Lumina
1Chronicles

God's Covenant with David

1Chronicles 17·Oriya Bible

1ଦାଉଦ ନିଜ ଗୃହକୁ ଫରେିୟିବା ପରେ, ନାଥନ୍ ଭବିଷ୍ଯତବକ୍ତାଙ୍କୁ କହିଲେ, ଦେଖ, ମୁଁ ଦବଦୋରୁ କାଠ ରେ ନିର୍ମିତ ଗୃହ ରେ ବାସ କରୁଅଛି, କିନ୍ତୁ ନିଯମସିନ୍ଦୁକ ଏକ ତମ୍ବୁ ମଧିଅରେ ରହିଅଛି। ମୁଁ ପରମେଶ୍ବରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଚାହୁଁଅଛି।

2ନାଥନ୍ ଦାଉଦଙ୍କୁ ଉତ୍ତର ଦେଲେ, ତୁମ୍ଭେ ଯାହା ଇଚ୍ଛା କରୁଅଛ, ତାହା କରିପାର। ପରମେଶ୍ବର ତୁମ୍ଭ ସହିତ ରେ ଅଛନ୍ତି।

3କିନ୍ତୁ ସହେି ଦିନ ରାତ୍ରି ରେ ପରମେଶ୍ବରଙ୍କ ବାକ୍ଯ ନାଥନଙ୍କ ନିକଟକୁ ଆସିଲା।

4ପରମେଶ୍ବର କହିଲେ, ୟାଅ ଓ ଏହିସବୁ ବିଷଯ ମାହେର ଦାସ ଦାଉଦକୁ ଜଣାଅ ; ସଦାପ୍ରଭୁ କହନ୍ତି, 'ଦାଉଦ, ଆମ୍ଭେ ଯେଉଁ ଗୃହ ରେ ବାସ କରିବା, ସହେି ଗୃହକୁ ନିର୍ମାଣ କରିବା ଲୋକ ତୁମ୍ଭେ ନୁହଁ।

5ଇଶ୍ରାୟେଲକୁ ମିଶରରୁ ବାହାର କରି ଆଣିବା ଦିନଠାରୁ ବର୍ତ୍ତମାନ ପର୍ୟ୍ଯନ୍ତ ଆମ୍ଭେ ଗୃହ ମଧିଅରେ 'ବାସ କରି ନାହିଁ। ମୁଁ ତମ୍ବୁ ମଧିଅରେ ରହୁଛି। ମୁଁ ଇଶ୍ରାୟେଲ ନିମନ୍ତେ ନେତା ମନୋନୀତ କରିଥିଲି ସମାନେେ ମଷେପାଳକ ତୁଲ୍ଯ ଥିଲେ।

1Chronicles 17 illustration - 1Chronicles Chapter 17

6ଆମ୍ଭେ ଇଶ୍ରାୟେଲୀୟମାନଙ୍କ ସହିତ ଗଲା ସମୟରେ କବେେ ହେଲେ ଜଣେ ସୁଦ୍ଧା ନେତାଙ୍କୁ କହି ନାହୁଁ : ତୁମ୍ଭେ ଆମ୍ଭ ନିମନ୍ତେ କାହିଁକି ଦବଦୋରୁ କାଠ ରେ ଗୃହ ନିର୍ମାଣ କରି ନାହଁ ?

7ବର୍ତ୍ତମାନ, ଏହିସବୁ ବିଷଯ ମାରେ ଦାସ ଦାଉଦକୁ କୁହ : ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, 'ଆମ୍ଭେ ତୁମ୍ଭକୁ କ୍ଷେତ୍ର ମଧ୍ଯରୁ ଓ ମଷେ ଚରାଇବା ସ୍ଥାନରୁ ଆଣିଲୁ। ଆମ୍ଭେ ତୁମ୍ଭକୁ ଆପଣା ଲୋକ ଇଶ୍ରାୟେଲ ଉପରେ ରାଜା କଲୁ।

