ଦାସୀକକ୍ସ୍ଟ କକ୍ସ୍ଟଚରିତ୍ର ଭାବ ନାହିଁ। ମୁ ଆପଣା ଚିନ୍ତା ଓ ସମସ୍ଯାକକ୍ସ୍ଟ ସଦାପ୍ରଭୁଙ୍କ ନିକଟରେ ଜଣାଉଥିଲି। କାରଣ ମାରେଅନକେ ସମସ୍ଯା ଅଛି ଏବଂ ମୁ ଅତ୍ଯନ୍ତ ଦକ୍ସ୍ଟଃଖିତ।

17ତହିଁରେ ଏଲି ଉତ୍ତର ଦେଲେ, ଶାନ୍ତି ରେ ୟାଅ, ଯାହା ତୁମ୍ଭେ ପରମେଶ୍ବରଙ୍କଠା ରେ ମାଗିଲ, ଇଶ୍ରାୟେଲର ପରମେଶ୍ବର ତୁମ୍ଭର ମନସ୍କାମନା ପକ୍ସ୍ଟରଣ କରନ୍ତକ୍ସ୍ଟ।

18ତା'ପରେ ସେ ଉତ୍ତର ଦଲୋ, ମୁ ତକ୍ସ୍ଟମ୍ଭ ଦାସୀ ତକ୍ସ୍ଟମ୍ଭ ଆଖି ରେ ଅନକ୍ସ୍ଟଗ୍ରହ ପ୍ରାଲ୍ଗ ହେଉ। ଆଉ ସେ (ସ୍ତ୍ରୀ) ଆପଣା ପଥରେ ଗଲେ ଓ ଭୋଜନ କଲେ ଏବଂ ତାଙ୍କର ମକ୍ସ୍ଟହଁ ଆଉ ବିଷର୍ଣ୍ଣ ହେଲା ନାହିଁ।

19ତା'ପରେ ଇଲ୍କାନା ଆପଣା ସ୍ତ୍ରୀ ହାନ୍ନା ସହିତ ସହବାସ କଲା ଏବଂ ସଦାପ୍ରଭୁ ହାନ୍ନାକକ୍ସ୍ଟ ସ୍ମରଣ କଲେ।

20ଏହାପରେ ସହେି ସମୟରେ ପରବର୍ଷ ହାନ୍ନା ପକ୍ସ୍ଟତ୍ର ପ୍ରସବ କଲା। କାରଣ ମୁ ସଦାପ୍ରଭୁଙ୍କୁ ମାଗିଥିଲି, ସେ ତାହାର ନାମ ଶାମକ୍ସ୍ଟଯଲେ ଡାକିଲା।

1Samuel 1 illustration - 1Samuel Chapter 1

21ଏହାପରେ ଇଲ୍କାନା ଓ ତାହାର ପରିବାର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ ଓ ଆପଣା ପ୍ରତିଜ୍ଞା ପୂର୍ଣ୍ଣତା କରିବାକୁ ଗଲେ।

22କିନ୍ତୁ ହାନ୍ନା ଗଲାନାହିଁ, ଏବଂ ସେ ଆପଣା ସ୍ବାମୀକକ୍ସ୍ଟ କହିଲା, ବାଳକ ସ୍ତନପାନ ଛାଡିଲା ପରେ ମୁ ତାକକ୍ସ୍ଟ ନଇୟିବେି। ତା'ପରେ ସେ ସଦାପ୍ରଭୁଙ୍କର ସାକ୍ଷାତ ରେ ଉପସ୍ଥିତ ହବେ ଓ ସଠାେରେ ସର୍ବଦା ରହିବ।

23ତା'ପରେ ତା'ର ସ୍ବାମୀ ଇଲ୍କାନା ତାକକ୍ସ୍ଟ କହିଲା, ଯାହା ତୁମ୍ଭେ ଉତ୍ତମ ଭାବ ତାହା କର। ପିଲାଟି ସ୍ତନପାନ ତ୍ଯାଗ କରାଇବା ପର୍ୟ୍ଯନ୍ତ ଏଠା ରେ ରକ୍ସ୍ଟହ। ସଦାପ୍ରଭୁ ତାଙ୍କର ବାକ୍ଯ ପୂର୍ଣ କରନ୍ତକ୍ସ୍ଟ । ତେଣୁ ସହେି ସ୍ତ୍ରୀ ଆପଣା ପକ୍ସ୍ଟତ୍ରକକ୍ସ୍ଟ ସ୍ତନପାନ ତ୍ଯାଗ କରିବା ପର୍ୟ୍ଯନ୍ତ ଗୃହ ରେ ରହିଲା ଓ ପିଲାର ଦଖାେଗ୍ଭହାଁ କଲା।

24ଏହାପରେ ସେ ତାହାକକ୍ସ୍ଟ ସ୍ତନପାନ ତ୍ଯାଗ କରାଇଲା ଓ ତିନି ଗୋବତ୍ସ ଓ ଏକ ଐଫା ମଇଦା ଓ ଏକ ବୋତଲ ଦ୍ରାକ୍ଷାରସ ତା' ସହିତ ପିଲାଟିକକ୍ସ୍ଟ ଶୀଲୋସ୍ଥିତ ସଦାପ୍ରଭୁଙ୍କ ଗୃହକକ୍ସ୍ଟ ଆଣିଲା। ଯେ ତବେଳେ ବାଳକଟି େଛାଟ ଥିଲା।

25ତହିଁରେ ସମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ରୂପେ ଗୋବତ୍ସ ବଧକଲେ ଓ ବାଳକକକ୍ସ୍ଟ ଏଲି ନିକଟକକ୍ସ୍ଟ ଆଣିଲେ।

1Samuel 1 illustration - 1Samuel Chapter 1

26ତା'ପରେ ହାନ୍ନା ଏଲିଯକକ୍ସ୍ଟ କହିଲା, ମହାଶୟ ମୁ ବାସ୍ତବ ରେ ସହେି ସ୍ତ୍ରୀ ଲୋକ ୟିଏକି ତକ୍ସ୍ଟମ୍ଭ ଆଗ ରେ ଛିଡା ହେଉଥିଲା ଓ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲା।

27ମୁ ଏହି ବାଳକ ନିମନ୍ତେ ପ୍ରାର୍ଥନା କରିଥିଲି, ଆଉ ସଦାପ୍ରଭୁ ମାେତେ ମଞ୍ଜକ୍ସ୍ଟର କରିଛନ୍ତି।

28ସେଥିପାଇଁ ବର୍ତ୍ତମାନ ମୁ ତାକକ୍ସ୍ଟ ସଦାପ୍ରଭୁଙ୍କ ସବୋ କରିବା ପାଇଁ ଉତ୍ସର୍ଗ କରୁଛି। ସେ ୟାବଜ୍ଜୀବନ ସଦାପ୍ରଭୁଙ୍କ ଉପାସନା କରିବ।

Chapter Complete

You have read 1Samuel 1

28 verses