Lumina
1Chronicles

Military and Civil Officers

1Chronicles 27·Oriya Bible

1ରାଜାଙ୍କ ସୈନ୍ଯବାହିନୀ ରେ ସବୋକାର୍ୟ୍ଯ କରୁଥିବା ଇଶ୍ରାୟେଲୀୟ ଲୋକଙ୍କର ତାଲିକା ଏହି। ପ୍ରେତ୍ୟକକ ଦଳକୁ ପ୍ରତିବର୍ଷର ଗୋଟିଏ ମାସ ନିମନ୍ତେ କାର୍ୟ୍ଯ ରେ ରହିବାକୁ ପଡ଼ୁଥିଲା। ଏହି ସମସ୍ତ ପରିବାରର ଶାସକ, କ୍ଯାପଟନ୍େ, ସନୋଧ୍ଯକ୍ଷ ଓ ପୋଲିସମାନେ ରାଜାଙ୍କର ସବୋକାର୍ୟ୍ଯ କରୁଥିଲେ। ପ୍ରେତ୍ୟକକ ସନୋଦଳ ରେ 24,000 ଲୋକ ଥିଲେ।

2ୟାରବିଯାମ ପ୍ରଥମ ମାସ ନିମନ୍ତେ ପ୍ରଥମ ଦଳର ଦାଯିତ୍ବ ରେ ଥିଲେ। ୟାରବିଯାମ ସବଦୀଯଲଙ୍କେ ପୁତ୍ର ଥିଲେ। ୟାରବିଯାମଙ୍କ ଦଳ ରେ 24,000 ଲୋକ ଥିଲେ।

3ୟାଶବିଯାମ ପରେସଙ୍କ ପରିବାରର ଜଣେ ଥିଲେ। ୟାରବିଯାମ ପ୍ରଥମ ମାସ ନିମନ୍ତେ ସମସ୍ତ ସନୋଧ୍ଯକ୍ଷମାନଙ୍କର ନେତା ଥିଲେ।

4ଦୋଦୟ ଦ୍ବିତୀୟ ମାସ ନିମନ୍ତେ ସୈନ୍ଯଦଳର ଦାଯିତ୍ବ ରେ ଥିଲେ। ସେ ଅହୋଦୀଯରୁ ଆସିଥିଲେ। ଦୋଦୟଙ୍କ ଦଳ ରେ 24,000 ଲୋକ ଥିଲେ।

5ବନାଯ ତୃତୀୟ ସନୋଧ୍ଯକ୍ଷ ଥିଲେ। ବନାଯ ତୃତୀୟ ମାସର ସନୋଧ୍ଯକ୍ଷ ଥିଲେ। ବନାଯ ଯିହାୟୋଦାରଦାଙ୍କ ପୁତ୍ର ଥିଲେ। ଯିହାୟୋଦାରଦା ମୁଖ୍ଯ ଯାଜକ ଥିଲେ। ବନାଯଙ୍କ ଦଳ ରେ 24,000 ଲୋକ ଥିଲେ।

1Chronicles 27 illustration - 1Chronicles Chapter 27

6ସହେି ବନାଯ ହିଁ ତିରିଶ ଜଣ ବୀରଙ୍କ ମଧିଅରେ ଜଣେ ସାହସୀ ବୀର ଥିଲେ। ବନାଯ ସହେି ଲୋକମାନଙ୍କୁ ପରିଚାଳିତ କରୁଥିଲେ। ବନାଯଙ୍କ ପୁତ୍ର ଅମ୍ମୀଷାବଦ ବନାଯଙ୍କ ଦଳର ଦାଯିତ୍ବ ରେ ଥିଲେ।

