Lumina
1Kings

Solomon's Apostasy

1Kings 11·Oriya Bible

1ଶ ଲୋମନ ବହୁ ରମଣୀଙ୍କୁ ପ୍ ରମେ କଲେ, ସମାନେେ ଇଶ୍ରାୟେଲ ଦେଶରୁ ନଥିଲେ। ସେ ରାଜା ଫାରୋର କନ୍ଯା ବ୍ଯତୀତ ହିତ୍ତୀଯ, ମାୟୋବୀଯ, ଅେମ୍ମାନୀୟ, ଇଦୋମୀଯ ଓ ସୀଦୋନୀଯ ସ୍ତ୍ରୀମାନଙ୍କୁ ଭଲ ପାଇଲେ।

2ଏହା ପୂର୍ବରୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ସତର୍କ କରିଥିଲେ, ତୁମ୍ଭମାନେେ ଅନ୍ୟ ଦେଶର କନ୍ଯାଙ୍କୁ ବିବାହ କରିବ ନାହିଁ। କାରଣ ସମାନେେ ନିଜର ସାଥୀମାନଙ୍କୁ ଅନ୍ୟ ଦବୋ ଦବେୀର ଉପାସନା ପାଇଁ ଆକର୍ଷିତ କରି ପାରନ୍ତି। ମାତ୍ର ଶଲୋମନ ସମାନଙ୍କେ ସହିତ ପ୍ ରମେ କଲେ।

3ଶଲୋମନଙ୍କର 700 ରାଜପତ୍ନୀ ଥିଲେ। ଏହି ସ୍ତ୍ରୀମାନେ ଅନ୍ୟ ଦେଶର ଅଧ୍ଯକ୍ଷମାନଙ୍କର କନ୍ଯା ଥିଲେ। ଆଉ ତାଙ୍କର 300 ଉପପତ୍ନୀ ଥିଲେ। ତାଙ୍କର ପତ୍ନୀମାନେ ତାଙ୍କୁ ବିପଥଗାମୀ କରାଇଲେ।

4ଶଲୋମନ ଯେତବେେଳେ ବୃଦ୍ଧ ହେଲେ ତାଙ୍କର ପତ୍ନୀମାନେ ଅନ୍ୟ ଦବେତାଗଣଙ୍କୁ ଅନୁସରଣ କରିବା ପ୍ରଭାବ ପକାଇଲେ। ତାଙ୍କର ପିତା ଦାଉଦଙ୍କ ପରି ସେ ସର୍ବାନ୍ତଃକରଣ ରେ ସଦାପ୍ରଭୁଙ୍କୁ ଅନୁସରଣ କଲେ ନାହିଁ।

5ଶ ଲୋମନ ସୀଦୋନୀଯମାନଙ୍କ ଦବେତା ଅଷ୍ଟାରୋତକୁ ଓ ଅେମ୍ମାନୀୟମାନଙ୍କ ଭୟଙ୍କର ମୂର୍ତ୍ତୀ ମିଲ୍କମର ଉପାସନା କଲେ।

1Kings 11 illustration - 1Kings Chapter 11

6ତେଣୁ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ମନ୍ଦ, ଶଲୋମନ ତାହାହିଁ ଅନୁସରଣ କଲେ। ସେ ନିଜ ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣରୂପେ ସଦାପ୍ରଭୁଙ୍କର ପଶ୍ଚାତ୍ଗାମୀ ହେଲେ ନାହିଁ।

7ଶ ଲୋମନ ୟିରୁଶାଲମର ପରବର୍ତ୍ତୀ ପର୍ବତ ରେ ମାୟୋବର ଘୃଣାୟୋଗ୍ଯ କମାେଣ ମୂର୍ତ୍ତି ଓ ଅମ୍ମାନେ-ସନ୍ତାନଗଣର ଘୃଣା ଯୋଗ୍ଯ ମାେଲକର ଉପାସନା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ।