8ତୁମ୍ଭେ ଯେଉଁଆଡ଼େ ଗଲ, ଆମ୍ଭେ ତୁମ୍ଭ ସହିତ ରେ ରହିଲୁ। ଆମ୍ଭେ ତୁମ୍ଭ ସମ୍ମୁଖ ରେ ତୁମ୍ଭର ଶତ୍ରୁଗଣକୁ ବଧ କଲୁ। ବର୍ତ୍ତମାନ ଆମ୍ଭେ ତୁମ୍ଭକୁ ପୃଥିବୀର ସବୁଠାରୁ ବିଖ୍ଯାତ ଲୋକଙ୍କ ମଧିଅରେ ଜଣେ କରିବା।

9ଆମ୍ଭେ ଆମ୍ଭର ଲୋକ ଇଶ୍ରାୟେଲକୁ ଏହି ସ୍ଥାନ ଦଇେଅଛୁ। ସମାନେେ ବୃକ୍ଷ ରୋପଣ କରିବେ ଓ ସହେି ବୃକ୍ଷସବୁର ତଳେ ଶାନ୍ତି ରେ ବସିବେ। ସମାନେେ ଆଉ କୌଣସି ବିଷଯ ରେ ଚିନ୍ତିତ ହବେେ ନାହିଁ। ପୂର୍ବ ପରି ମନ୍ଦ ଲୋକେ ଆଉ ସମାନଙ୍କେୁ ଆଘାତ କରିବେ ନାହିଁ।

10ସହେି ଅମଙ୍ଗଳର ଘଟଣାସବୁ ଘଟିଲା, କିନ୍ତୁ ଆମ୍ଭର ଲୋକ ଇଶ୍ରାୟେଲର ଯତ୍ନ ନବୋ ନିମନ୍ତେ ଆମ୍ଭେ ନେତାମାନଙ୍କୁ ମନୋନୀତ କଲୁ। ଏବଂ ଆମ୍ଭେ ତୁମ୍ଭର ସମସ୍ତ ଶତ୍ରୁଗଣକୁ ମଧ୍ଯ ପରାଜିତ କରିବା।

1Chronicles 17 illustration - 1Chronicles Chapter 17

11ତୁମ୍ଭେ ଯେତବେେଳେ ମୃତ୍ଯୁଭୋଗ କରିବ ଓ ତୁମ୍ଭର ପୂର୍ବପୁରୁଷମାନଙ୍କ ପାଖକୁ ୟିବ, ସେତବେେଳେ ଆମ୍ଭେ ତୁମ୍ଭର ପୁତ୍ରକୁ ନୂତନ ରାଜା କରିବା। ତୁମ୍ଭର ପୁତ୍ରଗଣଙ୍କ ମଧ୍ଯରୁ ଜଣେ ନୂତନ ରାଜା ହବେ, ଏବଂ ଆମ୍ଭେ ତା'ର ରାଜ୍ଯକୁ ଶକ୍ତିଶାଳୀ କରିବା।

12ତୁମ୍ଭର ପୁତ୍ର ଆମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବ। ଆମ୍ଭେ ତୁମ୍ଭ ପୁତ୍ରର ବଂଶକୁ ଚିରକାଳ ନିମନ୍ତେ ରାଜ୍ଯଭାର ଦବୋ।

13ଆମ୍ଭେ ତାହାର ପିତା ହବୋ ଓ ସେ ଆମ୍ଭର ପୁତ୍ର ହବେ। ଶାଉଲ ତୁମ୍ଭ ପୂର୍ବରୁ ରାଜା ଥିଲେ ଓ ଆମ୍ଭେ ଶାଉଲଠାରୁ ଆମ୍ଭର ସମର୍ଥନ ପ୍ରତ୍ଯାହାର କରିନଲେୁ। କିନ୍ତୁ ଆମ୍ଭେ କଦାପି ତୁମ୍ଭ ପ୍ରତି ଆମ୍ଭର ପ୍ ରମେକୁ ପରିତ୍ଯାଗ କରିବା ନାହିଁ।