7ଅସା ହେଲ ଚତୁର୍ଥ ସନୋଧ୍ଯକ୍ଷ ଥିଲେ। ସେ ଯୋୟାବଙ୍କ ଭ୍ରାତା ଥିଲେ ଏବଂ ତାଙ୍କ ପରେ ତାଙ୍କ ପୁତ୍ର ସବଦିଯ ସନୋଧ୍ଯକ୍ଷ ହେଲେ। ଅସା ହେଲ ଚତୁର୍ଥ ମାସର ସନୋଧ୍ଯକ୍ଷ ଥିଲେ। ଅସା ହେଲଙ୍କ ସୈନ୍ଯ ଦଳ ରେ 24,000 ଲୋକ ଥିଲେ।

8ୟିଷ୍ରାହୀଯର ପଞ୍ଚମ ମାସ ପାଇଁ ପଞ୍ଚମ ସନୋଧ୍ଯକ୍ଷ ଶମ୍ମୋତ ରେ ଥିଲେ। ତାଙ୍କ ଦଳ ରେ 24,000 ଲୋକ ଥିଲେ।

9ଇରା ଷଷ୍ଠ ମାସ ରେ ସନୋଧ୍ଯକ୍ଷ ଥିଲେ। ଇରା ଇକ୍କେଶଙ୍କ ପୁତ୍ର ଥିଲେ। ଇକ୍କେଶ ତକ୍କୋଯୀଯ ସହର ନିବାସୀ ଥିଲେ। ଇରାଙ୍କ ଦଳ ରେ 24,000 ଲୋକ ଥିଲେ।

10ହେଲସ୍ ସପ୍ତମ ସନୋଧ୍ଯକ୍ଷ ଥିଲେ। ହେଲସ୍ ସପ୍ତମ ମାସର ସନୋଧ୍ଯକ୍ଷ ଥିଲେ। ସେ ଜଣେ ଅଜ୍ଞାତ ଜାଗାର ଇଫ୍ରଯିମୀଯ ଲୋକ। ହେଲସ୍ଙ୍କ ଦଳ ରେ 24,000 ଲୋକ ଥିଲେ।

1Chronicles 27 illustration - 1Chronicles Chapter 27

11ସିଦ୍ଦଖଯ ଅଷ୍ଟମ ସନୋଧ୍ଯକ୍ଷ ଥିଲେ। ସିଦ୍ଦଖଯ ଅଷ୍ଟମ ମାସର ସନୋଧ୍ଯକ୍ଷ ଥିଲେ। ସିଦ୍ଦଖଯ ହୂଶାତୀଯରୁ ଆସିଥିଲେ। ସିଦ୍ଦଖଯ ସରହଙ୍କେ ପରିବାରରୁ ଆସିଥିଲେ। ସିଦ୍ଦଖଯଙ୍କ ଦଳ ରେ 24,000 ଲୋକ ଥିଲେ।

12ଅବୀଯଷେର ନମମ ସନୋଧ୍ଯକ୍ଷ ଥିଲେ। ଅବୀଯଷେର ନବମ ମାସର ସନୋଧ୍ଯକ୍ଷ ଥିଲେ। ଅବୀଯଷେର୍ ଅନାଥୋଥ୍ ସହରରୁ ଆସିଥିଲେ। ଅବୀଯଷେର ବିନ୍ଯାମୀନ ଗୋଷ୍ଠୀରୁ ଆସିଥିଲେ ଅବୀଯଷେରଙ୍କ ଦଳ ରେ 24,000 ଲୋକ ଥିଲେ।

13ମହରଯ ଦଶମ ସନୋଧ୍ଯକ୍ଷ ଥିଲେ। ମହରଯ ଦଶମ ମାସର ସନୋଧ୍ଯକ୍ଷ ଥିଲେ। ମହରଯ ନଟୋଫାରୁ ଆସିଥିଲେ। ସେ ସରହଙ୍କେ ପରିବାରରୁ ଆସିଥିଲେ। ମହରଯଙ୍କ ଦଳ ରେ 24,000 ଲୋକ ଥିଲେ।