8ତା'ପରେ ଶ ଲୋମନ ତାଙ୍କର ବିଦେଶୀଯା ପତ୍ନୀମାନଙ୍କ ପାଇଁ ସମାନଙ୍କେର ନିଜ ନିଜର ମୂର୍ତ୍ତି ଦବେତାଗଣ ନିର୍ମାଣ କଲେ। ତାଙ୍କର ପତ୍ନୀମାନେ ସହେି ଦବେତାଗଣଙ୍କ ଉଦ୍ଦେଶ୍ଯ ରେ ଧୂପ ଜଳାଇଲେ ଓ ସମାନଙ୍କେୁ ବଳିଦାନଗୁଡିକ ଉତ୍ସର୍ଗ କଲେ।

9ଶ ଲୋମନଙ୍କ ଅନ୍ତଃକରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କଠାରୁ ବିମୁଖ ହାଇେଥିଲା। ତେଣୁ ସଦାପ୍ରଭୁ ତାଙ୍କ ପ୍ରତି କୋର୍ଧ ହେଲେ। ଅତୀତ ରେ ସେ ଶଲୋମନ ରାଜାଙ୍କୁ ଦୁଇଥର ଦର୍ଶନ କଲେ।

10ସେ ଶଲୋମନଙ୍କୁ ଇଶ୍ରାୟେଲର ପରମେଶ୍ବର ବ୍ଯତୀତ ଅନ୍ୟ କୌଣସି ଦବଗେଣର ପଶ୍ଚାତଗାମୀ ନ ହବୋକୁ ଆଜ୍ଞା ଦଇେଥିଲେ। ମାତ୍ର ସେ ପରମେଶ୍ବରଙ୍କର ଆଜ୍ଞା ପାଳନ କଲେ ନାହିଁ।

1Kings 11 illustration - 1Kings Chapter 11

11ସଦାପ୍ରଭୁ ଶଲୋମନକୁ କହିଲେ, ଯେ ହତେୁ ତୁମ୍ଭେ ଆମ୍ଭର ନିଯମ ଓ ବିଧି ଭଙ୍ଗ କଲ ଓ ଆମ୍ଭର ଆଜ୍ଞାକୁ ପାଳନ କଲ ନାହିଁ, ଆମ୍ଭେ ତୁମ୍ଭଠାରୁ ରାଜ୍ଯ ଛଡଇେ ନଇେ ତୁମ୍ଭର ଦାସକୁ ଦବେୁ।

12ଯେ ହତେୁ ଆମ୍ଭେ ତୁମ୍ଭର ପିତା ଦାଉଦଙ୍କୁ ଭଲ ପାଉଥିଲୁ। ତୁମ୍ଭ ଜୀବିତାବସ୍ଥା ରେ ତୁମ୍ଭଠାରୁ ରାଜ୍ଯ ନବୋ ନାହିଁ। ମାତ୍ର ତୁମ୍ଭର ପୁତ୍ର ରାଜା ହେଲାପରେ ତାଙ୍କଠାରୁ ରାଜ୍ଯ ଛଡଇେ ନବୋ।

13ତଥାପି ସମୁଦାଯ ରାଜ୍ଯ ତୁମ୍ଭ ପୁତ୍ରଠାରୁ ଆମ୍ଭେ ଛଡଇେ ନବୋକୁ ଯାଉ ନାହୁଁ। ତୁମ୍ଭର ପୁତ୍ରକୁ ଏକ ପରିବାରବର୍ଗକୁ ଶାସନ କରିବାକୁ ଦବୋ। ଆମ୍ଭେ ଏପରି କରିବା କାରଣ ଆମ୍ଭେ ଆପଣା ଦାସ ଦାଉଦଙ୍କୁ ଭଲ ପାଉ ଓ ୟିରୁଶାଲମ ଆମ୍ଭର ମନୋନୀତ ନଗର ଅଟେ।

