1ହାରୋଣଙ୍କ ପୁତ୍ରମାନଙ୍କର ଦଳ ଏହି ପ୍ରକାର ଥିଲା : ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୂ, ଇଲିଯାସର ଓ ଈଥାମର।
2କିନ୍ତୁ ନାଦବ୍, ଅବୀହୂ ସମାନଙ୍କେ ପିତାଙ୍କ ମୃତ୍ଯୁ ପୂର୍ବରୁ ମରଣ ଲଭିଥିଲେ। ଆଉ ନାଦବ୍ ଓ ଅବୀହୂଙ୍କର କୌଣସି ପୁତ୍ର ସନ୍ତାନ ନ ଥିଲେ। ତେଣୁ ଇଲିଯାସର ଓ ଈଥାମର ଯାଜକରୂପେ ସବୋକାର୍ୟ୍ଯ କଲେ।
3ଦାଉଦ ଇଲିଯାସରଙ୍କ ପରିବାରବର୍ଗ ଓ ଈଥାମରଙ୍କ ବଂଶକୁ ଦୁଇଟି ଭିନ୍ନ ଦଳ ରେ ବିଭକ୍ତ କରିଥିଲେ। ସହେି ଦଳମାନେ ସମାନଙ୍କେୁ ଦତ୍ତ କାର୍ୟ୍ଯ ଯେପରି ସୂଚାରୁରୂପେ କରିପାରନ୍ତି, ସେଥିନିମନ୍ତେ ଦାଉଦ ଏହିପରି କରିଥିଲେ।
4ସାଦୋକ୍ ଓ ଅହୀମଲେକ୍ଙ୍କ ସାହାର୍ୟ୍ଯ ରେ ଏହା କରିଥିଲେ। ସାଦୋକ୍ ଇଲିଯାସରଙ୍କ ବଂଶଧର ଓ ଅହୀମଲେକ୍ ଇଥାମରଙ୍କ ବଂଶଧର ଥିଲେ।
5ପ୍ରତି ପରିବାରରୁ ଲୋକମାନେ ମନୋନୀତ ହାଇେଥିଲେ। ସମାନେେ ଗୁଳିବାଣ୍ଟ ଦ୍ବାରା ମନୋନୀତ ହାଇେଥିଲେ। ପବିତ୍ର ସ୍ଥାନର ଦାଯିତ୍ବ ରେ ରହିବା ନିମନ୍ତେ କେତଜେଣ ବ୍ଯକ୍ତିଙ୍କୁ ମନୋନୀତ କରାୟାଇଥିଲା। ଆଉ ଅନ୍ୟ ଜଣେ ବ୍ଯକ୍ତିଙ୍କୁ ଯାଜକକର୍ମ ନିମନ୍ତେ ମନୋନୀତ କରାୟାଇଥିଲା। ଏହି ସମସ୍ତ ବ୍ଯକ୍ତିମାନେ ଇଲିଯାସର ଓ ଈଥାମରଙ୍କ ବଂଶରୁ ଆସିଥିଲେ।

6ଶମଯିଯ ସଂପାଦକ ଥିଲେ। ସେ ନଥନଲଙ୍କେ ପୁତ୍ର ଥିଲେ। ଶମଯିଯ ଲବେୀ ଗୋଷ୍ଠୀରୁ ଆସିଥିଲେ। ଶମଯିଯ ସହେି ବଂଶଧରମାନଙ୍କ ନାମ ଲେଖିଲେ। ସେ ସହେି ନାମଗୁଡ଼ିକୁ ରାଜା ଦାଉଦ ଓ ସହେି ନେତାଗଣ : ଯାଜକ ସାଦୋକ, ଅହୀମଲକେ, ଯାଜକମାନଙ୍କର ବଂଶଜ ନେତା ଓ ଲବେୀ ବଂଶଜ ନେତାମାନଙ୍କ ସମ୍ମୁଖ ରେ ଲେଖିଲେ। ଅହୀମଲକେ ଅବିଯାଥରଙ୍କ ପୁତ୍ର ଥିଲେ। ପ୍ରତିଥର ଗୁଳାବାଣ୍ଟ ଦ୍ବାରା ସମାନେେ ଜଣେ ବ୍ଯକ୍ତିକୁ ମନୋନୀତ କଲେ ଓ ଶମଯିଯ ସହେି ଲୋକର ନାମ ଲେଖି ରଖିଲେ। ତେଣୁ ସମାନେେ ଇଲିଯାସର ଓ ଈଥାମରଙ୍କ ପରିବାରର ବ୍ଯକ୍ତିମାନଙ୍କର ମଧ୍ଯ କାମକୁ ଭାଗ କରି ଦେଲେ।
7ପ୍ରଥମ ଦଳ ଥିଲା ଯିହାୟୋଦାରରୀବଙ୍କ ଦଳ।
8ତୃତୀୟ ଦଳ ଥିଲା ହାରୀମଙ୍କ ଦଳ।
9ପଞ୍ଚମ ଦଳ ଥିଲା ମଲକିଯଙ୍କ ଦଳ।
10ସପ୍ତମ ଦଳ ଥିଲା ହକ୍କୋସଙ୍କ ଦଳ।