14ବନାଯ ଏକାଦଶତମ ସନୋଧ୍ଯକ୍ଷ ଥିଲେ। ବନାଯ ଏକାଦଶ ମାସର ସନୋଧ୍ଯକ୍ଷ ଥିଲେ। ବନାଯ ପିରିଯାଥୋରୁ ଆସିଥିଲେ। ବନାଯ ଇଫ୍ରଯିମ ପରିବାରବର୍ଗରୁ ଆସିଥିଲେ। ବନାଯଙ୍କ ଦଳ ରେ 24,000 ଲୋକ ଥିଲେ।

15ହିଲଦଯ ଦ୍ବାଦଶତମ ସନୋଧ୍ଯକ୍ଷ ଥିଲେ। ହିଲଦଯ ଦ୍ବାଦଶ ମାସର ସନୋଧ୍ଯକ୍ଷ ଥିଲେ। ହିଲଦଯ ନଟୋଫାରୁ ଆସିଥିଲେ। ହିଲଦଯ ଅବନୀଯଲେ ପରିବାରରୁ ଆସିଥିଲେ। ହିଲଦଯଙ୍କ ଦଳ ରେ 24,000 ଲୋକ ଥିଲେ।

1Chronicles 27 illustration - 1Chronicles Chapter 27

16ଇଶ୍ରାୟେଲର ଗୋଷ୍ଠୀଗୁଡ଼ିକର ନେତାମାନେ ଥିଲେ :

17ଲବେୀ : କମୂଯଲଙ୍କେ ପୁତ୍ର ହଶବିଯ।

18ଯିହୁଦା : ଇଲୀହୂ (ଇଲୀହୂ, ଦାଉଦଙ୍କର ଭ୍ରାତାମାନଙ୍କ ମଧ୍ଯରୁ ଜଣେ ଥିଲେ।)

19ସବୂଲୂନ୍ : ଓବଦିଯଙ୍କ ପୁତ୍ର ୟିଶମଯିମ୍।

20ଇଫ୍ରଯିମ : ଅସସିଯଙ୍କ ପୁତ୍ର ହାେେଶୟ।

1Chronicles 27 illustration - 1Chronicles Chapter 27

21ପୂର୍ବ ମନଃଶିର : ୟିଖରିଯଙ୍କ ପୁତ୍ର ୟିଦ୍ଦୋ।

22ଦାନ୍ : ୟିରୋହମ୍ଙ୍କ ପୁତ୍ର ଅସ ରେଲ।

23ଦାଉଦ ଇଶ୍ରାୟେଲର ଲୋକମାନଙ୍କୁ ଗଣିବା ନମସ୍ତେ ସ୍ଥିର କଲେ। ସଠାେରେ ବହୁତ ଅଧିକ ଲୋକ ଥିଲେ, କାରଣ ପରମେଶ୍ବର ପ୍ରତିଜ୍ଞା କରିଥିଲେ ଯେ, ସେ ଇଶ୍ରାୟେଲର ଲୋକମାନଙ୍କୁ ଆକାଶର ତାରାଗଣ ତୁଲ୍ଯ ଅଗଣ୍ଯ କରିବେ। ତେଣୁ ଦାଉଦ କବଳେ 20 ବର୍ଷ ବଯସ୍କ ଓ ତଦୁଦ୍ଧର୍‌ବ ବଯସର ଲୋକଙ୍କୁ ଗଣନା କଲେ।

24ସରୁଯାଙ୍କ ପୁତ୍ର ଯୋୟାବ୍ ଲୋକମାନଙ୍କୁ ଗଣିବା ଆରମ୍ଭ କଲେ, ମାତ୍ର ଶଷେ କରିପାରିଲେ ନାହିଁ। ପରମେଶ୍ବର ଇଶ୍ରାୟେଲର ଲୋକଙ୍କ ପ୍ରତି କୋର୍ଧାନ୍ବିତ ହାଇେଉଠିଲେ। ସେଥିନିମନ୍ତେ ରାଜା ଦାଉଦଙ୍କ ଇତିହାସ ପୁସ୍ତକରେ ଲୋକମାନଙ୍କ ସଂଖ୍ଯା ଲଖାୟୋଇ ନାହିଁ।