14ଅନନ୍ତର ସଦାପ୍ରଭୁ ଇଦୋମୀଯ ହଦଦକୁ ଶଲୋମନଙ୍କର ବିପକ୍ଷ କରି ଉତ୍ପନ୍ନ କଲେ। ସେ ଇଦୋମୀଯ ରାଜବଂଶଜ ଥିଲେ।

15ଏହା ଯାହା ହାଇେଥିଲା ଦାଉଦ ଇଦୋମକୁ ପରାସ୍ତ କଲେ ଓ ତାଙ୍କର ସନୋପତି ଯୋୟାବକୁ ମୃତ ଲୋକମାନଙ୍କୁ କବର ଦବୋକୁ ଇଦୋମକୁ ପଠାଇଲେ। ଯୋୟାବ ଇଦୋମର ସମସ୍ତ ଲୋକଙ୍କୁ ହତ୍ଯା କଲେ।

1Kings 11 illustration - 1Kings Chapter 11

16ଯୋୟାବ ଓ ସମସ୍ତ ଇଶ୍ରାୟେଲୀୟ ଇଦୋମ ରେ ଛଅମାସ କାଳ ରହିଲେ ଓ ସମସ୍ତ ଇଦୋମୀଯ ପୁରୁଷମାନଙ୍କୁ ମାରି ଦେଲେ।

17ମାତ୍ର ସେତବେେଳେ ହଦଦ୍ ସାନ ପିଲା ଥିଲା। ସେ ତାଙ୍କର ପିତାଙ୍କର କେତକେ ଦାସ ସହିତ ମିଶରକୁ ପଳାଇ ୟାଇଥିଲା।

18ସମାନେେ ମିଦିଯନରୁ ଉଠି ପାରଣକୁ ଆସିଲେ। ପାରଣରୁ କେତକେ ଲୋକଙ୍କ ସହିତ ମିଶରକୁ ୟାଇ ମିଶରର ରାଜା ଫାରୋଙ୍କୁ ସାହାୟ୍ଯ ଭିକ୍ଷା କଲେ। ଫାରୋ ତାଙ୍କୁ ସମର୍ଥନ କରି ତାଙ୍କୁ ଗୋଟିଏ ଗୃହ ଓ କିଛି ଜମି ଦେଲେ। ତାଙ୍କୁ ସେ ଖାଦ୍ୟସାମଗ୍ରୀ ଯୋଗାଇଲେ।

19ଫାରୋ ହଦଦ୍ଙ୍କୁ ଅତି ଭଲ ପାଉଥିଲେ। ସେ ନିଜ ଭାର୍ୟ୍ଯା ତହପନେଷ୍ ରାଣୀର ଭଗିନୀକି ତାହା ସଙ୍ଗେ ବିବାହ ଦେଲେ।

20ତାହାପରେ ତହପନେଷ୍ ଭଗିନୀର ହଦଦ୍ ଔରସରୁ ଏକ ପୁତ୍ର ଜନ୍ମ ହେଲା ଓ ତାହାର ନାମ ଗୁନ୍ବତ୍ ହେଲା। ତା'ପରେ ତହପନେଷ୍ ଗୁନ୍ବତ୍କୁ ଫାରୋଙ୍କର ପ୍ରାସାଦ ରେ ତାଙ୍କର ପିଲାମାନଙ୍କ ସହିତ ବଢିଲେ।

1Kings 11 illustration - 1Kings Chapter 11

21ମିଶର ରେ ଥାଇ ହଦଦ୍ ସମ୍ବାଦ ପାଇଲେ ଦାଉଦଙ୍କର ମୃତ୍ଯୁ ହାଇେଛି ଓ ତାଙ୍କର ସନୋପତି ଯୋୟାବ ମଧ୍ଯ ମୃତ। ତେଣୁ ସେ ରାଜା ଫାରୋଙ୍କୁ କହିଲେ, ମାେତେ ସ୍ବଦେଶକୁ ୟିବାକୁ ଦିଅ।