14ଆମ୍ଭେ ତାକୁ ଆମ୍ଭର ଗୃହର ଓ ଆମ୍ଭର ରାଜ୍ଯର ଦାଯିତ୍ବ ଦବୋ ଓ ତା'ର ସିଂହାସନ ଚିରକାଳ ତିଷ୍ଠି ରହିବ।'

15ପରମେଶ୍ବର ଯେଉଁ ସମସ୍ତ ବିଷଯ ଓ ଦର୍ଶନ କରାଇଥିଇଲେ, ନାଥନ ସହେିସବୁ ଦାଉଦଙ୍କୁ ଜଣାଇଲେ।

1Chronicles 17 illustration - 1Chronicles Chapter 17

16ଏହାପରେ ରାଜା ଦାଉଦ ପବିତ୍ର ତମ୍ବୁକୁ ଗଲେ ଓ ସଦାପ୍ରଭୁଙ୍କ ସମ୍ମୁଖ ରେ ବସିଲେ। ଦାଉଦ କହିଲେ, ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ମାେ' ନିମନ୍ତେ ଓ ମାରେ ପରିବାର ନିମନ୍ତେ ଅନକେ ମହାନ୍ କାର୍ୟ୍ଯମାନ କରିଅଛ। ଆଉ ମୁଁ ଜାଣନୋ କାହିଁକି।

17ସର୍ବୋପରି, ଭବିଷ୍ଯତ ରେ ମାେ' ପରିବାର ପ୍ରତି କ'ଣ ଘଟିବ, ତାହା ମଧ୍ଯ ତୁମ୍ଭେ ମାେତେ ଜାଣିବାକୁ ଦଲେ। ସତେ ଯେପରି ମୁଁ ଜଣେ ଅତି ମହାନ୍ ବ୍ଯକ୍ତି ଅଟେ, ତୁମ୍ଭେ ମାେ' ପ୍ରତି ସେ ପ୍ରକାର ବ୍ଯବହାର କଲ।

18ମୁଁ ଆଉ ଅଧିକ କ'ଣ ବା କହିବି ? ତୁମ୍ଭେ ମାେ' ନିମନ୍ତେ ବହୁତ ମହାନ୍ କାର୍ୟ୍ଯମାନ କରିଅଛ। ଏବଂ ତୁମ୍ଭେ ଜାଣ ଯେ, ମୁଁ କବଳେ ତୁମ୍ଭର ଜଣେ ଦାସ ମାତ୍ର ଅଟେ।

19ହେ ସଦାପ୍ରଭୁ, ତୁମ୍ଭେ ମାେ' ନିମନ୍ତେ ଏହି ଆଶ୍ଚର୍ୟ୍ଯଜନକ କାର୍ୟ୍ଯଟି କରିଅଛ। ଆଉ, ତୁମ୍ଭେ ନିଜ ଇଚ୍ଛା ରେ ତାହା କରିଅଛ।

20ହେ ସଦାପ୍ରଭୁ, ତୁମ୍ଭ ତୁଲ୍ଯ ଆଉ କହେି ନାହାନ୍ତି। ଆଉ କୌଣସି ପରମେଶ୍ବର ନାହାନ୍ତି। ଆଉ କୌଣସି ଦବୋଦବେୀ ଏପରି ମହତ୍ କର୍ମମାନ କରିବା ଆମ୍ଭମାନେେ କବେେ ଶୁଣି ନାହୁଁ।