11ନବମ ଦଳ ଥିଲା ଯଶୂେଯଙ୍କ ଦଳ।
12ଏକାଦଶ ଦଳ ଥିଲା ଇଲୀଯାଶୀବଙ୍କ ଦଳ।
13ତ୍ରଯୋଦଶ ଦଳ ଥିଲା ହୁପ୍ପଙ୍କ ଦଳ।
14ପଞ୍ଚଦଶ ଦଳ ଥିଲା ବିଲଗାଙ୍କ ଦଳ।
15ସପ୍ତଦଶ ଦଳ ହଷେୀରଙ୍କ ଦଳ ଥିଲା।

16ଊନବିଂଶ ଦଳ ଥିଲା ପଥାହିଯଙ୍କ ଦଳ।
17ଏକବିଂଶ ଦଳ ଥିଲା ୟାଖୀନଙ୍କ ଦଳ।
18ତ୍ରଯୋବିଂଶ ଦଳ ଥିଲା ଦଲାଯଙ୍କ ଦଳ।
19ମନ୍ଦିର ରେ ସବୋକାର୍ୟ୍ଯ କରିବା ନିମନ୍ତେ ଏହି ଦଳଗୁଡ଼ିକ ମନୋନୀତ ହାଇେଥିଲେ। ମନ୍ଦିରର ସବୋକାର୍ୟ୍ଯ ପାଇଁ ହାରୋଣଙ୍କ ଦତ୍ତ ନିଯମର ସମାନେେ ବାଧ୍ଯ ହେଲେ। ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ହାରୋଣଙ୍କୁ ଏହି ନିଯମଗୁଡ଼ିକ ପ୍ରଦାନ କରିଥିଲେ।
20ଲବେୀଙ୍କ ଅବଶିଷ୍ଟ ବଂଶଧରଙ୍କ ନାମ ଏହା ଥିଲା : ଅମ୍ରାମଙ୍କ ବଂଶଧରମାନଙ୍କ ମଧ୍ଯରୁ : ଶୂଯଲେ ଶବୂଯଲଙ୍କେ ବଂଶଧରମାନଙ୍କ ମଧ୍ଯରୁ : ଯହଦେିଯ

21ରହବିଯରୁ : ୟିଶିଯ (ୟିଶିଯ ଜେଷ୍ଠ ପୁତ୍ର ଥିଲେ)
22ୟିଶହରିଯ ପରିବାରବର୍ଗ ଶ ଲୋମୀତ୍।
23ହିବ୍ରୋଣଙ୍କ ଜେଷ୍ଠପୁତ୍ର ଥିଲେ ୟିରିଯ।
24ଉଷୀଯଲଙ୍କେ ପୁତ୍ର ଥିଲେ ମୀଖା।
25ୟିଶିଯ ମୀଖାଙ୍କ ଭ୍ରାତା ଥିଲେ।

26ମରାରିଙ୍କ ବଂଶଧରମାନେ ଥିଲେ ମହଲି ଓ
27ମରାରିଙ୍କ ପୁତ୍ର ୟାସିଯଙ୍କ ପୁତ୍ରମାନେ ଥିଲେ : ବିନୋ, ଶୋହମ୍, ସକୂର ଓ ଇବ୍ରି।
28ମହଲିଙ୍କ ପୁତ୍ର ଥିଲେ ଇଲିଯାସର। କିନ୍ତୁ ଇଲିଯାସରଙ୍କ ପୁତ୍ର ସନ୍ତାନ ନ ଥିଲେ।
29କୀଶଙ୍କ ପୁତ୍ର ଥିଲେ ୟିରହମଲେ।
30ମୂଶିଙ୍କ ପୁତ୍ରମାନେ ଥିଲେ ମହଲି, ଏଦର ଓ ଯିରମୋେତ୍।

31ସମାନେେ ବିଶଷେ କର୍ମ କରିବା ନିମନ୍ତେ ମନୋନୀତ ହାଇେଥିଲେ। ସମାନେେ ସମାନଙ୍କେର ଆତ୍ମୀଯ, ଯାଜକମାନଙ୍କ ପରି ଗୁଳାବାଣ୍ଟ କଲେ। ଯାଜକମାନେ ହାରୋଣଙ୍କ ବଂଶଧର ଥିଲେ। ସମାନେେ ରାଜା ଦାଉଦ, ସାଦୋକ, ଅହୀମଲକେ, ଯାଜକ ଏବଂ ଲବେୀୟ ବଂଶର ନେତାମାନଙ୍କ ସମ୍ମୁଖ ରେ ଗୁଳାବାଣ୍ଟ କଲେ। ଜେଷ୍ଠ ପରିବାର ଓ କନିଷ୍ଠ ପରିବାର ନିମନ୍ତେ ଯେତବେେଳେ କାର୍ୟ୍ଯ ସ୍ଥିର କରାଗଲା, ସେତବେେଳେ ସମାନଙ୍କେ ପ୍ରତି ସମାନ ବ୍ଯବହାର କରାଗଲା।
You have read 1Chronicles 24
31 verses