22କିନ୍ତୁ ଫାରୋ କହିଲେ, ମୁଁ ଏଠା ରେ ତୁମ୍ଭର ଗ୍ଭହିଁବା ଅନୁସାରେ ସମସ୍ତ ଦଇେଛି। ତୁମ୍ଭର କ'ଣ ଅଭାବ ହେଲା ଯେ ତୁମ୍ଭେ ସ୍ବଦେଶକୁ ୟିବାକୁ ଗ୍ଭହୁଁଛ?

23ପୁଣି ପରମେଶ୍ବର ଇଲିଯାଦାର ପୁତ୍ର ରଷୋଣକୁ ଶଲୋମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ। ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦଦଷେର ନିକଟରୁ ପଳାଇ ୟାଇଥିଲା।

24ଦାଉଦ ସୋବାକୁ ପରାସ୍ତ କଲାପରେ ରଷୋଣ କିଛି ଲୋକ ସଂଗ୍ରହ କଲେ ଓ ସହେିମାନଙ୍କର ଦଳପତି ହେଲ। ତା'ପରେ ସମାନେେ ଦମ୍ମେଶକକୁ ୟାଇ ସଠାେରେ ବାସ କଲେ ଓ ରଷୋଣ ଦମ୍ମେଶକର ରାଜା ହେଲ।

25ରଷୋଣ ଅରାମ ରେ ରାଜତ୍ବ କଲା। ସେ ଇଶ୍ରାୟେଲକୁ ଘୃଣା କଲା। ସେ ଶଲୋମନଙ୍କର ଓ ଇଶ୍ରାୟେଲର ୟାବଜ୍ଜୀବନ ବିପକ୍ଷ ହାଇେଥିଲା। ରଷୋଣ ଓ ହଦଦ୍ ଇଶ୍ରାୟେଲର ଅତି ଉତ୍ପାତର କାରଣ ଥିଲେ।

1Kings 11 illustration - 1Kings Chapter 11

26ତା'ପରେ ଶଲୋମନଙ୍କର ଦାସ ୟାରବିଯାମ ମଧ୍ଯ ରାଜାଙ୍କର ବିପକ୍ଷ ରେ ବିଦ୍ରୋହ କଲେ। ସେ ସ ରଦୋ ନଗର ନିବାସୀ ଇଫ୍ରଯିମଙ୍କ ପରିବାରବର୍ଗ ଥିଲେ। ତାଙ୍କର ମାତାଙ୍କର ନାମ ସରୁଯା, ସେ ଜଣେ ବିଧବା ଥିଲେ।

27ଏଠା ରେ କୈଫିଯତ ଯୋଗ୍ଯ ଅଟେ ଯେ, କିପରି ଓ କାହିଁକି ସେ ରାଜାଙ୍କ ବିରୁଦ୍ଧ ରେ ଉଠିଲେ। ସହେି ଦିନଗୁଡିକରେ ଶଲୋମନ ମିଲ୍ଲୋ ଦୃଢ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ପ୍ରାଚୀର ନିର୍ମାଣ କରୁଥିଲେ।

28ସେ ସମୟରେ ୟାରବିଯାମ ମହାବିକ୍ରମଶାଳୀ ୟୁବକ ଥିଲେ। ସହେିପରି ଏକ ଉତ୍ତମ କର୍ମୀକୁ ପାଇ, ରାଜା ଶଲୋମନ ଯୋଷଫେ ବଂଶୀଯ ଲୋକମାନଙ୍କ ସମୁଦାଯ କର୍ମଭାର ତାଙ୍କ ଉପରେ ନ୍ଯସ୍ତ କଲେ।