1Chronicles 17 illustration - 1Chronicles Chapter 17

21ଇଶ୍ରାୟେଲ ପରି ଆଉ କୌଣସି ଦେଶ ଅଛି କି ? ନା ! ଇଶ୍ରାୟେଲ ହିଁ ପୃଥିବୀର ଏକମାତ୍ର ଦେଶ ଅଟେ। ଯାହା ନିମନ୍ତେ ତୁମ୍ଭେ ଏପ୍ରକାର ଆଶ୍ଚର୍ୟ୍ଯ କର୍ମମାନ କରିଅଛ। ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ ଓ ତୁମ୍ଭେ ଆମ୍ଭମାନଙ୍କୁ ମୁକ୍ତ କଲ। ତୁମ୍ଭେ ଆପଣାକୁ ମହାନ୍ କରିଅଛ। ତୁମ୍ଭେ ତୁମ୍ଭର ଲୋକମାନଙ୍କ ଅଗ୍ରତ ରେ ଗମନ କଲ ଓ ଆମ୍ଭମାନଙ୍କ ନିମନ୍ତେ ଅନ୍ୟ ଦେଶୀଯମାନଙ୍କୁ ସମାନଙ୍କେ ଦେଶରୁ ତଡ଼ି ଦଲେ।

22ତୁମ୍ଭେ ଚିରକାଳ ନିମନ୍ତେ ଇଶ୍ରାୟେଲକୁ ଆପଣାର ଲୋକ କରିନଲେ। ହେ ସଦାପ୍ରଭୁ, ତୁମ୍ଭେ ସମାନଙ୍କେର ପରମେଶ୍ବର ହେଲ।

23 ହେ ସଦାପ୍ରଭୁ, ତୁମ୍ଭେ ମାେ ନିକଟରେ ଓ ମାରେପରିବାର ନିକଟରେ ଏହି ପ୍ରତିଜ୍ଞା କରିଅଛ, ବର୍ତ୍ତମାନ ଚିରକାଳ ନିମନ୍ତେ ତୁମ୍ଭର ସହେି ପ୍ରତିଜ୍ଞାକୁ ତୁମ୍ଭେ ରକ୍ଷା କରିବ। ପ୍ରଭୁ, ତୁମ୍ଭେ ଯାହା କରିବାକୁ କହିଅଛ, ତାହା କର।

24ଲୋକମାନେ ଯେପରି ଚିରକାଳ ତୁମ୍ଭ ନାମକୁ ଭକ୍ତି କରିବେ, ଏଥିନିମନ୍ତେ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତବେେ ଲୋକମାନେ ଏହା କହିବେ, ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଅଟନ୍ତି।' ମୁଁ ତୁମ୍ଭର ଦାସ ଅଟେ, ଦୟାକରି ମାରେପରିବାରକୁ ସଦାସର୍ବଦା ତୁମ୍ଭର ସବୋ କରିବା ନିମନ୍ତେ ବଳିଷ୍ଠ କର।

25 ହେ ମାରେ ସଦାପ୍ରଭୁ, ମୁଁ ତୁମ୍ଭର ଦାସ, ମାେତେ ତମ୍ଭେ ପରିଷ୍କାର ଭାବରେ କହିଲ। ତୁମ୍ଭେ କହିଲ ଯେ, ତୁମ୍ଭେ ମାେ ପାଇଁ ଏକ ଗୃହ ନିର୍ମାଣ କରିବ, ଏଥିପାଇଁ ତୁମ୍ଭ ଆଗ ରେ ପ୍ରାର୍ଥନା କରିବା ପାଇଁ ମୁଁ ସାହସ ପାଇଛି।

1Chronicles 17 illustration - 1Chronicles Chapter 17

26ହେ ସଦାପ୍ରଭୁ ତୁମ୍ଭେ ପରମେଶ୍ବର ଅଟ। ଆଉ ହେ ପରମେଶ୍ବର, ତୁମ୍ଭେ ମାେ ନିମନ୍ତେ ଏହି ସମସ୍ତ ଉତ୍ତମ କର୍ମ କରିବ ବୋଲି ପ୍ରତିଜ୍ଞା କରିଅଛି।

27ହେ ସଦାପ୍ରଭୁ, ତୁମ୍ଭେ ସ୍ବଯଂ ମାରେ ପରିବାରକୁ ଆଶୀର୍ବାଦ କରିଅଛ, ତେଣୁ ମାରେ ପରିବାର ପ୍ରକୃତ ରେ ଚିରକାଳ ନିମନ୍ତେ ଆଶୀର୍ବାଦ ପ୍ରାପ୍ତ ହବେ।

Chapter Complete

You have read 1Chronicles 17

27 verses