25ରାଜାଙ୍କ ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାଯିତ୍ବ ରେ ଥିବା ଲୋକମାନଙ୍କର ତାଲିକା ଏହି :

1Chronicles 27 illustration - 1Chronicles Chapter 27

26କଲୂବ୍ଙ୍କ ପୁତ୍ର ଇଷ୍ରି କ୍ଷତମାନଙ୍କେ ରେ କାର୍ୟ୍ଯ କରୁଥିବା ଲୋକମାନଙ୍କ ଦାଯିତ୍ବ ରେ ଥିଲେ।

27ରାମାଥୀଯଙ୍କ ପୁତ୍ର ଶିମିଯି ଦ୍ରାକ୍ଷା କ୍ଷତଗେୁଡ଼ିକର ଦାଯିତ୍ବ ରେ ଥିଲେ।

28ଗାଦରେୀଯର ବାଲ୍ହନନ୍ ପଶ୍ଚିମସ୍ଥ ପାର୍ବତ୍ଯମଯ ଦେଶ ରେ ଥିବା ଅଲିଭ୍ ବୃକ୍ଷ ଓ ଡ଼ିମ୍ବିରି ଜାତୀଯ ବୃକ୍ଷ ସବୁର ଦାଯିତ୍ବ ରେ ଥିଲେ।

29ଶାରୋଣୀଯ ସିଟ୍ରଯ ଶାରୋଣର ଚତୁର୍ଦ୍ଦିଗସ୍ଥ ପଶୁପଲର ଦାଯିତ୍ବ ରେ ଥିଲେ।

30ଇଶମାଯଲେୀଯ ଓବୀଲ୍ ଓଟମାନଙ୍କର ଦାଯିତ୍ବ ରେ ଥିଲେ। ମରେୋଣୋଥୀଯ ଯହଦେୀଯ ଗଧମାନଙ୍କର ଦାଯିତ୍ବ ରେ ଥିଲେ।

1Chronicles 27 illustration - 1Chronicles Chapter 27

31ହାଗରୀଯ ୟାସୀଷ୍ ମଷେମାନଙ୍କର ଦାଯିତ୍ବ ରେ ଥିଲେ।

32ଯୋନାଥନ ଜଣେ ଜ୍ଞାନୀ ପରାମର୍ଶଦାତା ଓ ଲେଖକ ଥିଲେ। ଯୋନାଥନ ଦାଉଦଙ୍କର କାକା ଥିଲେ। ଅକମାନେିଙ୍କ ପୁତ୍ର ୟିହୀଯେଲ୍ ରାଜାଙ୍କ ପୁତ୍ରଗଣଙ୍କର ଯତ୍ନ ନେଉଥିଲେ।

33ଅହୀଥୋଫଲ ରାଜାଙ୍କର ପରାମର୍ଶଦାତା ଥିଲେ। ହୁଶଯ ରାଜାଙ୍କ ବନ୍ଧୁ ଥିଲେ। ହୁଶଯ ଅର୍କୀଯ ଲୋକମାନଙ୍କ ମଧ୍ଯରୁ ଆସିଥିଲେ।

34ୟିହୋଯାଦା ଓ ଅବିଯାଥର୍ ପରେ ଅହୀଥୋଫଲଙ୍କ ସ୍ଥାନ ରେ ରାଜାଙ୍କର ପରାମର୍ଶଦାତା ହେଲେ। ଯିହାୟୋଦାରଦା ବନାଯଙ୍କ ପୁତ୍ର ଥିଲେ। ଯୋୟାବ୍ ରାଜାଙ୍କ ସୈନ୍ଯଦଳର ସନୋପତି ଥିଲେ।

Chapter Complete

You have read 1Chronicles 27

34 verses