29ଥରେ ୟାରବିଯାମ ୟିରୁଶାଲମ ବାହାରକୁ ଯାଉଥିଲା ବେଳେ ଶୀଲୋର ଭବିଷ୍ଯଦ୍ବକ୍ତା ଅହିଯଙ୍କ ସହିତ ତାଙ୍କର ବାଟରେ ଦଖାେ ହେଲା। ଅହିଯ ଏକ ନୂତନ କୋଟ ପରିଧାନ କରିଥିଲେ ଓ କ୍ଷେତ୍ର ରେ କବଳେ ସେ ଦୁ ହେଁ ଥିଲେ।

30ତା'ପରେ ଅହିଯ ଆପଣା ଦହରେ ନୂତନ ବସ୍ତ୍ରକୁ ବାରଖଣ୍ତ କରି ଚିରିଲା।

1Kings 11 illustration - 1Kings Chapter 11

31ତତ୍ପରେ ଅହିଯ ୟାରବିଯାମଙ୍କୁ କହିଲା, ତୁମ୍ଭ ନିଜ ପାଇଁ ଦଶଖଣ୍ତ ନିଅ, କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, 'ଦେଖ, ଆମ୍ଭେ ଶଲୋମନର ହସ୍ତରୁ ରାଜ୍ଯ ଚିରିଦବୋ ତୁମ୍ଭକୁ ଦଶ ଗୋଷ୍ଠୀ ଦବୋ।

32ମାରେ ସବେକ ଦାଉଦ ସକାେଶ ଓ ମାରେ ପ୍ରିଯ ୟିରୁଶାଲମ ନଗରୀ ସକାେଶ ଯେଉଁଟାକି ସମଗ୍ର ଇଶ୍ରାୟେଲ ପରିବାରବର୍ଗରୁ ପସନ୍ଦ କରିଛି। ଏକ ପରିବାରବର୍ଗ ରେ ମୁଁ ଦାଉଦର ବଂଶକୁ ଶାସନ କରିବା ପାଇଁ ଦବେି।

33ଆମ୍ଭେ ଶଲୋମନର ରାଜ୍ଯ କାଢି ନବୋର କାରଣ ହେଉଛି, ସେ ଆମ୍ଭର ପଶ୍ଚାତ୍ଗାମୀ ହେଲାନାହିଁ। ସେ ମାେତେ ପରିତ୍ଯାଗ କରି ସୀଦୋନୀଯମାନଙ୍କ ଅଷ୍ଟାରୋତ୍ ଦବେତା, ମାଯାେବର କମାେଶ୍ ଦବେତାକୁ ଓ ଅେମ୍ମାନୀୟମାନଙ୍କର ମିଲ୍କମ୍ ଦବେତାକୁ ପ୍ରଣାମ କରିଅଛି। ମାେ କଥିତ ମାର୍ଗ ଅନୁସାରେ ସେ ବାସ କଲା ନାହିଁ। ତା'ର ପିତା ଦାଉଦ ପରି ସେ ମାରେ ନିର୍ଦ୍ଦେଶ ଓ ନିଯମ ଆଜ୍ଞା ମାନିଲା ନାହିଁ।

34ମୁଁ ଶଲୋମନର ପରିବାରରୁ ରାଜ୍ଯ ଛଡଇେ ନବେି। କିନ୍ତୁ ମାରେ ସବେକ ଦାଉଦ ନିମନ୍ତେ ୟିଏକି ମାରେ ଆଜ୍ଞା ଓ ବିଧି ପାଳନ କଲା। ମୁଁ ଶଲୋମନକୁ ତା'ର ମୃତ୍ଯୁ ପର୍ୟ୍ଯନ୍ତ ଶାସନ କରିବାକୁ ନବେି।

35ମାତ୍ର ଆମ୍ଭେ ତାହାର ପୁତ୍ର ହସ୍ତରୁ ରାଜ୍ଯ କାଢି ନବୋ ଆଉ ୟାରବିଯାମ, ତୁମ୍ଭେ ଦଶ ଗୋଷ୍ଠୀର ଶାସନ ଭାର ନବେ।

1Kings 11 illustration - 1Kings Chapter 11

36ତା'ର ଗୋଟିଏ ପୁତ୍ରର ପରିବାରକୁ ମୁଁ ଶାସନ କରିବା ପାଇଁ ଦବେି। ଯାହା ଫଳ ରେ ମାରେ ସବେକ ଦାଉଦର ବଂଶ ୟିରୁଶାଲମ ରେ ମାେ ଆଗ ରେ ରାଜତ୍ବ କରିବ। ସହେି ସହର ରେ ମାରେ ନାମ ସ୍ଥାପନ ପାଇଁ ପସନ୍ଦ କରିଅଛି।

37ତୁମ୍ଭର ମହା ସନ୍ତୋଷାନୁୟାଯୀ ମୁଁ ତୁମ୍ଭକୁ ଇଶ୍ରାୟେଲ ଉପରେ ଶାସନ କରାଇବି।

38ଆଉ ଯଦି ତୁମ୍ଭେ ମାରେ ଦାସ ଦାଉଦଙ୍କ ପରି ମାରେ ବିଧି ଓ ଆଜ୍ଞା ପାଳନ କରିବ, ମାେ ପଥରେ ଗ୍ଭଲିବ ଓ ଠିକ୍ ଭାବରେ ଜୀବନ ଧାରଣ କରିବ, ତବେେ ମୁଁ ତୁମ୍ଭମାନଙ୍କ ସହିତ ରହିବି ଓ ମୁଁ ତୁମ୍ଭପାଇଁ ଏକ ସାମାନ୍ଯ ପ୍ରତିଷ୍ଠା କରିବି ଓ ଦାଉଦ ପରି କଲାପରି ତୁମ୍ଭକୁ ଇଶ୍ରାୟେଲେ ଶାସନ କରିବାକୁ ଦବେି।

39ଆମ୍ଭେ ଏହି କର୍ମ ସକାଶୁ ଦାଉଦ ବଂଶକୁ କ୍ଲେଶ ଦବୋ, ମାତ୍ର ତାହା ଚିରକାଳ ନୁହେଁ।'

40ଏହି କାରଣରୁ ଶଲୋମନ ୟାରବିଯାମଙ୍କୁ ବଧ କରିବାକୁ ଚେଷ୍ଟା କଲେ। ମାତ୍ର ୟାରବିଯାମ ମିଶରର ରାଜା ଶୀଶକ ନିକଟକୁ ପଳାଇଲେ ଓ ଶଲୋମନଙ୍କ ମୃତ୍ଯୁ ପର୍ୟ୍ଯନ୍ତ ମିଶର ରେ ରହିଲେ।

1Kings 11 illustration - 1Kings Chapter 11

41ଶଲୋମନଙ୍କ ରାଜତ୍ବ କାଳ ରେ ବହୁ ମହାନ ଓ ବୁଦ୍ଧିମାନ କାର୍ୟ୍ଯ କଲେ ଯାହାକି ଶଲୋମନଙ୍କର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

42ଶଲୋମନ ଗ୍ଭଳିଷ ବର୍ଷ ପର୍ୟ୍ଯନ୍ତ ୟିରୁଶାଲମ ରେ ସମୁଦାଯ ଇଶ୍ରାୟେଲ ଉପରେ ରାଜତ୍ବ କଲେ।

43ତା'ପରେ ଶଲୋମନ ମୃତ୍ଯୁବରଣ କଲେ ଓ ପିତୃଲୋକଙ୍କ ସହିତ ନିଜ ପିତା ଦାଉଦ ନଗର ରେ କବର ପାଇଲେ। ତା'ପରେ ତାହାଙ୍କ ପୁତ୍ର ରିହବିଯାମ ରାଜା ହେଲ।

Chapter Complete

You have read 1Kings 11

43 verses